www.samajalive.in
Monday, December 8, 2025
24.1 C
Bhubaneswar

ନୂଆବର୍ଷ ପୂର୍ବରୁ ବଦଳିଲା ୨ ଚକିଆଙ୍କ ପାଇଁ ନିୟମ; ଟିକିଏ ଭୁଲ୍‌ ପାଇଁ କଟିବ ମୋଟା ଅଙ୍କର ଚାଲାଣ..

ନୂଆଦିଲ୍ଲୀ : ସାରା ଦେଶରେ କୋଟି କୋଟି ଲୋକେ ବିଭିନ୍ନ ପ୍ରକାର ଗାଡି ଚଲାଇ ଥାନ୍ତି । କିଛି ଚାରି ଚକିଆ ତ କିଛି ୨ ଚକିଆ । ଏହାସହ ଅନ୍ୟାନ୍ୟ ମାଲ ପରିବହନ କରୁଥିବା ଅନ୍ୟାନ୍ୟ ଗାଡି ମଧ୍ୟ ଚାଲୁଛି । ରାସ୍ତାରେ ଯାତାୟତ ପାଇଁ କିଛି ନିୟମ ରହିଛି । ବିଶେଷ କରି ଗାଡି ଚାଳନା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍‌ ନିୟମ ରହିଛି । ନିୟମର ଉଲ୍ଲଙ୍ଘନ କରିବା ଦ୍ୱାରା ଟ୍ରାଫିକ୍‌ ବିଭାଗ ପକ୍ଷରୁ ଜୋରିମାନା ଆଦାୟ କରାଯାଏ । ନୂଆବର୍ଷ ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ ବାକି । ଠିକ୍‌ ନୂଆ ବର୍ଷ ପୂର୍ବରୁ ୨ ଚକିଆ ଯାନ ଚଳାଚଳ କରୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ବଦଳିଛି କିଛି ନିୟମ । ଏହି ନିୟମକୁ ଅଣଦେଖା କରିବା ଦ୍ୱାରା ମୋଟା ଅଙ୍କର ଚାଲାଣ ଦେବାକୁ ପଡିବ।

ବାସ୍ତୁ: ନୂଆବର୍ଷ ପୂର୍ବରୁ ଘରୁ କାଢି ଦିଅନ୍ତୁ ଏହି ୧୦ଟି ଜିନିଷ, ବର୍ଷଯାକ ମିଳିବ ମା’ଲକ୍ଷ୍ମୀଙ୍କ କୃପା..

୨୬ ଡିସେମ୍ବର ଚଳିତ ବର୍ଷର ଶେଷ ଏକାଦଶୀରେ ଦୁର୍ଲ୍ଲଭ ଯୋଗ, ଏହି ରାଶିଙ୍କୁ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ, ବର୍ଷିବ ଧନ..

- Advertisement -

ଆଉ ମାତ୍ର ୫ ଦିନ.. ଶୁକ୍ରଙ୍କ ଚଳନ : ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ସନ୍ତାନ ସୁଖ, ହେବ ବିବାହ..

୨ ଚକିଆ ଯାନ ଚଳାଚଳ ପାଇଁ ଯେଉଁ ନିୟମ ଲାଗୁ ହୋଇଛି ତାହା ବର୍ତ୍ତମାନ ମହାରାଷ୍ଟ୍ରରେ ଲାଗୁ କରାଯାଇଛି । ମହାରାଷ୍ଟ୍ରରେ ଟ୍ରାଫିକ୍‌ ନିୟମକୁ ପୂର୍ବ ଅପେକ୍ଷା ଅଧିକ କଡାକଡି କରାଯାଇଛି । ୨ ଚକିଆ ଗାଡି ଚଲାଉଥିବା ସମୟରେ କେହି ଯଦି ବିନା ହେଲମେଟ୍‌ରେ ଧରା ପଡନ୍ତି, ମୋଟା ଅଙ୍କର ଜୋରିମାନା ଆଦାୟ କରାଯିବ ।
ମହାରାଷ୍ଟ୍ରର ଟ୍ରାଫିକ୍‌ ବିଭାଗ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଛି। ଇ-ଚାଲାଣ ମେସିନ୍‌ ଗୁଡିକୁ ମଧ୍ୟ ୨ଟି ଭିନ୍ନ ଭିନ୍ନ ଭାଗରେ ବ୍ୟବହାର ହୋଇଛି।

ମାତ୍ର ୨୬,୯୯୯ ଟଙ୍କାରେ କିଣି ପାରିବେ ଆଇଫୋନ୍‌ ୧୫; ଜାଣନ୍ତୁ କେମିିତି,କେବଳ ୧୪ ମିନିଟ୍‌ରେ ଘରେ ପହଞ୍ଚିବ..

ବିନା ହେଲମେଟ୍‌ରେ ପ୍ରଥମେ ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ। ଏହାସହ ୩ ଥର ଲଗାତାର ବିନା ହେଲମେଟରେ ଧରା ପଡିଲେ ଲାଇସେନ୍ସ ରଦ୍ଦ କରାଯିବ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories