ଭୁବନେଶ୍ୱର: ଇ-କେୱାଇସି ପରେ ୮୪, ୭୫୭ ଅଯୋଗ୍ୟ ହିତାଧିକାରୀ ବାଦପଡ଼ିଛନ୍ତି। ଏ ପର୍ଯ୍ୟନ୍ତ ମୋଟ ୨୨ହଜାର ୨୯୩ ଅଯୋଗ୍ୟ ରାସନ କାର୍ଡ ଚିହ୍ନଟ ହୋଇଛି। କଟକରୁ ସର୍ବାଧିକ ୨୫୫୪ କାର୍ଡ କଟିଛି। ବାଲେଶ୍ୱରରେ ୧୪୩୬, ନୟାଗଡ଼଼ ୧୬୧୮, ଖୋର୍ଦ୍ଧାରୁ ୧୩୪୫ କାର୍ହ କଟିଛି ବୋଲି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇଛନ୍ତି।
Popular Categories



