www.samajalive.in
Sunday, December 7, 2025
15.1 C
Bhubaneswar

ଟ୍ରମ୍ପଙ୍କ ଟିମ୍‌ରେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ: ମିଳିଲା ଏହି ବଡ ପଦବୀ..

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟିମ୍‌ରେ ଯୋଡି ହେଲେ ଆଉ ଜଣେ ଭାରତୀୟ ବଂଶୋଦ୍ଭବ । ଏନେଇ ଟ୍ରମ୍ପ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଟିମ୍‌ରେ ଏଆଇରେ ବରିଷ୍ଠ ନୀତି ପରାମର୍ଶଦାତା ଭାବେ ଦାୟିତ୍ୱ ନେବେ ଶ୍ରୀରାମ କ୍ରିଷ୍ଣନ୍‌।

ଆମେରିକାର ନୂତନ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦଳ ଗଠନ କରୁଛନ୍ତି । ସେ ତାଙ୍କ ଦଳରେ ବହୁ ସଂଖ୍ୟାରେ ହିନ୍ଦୁଙ୍କୁ ଅନ୍ତର୍ଭୁକ୍ତ କରିବା ସହ ସେମାନଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି। ଟ୍ରମ୍ପ ହିନ୍ଦୁଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକଟ କରୁଥିବା ଦେଖାଯାଉଛି। ସେ ଭାରତୀୟ ଶ୍ରୀରାମ କ୍ରିଷ୍ଣନ୍‌ଙ୍କୁ ତାଙ୍କ ଦଳରେ ସାମିଲ କରିଛନ୍ତି। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ପାଇଁ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ ଟ୍ରମ୍ପ କ୍ରିଷ୍ଣନ୍‌ଙ୍କ ନାମ ଘୋଷଣା କରିଛନ୍ତି ।

- Advertisement -

ରବିବାର ଟ୍ରମ୍ପ ଅନେକ ନିଯୁକ୍ତି ଦେବା ସହ ସେ ଏକ ସରକାରୀ ବିବୃତ୍ତି ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ହ୍ୱାଇଟ୍‌ ହାଉସ୍‌ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟାଳୟରେ କ୍ରିଷ୍ଣନ୍‌ ବରିଷ୍ଠ ନୀତି ପରାମର୍ଶଦାତା ଭାବରେ କାର୍ଯ୍ୟ କରିବେ।

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

ଶ୍ରୀରାମ କ୍ରିଷ୍ଣନ୍‌ ଓ ଏଲନ୍‌ ମସ୍କ ବହୁତ ଭଲ ବନ୍ଧୁ। କ୍ରିଷ୍ଣନନ୍‌ ଫେସ୍‌ବୁକ୍‌, ମାଇକ୍ରୋସଫ୍‌, ୟାହୁ, ଟ୍ୱିଟର ଏବଂ ସ୍ନାପ୍‌ କରି ନାମୀ କମ୍ପାନୀରେ କାମ କରିଛନ୍ତି। ଏହି ପଦ ପାଇଁ ମନୋନୀତ ହୋଇଥିବାରୁ କ୍ରିଷ୍ଣନନ ଖୁବ୍‌ ଖୁସି ବୋଲି ସେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି ।

ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..

ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍‌ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍‌ରେ ଘରେ ପହଞ୍ଚିବ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories