ଦେଖନ୍ତୁ ଭିଡିଓ ; ମହିଳାଙ୍କୁ ଜୀଅନ୍ତା ଗିଳିଦେଲା ଅଜଗର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ହୋସ୍‌ ଉଡାଇବା ସହ ଭୟଭୀତ ମଧ୍ୟ କରିଥାଏ । ଏଭଳି କିଛି ଭିଡିଓ ସାମ୍ନାକୁ ଆସିଥାଏ, ଯାହାକୁ ସହଜରେ ବିଶ୍ୱାସ କରି ହୁଏ ନାହିଁ । ନିକଟରେ ଏଭଳି ହିଁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଭୟଭୀତ ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଛି । ଭିଡିଓରେ ଜଣାପଡିଛି, ଏକ ବିରାଟକାୟ ଅଜଗର ସାପ ଜଣେ ମହିଳାଙ୍କୁ ଜୀଅନ୍ତା ଗିଳି ଦେଇଛି । View … Continue reading ଦେଖନ୍ତୁ ଭିଡିଓ ; ମହିଳାଙ୍କୁ ଜୀଅନ୍ତା ଗିଳିଦେଲା ଅଜଗର