ସୁପୋଷଣ ପ୍ରକଳ୍ପ ଉଦଘାଟିତ 

ପାଟଣା : ଜାତୀୟ ସ୍ତରୀୟ ସାମାଜିକ ସେବା ପ୍ରଦାନକାରୀ ସଂସ୍ଥା ଆଇଜିଏସଏସଏସ ଭୁବନେଶ୍ୱର ତରଫରୁ ରବିବାର ହରିଚନ୍ଦନପୁର ବ୍ଲକ ପିଟାପିଟି ଗ୍ରାମପଞ୍ଚାୟତର ଜୁଆଙ୍ଗ ଅଧ୍ୟୁଷିତ କୁଆଝରଣ ଗ୍ରାମରେ ପରୀକ୍ଷାମୂଳକ ଭାବେ ଏକ…
Read More...

ଭୋଳବେଡାରେ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ

ପାଟଣା : ଘଟଗାଁ ବ୍ଲକ ଭୋଳବେଡା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆସ୍ପାୟାର ପକ୍ଷରୁ ସାମାଜିକ ଶିକ୍ଷା ସାଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଯୋଗଦେଇ…
Read More...

ଅଜାଦି କା ଅମୃତ ମହୋତ୍ସବ, ତ୍ରିରଙ୍ଗା ଯାତ୍ରା

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ଥାନୀୟ ପ୍ରଦକ୍ଷିଣ ଗୃହଠାରୁ ଅଜାଦି କା ଅମୃତ ମହୋତ୍ସବର ତ୍ରିରଙ୍ଗା ଯାତ୍ରା ବାହାରି  ମୁଖ୍ୟ ବଜାର ଦେଇ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। ଏକ ଶୋଭାଯାତ୍ରା…
Read More...

‘ସମାଜ’ ପ୍ରଭାବ, ହିମାଂଶୁଙ୍କ ପାଖରେ ପଂହଚିଲା ମେଡିକାଲ ଟିମ୍

ହରଭଙ୍ଗା : ହରଭଙ୍ଗା ପଂଚାୟତ ସୁରୁଣ୍ଡି ଗ୍ରାମର ପକ୍ଷପାତରେ ଆକ୍ରାନ୍ତ ହିମାଂଶୁ ଝାଙ୍କର ଭଳି ଜଣେ ଗରିବ ଶ୍ରେଣୀର ରୋଗୀର ଚିକିତ୍ସା ପାଇଁ ଅର୍ଥବାଧକ ସାଜିଛି ଏକ ଶୀର୍ଷକ ଖବର ରବିବାର ‘ସମାଜ’ରେ ପ୍ରକାଶ ପାଇଥିଲା।…
Read More...

ରକ୍ତଦାନ ମାନବସେବାର ଶ୍ରେଷ୍ଠ ନିଦର୍ଶନ

ଆଠଗଡ : ରକ୍ତର ବିକଳ୍ପ ଆଜି ପର୍ଯ୍ୟନ୍ତ ବିଜ୍ଞାନ ସୃଷ୍ଟି କରି ପାରିନାହିଁ । କେବଳ ଜଣଙ୍କର ଦାନ ରକ୍ତରେ ଅନ୍ୟଜଣଙ୍କର ଜୀବନ ବଞ୍ଚିପାରୁଥିବାରୁ ରକ୍ତଦାନ ହିଁ ମାନବସେବାର ଶ୍ରେଷ୍ଠ ନିଦର୍ଶନ ବୋଲି ଆଠଗଡ ବିଧାୟକ ତଥା…
Read More...

ବିଜେପିର ‘ମିଶନ ଲାଇଫ’ କାର୍ଯ୍ୟକ୍ରମ

ଚୌଦ୍ୱାର : ବିଜେପି ତରଫରୁ ଚୌଦ୍ୱାରର ବିଭିନ୍ନ ସ୍ଥାନରେ ‘ମିଶନ ଲାଇଫ୍’ଅଭିଯାନ ମାଧ୍ୟମରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଜ୍ଞାନେନ୍ଦ୍ର କୁମାର…
Read More...

ଚାନ୍ଦିପୁଟ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ଜାତୀୟ ପାଠଚକ୍ର 

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦପୁଟ ସ୍ଥିତ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟଠାରେ ପ୍ରଥମ କରି ଦୁଇ ଦିନିଆ ଜାତୀୟ ସ୍ତରୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ତିନି ରାଜନୀତି…
Read More...

ଅସରାଏ ବର୍ଷା ହେଲେ ସଭାଗୃହରେ ପାଣି ଭର୍ତ୍ତି 

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବଡଡୁମୁରିଆ ଉଚ୍ଚ ବିଦ୍ୟାଳୟକୁ ସରକାର ତରଫରୁ ୫-ଟିରେ ସାମିଲ କରି ଏହି ବିଦ୍ୟାଳୟର ରୁପାନ୍ତରୀକରଣ କରିଛନ୍ତି । ବିଦ୍ୟାଳୟ ରୂପାନ୍ତରୀକରଣ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ସମ୍ପର୍କରେ…
Read More...

ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳର ସଜବାଜ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକର ୧୦ ଗୋଟି ପଚାୟତର ସରପଞ୍ଚ, ସମିତି ସଭ୍ୟ-ସଭ୍ୟା ମାନଙ୍କୁ ନେଇ ବୈଠକ ଅସନପାଟ ନିକଟସ୍ଥ ଆମ୍ବ ବଗିଚା ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପାଟଣା ବିଧାୟକ…
Read More...

ଚିକରଡାରୁ ୧୦ ଫୁଟର ଅଜଗର ସାପ ଉଦ୍ଧାର

ଗୋପାଳପୁର : ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ  ଚିକରଡା ଗ୍ରାମରୁ ଏକ ୧୦ ଫୁଟର ଅଜଗର ସାପକୁ ଉଦ୍ଧାର କରିଛି ବନ ବିଭାଗ।  ଚିକରଡା ଗ୍ରାମ ମୁହଁରେ ବିରାଟକାୟ ସାପଟି ଏକ ବଣ ବିଲୁଆକୁ ଖାଇବା ପାଇଁ ଧରିଥିବା ସ୍ଥାନୀୟ ଲୋକେ…
Read More...

ଫିରିଙ୍ଗିଆ ଥାନାରେ ଆମ ପୋଲିସ ଓ ଶାନ୍ତି କମିଟି ବୈଠକ, ଶାନ୍ତି ପାଇଁ ନିବେଦନ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ରବିବାର ଆମ ପୋଲିସ ଓ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆମ ପୋଲିସ ଓ ଶାନ୍ତି…
Read More...

୧୭ରୁ ପ୍ରାର୍ଥୀପତ୍ର ଦାଖଲ, ସେପ୍ଟେମ୍ବର ୨୪ରେ ମତଦାନ

କେନ୍ଦୁଝରଗଡ : ବହୁଚର୍ଚ୍ଚିତ କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ନିର୍ବାଚନ ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଘ ଉପଦେଷ୍ଟା କୈଳାଶ ଚନ୍ଦ୍ର ପଣ୍ଡା ଓ ଗୋପାଳ କୃଷ୍ଣ ପରିଡା ଏବଂ ମୁଖ୍ୟ ନିର୍ବାଚନ ଅଧିକାରୀ…
Read More...

ଭିରୁଡ଼ା ଓ ଅଚଳକୋଟକୁ ୯୦ ଲକ୍ଷ ଟଙ୍କା ବ୍ୟୟରେ ୧୧କେଭି ବିଦ୍ୟୁତ ଫିଡ଼ର ଲୋକାର୍ପିତ

ତିଗିରିଆ :  ବହୁଦିନର ବିଦ୍ୟୁତ ସମସ୍ୟାକୁ ଉପଲବ୍ଧି କରି ନବେ ଲକ୍ଷ ଟଙ୍କା ବ୍ୟୟରେ ୧୧ କେଭି ବିଶିଷ୍ଟ ଏକ ନୂତନ ବିଦ୍ୟୁତ ଫିଡ଼ରକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର…
Read More...

ନାହିଁ ନାହିଁରେ ସନ୍ତୁଳି ହେଉଛି ପଡ଼ାଗ୍ରାମ ଅମୁଣିଆସାହି

ତିଗିରିଆ : ତିଗିରିଆ ବ୍ଲକର ପୁରୁଣା ତିଗିରିଆ ପଞ୍ଚାୟତରେ ରହିଛି ପଡାଗ୍ରାମ ଅମୁଣିଆସାହି । ଦୀର୍ଘ ବର୍ଷ ହେଲା ଗ୍ରାମଟି ଅବହେଳିତ ହୋଇ ରହିଛି। ଗ୍ରାମରେ ଉନ୍ନୟନ ମୂଳକ କାର୍ଯ୍ୟ ଆଦୌ ନଥିବା ବେଳେ ଲୋକଙ୍କୁ ଏଯାଏଁ…
Read More...

ଅନୱାର-ଉଲ-ହକ କକ୍କଡ଼ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମାବାଦ : ପାକିସ୍ତାନ ସିନେଟ୍‌‌ ସଦସ୍ୟ ଅନୱାର-ଉଲ-ହକ କକ୍କଡ଼ ଦେଶର କାମଚଳା ପ୍ରଧାନମନ୍ତ୍ରୀ ମନୋନୀତ ହୋଇଛନ୍ତି। ଆସନ୍ତା ବର୍ଷର ସାଧାରଣ ନିର୍ବାଚନର ପରିଚାଳନା ଓ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଧାରିବା…
Read More...

ଡିଜିଟାଲ ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌‌-୨୦୨୩କୁ ସମ୍ମତି ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ :  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ବା ଡାଟା ସୁରକ୍ଷା DPDP ବିଲ୍‌‌-୨୦୨୩ କୁ ସମ୍ମତି ପ୍ରଦାନ କରିଛନ୍ତି । ପୂର୍ବରୁ ଏହା ପାର୍ଲାମେଣ୍ଟର ଉଭୟ ସଭାଦନରେ ଗୃହୀତ ହୋଇଥିଲା । ଗତ ୯…
Read More...

ନୂତନ ହାତୀ କରିଡର ପାଇଁ ସରକାର ଯୋଜନା କରୁଛନ୍ତି : ଭୁପେନ୍ଦର ଯାଦବ

ଡେସ୍କ : ଭୁବନେଶ୍ୱରରେ ବିଶ୍ୱ ହାତୀ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୁପେନ୍ଦର ଯାଦବ ‘ଏଲିଫାଣ୍ଟ କରିଡରସ ଅଫ ଇଣ୍ଡିଆ’ ଓ ‘ଏଲିଫାଣ୍ଟ ରିଜର୍ଭ ଅଫ ଇଣ୍ଡିଆ’ ନାମରେ ଦୁଇଟି…
Read More...

ହରିହର ସାହାଣୀ ମେଧାବୃତ୍ତି ସମ୍ମାନ ସମାରୋହ

ଗୁରୁଡିଝାଟିଆ :  ଗୁରୁଡିଝାଟିଆ ସ୍ଥିତ କବିଚନ୍ଦ୍ର ଭୁବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଉତ୍ସବ ଓ ଶିକ୍ଷାବିତ୍ ହରିହର ସାହାଣୀ ମେଧାବୃତ୍ତି ସମ୍ମାନ ସମାରୋହ ଶନିବାର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି…
Read More...

କଖଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

ଗୁରୁଡିଝାଟିଆ : କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ନିୟମାନୁଯାୟୀ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ…
Read More...

ଧଳପୁର ଓ ରାମଗଡ କ୍ଲଷ୍ଟରରେ ମୌଳିକ ସାକ୍ଷରତା ସଚେତନତା କାର୍ଯ୍ୟକ୍ରମ

ହରଭଙ୍ଗା : ଜବାହର ନବୋଦୟ ବିଦ୍ୟାଳୟ ,ପାଲଝର ତରଫରୁ ବରିଷ୍ଠ ଶିକ୍ଷକ ଦିଲୀପ କୁମାର ବାଡତ୍ୟାଙ୍କ ପ୍ରଚେଷ୍ଟାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ(ଏଫଏଲଏନ)କୁ ନେଇ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି ।…
Read More...

‘ତଦନ୍ତରେ ଉତ୍କର୍ଷ ପଦକ-୨୦୨୩’ : ଦେଶରୁ ୧୪୦ ଓଡ଼ିଶାରୁ ୪ ପୁଲିସ କର୍ମଚାରୀ

ନୂଆଦିଲ୍ଲୀ : ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ‘ତଦନ୍ତରେ ଉତ୍କର୍ଷ ପଦକ-୨୦୨୩’ ପାଇଁ ୧୪୦ ଜଣ ପୁଲିସ୍‌‌ କର୍ମଚାରୀଙ୍କୁ ମନୋନୀତ କରାଯାଇଛି । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ।…
Read More...

ମହାନଦୀ ଜଳବିବାଦ : ଉଭୟ ରାଜ୍ୟକୁ ୪ ସପ୍ତାହ ସମୟ,୧୬ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଶାଣି

ଡେସ୍କ : ମହାନଦୀ ଜଳବିବାଦର ନ୍ୟାୟାଧିକରଣରେ ଶନିବାର ଶୁଣାଣି ଶେଷ ହୋଇଛି। କମନ୍‌‌ ଫର୍ମାଟ ଅଫ୍‌‌ ଇନ୍‌‌ଫରମସେନ ଚୂଡ଼ାନ୍ତ ହୋଇପାରି ନ ଥିବାରୁ ଓଡ଼ିଶା ଓ ଛତିଶଗଡ଼ ନ୍ୟାୟାଧିକରଣ ୫ ସପ୍ତାହର ସମୟ ମାଗିଥିଲେ। ତେବେ…
Read More...

ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମିଳନୀ ଓ ପୋଷାକ ବଣ୍ଟନ

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର ଖଟୁଆକୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଓ ଅଭିଭାବକ ସମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ…
Read More...

ତୁରେକେଲା ମିଳିତ ପ୍ରାଥମିକ ଶିକ୍ଷକ ସଙ୍ଘର ନୂତନ କର୍ମକର୍ତ୍ତା

କଣ୍ଟାବାଞ୍ଜି :  ତୁରେକେଲା ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସଂଘକୁ ନେଇ କଣ୍ଟାବାଞ୍ଜି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରତୀନ୍ଦ୍ର ରାଏଙ୍କ ସଭାପତିତ୍ୱରେ…
Read More...

ମାନସିକ ବିକୃତ ବୃଦ୍ଧାଙ୍କୁ ଥଇଥାନ କରାଇଲେ ରାଜୁ ଭାଇ

ଲଡୁଗାଁ :  ଦୁନିଆରେ ଏମିତି ବହୁତ କମ ଲୋକ ଜନ୍ମ ହୋଇଥାନ୍ତି, ଯୋଉଁମାନେ ନିଜ ପରିବାର କଥା ବୁଝି ସାରି  ଅନ୍ୟ ମାନଙ୍କ ପାଇଁ ମଧ୍ୟ ସମୟ ବାହାର କରିଥାନ୍ତି। ସେ ହସ୍ପିଟାଲରେ ପଡ଼ିଥାଉ, କି କୋଉ ଗାଁରେ କାହାର ଘର…
Read More...

ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମିଳନୀ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଓଡ଼ିଶା ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଧେଶରେ ଚଳିତ ଶିକ୍ଷା ବର୍ଷର ଦ୍ୱିତୀୟ ଅଭିଭାବକ ଓ…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ଓଡ଼ିଆ ଯବାନ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

ଡେସ୍କ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶହୀଦ ସିଆରପିଏଫ ଓଡ଼ିଆ ଯବାନ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶନିବାର ଜନ୍ମମାଟି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ସୁଶାନ୍ତଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା।…
Read More...

ହୀରାକୁଦ ଜଳଭଣ୍ଡାର : ବନ୍ଦ ହେଲା ସମସ୍ତ ଗେଟ୍

ଡେସ୍କ :  ହୀରାକୁଦ ଜଳଭଣ୍ଡାରରୁ ମୋଟ୍ ୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ଅପରାହ୍ନ ସାଢ଼େ ଗୋଟାଏ ସୁଦ୍ଧା ଏହି ଦୁଇଟି ସ୍ଲୁଇସ୍ ଗେଟ୍ କୁ ମଧ୍ୟ…
Read More...

ହସ୍ତୀ ସୁରକ୍ଷାର ଆବଶ୍ୟକତା ସମସ୍ତେ ବୁଝିବା

ହାତୀମାନଙ୍କ ବିଷୟ ପ୍ରାୟ ପ୍ରତି ଦିନ ଖବର କାଗଜ ଅବା ଗଣ ମାଧ୍ୟମର ଏକ ଶିରୋନାମା ଖବର ପାଲଟିଛି। ଏହା ଏପରି ଖବର ଯେ ହାତୀଙ୍କ ଆତଙ୍କ, ୭ ଘର ଭାଙ୍ଗିଲା ହାତୀ, ଦନ୍ତା ହାତୀ ଆକ୍ରମଣରେ ଅତିଷ୍ଠ ଗ୍ରାମବାସୀ, ହାତୀ…
Read More...

ଜୀବନର ଜୟଯାତ୍ରାରେ କୃତ୍ରିମ ବସ୍ତୁର ସମ୍ପର୍କ

ଆଜିର ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଚହଳ ପକାଇଥିବା ଦୁଇଟି ଶବ୍ଦ ହେଉଛି - କୃତ୍ରିମ ମାନବୀୟ ବୁଦ୍ଧିମତ୍ତା ଏବଂ ବସ୍ତୁ ବୁଦ୍ଧିମତ୍ତା (ଇଣ୍ଟରନେଟ୍‍ ଅଫ୍‍ ଥିଙ୍ଗସ୍‍)। ଯଦିଓ ଦୁଇଟି କ୍ଷେତ୍ର ସଂପୂର୍ଣ୍ଣ…
Read More...

ଘନଉଛି ଖାଦ୍ୟ ସଙ୍କଟ

ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ୱରେ ଖାଦ୍ୟ ସଙ୍କଟ ଘନେଇବାରେ ଲାଗିଛି। ୨୦୨୨ ଫେବୃଆରୀ ୨୪ ତାରିଖରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଖାଦ୍ୟ ସଙ୍କଟ ପରିସ୍ଥିତି ଦେଖିବାକୁ ମିଳିଥିଲା। ବିଶ୍ୱର ପ୍ରମୁଖ ଗହମ…
Read More...

ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର :  ନକ୍ସଲ ଆକ୍ରମଣରେ ଓଡ଼ିଆ ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆ ଶହୀଦ ହେବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହି ଖବର ବିଷୟରେ ଜାଣି ସେ ବହୁତ ଦୁଃଖିତ ବୋଲି ଟ୍ବିଟ…
Read More...

ଆଜି ବିଶ୍ବ ହସ୍ତୀ ଦିବସ : ୮ ମାସରେ ୫୭ ମଣିଷ ଓ ୨୪ ହାତୀ ମୃତ

ଭୁବନେଶ୍ୱର (ପ୍ରତାପ ଚନ୍ଦ୍ର ପ୍ରଧାନ) : ଦ୍ରୁତ ସହରୀକରଣ ଓ ଜଙ୍ଗଲ କ୍ଷୟ ବନ୍ୟଜନ୍ତୁଙ୍କୁ ଜନବସତି ମୁହାଁ କରୁଛି। ବିେଶଷକରି ଖାଦ୍ୟ ଅନ୍ବେଷଣରେ ହାତୀ ଜନବସତି ମୁହାଁ ହେଉଛି। ଫଳରେ ହାତୀ-ମଣିଷ ଲଢ଼େଇ ଦିନକୁ ଦିନ…
Read More...

ଶୃଙ୍ଖଳା ବରାବର ଲକ୍ଷ୍ୟରେ ଭାରତ

ଲଡେରହିଲ (ଆମେରିକା): ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଶନିବାର ଆମେରିକାର ଫ୍ଲୋରିଡାସ୍ଥିିତ ଲଡେରହିଲରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍‌ ୨-୧ରେ ଆଗୁଆ…
Read More...

ଶନିବାର ରାଶିଫଳ (୧୨.୦୮.୨୦୨୩)

ମେଷ : ଉଚ୍ଚାସନ ଲାଭ କରିପାରନ୍ତି। ଜଣେ ଶିକ୍ଷାବିତ୍‌ଭାବେ ସର୍ବତ୍ର ଆଦୃତ ହେବେ। ବୈଦେଶିକ ମୁଦ୍ରା ପ୍ରାପ୍ତିର ସୂଚନା ମିଳୁଛି। ଆୟୁଷ୍ମାନ୍‌ ହେବେ। ନୀତିନି​‌ଷ୍ଠ ଓ ପ୍ରଜ୍ଞାଶୀଳ ହେବେ। ସୁଖ ଲାଭ କରିବେ। ବୃଷ :…
Read More...

ବ୍ୟାଙ୍କିଙ୍ଗ ସେବା ଲାଗି ୫୦୦କୋଟି

ଭୁବନେଶ୍ୱର : ରାଜ୍ୟର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବା ଲାଗି ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ରେ ୧୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…
Read More...

‘ଘୃଣ୍ୟ ମନ୍ତବ୍ୟ ସର୍ବାଦୌ ଗ୍ରହଣୀୟ ନୁହେଁ’

ନୂଆଦିଲ୍ଲୀ : ହରିୟାଣାର ନୂହ୍‌ଠାରେ ଘଟିଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବାର ଘୃଣ୍ୟ ମନ୍ତବ୍ୟକୁ ଦାୟୀ କରିଛନ୍ତି। ଏକ ନିର୍ଦିଷ୍ଟ ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ଘୃଣ୍ୟ ମନ୍ତବ୍ୟର…
Read More...

୫ମ ଥର ଫାଇନାଲରେ ଭାରତ

ମାଲେସିଆ-ଭାରତ ଫାଇନାଲ ଆଜି , ଶ୍ରୀଜେଶଙ୍କ ୩୦୦ତମ ଅନ୍ତର୍ଜାତୀୟ ମ୍ୟାଚ ଚେନ୍ନଇ  : ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ସପ୍ତମ ସଂସ୍କରଣର ଫାଇନାଲରେ ଆୟୋଜକ ଭାରତ ପ୍ରବେଶ କରିଛି। ଚେନ୍ନଇର ମେୟର ରାଧାକ୍ରିଷ୍ଣନ…
Read More...

ରାଘବ ଚଢ଼ା ରାଜ୍ୟସଭାରୁ ନିଲମ୍ବିତ

ନୂଆଦିଲ୍ଲୀ : ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସଦସ୍ୟ ରାଘବ ଚଢ଼ାଙ୍କୁ ଶୁକ୍ରବାର ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ସ୍ବାଧିକାର କମିଟି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ରିପୋର୍ଟ ଦେବା ପର୍ଯ୍ୟନ୍ତ ତାଙ୍କ…
Read More...

ସରିଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ଉଭୟ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁଲାଇ ୨୦ରୁ ଏହି ଅଧିବେଶନ ଆରମ୍ଭ ହୋଇଥିଲା। ମଣିପୁର ହିଂସାକୁ ନେଇ ବିରୋଧୀଙ୍କ ହୋହଲ୍ଲା…
Read More...

ତତ୍କାଳୀନ ଫିରିଙ୍ଗିଆ ଥାନା ଅଧିକାରୀ ତପନ ନାହାକ ନିଲମ୍ବିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ଥାନାରେ ପୁଲିସର ଗଞ୍ଜେଇ ଚାଲାଣ ପରେ ଲୋକଙ୍କ ବିକ୍ଷୋଭ ପରେ ଥାନା ପୋଡି ଘଟଣାରେ ପୁଲିସ ମହା ନିର୍ଦେଶକ, ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକକୁ କାର୍ଯ୍ୟରୁ…
Read More...

ମଠକରଗୋଳା ମହାବିଦ୍ୟାଳୟରେ ମେରୀ ମାଟି ମେରା ଦେଶ କାର୍ଯ୍ୟକ୍ରମ

କାମାକ୍ଷାନଗର :  ସ୍ଥାନୀୟ ମଠକରଗୋଳା ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ସ୍ବାଧିନତାର ୭୫ ତମ ଅମୃତ ମହୋତ୍ସବ ପାଳନ ଅବସରରେ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି…
Read More...

ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଛାତ୍ରୀଙ୍କୁ ସ୍ଵାଗତ ସମାରୋହ

କଣ୍ଟାବାଞ୍ଜି : ସ୍ଥାନୀୟ ମୁକୁନ୍ଦି ଲାଲ୍ ଅଗ୍ରୱାଲ ମହିଳା ଉଚ୍ଚ ବିଦ୍ୟାଳୟର ତମ ପ୍ରତିଷ୍ଠା ଦିବସ, ଅଧ୍ୟକ୍ଷା ରଞ୍ଜିତ ଗୁରୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି ଓ ନୂତନ ଭାବରେ ବିଦ୍ୟାଳୟରେ କଳା ଓ ବାଣିଜ୍ୟ…
Read More...

ଶିକ୍ଷକ ସଂଘର ଶୋଭାଯାତ୍ରା, ଦାବିପତ୍ର ପ୍ରଦାନ

ଫୁଲବାଣୀ: ୩ ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲ୍ଲା ଶିକ୍ଷକ ସଂଘ ପକ୍ଷରୁ ମାଦିକୁନ୍ଦା ଛକ ଠାରୁ ଏକ ଶୋଭାଯାତ୍ରା ବାହାରି ଥିଲା। ଏଥିରେ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ଶୋଭାଯାତ୍ରା…
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକ ଗୁରୁତର

ପାଟଣା : ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ଟିକିରା ମନ୍ଦିର ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକ ଟିକିରା ଗ୍ରାମର କୁମର ନାଏକଙ୍କ ପୁଅ…
Read More...

ମୁଣ୍ଡଳି ପୋଲ ଉପରେ ବାଇକ ରଖି ଯୁବକ ନିଖୋଜ

ଆଠଗଡ :  ମୁଣ୍ଡଳି ପୋଲ ଉପରେ ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ ବାଇକ ରଖି ଜଣେ ଯୁବକ କେଉଁଆଡେ ନିଖୋଜ ହୋଇଯାଇଥିବା ଜଣାପଡିଛି । ସଂପୃକ୍ତ ଯୁବକ ପୋଲ ଉପରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବାର ସନ୍ଦେହ କରି ଦମକଳ…
Read More...

ଆଠଗଡ ବିଜେପିର ମୋ ମାଟି ମୋ ଦେଶ ଅଭିଯାନ

ଆଠଗଡ :  ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଅମୃତ ମହୋତ୍ସବର ଉଦ୍‌‌ଯାପନୀ ଉତ୍ସବ ଅବସରରେ ଦେଶ ବ୍ୟାପୀ ମୋ ମାଟି ମୋ ଦେଶ ଅଭିଯାନ କାର୍ଯ୍ୟକ୍ରମ ଚାଲିଛି । ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ…
Read More...

ସାର, କୀଟନାଶକ କଳାବଜାରୀ ରୋକିବା ଲାଗି ସଚେତନତା

ଆଠଗଡ :  ଆଠଗଡ କୃଷି କାର୍ଯ୍ୟାଳୟ ପକ୍ଷରୁ ସାର, କୀଟନାଶକ ଔଷଧ ଓ ବିହନ କଳାବଜାରୀ ରୋକିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । କୃଷି ଜିଲ୍ଲା ଅଧିକାରୀ ପର୍ଶୁରାମ ବେହେରାଙ୍କ…
Read More...

ସାହସୀ ଯୁବକଙ୍କୁ ସମ୍ବର୍ଦ୍ଧନା

ଚୌଦ୍ୱାର : କେନ୍ଦ୍ରାପଡ଼ା କେନାଲର ଜଗତପୁର ନିକଟରେ ପାଣିରେ ଭାସି ଯାଉଥିବା କଟକର ଦିପ୍ତିରଞ୍ଜନ ବାରିକ ନାମକ ଜଣେ ବାଳକକୁ ସାହସର ସହିତ ଉଛୁଳା ପାଣିରୁ ଉଦ୍ଧାର କରି ତାର ଜୀବନ ବଞ୍ଚାଇଥିବା ଚୌଦ୍ୱାର ପୌରପାଳିକା…
Read More...

ଭୂମି ସମ୍ମାନ ପାଇଁ ବୌଦ୍ଧ ଜିଲାପାଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ

ବୌଦ୍ଧ : ଜମି ଜମା ରେକର୍ଡ କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଓଡ଼଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ମିଳିଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଦେଶର ୬୮ଟି ଜିଲା ମଧ୍ୟରେ ଓଡ଼ିଶାରୁ ୧୯ ଜିଲା ଏହି ସମ୍ମାନ ପାଇବାରେ ସଫଳ…
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଡିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବୌଦ୍ଧ  : ବୌଦ୍ଧ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଏକ ତିନି ଦଫା ଦାବିପତ୍ର ଜିଲ୍ଲା…
Read More...

ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକ ମହାସଂଘର ଦାବିପତ୍ର ପ୍ରଦାନ

କଟକ : ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଂଘ ଆଗାମୀ ୧୬ ତାରିଖରେ ରାଜ୍ୟ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ଡାକରାରେ ଜିଲ୍ଲା ସଂଘ ସାମିଲ ହେବା ସହିତ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷିକା ମାନେ ଛୁଟିରେ…
Read More...

୨୭ରେ ସମ୍ବର୍ଦ୍ଧିିତ ହେବେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ

କେନ୍ଦୁଝରଗଡ : ପୂଜ୍ୟପୂଜା ପରମ୍ପରାକୁ ସମ୍ମାନ ଜଣାଇ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ଜିଲାର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ‘ସମ୍ଭାବନା’ ସହଯୋଗରେ ଆସନ୍ତା ୨୭ ତାରିଖ ଜିଲାର ଶତାଧିକ ଶିକ୍ଷକ ଓ ଶିକ୍ଷା…
Read More...

ନବନିର୍ମାଣ ସ୍ୱରାଜ ସରକାର ପକ୍ଷରୁ ପ୍ରାୟଶ୍ଚିତ ସତ୍ୟାଗ୍ରହ

କେନ୍ଦୁଝରଗଡ : ନବନିର୍ମାଣ ସ୍ୱରାଜ ସରକାର କେନ୍ଦୁଝର ଜିଲା ଶାଖା ପକ୍ଷରୁ ଜିଲାପାଳ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନିକିଆ ପ୍ରାୟଶ୍ଚିତ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଜିଲା ସଂଯୋଜକ…
Read More...

ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ

କେନ୍ଦୁଝରଗଡ : ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନ ପକ୍ଷରୁ ୩ଦଫା ଦାବିରେ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ନେତା ମନୋଜ କୁମାର ମହାନ୍ତ, ଉମାଶଙ୍କର…
Read More...

ବିଶ୍ବକପ୍‌ ଜିତିବାକୁ ଆମେ ପ୍ରତିବଦ୍ଧ : ରୋହିତ

ନୂଆଦିଲ୍ଲୀ : ଏକ ଦଶନ୍ଧି ହେଲା ଭାରତ କୌଣସି ଆଇସିସି ଟ୍ରଫି ଜିତିନାହିଁ। ଅକ୍ଟୋବର-ନଭେମ୍ବରରେ ଦିନିକିଆ ବିଶ୍ବକପ୍‌ ଆୟୋଜନ ହେବ। ଏହି ବିଶ୍ବକପ୍‌ ଜିତିବାକୁ ଭାରତୀୟ ଖେଳାଳି ବ୍ୟଗ୍ର ଓ ପ୍ରତିବଦ୍ଧ । ବିଶ୍ବକପ୍‌…
Read More...

ମନୋନୟନକାରୀଙ୍କ ପାଖରେ ଏକାଧିକ ପ୍ରଶ୍ନ ଓ ବିକଳ୍ପ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳ ଏବେ ୱେଷ୍ଟଇଣ୍ଡିଜ୍‌​ରେ‌ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳୁଛି। ଏହାପରେ ଆୟରଲାଣ୍ଡରେ ମଧ୍ୟ ଭାରତ ୩ଟି ଟି-୨୦ ଖେଳିବ। ଏହାପରେ ଅଜିତ ଅଗରକରଙ୍କ ନେତୃତ୍ବାଧୀନ ବରିଷ୍ଠ ମନୋନୟନ…
Read More...

ଆଜି ରାଜ୍ୟ କ୍ୟାବିନେଟ୍ : କୃଷକ, ମହିଳା, ଯୁବବର୍ଗଙ୍କ ପାଇଁ ଆସିବ ସ୍ବତନ୍ତ୍ର ଯୋଜନା

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ୍ ବୈଠକ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଥର କୃଷକ,…
Read More...

୨୦ ହଜାର ପଦ ପୂରଣ ହେବ

ଭୁବନେଶ୍ୱର : ରାଜ୍ୟରେ ବଦଳିବ ପ୍ରାଥମିକ ବିଦ୍ୟାଳୟଗୁଡିକର ଚିତ୍ର। ୫-ଟି ଅଧୀନରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୂପାନ୍ତରଣ କରିବା ଭଳି ପ୍ରାଥମିକ ବିଦ୍ୟାଳୟଗୁଡିକର ରୂପାନ୍ତରଣ କରାଯିବ। ଦୀର୍ଘବର୍ଷ ହେବ ପ୍ରାଥମିକ…
Read More...

‘ମଣିପୁରରେ ଶାନ୍ତିର ସୂର୍ଯ୍ୟ ଉଇଁବ’

ଧ୍ବନି ମତରେ ଅନାସ୍ଥା ପ୍ରସ୍ତାବ କାଟ୍‌,  ‘୨୦୨୮ରେ ବିରୋଧୀ ପୁନଃ ଅନାସ୍ଥା ଆଣିବେ’ କକ୍ଷ ଛାଡ଼ି ଚାଲିଗଲେ ବିରୋଧୀ,  ଅଧିରଞ୍ଜନ ଲୋକସଭାରୁ ନିଲମ୍ବିତ ନୂଆଦିଲ୍ଲୀ : ମଣିପୁରରେ ଲାଗି ରହିଥିବା ହିଂସା…
Read More...

ଶୁକ୍ରବାର ରାଶିଫଳ (୧୧.୦୮.୨୦୨୩)

ମେଷ : ଜ୍ୟୋତିର୍ମୟ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ଈପ୍‌ସିତ ପ୍ରାପ୍ତିର ସୂଚନା ମିଳୁଛି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା…
Read More...

କଟକର ପୂର୍ବତନ ମେୟର ନିବେଦିତା ପ୍ରଧାନଙ୍କ ଦେହାନ୍ତ

କଟକ : ପୂର୍ବତନ ବିଧାୟକ ତଥା କଟକ ମହାନଗର ନିଗମର ପ୍ରଥମ ମେୟର ନିବେଦିତା ପ୍ରଧାନ(୬୦)ଙ୍କ ଗୁରୁବାର ଅପରାହ୍ଣରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ସେ କିଛିଦିନ ଧରି ଅସୁସ୍ଥ ଥିଲେ।…
Read More...

ପ୍ୟାନେଲରୁ ହଟିବେ ପ୍ରଧାନ ବିଚାରପତି ; ରହିବେ ମନ୍ତ୍ରୀ

ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୋଗ ସଦସ୍ୟଙ୍କ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ମନୋନୟନ ମଣ୍ଡଳୀ(ପ୍ୟାନେଲ)ରୁ ପ୍ରଧାନ ବିଚାରପତିଙ୍କୁ ହଟାଇବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଏ ସଂକ୍ରାନ୍ତ…
Read More...

ଚନ୍ଦ୍ରଯାନ-୩ ଉତ୍ତୋଳନ କରିଥିବା ଫଟୋ ଜାରି କଲା ଇସ୍ରୋ

ବେଙ୍ଗାଲୁରୁ : ଚନ୍ଦ୍ରଯାନ-୩ ଏହାର ମହାକାଶ ଯାତ୍ରା ସମୟରେ ଉତ୍ତୋଳନ କରିଥିବା ଆଉ ଦୁଇଟି ଫଟୋକୁ ଇସ୍ରୋ ଜାରି କରିଛି। ଗୋଟିଏ ଫଟୋ ପୃଥିବୀ ପୃଷ୍ଠର ହୋଇଥିବାବେଳେ ଆଉ ଗୋଟିଏ ଫଟୋ ଚନ୍ଦ୍ର ପୃଷ୍ଠର। ଜୁଲାଇ ୧୪ ତାରିଖ…
Read More...

ଭିମସାରରେ ଯୁବବର୍ଗଙ୍କ ପାଇଁ ସ୍ବାସ୍ଥ୍ୟ, ସୁଖ ସମୃଦ୍ଧି ଓ କ୍ରୀଡ଼ା କାର୍ଯ୍ୟକ୍ରମ

ବୁର୍ଲା : ଭାରତ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ସହାୟତାରେ ଓ ସମ୍ବଲପୁର ଯୁବ ପ୍ରଭାଗ, ରାଜଯୋଗ ଏଜୁକେସନ୍ ଓ ରିସର୍ଚ୍ଚ ଫାଉଣ୍ଡେସନ୍, ବ୍ରହ୍ମାକୁମାରୀଜ୍ ତରଫରୁ ବୁର୍ଲା ବୀର ସୁରେନ୍ଦ୍ର ସାଏ…
Read More...

ରାସରସିକପୁର ସ୍କୁଲରେ ଜାତୀୟ କୃମିନାଶକ ଦିବସ

ଆଠଗଡ : ଆଠଗଡ ସହରର ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟରେ ଗୁରୁବାର ଜାତୀୟ କୃମିନାଶକ ଦିବସ ପ୍ରଧାନଶିକ୍ଷକ ଦେବରାଜ ନାୟକଙ୍କ ସଂଯୋଜନାରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପଖଣ୍ଡ ଡାକ୍ତରଖାନା…
Read More...

କଲେଜ ଛାତ୍ରୀନିବାସରେ ପାନୀୟ ଜଳ ସଙ୍କଟ, ଅଧ୍ୟକ୍ଷଙ୍କୁ ଘେରିଲେ ଅନ୍ତେବାସୀ

ଆଠଗଡ :  ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜର ଛାତ୍ରୀନିବାସରେ ଗତ ୩ଦିନ ଧରି ପାନୀୟ ଜଳ ସଙ୍କଟ ଦେଖାଦେବାରୁ ଅନ୍ତେବାସୀ ଛାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳ ସଙ୍କଟ ଯୋଗୁଁ…
Read More...

ମୋହନା ତହସିଲରେ ୫୨୪ ଜଣ ଆଦିବାସୀ ପରିବାରକୁ ପଟ୍ଟା ବଣ୍ଟନ

ଚାନ୍ଦିପୁଟ : ଗଜପତି ଜିଲ୍ଲା ମୋହନା ତହସିଲ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ବସବାସ କରୁଥିବା ଆଦିମ ଜନଜାତି ମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି । ବିଶ୍ବ ଆଦିବାସୀ ଦିବସ ଅବସରରେ ମୋହନା ତହସିଲର ମୋଟ ୫୨୪…
Read More...

ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ଚୌଦ୍ୱାର : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ସ୍ୱପ୍ନା ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ…
Read More...

ଗଙ୍ଗାଧର ସାହିତ୍ୟରେ ଭାସି ଉଠିଲା କଲା ଦହନା

ବୁର୍ଲା : ବରଗଡ କଟାପାଲି କଲା ଦହନା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରତିଷ୍ଠାତା ଦିନେଶ ଭୋଇଙ୍କ ସମ୍ପାଦନାରେ ଅନଲାଇନ୍  ମାଧ୍ୟମରେ ସ୍ୱାଭାବ କବିଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। ଆଲୋଚନା ପ୍ରସଙ୍ଗଟି…
Read More...

ରେଳବାଇ ଗଳାପୋଲ ରାସ୍ତା ଅନ୍ଧାର, ଦୁର୍ଘଟଣା ବୃଦ୍ଧି

ଗୁରୁଡିଝାଟିଆ : ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଓ ରେଳବାଇ କତ୍ତୃପକ୍ଷଙ୍କୁ ଅଟକାଇ ସ୍ମାରକପତ୍ର ଦେବା ଫଳରେ ଗତ ୩ବର୍ଷ ତଳେ ରାଧାକିଶୋରପୁର ରେଳଷ୍ଟେସନ ନିକଟରେ ଏକ ଗଳାପୋଲ(ଅଣ୍ଡର ପାସ) ରାସ୍ତା ନିର୍ମିତ…
Read More...

ଜିଲ୍ଲା ବିଜେଡି ସଂପାଦକଙ୍କ ମାତା ନଳୀନିପ୍ରଭା ଆଚାର୍ଯ୍ୟଙ୍କ ପରଲୋକ

ଗୁରୁଡିଝାଟିଆ : କୁମାରପୁର ଶାସନ ନିବାସୀ କଟକ ଜିଲ୍ଲା ବିଜେଡି ସଂପାଦକ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟଙ୍କ ମାତା ନଳୀନି ପ୍ରଭା ଆଚାର୍ଯ୍ୟଙ୍କ ୮୦ ବର୍ଷ ବୟସରେ ନିଜ…
Read More...

ଶ୍ରାବଣରେ ବର୍ଷାର ଲୁଚକାଳି ଖେଳ, ଧାନକ୍ଷେତ ଫାଟି ଆଁ

ଗୁରୁଡିଝାଟିଆ :  ଧାରା ଶ୍ରାବଣରେ ବର୍ଷା ଯୌବନରେ ଉପନୀତ ଥାଏ । ଅଧିକ ବର୍ଷିବା ଯୋଗୁଁ ନଦୀକୂଳ ଲଙ୍ଘି ଥାଏ। ହେଲେ ଏବର୍ଷ ଶ୍ରାବଣରେ ବର୍ଷା ଆଉ ଆଗଭଳି ହେଉନାହିଁ। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି…
Read More...

ଓଡିଶା ଲାଇବ୍ରେରୀ ଏକାଡେମୀର ଅଷ୍ଟମ ବାର୍ଷିକ ଉତ୍ସବ ଓ ପାଠାଗାର ଦିବସ ୧୩ରେ

ପିପିଲି : ଓଡିଶା ଲାଇବ୍ରେରୀ ଏକାଡେମୀ ଏବଂ ସେଣ୍ଟ୍ରାଲ ଲାଇବ୍ରେରୀ, ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ଆସନ୍ତା ଅଗଷ୍ଟ ୧୩ ତାରିଖ ରବିବାର ଦିନ ‘ବିଅଣ୍ଡ ବୁକ୍ସ: ଲାଇବ୍ରେରିଜ୍ ଇନ୍ ଦ ଏଆଇ ଏରା-ରିଡିଫାଇନିଂ ରୋଲ୍ସ…
Read More...

କୁଶଙ୍ଗ ରେଞ ଅଫିସରଙ୍କ ନାଁରେ ଜାତିଆଣ ମାମଲା ରୁଜୁକଲେ ଗିରଫ ଉତ୍ତମଙ୍କ ପନ୍ତ୍ରୀ

ହରଭଙ୍ଗା : ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେଥିବା କୁଶଙ୍ଗ ରେଞର ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନଙ୍କ ଘରେ ସର୍ଚ୍ଚ ଅପରେସନ କରି ବନ୍ୟପ୍ରାଣୀ ବିଭାଗ ଗୋଟିଏ ଦେଶୀ ବନ୍ଧୁକ ସହ ବଜ୍ରକାପ୍ତା କାତି,ଫାଶ ଇତ୍ୟାଦି ଜବତ…
Read More...

ଜାତୀୟ କୃମି ନାଶକ ଦିବସ ପାଳନ ଓ ସଚେତନତା 

ତିଗିରିଆ :  ତିଗିରିଆ ବ୍ଳକ ବିନ୍ଧାଣିମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୁରୁବାର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଥିବା କୁମ୍ଭିପୁଟ ପ୍ରକଳ୍ପ ଉଚ୍ଚ…
Read More...

ସମାଜ ମଙ୍ଗଳ ଯୋଜନା ସମ୍ବନ୍ଧୀୟ ଆଇନ ସଚେତନତା

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସମ୍ବନ୍ଧୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ…
Read More...

୮ଦଫା ଦାବିରେ ପାଚିକା ସଂଘର ବିକ୍ଷୋଭ 

କେନ୍ଦୁଝରଗଡ : କେନ୍ଦୁଝର ଜିଲାର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ପାଚିକା ସହାୟିକା ଭାବେ କାର୍ଯ୍ୟରତ ଶତାଧିକ ପାଚିକା ୮ଦଫା ଦାବିରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି…
Read More...

ହାଇକୋର୍ଟ ଆଦେଶକୁ ପ୍ରଶାସନର ଅଣଦେଖା,ସଂଘ ସଦସ୍ୟଙ୍କ ମଧ୍ୟରେ ବୃଦ୍ଧି ପାଉଛି ଅସନ୍ତୋଷ

କେନ୍ଦୁଝରଗଡ : କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କର୍ମକର୍ତ୍ତା ନିର୍ବାଚନରେ ଅହେତୁକ ବିଳମ୍ବ ପ୍ରତିବାଦରେ ସଂଘ ସଦସ୍ୟ ନିଶିଥ ରଞ୍ଜନ ପଟ୍ଟନାୟକ ସଂଘ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀଙ୍କୁ ମିଶାଇ ମୋଟ ୬ଜଣଙ୍କ…
Read More...

୪ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ ଘଟଣା :  ସ୍କୁଲ ପରିଚାଳନା ସଭାପତି ପୋସ୍କୋ କୋର୍ଟ ଚାଲାଣ

କଣ୍ଟାବାଞ୍ଝି  : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ଥାନା ଅଧିନସ୍ଥ ବୁରୋମାଲ ସରକାରୀ ଉନ୍ନୀତ ହାଇସ୍କୁଲର ପରିଚାଳନା କମିଟି ସଭାପତି ମଙ୍ଗଳବାର ୪ଜଣ ଛାତ୍ରୀଙ୍କୁ ପାଇଖାନାରେ ବନ୍ଦ କରିଦେଇଥିଲେ । ତେବେ ସେହି ଘଟଣାକୁ…
Read More...

ଆଦିବାସୀ ଦିବସରେ ଆଦିବାସୀଙ୍କ ସହ ନୃତ୍ୟ କଲେ ମନ୍ତ୍ରୀ ପ୍ରୀତିରଞ୍ଜନ

ଯାଜପୁର : ଆଦିବାସୀ  ଭାଇ ଭଉଣୀ ମାନେ ଲୋକସଂସ୍କୃତିର ସଂରକ୍ଷକ ଓ ପ୍ରକୃତିର ଉପାସକ ବୋଲି କହିଛନ୍ତି ସୁକିନ୍ଦା ବିଧାୟକ ତଥା ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।…
Read More...

ମେଧାବୀଙ୍କୁ ଜ୍ଞାନଜ୍ୟୋତି ପ୍ରତିଭା ସମ୍ମାନ

ଆଠଗଡ : ଆଠଗଡ ବ୍ଲକ ଅନ୍ତର୍ଗତ କଟକିଆସାହି ପଞ୍ଚାୟତର ବଉଳପଦାସ୍ଥିତ ହରିବାବା ଛାତ୍ର ମଙ୍ଗଳ ଦାତବ୍ୟ ସଂସ୍ଥା ଆନୁକୁଲ୍ୟରେ ବୁଧବାର ଗତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କୁ ଜ୍ଞାନଜ୍ୟୋତି ପ୍ରତିଭା…
Read More...

ଜାତୀୟ ରାଜପଥ ଉପରେ ବଡ ବଡ ଖାଲ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥର ପୁରୁଣାକଟକ ବଜାରରୁ ଭୈରବୀ ଉଚ୍ଚମହାବିଦ୍ୟାଳୟ ରାସ୍ତା ମଧ୍ୟଭାଗରେ ଦୁଇଟି ବଡ ବଡ ଗର୍ତ୍ତ  ସୃଷ୍ଟି ହୋଇ ଲୁହାରଡ…
Read More...

କଲେଜଗୁଡିକୁ ଅନୁଦାନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଆଠଗଡ :  ଆଠଗଡ ଓ ତିଗିରିଆ ବ୍ଲକର ୧୨ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୬.୫୦କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବାରୁ ବିଜୁ ଜନତା ଦଳ ପକ୍ଷରୁ…
Read More...

କୃଷିଜାତ ଦ୍ରବ୍ୟର ବଜାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ଆଠଗଡ :  ନରିସଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆଠଗଡ ସହର ସନ୍ନିକଟ ମୁଣ୍ଡଳି ରାସ୍ତାର ରାଧାଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ସୁଧାଂଶୁମୋହପୁର ଗ୍ରାମ ନିକଟରେ ଏକ କୃଷିଜାତ ଦ୍ରବ୍ୟର ବଜାର ପ୍ରତିଷ୍ଠା ପାଇଁ…
Read More...

ଲଗାଣ ବର୍ଷାରେ ବ୍ୟାପକ ପନିପରିବା ଫସଲ ନଷ୍ଟ

ହରଭଙ୍ଗା : ଗତ ଲଗାଣ ବର୍ଷାରେ ହରଭଙ୍ଗା ବ୍ଲକର ୬ଟି ପଞ୍ଚାୟତର ୫୦ ପ୍ରତିଶ୍ରତରୁ ଅଧିକ ପନିପରିବା ଫସଲ ନଷ୍ଟ ହୋଇଥିବା ଆକଳନ ରିପୋର୍ଟରୁ ଜଣାପଡିଛି। ସୂଚନା ଅନୁସାରେ ଗତ ଲଗାଣ ବର୍ଷାରେ ବ୍ଲକର ୨୨ପଞ୍ଚାୟତରୁ ୧୧ଟି…
Read More...

୫-ଟି ବିଦ୍ୟାଳୟ ଉପରେ ଚକାଚକ୍, ଭିତରେ ସମସ୍ୟା ମାଳ ମାଳ 

ରେଙ୍ଗାଲିକ୍ୟାମ୍ପ : ବିଦ୍ୟାଳୟ ବାହାର ଚକାଚକ୍ । ଦେଖିବାକୁ ବହୁତ ସୁନ୍ଦର । ହେଲେ ଭିତରେ ସମସ୍ୟା ମାଳମାଳ। ପଢ଼ିବାକୁ  ଦୁଇରୁ ଅଧିକ ସ୍ମାର୍ଟ    କ୍ଲାସରୁମ୍‌ ନାହିଁ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ବି…
Read More...

ଓଡ଼ିଶାରେ ମେରୀ ମାଟି ମେରା ଦେଶ ଅଭିଯାନ ଆରମ୍ଭ

ପଞ୍ଚ ପ୍ରାଣ ପ୍ରତିଶ୍ରୁତି, ବସୁଧା ବନ୍ଦନ, ବୀରଙ୍କୁ ବନ୍ଦନ, ଜାତୀୟ ପତାକା ଉତ୍ତୋଳନ ଏବଂ ରାଷ୍ଟ୍ରଗାନ ଆୟୋଜନ କରାଯିବ ପ୍ରତି ପଞ୍ଚାୟତରୁ ମାଟି ସଂଗ୍ରହ କରାଯାଇ ନୂଆଦିଲ୍ଲୀର ଅମୃତ ବାଟିକାରେ ସ୍ଥାପନ କରାଯିବ  …
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପିପିଲି : ପିପିଲି ନିକଟବର୍ତ୍ତି ଦାଣ୍ଡମୁକୁନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିସହ ପତ୍ରବାଚନ, ପ୍ରଶ୍ନମଞ୍ଚ, ନିବନ୍ଧ ପ୍ରତିଯୋଗିତା ଓ ମୃଣ୍ମୟ…
Read More...

ଛାତରୁ ସିଲିଂ ଖସି ଡାକ୍ତର ଆହତ

ମ.ରାମପୁର : କାଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଡ଼ାକ୍ତର କ୍ୱାର୍ଟରର ସିଲିଂ ପଡି ଡାକ୍ତର ଆହତ ହୋଇଥିବା ଜଣା ପଡିଛି। ଅପରାହ୍ନ ସମୟରେ ଡାକ୍ତର ନେହା ଦାସ ନିଜ କ୍ୱାର୍ଟରରେ ଥିବା…
Read More...

ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯାଉ

ପିପିଲି : ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯାଉ। ରାଜ୍ୟରେ ଥିବା ୪୦ବର୍ଷରୁ ଅଧିକ ବୟସର ମହିଳା ଓ ୫୦ବର୍ଷରୁ ଉର୍ଦ୍ଧ୍ଵ ବୟସର ପୁରୁଷ ହସ୍ତଶିଳ୍ପୀ ଓ…
Read More...

ଚାରିଛକରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ବିର୍ସାମୁଣ୍ଡା ଆଦିବାସୀ ମହାସଂଘ ପକ୍ଷରୁ ଚାରିଛକ ଠାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ହରଭଙ୍ଗା ବ୍ଲକ ଆଦିବାସୀ ମହାସଂଘ ଉପଦେଷ୍ଟା ଶୁଶୀଲ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ…
Read More...

ଆରମ୍ଭ ହେଲା ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ : ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ଏବଂ ସାହସୀ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଆଜିଠାରୁ ଦେଶ ବ୍ୟାପୀ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…
Read More...

ଆଶାକିରଣକୁ ସହାୟକ ଜିଲାପାଳଙ୍କର ସହାୟତା

ନବରଙ୍ଗପୁର : ନବରଙ୍ଗପୁରସ୍ଥିତ ଦିବ୍ୟ।ଙ୍ଗ ବିଦ୍ୟାଳୟ ଆଶାକିରଣକୁ ଜିଲାପାଳଙ୍କର କାର୍ଯ୍ୟାଳୟରେ କାର୍ଯ୍ୟରତ ୬ ଜଣ  ସହାୟକ ଜିଲାପାଳ ମାନଙ୍କ ଦ୍ଵାରା  ସହଯୋଗ କରାଯାଇଛି ।  କିଛି ଦିନ ପୂର୍ବେ  ସହାୟକ ଜିଲାପାଳ…
Read More...

୩ୟ ଟି-୨୦ ଆଜି : କର ବା ମର ସ୍ଥିତିରେ ଭାରତ

ପ୍ରୋଭିଡେନ୍‌ସ (ଗାୟନା) : କ୍ରମାଗତ ୨ୟ ମ୍ୟାଚ୍‌ରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ତା’ର ଶକ୍ତି ପ୍ରଦର୍ଶନ କରିଛି। ଏହାର ବ୍ୟାଟ୍‌ସମ୍ୟାନ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ବୋଲର…
Read More...

ସ୍ପେସାଲ ସ୍କ୍ବାଡ ହାତରେ ୪ ଦୁର୍ଦାନ୍ତ ଅଭିଯୁକ୍ତ

ଭୁବ‌ନେଶ୍ବର/ତମାଣ୍ଡୋ : କମିସନରେଟ ପୁଲିସର ସ୍ପେଶାଲ ସ୍କ୍ବାଡ ହାତରେ ୪ ଦୁର୍ଦାନ୍ତ ଅଭିଯୁକ୍ତ ଧରାପଡିଛନ୍ତି। ସେମାନଙ୍କୁ ସୋମବାର ତମାଣ୍ଡୋ ଥାନା ପୁଲିସ ଅଦାଲତ ଚାଲାଣ କରିଛି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ…
Read More...

ଲାଲ ସାଗରରେ ଯୁଦ୍ଧ ପରିସ୍ଥିତି

ଆମେରିକୀୟ ତୈଳ ଟ୍ୟାଙ୍କରକୁ ଜବତ କଲା ଇରାନ,  ଆମେରିକା ପଠାଇଲା ୩ ହଜାର ସୈନିକ ଆକ୍ରମଣର ଜବାବ ଦେବୁ: ଇରାନ,  ସୀମା ଲଙ୍ଘିଛି ଇରାନ: ଆମେରିକା ନୂଆଦିଲ୍ଲୀ : ଲାଲ ସାଗରରେ ଆମେରିକୀୟ ଟ୍ୟାଙ୍କର ଉପରେ ଇରାନ ଦଖଲ…
Read More...

ତିନି ଅବସରପ୍ରାପ୍ତ ବିଚାରପତି କରିବେ ତଦାରଖ

ନୂଆଦିଲ୍ଲୀ : ମାନବୀୟ ଦୃଷ୍ଟିକୋଣରୁ ମଣିପୁରରେ ଥଇଥାନ ଓ ସହାୟତା କାର୍ଯ୍ୟ ତଦାରଖ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ସୋମବାର ଏକ ତିନି ଜଣିଆ ମହିଳା ସଂଗୋଷ୍ଠୀ ଗଠନ କରିଛନ୍ତି। ଜାମ୍ମୁ-କାଶ୍ମୀର ଉଚ୍ଚ ନ୍ୟାୟାଳୟର ପୂର୍ବତନ…
Read More...

ମଙ୍ଗଳବାର ରାଶିଫଳ (୮ ଅଗଷ୍ଟ ୨୦୨୩)

ମେଷ : ଲୋକପୂଜ୍ୟ ହୋଇପାରନ୍ତି। ଚଞ୍ଚଳମନା ହେବେ। ଧନଶାଳୀ ହେବାର ସୂଚନା ମିଳୁଛି; ମାତ୍ର ଲୋଭି ଓ କୃପଣ ସ୍ବଭାବସମ୍ପନ୍ନ ହେବେ। ନିଷ୍ଠୁର ପ୍ରକୃତିର ହୋଇପାରନ୍ତି। ସେବା ଓ ପରୋପକାର କରି ଧନ୍ୟ ହେବେ। ବୃଷ : ନାମାବଳି…
Read More...

ନ୍ୟୁଜ୍‌କ୍ଲିକ୍ ମାଧ୍ୟମରେ ଚୀନ ବିଚାରଧାରା ଭାରତରେ ପ୍ରସାରିତ ହେଉଛି

ନୂଆଦିଲ୍ଲୀ : ନ୍ୟୁଜ୍ କ୍ଲିକ୍ ମାଧ୍ୟମରେ ଚୀନର ରାଜନୈତିକ ବିଚାରଧାରା ଭାରତରେ ପ୍ରସାରିତ ହେଉଛି। ଚୀନର କମ୍ୟୁନିଷ୍ଟ ପାର୍ଟି ସରକାରର ବିଚାରଧାରାକୁ ଭାରତରେ ପ୍ରସାରିତ କରିବା ଲାଗି ନ୍ୟୁଜ୍ କ୍ଲିକ୍‌କୁ ଆମେରିକାର…
Read More...