() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ ଅପରାଧି ଙ୍କୁ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ୍…. କାର୍ବାଇନ୍ ଜବତ…
() ରବିବାର କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ… ଘଟଗାଁ ମା’ ତାରିଣୀଙ୍କ ପରିକ୍ରମା ପ୍ରକଳ୍ପର କରିବେ ଶିଳାନ୍ୟାସ…
() ଯାଜପୁରରେ ଅଭାବନୀୟ ଘଟଣା…ଖରସ୍ରୋତା ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…
() କେନ୍ଦୁଝର ବାଶଂପାଳ କସଡ଼ା ଗାଁରେ ଅଘଟଣ…୮ ରୁ ୧୦ବର୍ଷ ବୟସର ମାଈ ହାତୀର ମୃତ୍ୟୁ , କାରଣ ଅସ୍ପଷ୍ଟ..
() ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଅଚଳାବସ୍ଥା…ଅପିଲ୍ କଲେ ସୋନୁ ସୁଦ୍…



