ଭୁବନେଶ୍ୱର: ନୟାଗଡ଼଼ ଜିଲାର ଦଶପଲ୍ଲାରେ କାଳବୈଶାଖୀ ଦେଖାଦେଇଛି। କାଳବୈଶାଖୀ ପ୍ରଭାବରେ ଶାଳ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଦଶପଲ୍ଲା-ଭଞ୍ଜନନଗର ରାସ୍ତା ନେଡ଼ିପାଜୁ ଛକରେ ଶାଳଗଛ ପଡ଼ି ରାସ୍ତା ଅବରୋଧ ହୋଇଥିବାବେଳେ ବହୁ ଗାଡ଼ିମୋଟର ଅଟକି ରହିଛ। ଅଗ୍ନିଶମ ବାହିନୀ, ପୁଲିସ ଏବଂ ଓଡ୍ରାଫ ଟିମ ରାସ୍ତା ଅବରୋଧ କରୁଥିବା ଶାଳଗଛଗୁଡ଼ିକୁ କାଟି ସଫା କରୁଥିବା ଉଦ୍ୟମ ଜାରି ରହିଥିବା ସୂଚନା ମିଳିଛି।
Popular Categories



