www.samajalive.in
Sunday, December 7, 2025
26.1 C
Bhubaneswar

୧୦୦ ବର୍ଷ ପରେ ହିନ୍ଦୁ ନବବର୍ଷରେ ଦୁର୍ଲ୍ଲଭ ଯୋଗ : ଏହି ରାଶିଙ୍କ ହଠାତ୍‌ ଚମକିବ ଭାଗ୍ୟ, ମିଳିବ ଧନ, ବଢିବ ଦରମା..

ହିନ୍ଦୁ ନବବର୍ଷରେ ଚଳିତ ବର୍ଷ ଦୁର୍ଲ୍ଲଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଏହାର ପ୍ରଭାବରେ ଅନେକ ଗ୍ରହ ଏକାଠି ହୋଇ ଶୁଭଫଳ ପ୍ରଦାନ କରିବେ। ଏହି ଦୁର୍ଲ୍ଲଭ ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ସୁନାଭଳି ଚମକିବ। ଏହି ଦିନ ସୂର୍ଯ୍ୟ ଓ ଚନ୍ଦ୍ରମା ମୀନ ରାଶିରେ ବିରାଜମାନ ହେବେ। ଚଳିତ ବର୍ଷ ହିନ୍ଦୁ ନବବର୍ଷରେ ଏହି ଦୁର୍ଲ୍ଲଭ ସଂଯୋଗ ୧୦୦ ବର୍ଷ ପରେ ହେବାକୁ ଯାଉଛି। ଏହି ଦିନ ୫ଟି ଗ୍ରହ ଏକାଠି ହେବେ। ଏହି ଦିନ ଚନ୍ଦ୍ରମା, ଶନି, ବୁଧ, ରାହୁ ଓ ସୂର୍ଯ୍ୟ ମୀନ ରାଶିରେ ଏକାଠି ହେବେ। ଫଳରେ ବୁଦ୍ଧାଦିତ୍ୟ ଓ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜାଣନ୍ତୁ..

ମିଥୁନ- ଏହି ରାଶିଙ୍କ ପାଇଁ ଖୁବ୍‌ ଖାସ୍‌ ହିନ୍ଦୁ ନବବର୍ଷ । ଜୀବନରେ ଗୋଟିଏ ପରେ ଗୋଟିଏ ସଫଳତା ମିଳିବ । ସହକର୍ମୀଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ ।

- Advertisement -

କନ୍ୟା- ହଠାତ୍‌ ଧନ ଲାଭ ହେବ । କର୍ମକ୍ଷେତ୍ରରେ ଶୁଭ ଖବର ମିଳିବ । ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଟଙ୍କା ସଞ୍ଚୟ କରିବେ ।

ମକର- କର୍ମକ୍ଷେତ୍ରରେ ପଦନ୍ନୋତିର ଯୋଗ ରହିଛି । ସୁଖ-ସମୃଦ୍ଧି ବୃଦ୍ଧି ହେବ । ଦରମା ବୃଦ୍ଧି ହେବ । ଅନେକ ସଫଳତା ମିଳିବ ।

ଦେଖନ୍ତୁ ଭିଡିଓ ; ମହିଳାଙ୍କୁ ଜୀଅନ୍ତା ଗିଳିଦେଲା ଅଜଗର

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories