www.samajalive.in
Monday, December 8, 2025
13.1 C
Bhubaneswar

ମାର୍ଚ୍ଚ ୨୯ରେ ଦୁର୍ଲ୍ଲଭ ଯୋଗ; ବାସ୍‌ ଏହି ସରଳ ଉପାୟରେ ଦୂର ହେବ ଶନିଦଶା, ମିଳିବ ସଫଳତା..

ଖୁବ୍‌ ଶୀଘ୍ର ନ୍ୟାୟର ଦେବତା ଶନିଦେବ ମାର୍ଚ୍ଚ ୨୯ରେ ରାଶି ପରିବର୍ତ୍ତନ ସହ ଦୁର୍ଲ୍ଲଭ ଯୋଗ ସୃଷ୍ଟି କରିବାକୁ ଯାଉଛନ୍ତି । ଏହାର ପ୍ରଭାବରେ ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ଭାଗ୍ୟ ସୁନାଭଳି ଚମକିବା ସହ ଅନେକ କାର୍ଯ୍ୟରେ ସଫଳତା ମିଳିବ। ୨୯ ମାର୍ଚ୍ଚରେ ଚୈତ୍ର କୃଷ୍ଣ ଅମାବାସ୍ୟା ସହ ଶନିବାର। ଶନିବାର ଅମାବାସ୍ୟା ପଡିଲେ ଏହାକୁ ଶନିଶ୍ଚର ଅମାବାସ୍ୟା ବୋଲି ମଧ୍ୟ କୁହାଯାଏ। ଜାଣନ୍ତୁ ଏହି ଦିନ କେଉଁ କେଉଁ ଉପାୟର ପାଳନ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ବାଧାବିଘ୍ନ ଦୂର ହୋଇ ସମସ୍ତ ଗ୍ରହ ଦୋଷ ଦୂର ହୋଇଥାଏ।
ଶନି ମହାଦଶା, ସାଢେସାତୀ, ଦୈତ୍ୟ କଷ୍ଟରୁ ମୁକ୍ତି ପାଇବା ପାଇଁ ଶନି ଅମାବାସ୍ୟାରେ ଏହି ଉପାୟ ଆପଣାନ୍ତୁ, ଶନିଦେବଙ୍କ ବିଶେଷ କୃପା ମଧ୍ୟ ପ୍ରାପ୍ତି ହୋଇଥାଏ।

ଶନି ଅମାବାସ୍ୟାରେ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ନିଶ୍ଚୟ ଅର୍ପଣ କରନ୍ତୁ। ଏହି ଜଳରେ ସାମାନ୍ୟ ଗୁଡ ଓ କଳା ରାଶି ମିଶାଇ ଅର୍ପଣ କରନ୍ତୁ। ଶନିଙ୍କ ସରଳ ମନ୍ତ୍ର ଜପ କରନ୍ତୁ।

- Advertisement -

ଶନିବାର ଦିନ କୋଇଲା, ଲୁହା ବାସନ, କଳା ପୋଷାକ, ବିରି ଡାଲି, କଳା ଚଣା, ଜୋତା, ସୋରିଷ ତେଲ, କମ୍ବଳ, କଳା ରାଶି ଆଦି ନିଜ ସକ୍ଷମ ଅନୁଯାୟୀ ଦାନ କରନ୍ତୁ ।

କଳା ଗାଈଙ୍କୁ ଗୁଡ ଓ ରୁଟି ଅର୍ପଣ କରନ୍ତୁ ।

ଏହି ଦିନ ଅସହାୟଙ୍କୁ ଭୋଜନ ଦାନ କରନ୍ତୁ ।

ଶନି ଅମାବାସ୍ୟାରେ ଶନି ଦେବଙ୍କ ସହ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା ସହ ହନୁମାନ ଚାଳିଶା, ସୁନ୍ଦରାକାଣ୍ଡ ଆଦି ପାଠ କରନ୍ତୁ ।

ଏହି ବାସ୍ତୁ ଦୋଷ ପାଇଁ ବିଳମ୍ବ ହୁଏ ବିବାହ; ବାରମ୍ବାର ଆସେ ବାଧା..

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories