www.samajalive.in
Sunday, December 14, 2025
26.1 C
Bhubaneswar

ପୋଖରୀ ଖୋଳିବା ସମୟରେ ଜଙ୍ଗଲରୁ ବାହାରିଲା ବାଘ, ଗ୍ରାମବାସୀ ଆତଙ୍କିତ

ବୌଦ୍ଧ: ବୌଦ୍ଧ ଜିଲାର ବାରିଙ୍ଗି ଗାଁରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ମହାବଳ ବାଘକୁ ଦେଖି ଗ୍ରାମବାସୀ ଆତଙ୍କିତ ଥିବା ଜଣାପଡ଼ିଛି। ପୋଖରୀ ଖୋଳିବା ସମୟରେ ଜଙ୍ଗଲରୁ ବାଘ ବାହାରିଥିବା ଗ୍ରାମବାସୀ କହିଛନ୍ତି। ଏହାସହିତ ମୁଣ୍ଡେଶ୍ୱର ଜଙ୍ଗଲରେ ବାଘ ବୁଲୁଥିବା ସେମାନେ ଅଭିଯୋଗ କରିଛନ୍ତି। ମୁଣ୍ଡେଶ୍ୱର ଜଙ୍ଗଲରେ ବାଘ ବୁଲୁଥିବାରୁ ବାରିଙ୍ଗି ଗାଁର ଲୋକେ ଭୟଭୀତ ଓ ଆତଙ୍କିତ ଥିବା ପ୍ରକାଶ କରିଛନ୍ତି। ବୌଦ୍ଧ ବନଖଣ୍ଡ ମାଧପୁର ରେଞ୍ଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବାଘର ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ମଣ ନଜର ରଖାଯାଇଥିବାବେଳେ ଗ୍ରାମବାସୀ ସତର୍କ ରହିବା ସହିତ ଭୟଭୀତ ଓ ଆତଙ୍କିତ ନ ହେବାକୁ ପରାମର୍ଶ ଦିଆଯାଇଛି।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories