ଭିଡମୁକ୍ତ ହେବ କଟକ, ରାସ୍ତାରେ ଲାଗିବନି ଗହଳି

କଟକ: ଭିଡମୁକ୍ତ ହେବ କଟକ। ରାସ୍ତା ରେ ଲାଗିବନି ଗହଳି। ସେନେଇ ଆଜି କଟକ ନୁଆବଜାର ଗୋଶାଳାସ୍ଥିତ ୫୦୦ ମିଟର ଲମ୍ବର ରେଳ ଓଭର ବ୍ରିଜର ଲୋକାର୍ପଣ କରିଲେ ରାଜ୍ୟ ସରକାରଙ୍କ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ…
Read More...

ବିକଶିତ ଓଡ଼ିଶା ପାଇଁ ନିରାପଦ ଯାତ୍ରା ଓ ସଡ଼କ ଡକ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ଵ

ଭୁବନେଶ୍ୱର : ସଡ଼କ ସୁରକ୍ଷା ଓ ଦୁର୍ଘଟଣା ହ୍ରାସ ଦିଗରେ ସରକାର ପ୍ରତିବଦ୍ଧ ଥିବାବେଳେ ସବୁପ୍ରକାର ପ୍ରତିରୋଧୀ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତିଭୂଷଣ ଜେନା…
Read More...

ମହିଳାଙ୍କ ବିକାଶକୁ ପ୍ରୋତ୍ସାହିତ କରୁଛି ଗୋନାସିକା ମହୋତ୍ସବ, ମିଶନ ଶକ୍ତି ମା’ମାନେ କରିଛନ୍ତି ୭୫ଲକ୍ଷ ଟଙ୍କାର…

ଭୁବନେଶ୍ୱର: ଆଜି କେନ୍ଦୁଝର ପ୍ରସିଦ୍ଧ ଉତ୍ସବ 'ଗୋନାସିକା ମହୋତ୍ସବ-୨୦୨୪'ର ଉଦଯାପନୀ ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇଥିଲେ । କେନ୍ଦୁଝରର କଳା,ସଂସ୍କୃତି,ପରମ୍ପରା,ଲୋକନୃତ୍ୟ, ଗ୍ରାମୀଣ…
Read More...

ଆଠଗଡ ଓଡିଶା ସଭ୍ଯତା ଓ ସଂସ୍କୃତିର ପ୍ରୟୋଗଶାଳା

ଆଠଗଡ: ପ୍ରାଚୀନ କାଳରୁ ଆଠଗଡର କଳା ସଂସ୍କୃତି ଓ ଲୋକକଳା ବେଶ ଉନ୍ନତ। ଆଠଗଡକୁ କେବଳ ଏକ ଭୌଗୋଳିକ ଅଞ୍ଚଳ କହିଲେ ହେବ ନାହିଁ ବରଂ ଓଡିଶାର ସଭ୍ଯତା ଓ ଜନଜୀବନର ପ୍ରୟୋଗଶାଳା ହେଉଛି ଆଠଗଡ ବୋଲି କେନ୍ଦ୍ର ଶିକ୍ଷା ଓ…
Read More...

ଆରପିଏଫ ଯବାନଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ

ଫୁଲବାଣୀ,:ମା'ଙ୍କ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେବା ପାଇଁ ଆସିଥିଲେ ଆରପିଏଫ ଯବାନ। ବାଇକ ଦୁର୍ଘଟଣାରେ ଚାଲିଗଲା ଜୀବନ। ଏଭଳି ଦୁଃଖଦାୟକ ଘଟଣା ଘଟିଛି ଫୁଲବାଣୀ ସହରରେ। ସୂଚନା ଅନୁଯାୟୀ, ସ୍ଥାନୀୟ ସାଲୁଙ୍କି ସାହିର…
Read More...

ପ୍ରାଚୀନ କାଳରେ ଭାରତର ସାମୁଦ୍ରିକ ବାଣିଜ୍ୟରେ ଚିଲିକାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତୋକତର ପ୍ରାଚୀନ ଭାରତୀୟ ଇତିହାସ, ସଂସ୍କୃତି ଓ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ ବିଭାଗର ମିଳିତ ଆୟୋଜନରେ ମହାବିଦ୍ୟାଳୟର ଅଡିଟୋରିୟମ…
Read More...

ନନ୍ଦନକାନନ ପ୍ରାଣୀଉଦ୍ଯାନରେ ନୂଆବର୍ଷ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ପର୍ଯ୍ୟଟକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ଭିଡ଼…

ଭୁବନେଶ୍ୱର : ଦିନ କେଇଟା ପରେ ନୂଆବର୍ଷ ପାଦ ଥାପିବ। ଏହାରି ମଧ୍ୟରେ ଲୋକେ ପାଳିବେ ବଡ଼ଦିନ I ଅନ୍ୟଦିନ ତୁଳନାରେ ଉକ୍ତ ଦିନଗୁଡ଼ିକରେ ପର୍ଯ୍ୟଟକଙ୍କ ଗହଳି ଅଧୂକ ରହିବ । ତାହାକୁ ଦୃଷ୍ଟିରେ ରଖ୍ ଏବେଠୁ ବିଭିନ୍ନ…
Read More...

ଡ. ବିନୟକୃଷ୍ଣଙ୍କୁ ବିଜ୍ଞାନ ପ୍ରସାର ନିମନ୍ତେ ପିଏଚଏସଏସ ଫାଉଣ୍ଡେସନ ରାଷ୍ଟ୍ରୀୟ ପୁରସ୍କାର

ଫୁଲବାଣୀ: ଲକ୍ଷ୍ନୌର ପ୍ର. ଏଚଏସ ଶ୍ରୀବାସ୍ତବ ଫାଉଣ୍ଡେସନ ପକ୍ଷରୁ 'ବୈଶ୍ବିକ ଉତ୍ତାପ ବୃଦ୍ଧିର ଯୁଗରେ ଜଳବାୟୁ ପରିବର୍ତ୍ତନକୁ ସନ୍ତୁଳିତ କରିବାରେ ଗଛଲତାଙ୍କ ଭୂମିକା' ଶୀର୍ଷକ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ…
Read More...

ଡିଜିଟାଲ ପୁସ୍ତକାଳୟ ଓ ଟିଙ୍କେରିଂ ପ୍ରୟୋଗଶାଳା ଉଦଘାଟିତ

ବାସୁଦେବପୁର: ନବୋଦୟ ବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି ଛାତ୍ର ସଂସଦ, ଡିଜିଟାଲ ପୁସ୍ତକାଳୟ ଓ ଟିଙ୍କେରିଂ ପ୍ରୟୋଗଶାଳା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ…
Read More...

ବିଶ୍ଵ ଐତିହ୍ୟ ମାନ୍ୟତାରୁ ବଞ୍ଚିତ ଭିତରକନିକା

ଭୁବନେଶ୍ୱର: ବଉଳା କୁମ୍ଭୀର, ଅଲିଭ୍ ରିଡଲେ କଇଁଛ ଏବଂ ଜାତିଜାତିକା ବିହଙ୍ଗଙ୍କ ଆବାସସ୍ଥଳୀ ପାଇଁ ଖ୍ୟାତି ଅର୍ଜନ କରିଛି ଭିତରକନିକା ଜାତୀୟ ଉଦ୍ୟାନ । କିନ୍ତୁ ଏହି ଉଦ୍ୟାନକୁ ବିଶ୍ଵ ଐତିହ୍ୟସ୍ଥଳୀ (ୱାଲ୍ଡ ହେରିଟେଜ…
Read More...

ସ୍ବୟଂ ସହାୟକ ଗୋଷ୍ଠୀମହିଳାଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଟେରାକୋଟା ତାଲିମ୍ ଶିବିର

ରେଙ୍ଗାଲିକ୍ୟାମ୍ପ: ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ସହ ହସ୍ତ ଶିଳ୍ପର ଚାହିଦା ବୃଦ୍ଧି କରି ତାକୁ ଆକର୍ଷଣୀୟ କରିବା ପାଇଁ ଟାଟା ପାୱାର ଓ ବରଗଡର ଏକ ବେସରକାରୀ ସଂସ୍ଥା ଆଇଡେଣ୍ଟର ମିଳିତ ଉଦ୍ୟମରେ ଅତାବିରା…
Read More...

ଓଡ଼ିଶା ପରିବେଶ କଂଗ୍ରେସ ଉଦଯାପିତ, ସାମୁଦ୍ରିକ ପର୍ଯ୍ୟlବରଣର ସନ୍ତୁଳନ ପାଇଁ ୧୬ଟି ପ୍ରସ୍ତାବ ପାରିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆୟୋଜିତ ତିନି ଦିନିଆ ଓଡ଼ିଶା ପରିବେଶ କଂଗ୍ରେସ ଆଜି ଉଦଯାପିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ…
Read More...

ଖଣ୍ଡାଚୋଟରେ ୨ ଗୁରୁତର, ୪ ଗିରଫ

ପୁରୀ: ଗୋଖାସାହି ଛକ ନିକଟରେ ୪ଜଣ ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୨ଜଣ ଗୁରୁତର ଆହତ ହୋଇଥିବା ବେଳେ ବାସେଳୀସାହି ଥାନା ପୁଲିସ ଏହି ମାମଲାରେ ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗୋଖାସାହିର…
Read More...

ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

ଫୁଲବାଣୀ:ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକଙ୍କ କରକମଳରେ ଦୀର୍ଘସ୍ଥାୟୀ କୀଟନାଶକ ଉପଚାରିତ ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ବୈଠକରେ…
Read More...

ସମ୍ବଲପୁର-ରାଉରକେଲାବିଜୁ ଏକ୍ସପ୍ରେସ ୱେ ରାସ୍ତା ଉପରେ ଜମା ହେଉଛି ଦୂଷିତ ପାଣି

ରେଙ୍ଗାଲି:ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରାଜପଥ ବିଜୁ ଏକ୍ସପ୍ରେସ ୱେର ସମ୍ବଲପୁରରୁ ଝାରସୁଗୁଡା ଯିବା ରାସ୍ତାରେ ଥିବା ଠେଲକୋଲୋଇ ଷ୍ଟେଟ୍ ବ୍ୟାଙ୍କ ନିକଟରେ ଥିବା କଲଭର୍ଟ ଅଞ୍ଚଳର ରାସ୍ତା ଉପରେ ଦୂଷିତ ପାଣି…
Read More...

ଜାତୀୟ ଗଣିତ ଦିବସ: ଓଲଟାଗଣନା ଓ ଖାଦ୍ୟ ପ୍ରସ୍ତୁତିରେ ଗାଣିତିକ ଆଧାର ପ୍ରତିଯୋଗିତା

କେନ୍ଦୁଝରଗଡ଼: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କେନ୍ଦୁଝରଗଡ଼ରେ ରବିବାର ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି।ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଗଣିତ ଦିବସ ଉପଲକ୍ଷେ ଅଭିଭାଷଣ ପ୍ରଦାନ କରିଥିଲେ। ଆଚାର୍ଯ୍ୟା ସତ୍ୟପ୍ରିୟ…
Read More...

ବିଶ୍ଵନାଥ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉଦଯାପିତ

ଆଠଗଡ: ଆଠଗଡର ସର୍ବପୁରାତନ ବିଶ୍ଵନାଥ ବିଦ୍ୟାପୀଠର ୩ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି। ୬ଷ୍ଠ ରୁ ୮ମ କନିଷ୍ଠ ବର୍ଗରେ ୧୩ଟି ବିଭାଗର ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ମୋଟ ୨୫୦ ରୁ…
Read More...

ଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ‘ଧାନ ସଂଗ୍ରହ କମିଟି’ ବୈଠକରେ ନିଆଯାଇଛି ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ କୃଷି ଓ କୃଷକଙ୍କ ଉନ୍ନତି ହେବାରେ ଲାଗିଛି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷକଙ୍କ ସାମୁହିକ ବିକାଶ ପାଇଁ ବଦ୍ଧପରିକର। ମୋହନ ସରକାରଙ୍କ ନେତୃତ୍ୱରେ…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସହାୟତା ପାଇବା ପାଇଁ ୭୨ ଘଣ୍ଟା ମଧ୍ୟରେ “କୃଷି ରକ୍ଷକ”  ପୋର୍ଟାଲରେ ସୂଚନା ଦେବା…

ଭୁବନେଶ୍ୱର: ବିଗତ ଦୁଇ ଦିନ ଧରି- ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଦେଓଗଡ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ,…
Read More...

ଗୋନସିକା ମହୋତ୍ସବରେ ଜିଲ୍ଲାସ୍ତରୀୟ କବି ସମ୍ମେଳନ

କେନ୍ଦୁଝରଗଡ : କେନ୍ଦୁଝର ଜିଲା ପ୍ରଶାସନ ଆନୁକୁଲ୍ୟରେ ଓ ଅଗ୍ରଣୀ ସାରସ୍ଵତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦର ସହଯୋଗରେ କବିସମ୍ମେଳନ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ…
Read More...

ଶୀତ ସାଙ୍ଗକୁ କୋହଲା ପାଗ, ହାଲୁକା ପବନ ଆଉ ଝିପିଝିପ ବର୍ଷା

ଭୁବନେଶ୍ୱର: ସାରା ଦିନ ଲଘୁଚାପଜନିତ ବର୍ଷା ଲାଗି ରହିଥିଲା। ସନ୍ଧ୍ୟାରେ କୋହଲା ପାଗ ସାଙ୍ଗକୁ ବର୍ଷା ଯୋଗୁଁ ଶୀତକୁ ଦ୍ବିଗୁଣିତ କରିଥିଲା। ଏହାଦ୍ଵାରା ରାଜଧାନୀରେ ଜନଜୀବନ ପ୍ରଭାବିତ ହେବା ସହ ଦିନରେ ଶୀତ ଅନୁଭୂତ…
Read More...

ବ୍ରାଉନସୁଗର ଜବତ, ଜଣେ ଗିରଫ

କାକଟପୁର: ବ୍ରାଉନସୁଗର ବିକ୍ରି ଉଦ୍ଦେଶ୍ୟରେ ଆସୁଥିବା ବେଳେ କାକଟପୁର ଥାନା ପୁଲିସ ମହାନ୍ତି ସାହି ଗ୍ରାମର ପେସାଦାର ବ୍ରାଉନସୁଗର ବ୍ୟବସାୟୀ ମଙ୍ଗରାଜ ମହାନ୍ତିକୁ ଗିରଫ କରିଛନ୍ତି। ତା'ଠାରୁ ୧୦.୪ ଗ୍ରାମର…
Read More...

ହିତାଧିକାରୀମାନଙ୍କୁ ଜାନୁଆରୀ ୨୦୨୫ ମାସିକିଆ ପିଡ଼ିଏସ୍‌ ରାସନ ବଣ୍ଟନ

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଅଧିନସ୍ଥ ହିତାଧିକାରୀମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜାନୁୟାରୀ ୨୦୨୫ ପାଇଁ ମାସିକିଆ ରାସନ ପ୍ରଦାନ କରାଯାଉଛି । ଏଥି ନିମନ୍ତେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର…
Read More...

ଡାବୁଲୁମାହାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅର୍ନ୍ତଗତ ୫୯ ନଂ ଜାତୀୟ ରାଜପଥର ଡାବୁଲୁମାହାଠାରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ…
Read More...

ବୟନ ପାର୍କ ପାଇଁ ୪୩୮୨କୋଟି ଟଙ୍କା ମଞ୍ଜୁର, ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭଦ୍ରକରେ ବୟନ ପାର୍କ ପାଇଁ ୪୩୯୨କୋଟି ଟଙ୍କା ମଞ୍ଜୁର ହୋଇଛି। ଅର୍ଥ ମଞ୍ଜୁର ନେଇ ‘ଏକ୍ସ’ରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଇଓସିଏଲ ଅର୍ଥ ମଞ୍ଜୁର କରିଥିବା ନେଇ ସ୍ପଷ୍ଟ କଲେ…
Read More...

ରାଜଧାନୀରେ ଅପମିଶ୍ରିତ ଖାଦ୍ୟ ବିକ୍ରି: ୩୦ ଦୋକାନରୁ ୫୦ କିଲୋ ସାମଗ୍ରୀ ନଷ୍ଟ; ୧୧ ହଜାର ୫ଶହ ଟଙ୍କା ଜୋରିମାନା ଆଦାୟ

ଭୁବନେଶ୍ୱର : ଜାନୁଆରୀ ୮ରୁ ରାଜଧାନୀରେ ପ୍ରବାସୀ ଭାରତୀୟ ସମ୍ମିଳନୀ ହେବ । ପ୍ରବାସୀଙ୍କ ଆଗମନକୁ ନେଇ ଭୁବନେଶ୍ବର ସହର ସୌନ୍ଦର୍ଯ୍ୟକରଣ କରାଯାଉଛି। ରାସ୍ତା ମରାମତି ସହିତ କାନ୍ଥବାଡ଼କୁ ଚିତ୍ରିତ କରାଯାଉଛି । କିନ୍ତୁ…
Read More...

୫୦ ଶିଶୁଙ୍କ ଠାରେ ଦେଖାଦେଇଛି ହୃଦରୋଗଜନିତ ଜଟିଳ ସମସ୍ୟା, ବିନା ମୂଲ୍ୟରେ କରାଯିବ ଅସ୍ତ୍ରୋପଚାର

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ନାରାୟଣ ହୃଦାଳୟ ହାୱଡା ସହାୟତାରେ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥିତ ଜିଲା ସହଳ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଚିକିତ୍ସା…
Read More...

ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟିଙ୍କ ଜନ୍ମଦିନରେ ୩୦୪ୟୁନିଟ୍‌‌ ରକ୍ତ ସଂଗ୍ରହ

କେନ୍ଦୁଝରଗଡ଼: ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟ ପରିଚାଳିତ ସେଣ୍ଟ ଜାଭିୟର୍ସ ସ୍କୁଲ କେନ୍ଦୁଝର ଏବଂ ରଙ୍ଗଲତା ଚ୍ୟାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଶନିବାର ସହର ଉପକଣ୍ଠ ନଇଗାଁସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ…
Read More...

ବିଦ୍ୟାଳୟ ଫାଠକ ସାମ୍ନାରେ ଗଦା ହୋଇଛି ରାସ୍ତାକାମ ପାଇଁ ବ୍ୟବହୃତ ସାମଗ୍ରୀ

ବାସୁଦେବପୁର: ଗବନ୍ଧୁ ସରକାରୀ ବିଦ୍ୟାପୀଠ ଫାଠକ ସାମ୍ନାରେ ପାହାଡ ପରି ମହଜୁଦ ରହିଛି ରାସ୍ତାକାମ ପାଇଁ ବ୍ୟବହୃତ ସାମଗ୍ରୀ । ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ମେଟାଲ, ବାଲି ମହଜୁଦ ହୋଇ ରହୁଥିବା କାରଣରୁ…
Read More...

ଟର୍ଣ୍ଣିଂରେ ଓଲଟିଲା ଟ୍ରକ: ୪ମୃତ, ୩୫ରୁ ଅଧିକ ଗୁରୁତର

ରାୟପୁର: ଛତିଶଗଡ଼଼ରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ୩ ମହିଳାଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୩୫ରୁ ଅଧିକ ଗୁରୁତର ହୋଇଥିବାବେଳେ ସମସ୍ତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି…
Read More...

ମହାନଦୀ ପାଇଁ ଟ୍ରିପଲ ଇଞ୍ଜିନ ତତ୍ପର, ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ବାହାରିବ ସମାଧାନର ବାଟ

ଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ଛତିଶଗଡ଼଼ ଜଳସମ୍ପଦ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ୨ ରାଜ୍ୟ ମଧ୍ୟରେ ଥିବା ବିବାଦ ତୁଟାଇବାକୁ ଟ୍ରିବ୍ୟୁନାଲ ଗଠନ ହୋଇଛି। ଏବେ ଟ୍ରିପଲ ଇଞ୍ଜିନ ସରକାର ଥିବାରୁ ସମାଧାନ…
Read More...

ପୋଲରୁ ଖସିଲା ବସ, ୫ ଯାତ୍ରୀ ଆହତ

ପଟ୍ଟାମୁଣ୍ଡାଇ: ପୋଲରୁ ଖସିଲା ଯାତ୍ରୀବାହୀ ବସ, ୫ ଯାତ୍ରୀ ଆହତ। ବଡ଼ପଡ଼ା ନିକଟରେ ଭାରସାମ୍ୟ ହରାଇ ପାଣିକୁ ଖସିଲା ଯାତ୍ରୀବାହୀ ବସ। କଟକରୁ ଜମ୍ବ ଯାଉଥିବାବେଳେ ଯାତ୍ରୀବାହୀ ବସଟି ପୋଲରୁ ଖସି କେନାଲରେ ପଶିଲା।…
Read More...

ମହିଳାଙ୍କୁ ଦଳିଦେଲା ହାତୀ

ସମ୍ବଲପୁର: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି। ମହିଳା ଜଣଙ୍କ କଁସର ଗାଁ ନିକଟ ଜଙ୍ଗଲକୁ ଯାଇଥିବାବେଳେ ତାଙ୍କୁ ହାତୀ ଦଳିଦେଇଥିବା ଜଣ ପଡିଛି।
Read More...

୨୮ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ, ସମ୍ବଲପୁରରେ ଉଦଘାଟନ କରିବେ ୩/୪ଟି ପ୍ରକଳ୍ପ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପୁଣି ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି । ଆସନ୍ତା ୨୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବା ଅବସରରେ ସମ୍ବଲପୁର ଗସ୍ତ କରିବେ।ସେଠାରେ ତାଙ୍କୁ…
Read More...

ବୁଦା ଭିତରେ ଲୁଚି ଯାଉଛି ଟ୍ରାନ୍ସଫର୍ମର

ଚୌଦ୍ବାର: ଟାଙ୍ଗୀ ଚୌଦ୍ବାର ବ୍ଲକ ଅଞ୍ଚଳ ବିଭିନ୍ନ ସ୍ଥାନରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫରମର ଗୁଡିକ ଏବେ ବୁଦା ଭିତରେ ଲୁଚି ଯାଇଛି। ବୁଦା ଓ ଜଙ୍ଗଲିଆ ସ୍ଥାନରେ ଟ୍ରାନ୍ସଫରମର ଗୁଡିକ ରହିଥିବାରୁ ପ୍ରତିଦିନ ଛୋଟବଡ…
Read More...

ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା, ୨୦ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ

ଭୁବନେଶ୍ୱର : ସୁଭଦ୍ରା ଯୋଜନା ଟଙ୍କା ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଆସନ୍ତା ଜାନୁଆରୀ ମାସରେ ମିଳିବ ସୁଭଦ୍ରା ଟଙ୍କା ମିଳିବ ବୋଲି କହିବା ସହିତ ଶେଷ ହିତାଧିକାରୀ ସୁଭଦ୍ରା ଟଙ୍କା…
Read More...

ବର୍ଷାରେ ଉଜୁଡ଼ିଲା ପାଚିଲା ଧାନ

ନୟାଗଡ଼: ୨ଦିନ ଧରି ଲଗାଣ ବର୍ଷା ଫଳରେ ଜିଲାର ଏକର ଏକର ଜମିର ପାଚିଲା ଧାନ ପାଣିରେ ଭାସୁଛି। ଝାଳବୁହା ପରିଶ୍ରମ ତଥା ଧାରକରଜକୁ ଟଙ୍କା ଆଣି ଧାନ ଚାଷ କରିଥିବା ଚାଷୀ ଆଖୁ ଆଗରେ ଅମଳ ଫସଲ ନଷ୍ଟ ହୋଇଯାଉଥିବା ଦେଖ୍ ହତାସ…
Read More...

ଜଳ ଉତ୍ସକୁ ପୁନରୁଦ୍ଧାର ସହ ଜୀବିକା ନିର୍ବାହର ମାଧ୍ୟମ କରିବାର ସମୟ ଆସିଯାଇଛି

ଗୋପାଳପୁର : ଜଳବାୟୁ, ଜଙ୍ଗଲ, ପରିବେଶ ଜଳ ବିଷାକ୍ତ ହେଉଥିବା ସମୟରେ ସେସବୁର ସଂରକ୍ଷଣ ସହ ସୁରକ୍ଷା ଦେବା ଦିଗରେ ସମସ୍ତେ ଆଗେଇ ଆସିବା ସହ ସରକାରଙ୍କ ପକ୍ଷରୁ ବିଶେଷ ଧ୍ୟାନ ଦେବା, ଜଳ ଉତ୍ସକୁ ପୁନରୁଦ୍ଧାର କରି…
Read More...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଶଙ୍ଖୁଆ - ବଡବାଲିପଶି ରାସ୍ତା ମଧ୍ୟରେ ଟ୍ରାକ୍ଟର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ବଡବାଲିପଶି ଗ୍ରାମର ସ୍ବର୍ଗତ ପ୍ରଫୁଲ୍ଲ ମହାନ୍ତଙ୍କ ପୁଅ ସଞ୍ଜିପ କୁମାର…
Read More...

ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟରେ ଥିବା ୧୧୦ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷ-ଅଧ୍ୟକ୍ଷାମାନଙ୍କ କାର୍ଯ୍ୟ ସମୀକ୍ଷା ଓ ଦକ୍ଷତା ବିକାଶ…
Read More...

ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖକୁ ଆମେ ‘ବଡଦିନ’ ରୁପେ ପାଳନ କରୁ, କିନ୍ତୁ ଆପଣ କେବେ ଭାବିଚନ୍ତିକି ଏପରି ନାମକରଣର କାରଣ ଏକ ମହାଜାଗତିକ ଘଟଣାରୁ ଆସିଛି । ଆମେ ଜାଣୁ ଯେ ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ତାରିଖ…
Read More...

ଯୁବକଙ୍କୁ ନିର୍ମମ ହତ୍ୟା, ବାସୁଦେବପୁରରେ ହତ୍ୟାକାଣ୍ଡର କାରଣ ଖୋଜୁଛି କେରଳ ପୁଲିସ

ବାସୁଦେବପୁର: ଯୁବକଙ୍କୁ ନିର୍ମମ ହତ୍ୟା ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ବାସୁଦେବପୁର ଥାନାରେ ପହଞ୍ଚିଛି କେରଳ ରାଜ୍ୟର ଭାଲ୍ଲାପାଟଣା ପୁଲିସ। ତଦନ୍ତ ପରେ ଅଭିଯୁକ୍ତକୁ ଗିରଫ ସହ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ…
Read More...

ଅନ୍ତଃମହାବିଦ୍ୟାଳୟ ଭାରଉତ୍ତୋଳନ ଓ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ସାନ୍ଟୁନୁ କାର୍ଜିଙ୍କୁ ମିଳିଲା ୟୁନିଭରସିଟି…

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ବ୍ରହ୍ମପୁର ମହାତ୍ମାଗାନ୍ଧୀ ଷ୍ଟାଡିୟମ ଠାରେ ୫୬ ତମ ଅନ୍ତଃମହାବିଦ୍ୟାଳୟ ଭାରଉତ୍ତୋଳନ ଓ ସୁନ୍ଦର ସ୍ୱାସ୍ଥ୍ୟ ପୁରୁଷ ଓ ମହିଳା ପ୍ରତିଯୋଗିତା ଅନୁଷ୍ଠିତ…
Read More...

ଆରମ୍ଭ ହେଲା ‘କିଶୋରୀ ଏକ୍ସପ୍ରେସ’, ଆନେମିଆମୁକ୍ତ ପାଇଁ ସୃଷ୍ଟି କରିବ ସଚେତନତା

କେନ୍ଦୁଝରଗଡ଼: କିଶୋରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ବିଶେଷକରି ସେମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ…
Read More...

ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ : ୧୦ ଯାତ୍ରୀ ଆହତ

ଚିଲିକା: ବ୍ରହ୍ମପୁରରୁ ଯାତ୍ରୀମାନଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଉଥିବା ‘ବୃନ୍ଦାବନ’ ନାମକ ଯାତ୍ରୀବାହୀ ବସ ୧୬ ନମ୍ବର ଜାତୀୟ ରାଜପଥର ନୂଆଗଡ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ ୧୦ଜଣ…
Read More...

ଡିସେମ୍ବର ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି

ଭୁବନେଶ୍ୱର: ଆଗାମୀ ଡିସେମ୍ବର ୨୩ ତାରିଖ(ସୋମବାର)ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ।ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ  ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଡିସେମ୍ବର୨୩ରେ…
Read More...

ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

ବାସୁଦେବପୁର: ଆଜି ବିଦେଇପୁର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଡକ ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି। କରଣପଲ୍ଲୀ ଗ୍ରାମର ପ୍ରାଣକୃଷ୍‌ନ ଦାସଙ୍କ ପୁଅ ସିତାରାମ(୪୨) ଓ ଗୋକୁଳ ମଣ୍ଡଳଙ୍କ…
Read More...

ଡିସେମ୍ବର ୨୮ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌, କଳିଙ୍ଗ ଲାନସର୍ସର ଜର୍ସି ଓ ମାସ୍କଟ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶାରେ ଆସନ୍ତା ଡିସେମ୍ବର ୨୮ରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍‌। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ଭିତ୍ତିକ ଫ୍ରାଞ୍ଚାଇଜି ବେଦାନ୍ତ କଳିଙ୍ଗ ଲାନସର୍ସ ପକ୍ଷରୁ ଏହାର ଜର୍ସି, ଆନ୍ଥେମ ଏବଂ ମାସ୍କଟ୍‌କୁ…
Read More...

ନିଷ୍ଟ୍ ବିଶ୍ୱବିଦ୍ୟାଳୟକୁ ମିଳିଲା ୟୁଜିସି ମାନ୍ୟତା

ଗୋପାଳପୁର:ଗୋଳନ୍ଥରା ଠାରେ ଥିବା ନିଷ୍ଟ୍ ବିଶ୍ୱବିଦ୍ୟାଳୟକୁ ୟୁଜିସି(ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ)ର ସ୍ୱୀକୃତି ମିଳିଥିବା ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ସ୍ୱୀକୃତି…
Read More...

ଧାନକିଣାରେ ଚାଷୀଙ୍କ ସ୍ୱାର୍ଥକୁ ପ୍ରାଥମିକତା, ହିତାଧିକାରୀଙ୍କୁ ପ୍ରତି ମାସରେ ମିଳିବ ରାସନ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବିଭାଗର ବିଭିନ୍ନ କାର୍ଯ୍ୟଧାରା ଉପରେ ଆଜି ସମୀକ୍ଷା କରିଛନ୍ତି । ଲୋକସେବା ଭବନସ୍ଥିତ ବିଭାଗୀୟ ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ…
Read More...

ଦିଗନ୍ତ ବିସ୍ତାରୀ ଓଡ଼ିଶୀ ନୃତ୍ୟର ମହାସଙ୍ଗମ, ‘ଦ୍ୱିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ’ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ପରିବାର ଓ ଆମେରିକାସ୍ଥିତ ‘ନୃତ୍ୟସାଧନା’ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଆଜି ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରସ୍ଥ…
Read More...

ବ୍ୟାପକ ଓ ଶାଣିତ ହେବ ମହାନଦୀ ବଞ୍ଚାଅ ଆନ୍ଦୋଳନ

ଭୁବନେଶ୍ୱର: ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି।ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି l ମହାନଦୀ…
Read More...

ଆମାଜନ୍‌ ଜଙ୍ଗଲରେ ବିରଳ ସ୍ବର୍ଣ୍ଣଚୂଳ ପକ୍ଷୀ ଆବିଷ୍କାର, ଆକର୍ଷଣ ସାଜୁଛି ସୁନେଲି ଚୂଳ ଏବଂ ହଳଦିଆ ପର

ଟରଣ୍ଟୋ: ବୈଜ୍ଞାନିକମାନେ ପ୍ରଥମ କରି ଏକ ସଙ୍କର ଜାତୀୟ ପକ୍ଷୀ ଆବିଷ୍କାର କରିଛନ୍ତି। ଆମାଜନ୍‌ର ଗ୍ରୀଷ୍ମମଣ୍ଡଳୀୟ ଚିରହରିତ୍ ଜଙ୍ଗଲରେ ଦେଖାଯାଉଥିବା ଏହି ପକ୍ଷୀର ମୁଣ୍ଡରେ ସୁନେଲି ଚୂଳ ଏବଂ ହଳଦିଆ ପର ରହିଛି।…
Read More...

୩ ଦିନ କମ୍‌ ଶୀତ: ପାଗ ମେଘୁଆ ରହିବ, ଦୃଶ୍ୟମାନ ହେବ କୁହୁଡ଼ି

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୨୧ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ, ଦକ୍ଷିଣ ଉପକୂଳ ଏବଂ ଉପକୂଳବର୍ତ୍ତୀ…
Read More...

କାଗଜପତ୍ରରେ ଗାଁକୁ ପାଣି ମିଳୁଛି, ସୁଧା ଯୋଜନାର ଜଳ ଅମଳ ପ୍ରକଳ୍ପକୁ ନେଇ ଦେଖା ଯାଇଛି ଅସନ୍ତୋଷ

ଫୁଲବାଣୀ : କନ୍ଧମାଳ ଜିଲା କାଶିନୀ ପଦର ପଞ୍ଚାୟତର ବରେବାଟା ନାଳରେ ଜଳ ଓ ପରିମଳ ବିଭାଗ ଦ୍ୱାରା ନିର୍ମାଣ କରା ଯାଇଥିବା ବସୁଧା ଯୋଜନାର ଜଳ ଅମଳ ପ୍ରକଳ୍ପକୁ ନେଇ ଦେଖା ଯାଇଛି ଅସନ୍ତୋଷ ଦୀର୍ଘ ୪ ବର୍ଷ ବର୍ଷ ହେଲା ଏହି…
Read More...

ଦେଓମାଳୀ ପର୍ଯ୍ୟଟନ ସ୍ଥଳୀକୁ ସର୍ବଭାରତୀୟ ସ୍ତରରେ ଆଦୃତ ପାଇଁ ପଦକ୍ଷେପ ନିଆଯିବ

ପଟାଙ୍ଗି : କୋରାପୁଟ ଜିଲାର ପଟାଙ୍ଗି ବ୍ଳକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ଥିବା ରାଜ୍ୟ ର ଉଚ୍ଚତମ ଶୃଙ୍ଗ ଦେଓମାଳୀ ପର୍ଯ୍ୟଟନସ୍ଥଳୀକୁ ଆଜି ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନ କରି ଫେରିଛନ୍ତି। ଉପମୁଖ୍ୟ…
Read More...

ଦୀପ୍ତିରେଖା ପାଢୀଙ୍କ ସଂଗୀତରେ ଝୁମିଲେ ଦର୍ଶକ

ଆଠଗଡ: ଆଠଗଡ ମହୋତ୍ସବର ଦ୍ୱିତୀୟ ଦିନ ଶୀତୁଆ ସନ୍ଧ୍ୟାରେ ସୁନାମଧନ୍ଯ ଗାୟିକା ଦୀପ୍ତିରେଖା ପାଢୀଙ୍କ ଓ ସାଥୀଙ୍କ ସଂଗୀତରେ ଝୁମିଲେ ହଜାର ହଜାର ଦର୍ଶକ। ଦ୍ୱିତୀୟ ଦିନରେ ମୁଖ୍ଯଅତିଥି ଭାବେ ରାଜ୍ଯ ମତ୍ସ୍ଯ ଓ ପଶୁ ପାଳନ…
Read More...

ଆଇ-ଜିଓଟି ପ୍ଲାଟଫର୍ମରେ ଶତ ପ୍ରତିଶତ କର୍ମଚାରୀମାନଙ୍କୁ ଅନ୍ତର୍ଭୁକ୍ତ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଗତ ମଙ୍ଗଳବାର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ…
Read More...

ଦୁର୍ଘଟଣାଗ୍ରସ୍ତ ସିପୁନ ନିମନ୍ତେ ଗ୍ରାମବାସୀମାନେ ସାମୁହିକ ଦୀପଦାନ

ସିମୁଳିଆ: ହାଇଦ୍ରାବାଦରେ କାର୍ଯ୍ୟସାରି ଫେରିବା ବାଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଯୁବକ ନିମନ୍ତେ ଗ୍ରାମବାସୀ ଦ୍ବାରା ସମୂହ ଦୀପଦାନ କରିବା ସହ ସହାୟତା ନିମନ୍ତେ ଆକୁଳ ନିବେଦନ କରିଛନ୍ତି…
Read More...

ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲୀ ହାତୀ ଏବେ ଗାଁ ମୁହାଁ. ଗତିବିଧି ଜାଣିବାକୁ ଲାଗିଲା ସେନ୍ସର୍, ହାତୀ ଆକ୍ରମଣ ଜନିତ…

ଭୁବନେଶ୍ୱର: ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଜଙ୍ଗଲୀ ହାତୀ ଏବେ ଗାଁ ମୁହାଁ ହେଉଛନ୍ତି । ଅନେକ ସମୟରେ ଜଙ୍ଗଲୀ ହାତୀ ତାଙ୍କ ଖାଦ୍ୟ ଅନ୍ଵେଷଣରେ ଗାଁ ଭିତରକୁ ପଶି ଆସୁଛନ୍ତି। ମଣିଷମାନେ ସୂଚନା ପାଇପାରୁ ନଥିବା ଯୋଗୁଁ…
Read More...

‘ସେଇ ମାଆଟି ମୋର କେନ୍ଦୁଝର’ ଗୀତକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଗୋନାସିକା କେନ୍ଦୁଝର ମହୋତ୍ସବର ଉଦ୍‌‌ଘାଟନୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ କେନ୍ଦୁଝର ଥିମ୍‌‌ ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି। ସେଇ ‘ମାଆଟି ମୋର କେନ୍ଦୁଝର ଓ ଆମ ଗର୍ବ…
Read More...

ଶିଳ୍ପ ସଂସ୍ଥାରେ ଗଡ଼ୁଛି ୯୧୪୦ କୋଟି ଜଳକର, କଣ୍ଟା ସାଜିଛି ଅଦାଲତ ମାମଲା

ଭୁବନେଶ୍ବର : ରାଜ୍ୟର ବହୁ ଶିଳ୍ପ ସଂସ୍ଥା, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ବ୍ୟାବସାୟିକ କେନ୍ଦ୍ର ଉପରେ ଶତାଧିକ କୋଟି ଟଙ୍କାର ଜଳକର ବାକି ପଡ଼ିଛି। ସେସବୁ ଆଦାୟ ପାଇଁ ଓଟିଏସ୍‌(ଏକକାଳୀନ ପରିଶୋଧ) ବ୍ୟବସ୍ଥା…
Read More...

ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ୱାରା କୃଷକମାନଙ୍କର ତାଲିମଦାତାଙ୍କ ପାଇଁ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ ବିଭାଗ ଅଧିନସ୍ଥ କଟକ ଜିଲ୍ଲାର ପ୍ରତାପ ନଗରୀସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ୱାଲମୀ), ଓଡ଼ିଶାଠାରେ କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବ ହ୍ରାସ କରିବା, ଜଳ…
Read More...

ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ

ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଗଠନ ହେବ ନୂଆ ଫୋର୍ସ। ଗୋଟିଏ କମ୍ପାନୀ ଆର୍ମଡ ପୁଲିସ ରିଜର୍ଭ(ଏପିଆର) ଫୋ ର୍ସ ଶିମିଳିପାଳ ସୁରକ୍ଷା ଦାୟିତ୍ଵରେ ରହିବେ। ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ…
Read More...

ନବରଙ୍ଗପୁର ଜିଲାର କୋଡ଼ିଙ୍ଗା ତହଲସିଲଦାରଙ୍କୁ ୩ ବର୍ଷ ଜେଲ, ୩୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: ନବରଙ୍ଗପୁର ଜିଲାର କୋଡ଼ିଙ୍ଗା ତହସିଲଦାରଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ। ତହସିଲଦାର ସୁବ୍ରତ ବେହେରାଙ୍କୁ ବଲାଙ୍ଗିର ଭିଜିଲାନ୍ସ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଲାଞ୍ଚ ମାମଲାରେ ୩ ବର୍ଷ ଜେଲ ଦଣ୍ଡ ସହ ୩୦…
Read More...

ଯୋଗାଣ ସହାୟକ ନିଯୁକ୍ତି କ୍ଷେତ୍ରରେ ଆଦିବାସୀଙ୍କୁ ମିଳୁ ପ୍ରାଥମିକତା, ଆଦିବାସୀ କନ୍ଧ ସମାଜ ତରଫରୁ ଗୋଷ୍ଠୀ ଉନ୍ନୟନ…

ବିଷମ କଟକ: ରାୟଗଡ଼ା ଜିଲା ବିଷମ କଟକ ବ୍ଲକ ଡୁକୁମ୍ ପଞ୍ଚାୟତର ଯୋଗାଣ ସହାୟକ ନିଯୁକ୍ତି ନିମନ୍ତେ ଗତ ୩୦.୧୧.୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଡୁକୁମ ପଞ୍ଚାୟତ ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା…
Read More...

ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ, ୩ ଦିନ ବର୍ଷା

ଭୁବନେଶ୍ୱର: ଦକ୍ଷିଣ ବଙ୍ଗୋପ ସାଗରରେ ଲଘୁଚାପ ସକ୍ରିୟ ଥିବାରୁ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ମେଘୁଆ ପାଗ ଲାଗି…
Read More...

ଓଡିଶା ପୁଲିସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

କଟକ: କଟକ ବକ୍ସିବଜାରସ୍ଥିତ ଓଡିଶା ପୁଲିସ ହାଇସ୍କୁଲର ୧୭ତମ ବାର୍ଷିକ କ୍ରୀଡ଼ାଉତ୍ସବ ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଦଯାପନ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ…
Read More...

୨୪ଜଣଙ୍କୁ ମିଳିଲା ପିପିଏଲ୍ ଓଡ଼ିଆ ୟୁଥ୍ ଲିଡରସିପ୍ ଆୱାର୍ଡ଼

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ଡ଼ିଜିଟାଲ ମିଡ଼ିଆ ନେଟୱାର୍କ ପିପିଏଲ୍ ଓଡ଼ିଆ ତରଫରୁ ୟୁଥ୍ ଲିଡ଼ରସିପ୍ ଆୱାର୍ଡ଼ ୨୦୨୪ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ୍ ମୁଖ୍ୟ ଅତିଥି…
Read More...

ପ୍ରବଳ ହୋ ହୋଲ୍ଲା ମଧ୍ୟରେ ସମାପନ ହେଲା ସୁବର୍ଣ୍ଣରେଖା ବନ୍ଦର ଜନଶୁଣାଣୀ

ବାଲିଆପାଳ: ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଚୌମୁଖଠାରେ ହେବାକୁ ଯାଉଥିବା ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦରପାଇଁ ଡଗରା ମକରମେଳା ପଡିଆରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜିଲା ପ୍ରଶାସନ…
Read More...

କେଜିରୁ ପିଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :କେଜିରୁ ପିଜି ପର୍ଯ୍ୟନ୍ତ ସାନ୍ତାଳୀ ଭାଷାରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଆଜି କେଉଁଝର’ର ଅଶୋକ ବାଟିକା ଠାରେ ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ…
Read More...

ରେଳ ଧକ୍କାରେ ୨ ମୃତ, ଜଣେ ଗୁରୁତର

ଲାଠିକଟା: କଲୁଙ୍ଗା ରେଳ ଫାଟକରେ ରେଳ ଧକ୍କାରେ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଆଜି ରାତି ପ୍ରାୟ ୯ଟା ବେଳେ ଏକ ଟ୍ରେନ ଡାଉନ ଲାଇନରେ ରେଳ ଫାଟକ ଦେଇ ଆସୁଥିବାରୁ…
Read More...

ସରିଲା ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ, ମେଳାରେ ପ୍ରାୟ ୩ କୋଟିରୁ ଉର୍ଦ୍ଧ୍ୱ ବ୍ୟବସାୟ

ଭୁବନେଶ୍ୱର: ୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ବିଗତ ଡ଼ିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟ ସ୍ତରୀୟ ପୁସ୍ତକ ମେଳା…
Read More...

୧୫ ଦିନରେ ଶଙ୍ଖ ଛାଡ଼ି ପଦ୍ମ ଧରିଲେଣି ୨୦୦ ସରପଞ୍ଚ: ଛିଡ଼ୁଛି ବିଜେଡି; ବଢ଼ୁଛି ବିଜେପି

ଭୁବନେଶ୍ବର : ରାଜ୍ୟରେ ୨୪ବର୍ଷ ଧରି ନିରଙ୍କୁଶ କ୍ଷମତାରେ ଥିବା ସମୟରେ ପ୍ରତିଦିନ ଶହ ଶହ ନେତା ଓ କର୍ମୀ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହେଉଥିଲେ। ପୂର୍ବତନ ପ୍ରଶାସକଙ୍କ ଠାରୁ ଆରମ୍ଭକରି ପୂର୍ବତନ ମନ୍ତ୍ରୀ ଓ…
Read More...

ଶିଶୁ ଓ କିଶୋର ନାଟକ ‘ପୂଜା ଫୁଲ’ ଉନ୍ମୋଚିତ

ପିପିଲି :ଷଷ୍ଠ ରାଜ୍ୟ ପୁସ୍ତକ ମେଳାରେ କାବ୍ୟଲୋକ ପ୍ରକାଶନୀ ଦ୍ୱାରା ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ପିପିଲ ବ୍ଲକ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସୁସାହିତ୍ୟିକ ଓ…
Read More...

ଭୋଗରାଇ ତହସିଲଦାର ନିଲମ୍ବିତ

ଭୋଗରାଇ: ପୂର୍ବତନ କୁଜଙ୍ଗ ତହସିଲଦାର ଓଏଏସ ପୁଷ୍ପାଶ୍ରୀ ସାଣ୍ଡିଲ ନିଲମ୍ବିତ ହୋଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପୁଷ୍ପାଶ୍ରୀ ସାଣ୍ଡିଲଙ୍କୁ ନିଲମ୍ବନ କରାଯାଇଛି । ଏବେ ଭୋଗରାଇ ତହସିଲଦାର…
Read More...

ଟି-ବ୍ରିଜରେ ବନ୍ଦ ରହିବ ଚଳାଚଳ

ବଡ଼ମ୍ବା: ମକର ମେଳା ପାଇଁ ଟି-ବ୍ରିଜରେ ଗାଡ଼ି ଚଳାଚଳ ବନ୍ଦ ରହିବ। ଟି-ବ୍ରିଜରେ ଜାନୁଆରୀ ୧୪ରୁ ୧୬ ଯାଏଁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ମନା କରାଯାଇଛି। ମକର ମେଳା ପାଇଁ ଜାନୁଆରୀ ୧୪ରୁ ୧୬ ଯାଏଁ…
Read More...

ଆଇଏଏସ ମନୋଜ ସାହୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। ୨୦୦୬ ବ୍ୟାଚର ଆଇଏଏସ, ଇଣ୍ଟର-କ୍ୟାଡର ଡେପୁଟେସନରେ ଆସିଛନ୍ତି। ଆଜି…
Read More...

ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ବଦଳି, ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି। ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ସାଧାରଣ ପ୍ରଶାସନ ଓ ଅଭିଯୋଗ…
Read More...

ଧର୍ମଗଡ଼ ଅଞ୍ଚଳରେ ମୃଦ୍ୟୁ ଭୂମିକମ୍ପ

ଧର୍ମଗଡ଼: ଧର୍ମଗଡ ଅଞ୍ଚଳରେ ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟା୧୦ ମିନିଟରେ ମାଟି ତଳେ ବ୍ଳାଷ୍ଟ ହେବା ଭଳି ଶବ୍ଦ ହେବା ସହ ମାଟି, ଘର ଦୋହଲିଯିବା ଭଳି ମନେ ହୋଇଥିଲା। ଅତିବେଶୀରେ ଦୁଇ ସେକେଣ୍ଡ…
Read More...

ବଦଳୁନି ଦୟା ୱେଷ୍ଟ କେନାଲ ଭାଗ୍ୟ: ଏକଦା ଥିଲା ରାଜଧାନୀର ଜୀବନରେଖା, ଏବେ ଅବହେଳିତ ଓ ପୂତିଗନ୍ଧମୟ ସ୍ବେରେଜ୍ ନାଳରେ…

ଭୁବନେଶ୍ୱର : ଯୋଜନା ପରେ ଯୋଜନା ହେଉଛି, କିନ୍ତୁ ବଦଳୁନି ଦୟା ୱେଷ୍ଟ କେନାଲ ଭାଗ୍ୟ। ଏକଦା ଥିଲା ରାଜଧାନୀର ଜୀବନରେଖାଥିବା ଦୟା ୱେଷ୍ଟ କେନାଲ ଏବେ ଅବହେଳିତ ଓ ପୂତିଗନ୍ଧମୟ ସ୍ବେରେଜ୍ ନାଳରେ ପରିଣତ ହୋଇଛି। କେନାଲ…
Read More...

ଥରିଲା କୋକସରା ଅଞ୍ଚଳ, ଭୂମିକମ୍ପ ଭୟରେ ଘରୁ ବାହାରିଲେ ଲୋକେ

ଲଡୁଗାଁ: କଳାହାଣ୍ଡି ଜିଲ୍ଲାର କୋକସରା ଅଞ୍ଚଳରେ ମଙ୍ଗଳବାର ମୃଦ୍ୟୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ସନ୍ଧ୍ୟା ୭ ଘଣ୍ଟା ୩ ମିନିଟ୍ ସମୟରେ ହାଲକା ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ହେବା ସମୟରେ ଏକ ଶବ୍ଦ…
Read More...

ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସମସ୍ତେ ନିଷ୍ଠାପର ଭାବରେ ସାଧୁତାର ସହ କାମ କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଇଏସଆଇ ନିର୍ଦ୍ଦେଶାଳୟରେ ନୂତନଭାବେ ଯୋଗଦାନ କରିବାକୁ ଯାଉଥିବା ୧୩ ଜଣ କର୍ମଚାରୀଙ୍କୁ ଲୋକ ସେବା ଭବନର ସମ୍ମିଳନୀ କକ୍ଷଠାରେ ନିଯୁକ୍ତିପତ୍ର ପ୍ରଦାନ ଉସିବ…
Read More...

କେନ୍ଦୁଡଙ୍ଗରୀରେ ୩ ବର୍ଷ ହେଲା ଜଳୁନି ଷ୍ଟ୍ରିଟ୍ ଲାଇଟ୍

ଲଡୁଗାଁ: ଅନ୍ଧକାରରୁ ମୁକ୍ତି ପାଇଁ ଗାଁଗାଁରେ ଲାଗିଥିଲା ଷ୍ଟ୍ରିଟ ଲାଇଟ୍‌। ମାତ୍ର କିଛି ଦିନ ଜଳିବା ପରେ ତାହା ଦୀର୍ଘ ୩ ବର୍ଷ ହେଲା ବନ୍ଦ ହୋଇଯାଇଛି । ଫଳରେ ଅନେକ ଗାଁରେ ଆଉ ଜଳୁନି ଷ୍ଟ୍ରିଟ୍‌ ଲାଇଟ । କୋକସରା…
Read More...

ବ୍ଲକସ୍ତରୀୟ ବର୍ଣ୍ଣାଳୀ ତାଲିମ କାର୍ଯ୍ୟକ୍ରମ

ପିପିଲି:ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ପିପିଲି ନୋଡାଲ ହାଇସ୍କୁଲ ଠାରେ ବ୍ଲକସ୍ତରୀୟ ତିନିଦିନିଆ ବର୍ଣ୍ଣାଳୀ (ଲିଙ୍ଗଗତ ସମାନତା) ପ୍ରଶିକ୍ଷଣ ଶିବିର…
Read More...

ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ: ୨୪ ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ୧୦୦୦ରୁ ଅଧିକ ଅନୁସୂଚିତ ଜନଜାତି ଓ…

ଭୁବନେଶ୍ୱର : ଆରମ୍ଭ ହେବାକୁ ଯାଉଛି ରାଜ୍ୟସ୍ତରୀୟ ସର୍ଗିଫୁଲ ଉତ୍ସବ ୨୦୨୪ । ଭୁବନେଶ୍ୱର ୟୁନିଟ୍-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ଡିସେମ୍ବର ୧୮ ରୁ ୨୦ ତାରିଖ ଯାଏଁ ତିନିଦିନବ୍ୟାପୀ ଏହି ଉତ୍ସବର ଆୟୋଜନ କରାଯାଉଛି ।…
Read More...

ବୁଡ଼ାଗୁଡା ଆରଏମସି ଠାରେ ଧାନ ମଣ୍ଡି ଉଦଘାଟନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆରଏମସି)ଠାରେ ରାୟଗଡା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨୦୨୪-୨୫ ଖରିଫ ଋତୁ ନିମନ୍ତେ  ଧାନ ମଣ୍ଡି…
Read More...

ପୁରାତନ ସଭ୍ୟତା ଆବିଷ୍କାର କଲେ ପ୍ରତ୍ନତତ୍ତ୍ୱବିତ, ମାଟି ତଳୁ ପାଇଲେ ୧୦ ହଜାର ବର୍ଷ ପୁରୁଣା ଅଳଙ୍କାର

ବେଇଜିଙ୍ଗ: ଚୀନର ପ୍ରତ୍ନତତ୍ତ୍ୱବିତଙ୍କୁ ମିଳିଲା ବଡ ସଫଳତା। ପ୍ରତ୍ନତାତ୍ତ୍ୱିକ ଉତଖନନ ସମୟରେ ମାଟି ତଳେ ଅନେକ ବହୁମୂଲ୍ୟ ଅଳଙ୍କାର, ସୁନା ଓ ରୁପା ମୁଦ୍ରା ପୋତି ହୋଇ ରହିଥିବା ଜଣାପଡିଥିଲା। ପ୍ରତ୍ନତାତ୍ତ୍ୱିକ…
Read More...

ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ

ପୁରୀ: ସୋମବାର ଧନୁ ସଂକ୍ରାନ୍ତିରୁ ଶ୍ରୀଜଗନ୍ନାଥ ମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ୨୪ ପ୍ରକାର ପିଠା ଓ ମିଠା ଭୋଗ କରାଯାଇଛି। କୋଠଭୋଗ ସୁଆରମାନେ ବିରି, ଗହମ ଚୁନା, ଚାଉଳ ଚୁନା,…
Read More...

ପ୍ରଥମ ଟି୨୦ ଜିତିଲା ବାଂଲାଦେଶ

କିଙ୍ଗଷ୍ଟନ: ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ରବିବାର ରାତିରେ ଖେଳା ଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବିଜୟୀ ହୋଇଛି ବାଂଲାଦେଶ। ଏହି ରୋମାଞ୍ଚକର ମ୍ୟାଚ୍‌କୁ ୭ ରନ୍‌ରେ ଜିତି ୩ ମ୍ୟାଚ୍‌ର ଶୃଙ୍ଖଳାରେ…
Read More...

ଅଷ୍ଟ୍ରେଲିଆର ୪୪୫ ପରେ ଭାରତର ବିପର୍ଯ୍ୟୟ

ବ୍ରିସ୍‌ବେନ: ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟମ୍ୟାଚ୍‌ରେ ସୋମବାର ତୃତୀୟ ଦିନରେ ବର୍ଷା ଓ କ୍ରିକେଟ୍‌ ମଧ୍ୟରେ ଲୁଚକାଳି ଚାଲିଥିଲା। କିଛି ସମୟ ବର୍ଷା ହୋଇ ଛାଡ଼ିଯିବାର ଧାରା ଦିନସାରା ଚାଲିଥିଲା। ଫଳରେ ୩ୟ ଦିନରେ ବର୍ଷା…
Read More...

ଦୁର୍ଘଟଣାରେ ଜଣେ ମୃତ, କ୍ଷତିପୂରଣ ପାଇଁ ରାସ୍ତାରୋକ

ଭବାନୀପାଟଣା: ଆଜି ଜୁନାଗଡ଼ ବ୍ଲକ୍ ଚାରବାହଲ ମଣ୍ଡି ନିକଟରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ନିକଟସ୍ଥ କଲୋପଲା…
Read More...

ଓଡିଶା ପୁଲିସର ମୂଳ ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହାବିଲଦାର, କନଷ୍ଟେବଳ ଓ ସିପାହୀମାନେ ଏଣିକି ପୂର୍ବ ରୁମିଳୁଥିବା ଏକ ମାସ ର ଅଧିକ ଦରମା ନୂତନ ବେତନ ହାରରେ ପାଇବେ  ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି।   ଏହା ସହ ହାବିଲଦାର ଓ…
Read More...

ରେଡ୍ ସ୍ବସ୍ତିକ ସୋସାଇଟି ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ମାସ ପାଳିତ: ୧୨୦ ଭିନ୍ନକ୍ଷମଙ୍କୁ ବୈଦ୍ୟୁତିକ ହାତ ପ୍ରଦାନ, ୬୦…

ଭୁବନେଶ୍ୱର: ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ଶାଖା ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ମାସ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସ୍ଥିତ ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…
Read More...

ସବୁଜ ବିଦ୍ୟୁତ୍ ଉତ୍ପାଦନେଇ ବୈଜ୍ଞାନିକଙ୍କ ନୂଆ ମାର୍ଗ, ବିନା ଖର୍ଚ୍ଚରେ ପିଆଜ ଚୋପାରୁ ଉତ୍ପାଦିତ ହୋଇପାରିବ ବିଦ୍ୟୁତ୍

ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚୁଟ ଅଫ ଟେକ୍ନୋଲୋଜି(ଆଇଆ ଆଇଟି) ଖଡ଼ଗପୁର ବୈଜ୍ଞାନିକମାନେ ପିଆଜ ଚୋପାରୁ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ ବୋଲି ସୂଚନା ଦେଇଛନ୍ତି । ସେମାନେ ପିଆଜ ଚୋପାରୁ ଏଭଳି ଏକ ଉପକରଣ ପ୍ରସ୍ତୁତ…
Read More...

ଜର୍ଜିଆ ରିସର୍ଟରେ ୧୧ ଭାରତୀୟ ମୃତ

ନୂଆଦିଲ୍ଲୀ: ଜର୍ଜିଆର ଏକ ମାଉଣ୍ଟେନ ରିସର୍ଟର ଭାରତୀୟ ହୋଟେଲରେ ୧୨ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୧ ଜଣ ଭାରତୀୟ ଥିବା ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ବିଷାକ୍ତ କାର୍ବନ ମନୋକ୍ସାଇଡ ଗ୍ୟାସରୁ ୧୨ଜଣଙ୍କ…
Read More...

ଥୁଆମୂଳ ରାମପୁରରେ ବରଫପାତ

ଭବାନୀପାଟଣା: କଳାହାଣ୍ଡିର ପାହାଡିଆ ଅଞ୍ଚଳ ଭାବେ ପରିଚିତ ଥୁଆମୂଳ ରାମପୁର ବ୍ଲକ ଅଂଚଳରେ ଗତ କିଛି ଦିନ ଧରି ଶୀତର ପ୍ରକୋପ ବୃଦ୍ଧି ପାଇଛି। କେତେକ ଅଞ୍ଚଳରେ ରାତିର ତାପମାତ୍ରା ୬ ରୁ ୭ଡିଗ୍ରୀ ରହୁଥିବା ବେଳେ ଆଜି…
Read More...

ଯୁବ କଂଗ୍ରେସ ଘେରିଲା ବିଷ୍ଣୁପଦ ସେଠୀଙ୍କ ବାସଭବନ

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ବରେ ସୋମବାର ଘେରଉ କରାଯାଇଥିଲା। ଶ୍ରୀ ସେଠୀ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବୋଲି ଅଭିଯୋଗ…
Read More...

ଗାନ୍ଧୀ ମାର୍ଗରେ ଗଡ଼ିବ ପ୍ରଜ୍ଞାପନ ମେଢ଼, ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ରାଜ୍ଯର ଐତିହ୍ଯ ଓ ବିକାଶ

ଭୁବନେଶ୍ବର: ଆସନ୍ତା ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନବେଳେ ଭୁବନେଶ୍ବରସ୍ଥିତ ଗାନ୍ଧୀ ମାର୍ଗରେ ପ୍ରଜ୍ଞାପନ ମେଢ଼ ଗଡ଼ିବ । ଏଥିରେ ରାଜ୍ଯର ଐତିହ୍ଯ, ପରମ୍ପରା, ଅସ୍ମିତା ଏବଂ ବିକାଶକୁ ନେଇ ଏହି ପ୍ରଜ୍ଞାପନ…
Read More...

ଆଇନର ପରିଧି ଭିତରେ ରହି ଯୋଜନାବଦ୍ଧ ଭାବେ ଅପରାଧ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ…

ଭୁବନେଶ୍ଵର : ଆଜିକାଲି ଅପରାଧୀମାନେ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ, ପୁଲିସକୁ ମଧ୍ୟ ଅପରାଧୀଙ୍କ ଠାରୁ ପାଦେ ଆଗରେ ରହିବାକୁ ହେବ। ଆଜି କଟକରେ ୬୯ତମ ପୋଲିସ ଡ୍ୟୁଟି ମିଟ୍‌ ୨୦୨୪ର ଉଦଯାପନୀ ସମାରୋହରେ…
Read More...