www.samajalive.in
Sunday, December 14, 2025
26.1 C
Bhubaneswar

ଆମେରିକାର ବଡ଼ ଘୋଷଣା: ପହଲଗାଓଁ ଆକ୍ରମଣକାରୀ ଆତଙ୍କୀଙ୍କୁ ଧରିବାରେ କରିବ ଭାରତର ସହଯୋଗ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରର ପହଲଗାଓଁ ଆକ୍ରମଣ ଘଟଣାକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଇଛି। ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବହୁମାତ୍ରା​‌ରେ ସମର୍ଥନ ମିଳୁଛି। ଏହି କ୍ରମରେ ଆମେରିକା ଏକ ବଡ଼ ଘୋଷଣା କରିଛି। ପହଲଗାଓଁ ଆକ୍ରମଣରେ ସମ୍ପୃକ୍ତ ଆତଙ୍କୀମାନଙ୍କୁ ଧରିବାରେ ଆମେରିକା ଭାରତକୁ ସହଯୋଗ କରିବ ବୋଲି କହିଛି। ଟ୍ରମ୍ପ ପ୍ରଶାସନରେ ରାଷ୍ଟ୍ରୀୟ ଗୁଇନ୍ଦା ନିର୍ଦେଶକ ଥିବା ତୁଳସୀ ଗବାର୍ଡ ଏହି ଘୋଷଣା କରିଛନ୍ତି। ଏହି ଆକ୍ରମଣକୁ ସେ କଡ଼ା ଶବ୍ଦରେ ନିନ୍ଦା କରିବା ସହିତ ଭାରତୀୟଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

ତୁଳସୀ ନିଜ ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟରେ ଲେଖିଛନ୍ତି, ଏହି ଭୟାବହ ଇସଲାମିକ ଆତଙ୍କୀ ଆକ୍ରମଣ ପରେ ଆମେ ଭାରତ ସହିତ ଛିଡ଼ା ହୋଇଛୁ। ଯେଉଁମାନେ ନିଜ ପ୍ରିୟଜନମାନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି। ଆମେ ଆପଣଙ୍କ ସହିତ ରହିଛୁ ଏବଂ  ଏହି ଗଘନ୍ୟ ଆକ୍ରମଣ ପାଇଁ ଦାୟୀ ଆତଙ୍କୀଙ୍କୁ ଧରିବାରେ ଭାରତକୁ ସହଯୋଗ କରିବୁ।

- Advertisement -

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories