www.samajalive.in
Saturday, December 6, 2025
23.1 C
Bhubaneswar

ମହାକାଶରୁ ଫେରିବେ ସୁନିତା ୱିଲିୟମ୍ସ, ପୃଥିବୀ ପୃଷ୍ଠରେ ଓଲ୍ଲାଇବା ନେଇ ସ୍ପଷ୍ଟ କଲା ନାସା

ୱାସିଂଟନ୍‌‌: ମହାକାଶଚାରୀ ସୁନିତା ୱିଲିୟମ୍ସ ମହାକାଶରୁ ପୃଥିବୀପୃଷ୍ଠକୁ ଫେରିବେ। ସୁନିତା ୱିଲିୟମ୍ସ ପୃଥିବୀ ପୃଷ୍ଠରେ ଓଲ୍ଲାଇବା ନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୁନିତା ୱିଲିୟମ୍ସ ପ୍ରତ୍ୟାବର୍ତ୍ତନ ତାରିଖ ଓ ସମୟକୁ ନାସା ନିଶ୍ଚିତ କରିଛି।

ନ୍ୟାସନାଲ ଏରେଳନେଟିକ୍ସ ଆଣ୍ଡ ସ୍ପେସ୍‌‌ ଆଡ୍‌‌ମିନିଷ୍ଟ୍ରେସନ(ନାସା) ପକ୍ଷରୁ ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କ ଘର ବାହୁଡ଼ା ତାରିଖ ଓ ସମୟ ସମ୍ପର୍କରେ ସୂଚନା ଦିଆଯାଇଛି। ଆମେରିକୀୟ ସମୟ ଅନୁସାରେ ମାର୍ଚ୍ଚ ୧୮ ମଙ୍ଗଳବାର ସନ୍ଧ୍ୟା ୫ଟା ୫୭ରେ ସୁନିତା ୱିଲିୟମ୍ସ ପହଞ୍ଚିବେ ବୋଲି ନାସା ପକ୍ଷରୁ କୁହାଯାିଛି। ଭାରତୀୟ ସମୟ ଅନୁସାରେ ବୁଧବାର ଭୋର ୩ଟା ୨୭ରେ ପହଞ୍ଚିବେ ସୁନିତା।

- Advertisement -

ମହାକାଶରୁ ଫେରି ଫ୍ଲୋରିଡ଼ା ଉପକୂଳରେ ୨ ମହାକାଶଚାରୀ ଅବତରଣ କରିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ ଡ୍ରାଗନ ସ୍ପେସକ୍ରାଫ୍ଟ ଯାଇଛି। ୪ଜଣ ନୂଆ ମହାକାଶ କର୍ମଚାରୀ ମହାକାଶ କେନ୍ଦ୍ରକୁ ଯାଇଛନ୍ତି। ୯ ମାସ ହେବ ମହାକାଶରେ ଫସି ରହିଛନ୍ତି ସୁନିତା ୱିଲିୟମ୍ସ। ସୁନିତାଙ୍କ ସହ ବୁଚ ୱିଲମୋର ମଧ୍ୟ ମହାକାଶରେ ଫସି ରହିଛନ୍ତି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories