www.samajalive.in
Monday, December 15, 2025
16.1 C
Bhubaneswar

ପ୍ରୀତି ଅଧିନାୟିକା ; ଓଡ଼ିଶାରୁ ୪

ନୂଆଦିଲ୍ଲୀ  : ଜର୍ମାନୀରେ ଆସନ୍ତା ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଚତୁଃରାଷ୍ଟ୍ରୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତା ଖେଳାଯିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ପ୍ରୀତି ଅଧିନାୟିକା ଓ ଋୁତୁଜା ଡାଡାସୋ ପିସାଲ ଉପଅଧିନାୟିକା ରହିଛନ୍ତି। ଦଳରେ ୨ ଜଣ ଗୋଲରକ୍ଷକ ମାଧୁରୀ କିଣ୍ଡୋ ଓ ଖୁସ୍‌ବୁଙ୍କୁ ସ୍ଥାନ ମିଳିଛି। ଦଳରେ ଓଡ଼ିଶାରୁ ୪ ଖେଳାଳି ମାଧୁରୀ କିଣ୍ଡୋ, ଅଞ୍ଜଳି ବାରୁଆ, ସୁଜାତା କୁଜୁର ଓ ସୁନିଲିତା ଟପ୍ପୋ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାରେ ଆୟୋଜକ ଜର୍ମାନୀ ସହ ଭାରତ, ଇଂଲଣ୍ଡ ଓ ସ୍ପେ୍‌ନ ଦଳ ଅଂଶଗ୍ରହଣ କରୁଛନ୍ତି।
ଭାରତୀୟ ଦଳ: ମାଧୁରୀ କିଣ୍ଡୋ,ଖୁସ୍‌ବୁ (ଗୋଲରକ୍ଷକ), ପ୍ରୀତି (ଅଧିନାୟିକା),ରୋପିନ କୁମାରୀ, ଅଞ୍ଜଳି ବାରୁଆ, ନୀଲମ, ନିରୁପମା ଦେବୀ (ସମସ୍ତେ ଡିଫେଣ୍ଡର), ଋତୁଜା ଡାଡାସୋ ପିସାଲ (ଉପଅଧିନାୟିକା), ମଞ୍ଜୁ ଚୌରାସିଆ, ସାକ୍ଷୀ ରାଣା, ସୁଜାତା କୁଜୁର,ଭୂମିକା ସାହୁ, ଜ୍ୟୋତି ସିଂହ, ମହିମା ଟେଟେ, ହିନା ବାନୋ (ମିଡ୍‌ଫିଲଡର) ଅନୁ, ଦୀପିକା ସୋରେଙ୍ଗ, ସୁନିଲିତା ଟପ୍ପୋ, କାଜଲ ସଦାଶିବ ଆଟପାଦକର, ମମତାଜ ଖାଁ (ସମସ୍ତେ ଫରୱାର୍ଡ)।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories