www.samajalive.in
Friday, December 12, 2025
26.1 C
Bhubaneswar

୧୦ ବାଂଲାଦେଶୀ ଗିରଫ, ୨ଟି ମୋବାଇଲ ସହ ବାଂଲାଦେଶୀ ନୋଟ୍‌‌ ଜବତ

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ୧୦ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି। ଜଣେ ନାବାଳକଙ୍କ ସହ ୧୦ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି ବୋଲି ଏସଟିଏଫ୍‌‌ ଏସପି ରବିନାରାୟଣ ଶତପଥୀ ସୂଚନା ଦେଇଛନ୍ତି।

ଏସଟିଏଫ ପକ୍ଷରୁ ଦିବ୍ରୁଗଡ଼଼-ଚେନ୍ନାଇ ଏକ୍ସପ୍ରେସ୍‌‌ରୁ ଏହି ବାଂଲାଦେଶୀମାନଙ୍କୁ ଗିରଫ କରାଯାଇଛି। ଗିରଫ ବାଂଲାଦେଶୀଙ୍କ ନିକଟରେ କୌଣସି ଭିସା କିମ୍ବା ପାସପୋର୍ଟ ନ ଥିବା ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି।

- Advertisement -

ବିନା ଭିସା ଓ ପାସପୋର୍ଟରେ ଆସାମରେ ପ୍ରବେଶ କରିଥିଲେ। ସେମାନଙ୍କ ନିକଟରୁ ୨ଟି ମୋବାଇଲ ସହ ବାଂଲାଦେଶୀ ନୋଟ୍‌‌ ଜବତ ହୋଇଛି ବୋଲି ଏସଟିଏଫ୍‌‌ ଏସପି ରବିନାରାୟଣ ଶତପଥୀ ସୂଚନା ଦେଇଛନ୍ତି।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories