ପିପିଲି: ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଆଜି ଚନ୍ଦ୍ରଦେଈପୁର ପଞ୍ଚାୟତ ଆରସାହିରେ ଗୋଟିଏ ଷଣ୍ଢ ଉତ୍ପାତ କରିଥିଲା। ଗୋଡେଇ ଗୋଡେଇ ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା ଏବଂ ୪ଜଣ ଆହତ ହୋଇଥିଲେ।
Popular Categories



