ବାଲେଶ୍ୱର: ବାଲେଶ୍ୱର ଜିଲାର ବସ୍ତା ଥାନା ଚକୁରିରେ ଗୁଳିକାଣ୍ଡରେ ଜଣେ ଆହତ ହୋଇଥିବା ସୂଚନା ମିିଳିଛି। ଗାଡ଼ି ସାଇଡ୍ ମାରିବାକୁ ନେଇ ଗୁଳିକାଣ୍ଡ ହୋଇଥିବା ଅଭିଯୋଗ କରାଯାଇଛି। ନିମା ଗ୍ରାମର ସୁଧାଂଶୁ ଜେନା ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
Popular Categories



