ନୂଆଦିଲ୍ଲୀ :ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ବସିବାକୁ ଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ପୀୟୂଷ ଗୋାୟଲଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ପରିଷଦ ୧୨% ଏବଂ ୧୮% ସ୍ଲାବ୍କୁ ୧୪-୧୫% ଏକକ ଟିକସ ସ୍ଲାବ୍ ହାରକୁ ପରିବର୍ତ୍ତିତ କରିବା ଉପରେ ନିଷ୍ପତ୍ତି ନିଆଯାଇପାରେ ପରିଷଦର ଏହି ୨୯ ତମ ବୈଠକରେ କ୍ଷୁଦ୍ର ଏବଂ ମଧ୍ୟମ (ଏମ୍ଏସ୍ଏମ୍ଇ) ଉଦ୍ୟୋଗୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ମଧ୍ୟ ସମାଧାନ କରାଯାଇପାରେ ବୈଠକରେ ରାଜ୍ୟ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Popular Categories



