ପୁରୀ: ବାଲି କପିଳେଶ୍ୱର ମହାଦେବ ମନ୍ଦିରରୁ ଚୋରି ହୋଇଥିବା ସୂଚନା ମିଳିଛି। ଦୁର୍ବୃତ୍ତମାନେ ବାଲି କପିଳେଶ୍ୱର ମହାଦେବ ମନ୍ଦିର ହୁଣ୍ଡିଭାଙ୍ଗି ଦାନବାକ୍ସ ନେଇଯାଇଥିବା ଜଣାପଡ଼ିଛି। ସେହିପରି ନରେନ୍ଦ୍ରକୋଣ ଚନ୍ଦନ ପୁଷ୍କରଣୀ ସମ୍ମୁଖ ମହାଦେବ ମନ୍ଦିରରୁ ମଧ୍ୟ ଚୋରି ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



