ଏହି ବାସ୍ତୁ ଦୋଷ ପାଇଁ ବିଳମ୍ବ ହୁଏ ବିବାହ; ବାରମ୍ବାର ଆସେ ବାଧା..

ବାସ୍ତୁ ଶାସ୍ତ୍ରରେ ଘରର ସାଜସଜ୍ଜା ଠାରୁ ଆରମ୍ଭ କରି ଜିନିଷ ରଖିବା, କେଉଁ ଜିିନିଷ ଘରେ ରଖିବା ଉଚିତ୍‌ ନୁହେଁ, କେଉଁ କାରଣରୁ ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ, ଆଦି ବର୍ଣ୍ଣନା କରାଯାଇଛି । ଏହାସହ ବାସ୍ତୁ ସମସ୍ୟାର ସମାଧାନ ମଧ୍ୟ ରହିଛି । ଘରର ପ୍ରତ୍ୟେକ କୋଣ ଓ ବାସ୍ତୁ ସ୍ଥାନ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ, ଘରର ସଠିକ୍‌ ଦିଗ, ସ୍ଥାନ ପ୍ରତି ଧ୍ୟାନ ଦେଲେ ଘରେ … Continue reading ଏହି ବାସ୍ତୁ ଦୋଷ ପାଇଁ ବିଳମ୍ବ ହୁଏ ବିବାହ; ବାରମ୍ବାର ଆସେ ବାଧା..