www.samajalive.in
Saturday, December 6, 2025
23.1 C
Bhubaneswar

ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ରିପୋର୍ଟ ପ୍ରକାଶ, ଓଡ଼ିଶାରେ ୭୧୦ ଡଲ୍‌‌ଫିନ

ଭୁବନେଶ୍ୱର: ଆସିଲା ରାଜ୍ୟର ଡଲ୍‌‌ଫିନ୍‌‌ ଗଣନା ରିପୋର୍ଟ। ରାଜ୍ୟରେ ମୋଟ ୭୧୦ ଡଲଫିନ୍‌‌ ରହିଛି ବୋଲି ସୂଚନା ମିଳିଛି।

ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ଓଡ଼ିଶାରେ ଡଲ୍‌‌ଫିନ୍‌‌ ଗଣଣା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ଚିଲିକା ଡିଭିଜନ୍‌‌ରେ ସର୍ବାଧିକ ୧୭୪ଟି ଡଲ୍‌‌ଫିନ୍‌‌ ରହିଛି। ଏହାପରେ ବ୍ରହ୍ମପୁର ଡିଭିଜନ୍‌‌ରେ ୧୩ ଡଲଫିନ୍‌‌ ରହିଛନ୍ତି। ପୁରୀ ଏବଂ ବାଲେଶ୍ୱର ଡିଭିଜନ୍‌‌ରେ ୭ଟି ଲେଖାଏଁ ଡଲଫିନ୍‌‌ ରହିଥିବାବେଳେ ଭଦ୍ରକ ଡିଭିଜନ୍‌‌ରେ ୪ଟି ଡଲଫିନ୍‌‌ ଅଛନ୍ତି। ଏହାସହିତ ରାଜ୍ୟର ବିଭନ୍ନ ସ୍ଥାନରେ ଡଲଫିନ୍‌‌ ଗଣନା କରାଯାଇଥିବା ନେଇ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories