www.samajalive.in
Sunday, December 7, 2025
26.1 C
Bhubaneswar

ମଣପୁରମ ଲୁଟ୍‌‌ ଘଟଣାରେ ନୂଆ ଲିଙ୍କ, ୭ ଦିନିଆ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ

ସମ୍ବଲପୁର: ମଣପୁରମ ଲୁଟ୍‌‌ ଘଟଣାରେ ନୂଆ ଲିଙ୍କ ସମ୍ପର୍କରେ ସୂଚନା ମିଳିଛି। ମୁଖ୍ୟ ଅଭିଯୁକ୍ତ ସୁବୋଧ ସିଂହଙ୍କୁ ପଶ୍ଚିମବଙ୍ଗ ଜେଲରୁୁ ଅଣାଯାଇଛି। କୋର୍ଟ ମଧ୍ୟ ଜେରା କରିବାକୁ ୭ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି। ସୁବୋଧ ବିହାର ବାସିନ୍ଦା ହୋଇଥିବାବେଳେ ତାଙ୍କ ନାମରେ ୫ଟି ହତ୍ୟା ସମେତ ୨୮ ମାମଲା ରହିଛି।

୨୦୧୭ ବୁଢ଼ାରାଜା ମୁଥୁଟ୍‌‌ ଫାଇନାନ୍ସ ସୁନା ଲୁଟରେ ବି ସମ୍ପୃକ୍ତ ରହିଛି। ମଣପୁରମ ସୁନା ଲୁଟ୍‌‌ ଘଟଣାରେ ପୂର୍ବରୁ ୩ଜଣ ଗିରଫ ହୋଇଛନ୍ତି। ମାଷ୍ଟର ମାଇଣ୍ଡ ସୁବୋଧ ଜେଲରେ ରହି ଗ୍ୟାଙ୍ଗ ଚଳାଉଥିଲା ବୋଲି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତରାଞ୍ଚଳ ଆଇଜି ଏବଂ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories