୫୪ବର୍ଷ ଧରି ସରକାରୀ ନଥିତଳେ ଚାପି ହୋଇ ରହିଛି ଛତିଶା ଜଳନିସ୍କାସନ ବ୍ୟବସ୍ଥା

ଗୁରୁଡିଝାଟିଆ : ଛତିଶା ପାଟର ଜଳନିସ୍କାସନ ହୋଇପାରୁନଥିବାରୁ ଏହା ୬ ପଞ୍ଚାୟତ କୃଷକଙ୍କ ପାଇଁ ଅଭିଶାପ ପାଲଟିଛି । ଶହଶହ ଏକର ଜମି ପାଣିରେ ବୁଡି ରହିଛି । କୃଷକମାନେ ବର୍ଷବର୍ଷ ଧରି ଛତିଶାପାଟ ଜଳନିସ୍କାସନ ବ୍ୟବସ୍ଥା…
Read More...

ସାମାଜିକ ସଂଗଠନ ପକ୍ଷରୁ ଧବଳେଶ୍ୱର ପୀଠ ସଫେଇ

ଗୁରୁଡିଝାଟିଆ : ଅଲୱେଜ ହେଲ୍ପ ଅଦର ସାମାଜିକ ସଂଗଠନ ପକ୍ଷରୁ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ସଫେଇ କାର୍ଯ୍ୟକ୍ରମ କରାଯାଇଛି । ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁ, ମନ୍ଦିର ଚତୁପାଶ୍ୱର୍କୁ ସଫେଇ କରାଯାଇଛି ।…
Read More...

କଂଗ୍ରେସ ପକ୍ଷରୁ ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ଓ ଧାରଣା

ପିପିଲି : ପିପିଲି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ୯ ଦଫା ଦାବି ନେଇ ପିପିଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା । ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…
Read More...

୪ ବର୍ଷହେଲା ସମ୍ବଲପୁର-କୁମାରୀ ସରକାରୀ ବସ୍ ସେବା ଠପ୍ , ଯାତ୍ରୀ ହନ୍ତସନ୍ତ

ହରଭଙ୍ଗା :  ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଦୁର୍ଗମ କୁଶଙ୍ଗ ପଞ୍ଚାୟତ କୁମାରୀ ଠାରୁ ସମ୍ବଲପୁର ଯାଉଥିବା ଓଏସଆରଟିସି ଭଳି ଏକମାତ୍ର ସରକାରୀ ବସ୍ ସେବା ପାଖାପାଖି ୪ବର୍ଷହଲୋ ଠପ୍ ଯୋଗୁଁ ବ୍ଲକର ହଜାର ହଜାର ଜନସାଧାରଣ…
Read More...

ଭାରତ-ଆୟରଲାଣ୍ଡ ପ୍ରଥମ ଟ୍ବେଣ୍ଟି-୨୦ ଆଜି

ଡବ୍‌ଲିନ୍‌ : ୱେଷ୍ଟଇଣ୍ଡିଜ୍‌ଠାରୁ ଟ୍ବେଣ୍ଟି-୨୦ଶୃଙ୍ଖଳା ହାରିବାର ୫ ଦିନ ପରେ ଶୁକ୍ରବାର ଏଠାରେ ଘରୋଇ ଆୟରଲାଣ୍ଡ ବିପକ୍ଷରେ ଭାରତ ୩ ମ୍ୟାଚ୍‌ର  ଶୃଙ୍ଖଳାର  ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯିବ । ଟି-୨୦ରେ ଭାରତ…
Read More...

ବୁର୍ଲା ଭିସୁଟରେ ଅମୃତ ମହୋତ୍ସବ

ବୁର୍ଲା : ଆଜାଦୀର ଅମୃତ ମହୋତ୍ସବର ପୁର୍ତ୍ତି ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ସାମାଜିକ ଏବଂ ସାସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ ଏବଂ ଏନଏସଏସ ବ୍ୟୁରୋ ଭିସୁଟର ମିଳିତ ଆନୁକୁଲ୍ୟରେ ଭାରତୀୟ ସ୍ୱାଧିନତା ଆନ୍ଦୋଳନରେ…
Read More...

ଜାତୀୟ ଲାଇବ୍ରେରିଆନ ଦିବସ ପାଳିତ

ବୁର୍ଲା : ପଦ୍ମଶ୍ରୀ ଡଏସଆର ରଙ୍ଗନାଥନ୍‌‌ଙ୍କ ୧୩୧ତମ ଜନ୍ମବାର୍ଷିକୀକୁ ସ୍ମରଣ କରିବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ଭୁବନେଶ୍ୱର ବେହେରା କେନ୍ଦ୍ରୀୟ ପାଠାଗାରରେ ଜାତୀୟ ଲାଇବ୍ରେରିଆନ ଦିବସ ପାଳନ…
Read More...

ଅବସରପ୍ରାପ୍ତ ଶିକ୍ଷକ ସଂଘ ବୈଠକ

ଚୌଦ୍ୱାର : ଚୌଦ୍ୱାର ଅବସରପ୍ରାପ୍ତ ଶିକ୍ଷକ ସଂଘର ଏକ ବୈଠକ ସ୍ଥାନୀୟ ତ୍ରିନାଥ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି। ଭାଗୀରଥି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂଘର ସଦସ୍ୟମାନେ ଯୋଗଦେଇ ଅତିଥି ଶିକ୍ଷକ…
Read More...

ଶୁକ୍ରବାର ରାଶିଫଳ (୧୮.୦୮.୨୦୨୩)

ମେଷ : ତାରୁଣୀ ରୂପସମ୍ପନ୍ନ ହୋଇପାରନ୍ତି। ଦେବ, ଗୁରୁ, ଗୁରୁଜନଙ୍କ ପ୍ରତି ଭକ୍ତିଭାବ ରହିବ। ଜ୍ଞାନଗରିମାଯୁକ୍ତ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଦାମ୍ପତ୍ୟ ଜୀବନ…
Read More...

୨୫ ତାରିଖ ପର୍ଯ୍ୟନ୍ତ ନବୋଦୟ ଫର୍ମ ପୁରଣ

ଫୁଲବାଣୀ : ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠଶ୍ରେଣୀ ପାଇଁ ଅନ୍‌‌ଲାଇନ୍‌‌ ଫର୍ମ ପୁରଣକୁ ସଂପ୍ରସାରିତ କରାଯାଇଛି। ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ହୋଇଥିବା ନାମ ପଞ୍ଜିକରଣ ବର୍ତ୍ତମାନ ଚୟନ…
Read More...

ଭିନ୍ନକ୍ଷମ ବିଧବାଙ୍କ ପାଇଁ ସରକାରୀ ଯୋଜନା ସାତସପନ

ବାଉଁଶୁଣି : ବୌଦ୍ଧ ସଦର ବ୍ଲକ ତାଳସରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଟାଇଞ୍ଜନ ଗ୍ରାମରେ ଅସହାୟ ବିଧବା ଓ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନି ସରକାରଙ୍କ ଜନକଲ୍ୟାଣ କାରୀ ଯୋଜନା। ସୂଚନା ଅନୁଯାୟୀ ଟାଇଞ୍ଜନ ଗ୍ରାମର…
Read More...

କେନ୍ଦ୍ରୀୟ ବିଦ୍ୟାଳୟରେ ରୁଟ୍‌‌ ଟୁ ରୁଟ୍‌‌ କାର୍ଯ୍ୟକ୍ରମ

ବୌଦ୍ଧ: କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ ପରିସରରେ ରୁଟ୍‌ ଟୁ ରୁଟ୍‌‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂସ୍କୃତିକ ବିନିମୟ ସହନଶୀଳତା ଓ ଶାନ୍ତି ସ୍ଥାପନରେ ସହାୟକ, ଏହି କାର୍ଯ୍ୟକ୍ରମ ଆୟୋଜନର ଆଭିମୁଖ୍ୟ। ଏହି…
Read More...

ବୈଠକକୁ ଅଭିଭାବକ ନ ଆସିବାରୁ ପିଲାଙ୍କୁ ମିଳିଲା ଦଣ୍ଡ

ବୌଦ୍ଧ : ବୌଦ୍ଧ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ବିଦ୍ୟାଳୟ ପକ୍ଷରୁ ଡକାଯାଇଥିବା ଅଭିଭାବକ ବୈଠକକୁ କେତେକ ଅଭିଭାବକ ନଆସିବାରୁ ସେମାନଙ୍କ ପିଲାଙ୍କୁ ବାହାରେ ବର୍ଷାରେ ଠିଆ କରାଯାଇଥିବା…
Read More...

ଚାଷୀଙ୍କ ସମସ୍ୟା : ତହସିଲଦାରଙ୍କୁ ଭେଟିଲା ଭାରତୀୟ କିଷାନ ସଙ୍ଘ

ହରଭଙ୍ଗା: ହରଭଙ୍ଗା ବ୍ଲକ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଭାରତୀୟ କିଷାନ ସଙ୍ଘ ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ହରଭଙ୍ଗା ତହସିଲଦାରଙ୍କୁ ଭେଟି ଆଲୋଚନା କରିଥିବା ଜଣାପଡିଛି…
Read More...

ସ୍ଵେଛାକୃତ ରକ୍ତଦାନ ଶିବିର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦରମହକୁମା ଫୁଲବାଣୀ ଠାରେ ନିଖିଳ ଉତ୍କଳ ଖଡୁରା ସମାଜ ପ୍ରତିଷ୍ଠା ହୋଇଥିଲା। ସମାଜ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ସମାଜର ସଭାପତି ଅର୍ଜୁନ ସେନାପତିଙ୍କ…
Read More...

ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ ଉପରେ ଆଲୋଚନା

ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୁଇଟ ପ୍ରେକ୍ଷାଳୟ ଠାରେ ଏସେଟ (ଏସୋସିଏସନ ଅଫ୍‌‌ ଷ୍ଟୁଡ଼େଣ୍ଟସ୍‌‌, ଏମ୍ପ୍ଲଇଜ ଏବଂ ଟିଚର୍ସ)ର ଚେୟାରମେନ ଭବାନି ଶଙ୍କର ହୋତାଙ୍କ ସଭାପତିତ୍ୱରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ,…
Read More...

ଯୁବ ସଚେତନତା ଶିବିର ଉଦ୍‌‌ଯାପିତ

ଫୁଲବାଣୀ : ଶିକ୍ଷା ଓ ତାହର ମୌଳିକତା ଉପରେ ଦୁଇ ଦିନିଆ ଯୁବ ସଚେତନତା କାର୍ଯ୍ୟକ୍ରମ ବନ୍ଧଗଡ଼଼ ସ୍ଥିତ ସ୍ୱାତୀ ସମ୍ବଳ କେନ୍ଦ୍ର ଠାରେ ଆଜି ଉଦ୍‌‌ଯାପିତ ହୋଇଯାଇଛି । ଶିକ୍ଷାର ଅସିମିତ ପରିସର ଭିତରେ ଯୁବକ ମାନଙ୍କ ମନ…
Read More...

ନୂତନ ମଧୁବାବୁ ପେନସନ ଯୋଜନାର ଶୁଭାରମ୍ଭ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ସଭାଗୃହରେ ୭୭ ତମ ସ୍ୱାଧୀନତା ଦିବସରେ ରାଜ୍ୟ ସରକାରଙ୍କ ନୂତନ ମଧୁବାବୁ ପେନସନ ଯୋଜନାର ଶୁଭାରମ୍ଭ କରାଯାଇଛି । ଗ୍ରାମାଞ୍ଚଳରେ ବସବାସ କରୁଥିବା ବରିଷ୍ଠ ନାଗରିକମାନଙ୍କୁ…
Read More...

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ କୋରାପୁଟ ଜିଲ୍ଲା ଗ୍ରସ୍ତ

ଲକ୍ଷ୍ମୀପୁର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଜ୍ଯୋତିରଞ୍ଜନ ମିଶ୍ର ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଫେରିଯାଇଛନ୍ତି। ଶ୍ରୀ ମିଶ୍ର ଗ୍ରସ୍ତ ସମୟରେ କିଛି ବିଦ୍ୟାଳୟ ପରିଦର୍ଶନ କରିବା ସହିତ…
Read More...

ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ପଦ୍ମପୁର : ରକ୍ତଦାନ ମହା ପୂଣ୍ୟ। ଗୁରୁବାର ବିପଦର ବନ୍ଧୁ ଓ ପଦ୍ମପୁର ଗ୍ରାମବାସୀ ବୃନ୍ଦ ମିଳିତ ଆନୁକୂଲ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲା ପଦ୍ମପୁର ତ୍ରିନାଥ ମନ୍ଦିର…
Read More...

ଚାଷୀ ଅତ୍ମହତ୍ୟା ଘଟଣା : ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ପରିଦର୍ଶନ

ଗଜପତି: ଗଜପତି ଜିଲ୍ଲା ମୋନହା ବ୍ଲକର ଅଡବା ଥାନା ଅନ୍ତର୍ଗତ ପଟାଚାଞ୍ଚଡା ଗ୍ରାମର ଗୌରଚନ୍ଦ୍ର କାର୍ଯୀ ଚାଷୀ ଆତ୍ମହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଗୁରୁବାର ଜିଲ୍ଲା ପ୍ରଶାସନର…
Read More...

ଠିଆ ହୋଇଥିବା ଟ୍ରକକୁ ପିଟିଲା ୧୦୮ ଆମ୍ବୁଲାନ୍ସ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମା ୩୨୬ ନମ୍ବର ଜାତୀୟ ରାଜପଥ ପାତ୍ରଗୁଡା ମୁଖ୍ୟ ରାସ୍ତାରେ ଠିଆ ହୋଇ ରହିଥିବା ଟ୍ରକକୁ ପିଟିଲା ୧୦୮ ଆମ୍ବୁଲାନ୍ସ। ଘଟଣାରୁ ପ୍ରକାଶ ତିନି ଦିନ ପୂର୍ବରୁ ରାସ୍ତା କଡରେ…
Read More...

୧୯୬୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ କାର୍ଯ୍ୟଳୟରେ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ…
Read More...

ରାସ୍ତାର ସଂପ୍ରସାରଣ ପାଇଁ ରାସ୍ତା ଉପରୁ ବିଦ୍ୟୁତ୍‌‌ ଖୁଣ୍ଟି ସ୍ଥାନାନ୍ତର

ପିପିଲି : ପିପିଲି-ଦାଣ୍ଡମୁକୁନ୍ଦପୁର ପୂର୍ତ୍ତ ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ରାସ୍ତ ଉପରେ ଥିବା ବିଦ୍ୟୁତ୍‌‌ ଖୁଣ୍ଟି ଗୁଡିକର ସ୍ଥାନାନ୍ତର କାର୍ଯ୍ୟ ଇତିମଧ୍ୟରେ ବିଦ୍ୟୁତ୍‌‌ ବିଭାଗ ପକ୍ଷରୁ ଆରମ୍ଭ…
Read More...

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ

କେନ୍ଦୁଝରଗଡ଼ : ନାବାଳିକା ଦୁଷ୍କର୍ମକାରୀ ଅଭିଯୁକ୍ତକୁ ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝର ଗୁରୁବାର ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି। ତେଲକୋଇ ଥାନା ଅଧିନ ଓରିୟା ଗ୍ରାମର ଓକିଲ ମୁଣ୍ଡା…
Read More...

ବିପଦ ସଂକୁଳ ଅବସ୍ଥାରେ ଇଛାପୁର ବସ୍ତିପଡ଼ା ପ୍ରାଥମିକ ବିଦ୍ୟାଳୟ କୋଠା

କଲମପୁର : ଇଛାପୁର ପ୍ରାଥମିକ ବିଦ୍ୟାଳୟ କୋଠା ଏବେ ବିପଦ ସଂକୁଳ ଅବସ୍ଥାରେ। କେତେବେଳେ ଯେ, ଛାତ ଗଳି ପଡ଼ି ଅଘଟଣ ନଘଟିବ ସେନେଇ କହି ହେବ ନାହିଁ । ଛାତ୍ର ଛାତ୍ରୀ କୋଠା ଭିତରେ ବସି ପାଠ ପଢ଼ିବା ଅତ୍ୟନ୍ତ ବିପଦ ଜନକ।…
Read More...

ଘରଭଙ୍ଗା କ୍ଷତିପୂରଣ ପ୍ରଦାନ ଦାବି

ସମ୍ବଲପୁର : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଅର୍ନ୍ତଗତ ଲପଙ୍ଗା ଗ୍ରାମର ବାବାଜୀ କିଷାନଙ୍କୁ ରାଜ୍ୟ ରାଜପଥର ସମ୍ପ୍ରସାରଣ ସମୟରେ କ୍ଷତିପୂରଣ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଗୁରୁବାର ଜିଲା ପ୍ରଶାସନ…
Read More...

ହନୁମାନ ମନ୍ଦିର ପୁନଃ ପ୍ରତିଷ୍ଠା ଦାବି

ସମ୍ବଲପୁର : ସମ୍ବଲପୁରର ବୁର୍ଲା ଠାରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ଏହି କ୍ରମରେ ଇନ୍ଦିରା ଗାନ୍ଧୀ ମାର୍କେଟ ନିକଟରେ ବେସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଶ୍ରୀ ହନୁମାନ…
Read More...

ଗୋପବନ୍ଧୁ ବିଜ୍ଞାନ କଲେଜରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ଆଠଗଡ଼ : ଗୋପବନ୍ଧୁ ବିଜ୍ଞାନ କଲେଜ ଏନଏସଏସ ପକ୍ଷରୁ ଗୁରୁବାର ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନଏସଏସ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଡଃ ଚିତ୍ରସେନ ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି…
Read More...

ଆରଜିଭିଏମରେ ଇଣ୍ଟରେକ୍ଟ କ୍ଲବ ପ୍ରତିଷ୍ଠା ସମାରୋହ

ସମ୍ବଲପୁର : ସମ୍ବଲପୁରର ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ଠାରେ ଇଣ୍ଟରେକ୍ଟ କ୍ଲବର ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ୨୦୨୩-୨୪ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିବା ବେଳେ…
Read More...

ରେଳବାଇ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର : ସମ୍ବଲପୁର ଠାରେ ପୂର୍ବତଟ କ୍ରିଡା ସଙ୍ଗଠନ ସମ୍ବଲପୁର ପକ୍ଷରୁ ଆନ୍ତଃ ବିଭାଗୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ - ୨୦୨୩ ଉଦଯାପିତ ହୋଇଯାଇଛି। ସ୍ଥାନୀୟ ରେଳବାଇ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ…
Read More...

ମହିଳା ସ୍ନାତକ କଲେଜରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ଆଠଗଡ଼ : ଆଠଗଡ଼ସ୍ଥିତ ଗୋପବନ୍ଧୁ ମହିଳା ସ୍ନାତକ କଲେଜରେ ଗୁରୁବାର ଏନଏସଏସ ଓ ଯୁବ ରେଡକ୍ରସର ମିଳିତ ଆନୁକୁଲ୍ୟରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଗୀତା ମହାପାତ୍ର ଏହି…
Read More...

ଡାଲମିଆ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ କର୍ମଶାଳା

ପାଟଣା : ଢେଙ୍କିକୋଟର ଏମଟି ଟ୍ରେଡର୍ସ ପକ୍ଷରୁ ଡାଲମିଆ ସିମେଣ୍ଟ ସହଯୋଗରେ ଗତ ସନ୍ଧ୍ୟାରେ ଏକ ରାଜମିସ୍ତ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ୩୦ ଜଣ ରାଜମିସ୍ତ୍ରୀ ଯୋଗ ଦେଇଥିଲେ। ଏମଟି ଟ୍ରେଡର୍ସର…
Read More...

ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ତାଲିମ ଶିବିର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଫିରିଙ୍ଗିଆ ବ୍ଲକ ତରଫରୁ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ତାଲିମ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ…
Read More...

ସାହାରପଡ଼ା ବ୍ଲକରେ ଭତ୍ତା ବଣ୍ଟନ ମେଳା

ପାଟଣା : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗଙ୍କ ପକ୍ଷରୁ ପ୍ରଦତ୍ତ ମଧୁବାବୁ ପେନସନ ଯୋଜନା ଆନୁକୁଲ୍ୟରେ ସାହାରପଡା ବ୍ଲକ ପରିସରରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

କ୍ରୀଡା ସାମଗ୍ରୀ କିଣା ପାଇଁ କାର୍ଯ୍ୟାଦେଶ ପ୍ରଦାନ

ଗୋପାଳପୁର : ଗୋପାଳପୁର ଏନ ଏ ସିରେ ଆଜି ମୁକ୍ତା ଯୋଜନାରେ ମହିଳା ସଂଘର ଜୟ ମହାବୀର ସଂଘକୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଗତମାସରେ ରାଜ୍ୟ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ ପକ୍ଷରୁ ମୁକ୍ତା ଯୋଜନାରେ ୧୯ଟି…
Read More...

ଭରସା ପରିବାର ପକ୍ଷରୁ ରକ୍ତଦାନ ଶିବିର

ପାଟଣା : ସ୍ୱାଧୀନତା ଦିବସ ଅବସରରେ ଚମ୍ପୁଆ ବ୍ଲକ ଭଣ୍ଡା ଡାକ୍ତରଖାନା ପରିସରରେ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଭରସା ପରିବାର ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଚମ୍ପୁଆ ରକ୍ତଭଣ୍ଡାରରେ ରକ୍ତର…
Read More...

ରାଜସ୍ୱ ଗ୍ରାମ ଦାବିରେ ତହସିଲ କାର୍ଯ୍ୟାଳୟରେ ପହଞ୍ଚିଲେ ଦାବ୍ରିଗୁଡା ଗ୍ରାମବାସୀ

ଲଡୁଗାଁ: କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ମୌଜା ଅଧିନରେ ଥିବା ଦାବ୍ରିଗୁଡା ଗ୍ରାମକୁ ସ୍ୱତନ୍ତ୍ର ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଗୁରୁବାର ଦାବ୍ରିଗୁଡା ଗ୍ରାମବାସୀ କୋକସରା…
Read More...

ଫିରିଙ୍ଗିଆ ପ୍ରେସ କ୍ଳବର ସାଧାରଣ ବୈଠକ

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପ୍ରେସ କ୍ଲବର ସାଧାରଣ ବୈଠକ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଳବ ସଭାପତି ଉତ୍ତମ ଖମାରିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି…
Read More...

ଶିଶୁ ମଙ୍ଗଳ କମିଟିର ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା ଆଶୀର୍ବାଦ ମେଳା

ପାଟଣା: ଜିଲ୍ଲା ଶିଶୁ ମଙ୍ଗଳ କମିଟି କେନ୍ଦୁଝର ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସଂଯୋଜନାରେ ଜିଲ୍ଲାର ସମସ୍ତ ବ୍ଲକରେ କୋର୍ଟ କ୍ୟାମ୍ପ୍ କରି ପିତୃମାତୃହୀନ ବା ଜଣେ କେବଳ ମା କିମ୍ବା ବାପା ଥିବା ଶିଶୁ ଯତ୍ନ ଏବଂ…
Read More...

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଚିକିତ୍ସାଳୟ ସଫେଇ ଓ ଚାରାରୋପଣ

ଗୁରୁଡିଝାଟିଆ :  ଶ୍ରୀରାମ ବରିଷ୍ଠ ନାଗରିକ ସଂଘ ନଦୀକୂଳ ପକ୍ଷରୁ ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ସଫେଇ କରାଯିବା ସହିତ ଚାରା ରୋପଣ କରାଯାଇଛି । ସଂଘର ସଭାପତି ଭାଗିରଥି ସାହୁଙ୍କ ଉପସ୍ଥିତିରେ ସଂଘର…
Read More...

କେନ୍ଦ୍ରୀୟ ମତ୍ସ୍ୟ ସଚିବଙ୍କ ସିଫା ପରିଦର୍ଶନ

ପିପିଲି : ଭାରତ ସରକାରଙ୍କ ମତ୍ସ୍ୟ ବିଭାଗର ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଡଃ ଅଭିଲକ୍ଷ୍ୟ ଲିଖି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ…
Read More...

ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସମ୍ବାଦ କାର୍ଯ୍ୟକ୍ରମ

ଗଞ୍ଜାମ :  ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ଗଞ୍ଜାମ ଜିଲ୍ଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳ ସ୍ବେଛାସେବୀ ଅନୁଷ୍ଠାନ ଦିଗଦର୍ଶନ ୟୁଥ କ୍ଳବ…
Read More...

ଜିଲାସ୍ତରୀୟ ଦେଶାତ୍ମବୋଧ କବି ସମ୍ମିଳନୀ

କେନ୍ଦୁଝରଗଡ : ଜିଲା ପ୍ରଶାସନ ଆନୁକୂଲ୍ୟରେ ଓ ମିଳନୀ ସାହିତ୍ୟ ସଂସଦ ସହଯୋଗରେ ଅଡିଟୋରିୟମ ଠାରେ ଜିଲାସ୍ତରୀୟ ଦେଶାତ୍ମବୋଧକ କବିତା ପାଠୋତ୍ସବ ମିଳନୀର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ବସନ୍ତପୁର ହାଇସ୍କୁଲ : ଜଣେ ଶିକ୍ଷକରେ ଚାଲିଛି ଶିକ୍ଷାଦାନ

କେନ୍ଦୁଝରଗଡ : ଘଟଗାଁ ବ୍ଲକ ବସନ୍ତପୁର ବାରରାଶି ଉଚ୍ଚ ବିଦ୍ୟାଳୟରେ ଜଣେ ସଂସ୍କୃତ ଶିକ୍ଷକରେ ଚାଲିଛି ଶିକ୍ଷାଦାନ । ଫଳରେ ଏହି ବିଦ୍ୟାଳୟରେ ଅଧ୍ୟୟନରତ ୧୩୬ଜଣ ଛାତ୍ରଛାତ୍ରୀ ଶିକ୍ଷାଦାନରୁ ବଞ୍ଚିତ ହୋଇ ସେମାନଙ୍କ…
Read More...

୨୪ରେ କଂଗ୍ରେସରେ ଯୋଗଦେବେ ପାଟଣାର ପୂର୍ବତନ ବିଧାୟକ ହୃଷିକେଶ

କେନ୍ଦୁଝରଗଡ :  ପାଟଣାର ୫ଥରର ବିଧାୟକ ହୃଷିକେଶ ନାଏକ ଆସନ୍ତା ୨୪ ତାରିଖ ପାଟଣା ନିର୍ବାଚନମଣ୍ଡଳୀ ରାଜନଗର ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ନିଜର ଶତାଧିକ ସମର୍ଥକଙ୍କ ସହ ପୁଣିଥରେ…
Read More...

କଟକ ସହରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ

କଟକ : କଟକ ସହରରେ ଡେଙ୍ଗୁ କାୟା ବିସ୍ତାର କରିଚାଲିଛି। ଅଭିବନ ବିଡାନାସୀ ଡେଙ୍ଗୁର ପେଣ୍ଠସ୍ଥଳ ପାଲଟିଛି। ସେକ୍ଟର-୬ରୁ ସେକ୍ଟର-୧୧ ପର୍ଯ୍ୟନ୍ତ ଅଞ୍ଚଳରେ ଘରେ ଘରେ ଡେଙ୍ଗୁ ରୋଗୀ। ଡେଙ୍ଗୁ ବ୍ୟାପିଚାଲିଥିବା ବେଳେ…
Read More...

‘ପିଏମ୍‌ ବିଶ୍ବକର୍ମା’ ଯୋଜନା, ଇ-ବସ୍‌ ଚଳାଚଳକୁ ଅନୁମୋଦନ

ପାରମ୍ପରିକ କାରିଗରଙ୍କୁ ୫% ସୁଧରେ ୧ଲକ୍ଷ ଟଙ୍କା ଋଣ, ଦେଶର ୧୦୦ ସହରରେ ଚାଲିବ ୧୦ହଜାର ଇ-ବସ୍‌ ନୂଆଦିଲ୍ଲୀ : ଦେଶର ୭୭ତମ ସ୍ବାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବା…
Read More...

ବଜ୍ରପାତରେ ୯ ମୃତ

ବସ୍ତା/ଅମର୍ଦ୍ଦାରୋଡ଼/ରସାଳପୁର/ଚାନ୍ଦବାଲି/ତିହିଡ଼ି : ବୁଧବାର ଅପରାହ୍ଣରେ ବଜ୍ରପାତ ଘଟି ବାଲେଶ୍ବର ଓ ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ବର ଜିଲା ବସ୍ତା ବ୍ଲକ ଅଞ୍ଚଳରେ ୪ ଜଣଙ୍କର…
Read More...

୧୮ରେ ଲଘୁଚାପ

ଭୁବନେଶ୍ବର : ଉତ୍ତର-ପୂର୍ବ ତତ୍‌-ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ୧୮ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…
Read More...

ଗୁରୁବାର ରାଶିଫଳ (୧୭.୦୮.୨୦୨୩)

ମେଷ : କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଲାଳସା ରହିବ। ଆକସ୍ମିକ ଧନ ଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ଧାର୍ମିକ, ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବଯୁକ୍ତ ହେବେ।…
Read More...

ରାମକଥା ଶୁଣିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସନକ

ଲଣ୍ଡନ : ଇଂଲଣ୍ଡର ପ୍ରଖ୍ୟାତ କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ଭାରତୀୟ ଆଧ୍ୟାତ୍ମିକ ଗୁରୁ ମୁରାରି ବାପୁ ରାମକଥା ଶୁଣାଇଥିଲେ। ଏହି କଥା ଶୁଣିବାକୁ ସେଠାରେ ପହଞ୍ଚିଥିଲେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସନକ। ରାମକଥା…
Read More...

ନେହରୁ ମ୍ୟୁଜିୟମ ନାମ ବଦଳିଲା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଅବସ୍ଥିତ ଐତିହାସିକ ‘ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ’ ବା ‘ଏନ୍‌ଏମ୍‌ଏମ୍‌ଏଲ’ର ନାମ ପରିବର୍ତ୍ତନ କରାଯାଇ ‘ପ୍ରାଇମ୍‌ ମିନିଷ୍ଟର୍ସ ମ୍ୟଜିୟମ ଆଣ୍ଡ ଲାଇବ୍ରେରୀ…
Read More...

ଅଦାଲତରେ ମହିଳାଙ୍କ ପ୍ରତି ବ୍ୟବହୃତ ରୂଢ଼ିବାଦୀ ଶବ୍ଦ ହଟିବ

ନୂଆଦିଲ୍ଲୀ : ମହିଳାଙ୍କ ସମ୍ମାନ ରକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମହିଳାଙ୍କ ପ୍ରତି ପ୍ରୟୋଗ ହେଉଥିବା କେତେକ ରୂଢ଼ିବାଦୀ ଶବ୍ଦ ବ୍ୟବହାର ନ କରିବାକୁ ବିଚାରପତି ଓ…
Read More...

କେନ୍ଦ୍ରୀୟ ବିଦ୍ୟାଳୟରେ ବିଭାଜନ ବିଭିଷୀକା ସ୍ମୃତିଚାରଣ ଦିବସ

ସମ୍ବଲପୁର  : ସମ୍ବଲପୁରର ବରେଇପାଲି ପାଞ୍ଚଗଛିଆ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ବିଭାଜନ ବିଭିଷୀକାର ସ୍ମୃତିଚାରଣ ଦିବସ ପାଳିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୪ ତାରିଖକୁ ଭାରତ ବିଭାଜନ ଓ…
Read More...

ବେଦାନ୍ତ ତରଫରୁ ଭଟାଙ୍ଗପଦରରେ ଛେଳି ପାଳନ ପ୍ରକଳ୍ପ ଉଦଘାଟିତ

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗ ତରଫରୁ ସ୍ବେଚ୍ଛାସେବୀ ସଂଗଠନ କଳିଙ୍ଗ କୁସୁମ ଓ ମାଣିକସ୍ତୁର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ଭଟାଙ୍ଗପଦରଠାରେ ଏକ ଭବ୍ୟ ସମାରୋହ ଆୟୋଜିତ…
Read More...

୧୩୬ ଛାତ୍ରଛାତ୍ରୀ ପାଇଁ ୩ଜଣ ଶିକ୍ଷକ : ଅଧିକ ଶିକ୍ଷକ ନିଯୁକ୍ତି ପାଇଁ କମିଟି ପକ୍ଷରୁ ଦାବି

ଠାକୁରମୁଣ୍ଡା : ପ୍ରାଥମିକ ଶିକ୍ଷାକୁ ଶିକ୍ଷାର ମୂଳଦୁଆ କୁହାଯାଉଥିବାବେଳେ, ସେହି ମୂଳଦୁଆ ଏବେ ଦୁର୍ବଳ ହେବାକୁ ବସିଛି । ସରକାର ଶିକ୍ଷା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରି ୫-ଟି ଯୋଜନା, ସର୍ବଶିକ୍ଷା…
Read More...

ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଭଗବାନ କହଁର

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବ ନିଯୁକ୍ତ ଅଧ୍ୟକ୍ଷ ଭଗବାନ କହଁର ଗୁରୁବାର ବୌଦ୍ଧ ଠାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର…
Read More...

ଜିଲ୍ଲାସ୍ତରୀୟ ଖରିଫ କୃଷିନୀତି ନିର୍ଦ୍ଧାରଣ ବୈଠକ

ବୌଦ୍ଧ : ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁବାର ଜିଲ୍ଲାସ୍ତରୀୟ ଖରିଫ କୃଷିନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଖରିଫ…
Read More...

ଯୁବତୀଙ୍କୁ ଅସଦାଚରଣ ମାମଲାରେ ଯୁବକ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଓଭରବ୍ରିଜ ସ୍ଥିତ କାଳିଆ ଚା’ ଦୋକାନ ନିକଟରେ ମଙ୍ଗଳବାର ଜଣେ ଯୁବତୀଙ୍କୁ ଅସଦାଚରଣ କରିଥିବା ମାମଲା ପୁଲିସ ବୁଧବାର ଯୁବକ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ…
Read More...

ସ୍ୱଚ୍ଛ ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ

ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ୧୯ନଂ ୱାର୍ଡ ହାଉସିଂବୋର୍ଡ ଠାରେ ସ୍ୱଚ୍ଛ ଓ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଏକ ସଚେତନତା ଅଭିଯାନ ତଥା ଶୋଭାଯାତ୍ରା ସ୍ଥାନୀୟ ଜଗନ୍ନାଥ…
Read More...

ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ବଣ୍ଟନ

ଚୌଦ୍ୱାର : ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ବଡ଼ସାମନ୍ତରାପୁର ପଞ୍ଚାୟତ ସର୍ଦ୍ଦାରଖରିଦାସ୍ଥିତ ଲକ୍ଷ୍ମୀ ନାରାୟଣ ଶିକ୍ଷାନୁଷ୍ଠାନରେ ପାଠ୍ୟ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଇନର ହୁଇଲ କ୍ଲବ୍ କଟକ କୁଇନର…
Read More...

ବର୍ଷା ଅଭାବରୁ ଉଠିଲାନି ଗଜା, ଫସଲ ହାନୀ ଆଶଙ୍କାରେ ଋଣଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା 

ଚାନ୍ଦିପୁଟ : ଗଜପତି ଜିଲ୍ଲାରେ ଚାଷୀ ମୃତ୍ୟୁ । ଫସଲ ହାନୀ ସହ ଋଣ ଭାର ନ ସୁଝି ନ ପାରିବା ଆଶଙ୍କାରେ ଚାଷୀ ଜଣକ କୀଟନାଶକ ବିଷ ପିଇ ନିଜ ପ୍ରାଣ ହାରିଥିବା ଅଭିଯୋଗ ଆସିଛି । ଆତ୍ମହତ୍ୟା ଉଦ୍ୟମ ପରେ ଗୁରୁତର ଅବସ୍ଥାରେ…
Read More...

ଷ୍ଟେଚରରେ ବୁହାହେଲେ ଗର୍ଭବତୀ, ଭରା ନଈ ପାର କଲେ ଚାରି ଯୁବକ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର ତଳ ସାଜା ଗାଁର ଜଣେ ଗର୍ଭବତୀଙ୍କୁ ଷ୍ଟେଚର ସାହାଯ୍ୟରେ ଭରା ନଈ ପାର କଲେ ଚାରି ଯୁବକ । ଉକ୍ତ ଗ୍ରାମରେ ବର୍ଷ ବର୍ଷ ଧରି ଗର୍ଭବତୀ, ରୋଗୀ ଓ…
Read More...

ପାଟଣାରେ ପ୍ରେସ କ୍ଳବ କାର୍ଯ୍ୟାଳୟ ଉଦଘାଟିତ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବ୍ଲକ ରାସ୍ତାରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ୱାମପାଟଣା ପ୍ରେସ କ୍ଳବର ନୂତନ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି। ପ୍ରେସ କ୍ଳବର ସଭାପତି କିଶୋର ଚନ୍ଦ୍ର ମହାନ୍ତ ଓ ସମ୍ପାଦକ…
Read More...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଭୁବନେଶ୍ୱର :  କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ୨ଦିନିଆ ଓଡ଼ିଶା ଗସ୍ତରେ ଆସି  ବୁଧବାର ଭୁବନେଶ୍ୱରରେ ପହଁଚିଛନ୍ତି। ବିମାନ ବନ୍ଦରରେ  ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା…
Read More...

ଚୌଦ୍ୱାର କାରାଗାରରୁୁ ମୁକୁଳିଲେ ୩ କଏଦୀ

ଚୌଦ୍ୱାର : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଚୌଦ୍ୱାର କାରାଗାରରୁ ୩ଜଣ କଏଦୀଙ୍କୁ ମୁକ୍ତ କରାଯାଇଛି ।ସ୍ୱାଧୀନତା ଦିବସ ଦିନ ମୁକୁଳିଥିବା କଏଦୀ ମାନେ ହେଲେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳର ସୌମ୍ୟ ରଞ୍ଜନ…
Read More...

ଏମ୍ସ ଭୁବନେଶ୍ୱର ପକ୍ଷରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ପ୍ରତିଷ୍ଠାତା ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ଜନନେତା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ପୁଣ୍ୟତିଥି ଅବସରରେ ଆଜି ଭାବପୂର୍ଣ୍ଣ…
Read More...

ରିିଭର ଭ୍ୟୁ ସୋସାଇଟି ପକ୍ଷରୁ ସ୍ୱାଧୀନତା ଦିବସ

ଡେସ୍କ : କଟକ ଉପକଣ୍ଠ ଜଗତପୁର(ନିମପୁର) ଏମ୍ ଏମ୍ ରିଭର ଭ୍ୟୁ ହାଉସିଂ ସୋସାଇଟି ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏମ୍ ଏମ୍ ରିଭର ଭ୍ୟୁ ଟାୱାର ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୋସାଇଟିର ସଭାପତି…
Read More...

ଜୋରିମାନା ୧୯ କୋଟି, ଆଦାୟ ୪୦ ଲକ୍ଷ

କଟକ : ଓରେରା (ଓଡ଼ିଶା ରିଅଲ ଇଷ୍ଟେଟ୍‌‌ ରେଗୁଲେଟୋରୀ ଅଥରିଟି) ଯେଉଁ ଆଦେଶ ଦେଉଛନ୍ତି ତାହାର କେତେଦୂର କାର୍ଯ୍ୟକାରୀ ହେଉଛି ସେ ସଂକ୍ରାନ୍ତରେ ସୋମବାର ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ ବିଲଡର…
Read More...

ଶ୍ରୀଅରବିନ୍ଦ

ଭାରତୀୟ ଦାର୍ଶନିକ, ସାହିତ୍ୟିକ, ଜାତୀୟତାବାଦୀ ବିପ୍ଳବୀ, ମହାଯୋଗୀ ଶ୍ରୀଅରବିନ୍ଦ ୧୮୭୨ ଅଗଷ୍ଟ ୧୫ତାରିଖ ଦିନ କଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ସାତ ବର୍ଷ ବୟସର ହୋଇଥିବାବେଳେ ବାପା କୃଷ୍ଣଧୁନ୍ ଘୋଷ ତାଙ୍କୁ ବଡ଼…
Read More...

ମଙ୍ଗଳବାର ରାଶିଫଳ (୧୫.୦୮.୨୦୨୩)

ମେଷ : କୃଷକଙ୍କ କଲ୍ୟାଣ ସାଧନ ପାଇଁ ଗୋପାଳନ ଉପରେ ଗୁରୁତ୍ବ ଦେବା ସହ ନିଜର ଅର୍ଥନୀତିଜ୍ଞ ପ୍ରଜ୍ଞାର ଉପଯୋଗ କରିପାରନ୍ତି। ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଯାନବାହନ ଚଳାଚଳର ନିୟନ୍ତ୍ରକ ହେବେ। ବୃଷ : ବହୁଜନ…
Read More...

ମାନବିକତାକୁ ଏକୀଭୂତ କରିବାର ସାମର୍ଥ୍ୟ ଭାରତର ରହିଛି : ରାଜ୍ୟପାଳ

ଭୁବନେଶ୍ବର : ଦେଶ ବିଭାଜନ ସମୟରେ ଲକ୍ଷ ଲକ୍ଷ ଲୋକ ଅସହ୍ୟ ଯନ୍ତ୍ରଣା ସହିଛନ୍ତି। ବିଭାଜନର ବିଭୀଷିକା କେମିତି ରହିଥିବ, ତାହାର ପରିଣାମ ଏବେବି ଉପସ୍ଥିତ ରହିଛି। ପ୍ରେମ, ଶାନ୍ତି ସହିତ ସମଗ୍ର ମାନବିକତାକୁ ଏକୀଭୂତ…
Read More...

ଭାରତ ଗଣତନ୍ତ୍ରର ଜନନୀ

ନୂଆଦିଲ୍ଲୀ : ୭୭ତମ ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମ୍ପ୍ରତିକ ପରିବେଶରୁ ଊର୍ଦ୍ଧ୍ବକୁ ଯାଇ ଦେଶବାସୀ ସ୍ବାଧୀନତା ଦିବସ ପାଳନ କରିବାକୁ…
Read More...

ବୁର୍ଲା ମୁଖ୍ୟବନ୍ଧ କାର୍ଯ୍ୟାଳୟ ଘେରିଲେ ବିସ୍ଥାପିତ

ବୁର୍ଲା : ବିଶ୍ୱର ସୁପ୍ରସିଦ୍ଧ ଦୀର୍ଘତମ ମାଟିବନ୍ଧ ହୀରାକୁଦ ବନ୍ଧକୁ ୬୭ ବର୍ଷ ପୁରିଲା ୭ ଦଶକ ପରେ ମଧ୍ୟ ସହସ୍ରାଧିକ ବିସ୍ଥାପିତ ପରିବାର କ୍ଷତିପୁରଣ ରାଶି, ଅନୁକମ୍ପା ରାଶି ଏବଂ ଘରଡ଼ିହ ପାଇବାରୁ ବଞ୍ଚିତ ହୋଇ…
Read More...

କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁରରେ ଆଞ୍ଚଳିକ ବକ୍ସିଂ ପ୍ରତିଯୋଗିତା

ଗୋପାଳପୁର : କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରି ଷ୍ଟେସନ ପରିସରରେ ବିଦ୍ୟାଳୟ ସ୍ତରୀୟ ଆଞ୍ଚଳିକ ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ବି.ଏନ୍. ଦାସଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ…
Read More...

ଆଠଗଡ ବିଜେପିର ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ

ଗୁରୁଡିଝାଟିଆ :  ଆଠଗଡ ବିଜେପି ପକ୍ଷରୁ ଖୁଣ୍ଟୁଣୀ ମଣ୍ଡଳରେ ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେଶ ଜାତି ପାଇଁ ପ୍ରାଣବଳୀ ଦେଇଥିବା ବୀର ଶହୀଦ ଓ ସ୍ୱାଧିନତା ସଂଗ୍ରାମୀମାନଙ୍କ ଘରକୁ ଯାଇ…
Read More...

ସାରଦା ପ୍ରସନ୍ନଙ୍କ ଶରୀର ଏମ୍ସକୁ ଦାନ କଲେ ପରିବାର

ଭୁବନେଶ୍ବର : ନେସନାଲ ଏନସ୍ୟୁରାନ୍ସ କମ୍ପାନୀର ଅବସରପ୍ରାପ୍ତ ବରିଷ୍ଠ ପ୍ରବନ୍ଧକ ସାରଦା ପ୍ରସନ୍ନ ଆଚାର୍ଯ୍ୟଙ୍କ ମୃତ୍ୟ ପରେ ଭୁବନେଶ୍ବର ଏମ୍ସକୁ ଶରୀର ଦାନ କରାଯାଇଛି । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା…
Read More...

କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ଗୁରୁଡିଝାଟିଆ : କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୋମବାର ପୋଷାକ ବିତରଣ କରାଯାଇଛି । ପ୍ରଧାନ ଶିକ୍ଷକ ରଣଜିତ୍ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପୋଷାକ ବିତରଣ ଉତ୍ସବରେ ସ୍ଥାନୀୟ ସରପଞ୍ଚ କଳ୍ପନା…
Read More...

ଶ୍ରାବଣରେ ବର୍ଷାର ଲୁଚକାଳି ଖେଳ, ଧାନକ୍ଷେତ ଫାଟି ଆଁ

ଗୁରୁଡିଝାଟିଆ :  ଧାରା ଶ୍ରାବଣରେ ବର୍ଷା ଯୌବନରେ ଉପନୀତ ଥାଏ ।  ଅଧିକ ବର୍ଷିବା ଯୋଗୁଁ ନଦୀକୂଳ ଲଙ୍ଘି ଥାଏ । ହେଲେ ଏବର୍ଷ ଶ୍ରାବଣରେ ବର୍ଷା ଆଉ ଆଗଭଳି ହେଉନାହିଁ । ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ…
Read More...

ବାଳି ମହାବିଦ୍ୟାଳୟରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ

ଗୁରୁଡିଝାଟିଆ : ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଆୟୋଜିତ ଏହି…
Read More...

ତଣ୍ଡିପୁରରେ ଚାରା ବଣ୍ଟନ ଓ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ପାତ୍ରପୁର : ପାତ୍ରପୁର ବ୍ଲକ ତଣ୍ଡିପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଚାରା ବଣ୍ଟନ ସହିତ ଏକ  ମାଗଣା ଚକ୍ଷୁ  ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରଥମେ  ସୁରଙ୍ଗ ଫରେଷ୍ଟର ସନ୍ଧ୍ୟା  ଦଳବେହେରା, ଅମରେଶ…
Read More...

କାର ସହ ୪୨୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ

ତିଗିରିଆ : ଅବକାରୀ ଅଧୀକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଅବକାରୀ ଉପଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା ଓ ଅବକାରୀ ନିରୀକ୍ଷକ କେଶବ ଚନ୍ଦ୍ର ଦାସଙ୍କ ତତ୍ତ୍ଵାବଧାନରେ ତିଗିରିଆ ଥାନା ଅନ୍ତର୍ଗତ କଲରାଗଡ଼…
Read More...

ପି.ପି ଦେବ ମହାବିଦ୍ୟାଳୟ ପକ୍ଷରୁ ମୋ ଦେଶ ମୋ ମାଟି ଅଭିଯାନ

ତିଗିରିଆ : ତିଗିରିଆ ନିଜିଗଡ଼ସ୍ଥିତ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ଏନ୍ ଏସ୍ ଏସ୍ (ସହ ବିଭାଗ) ଆନୁକୁଲ୍ୟରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିଥିବା…
Read More...

ଗ୍ରାମ୍ୟ ଜଙ୍ଗଲରୁ ଶାଗୁଆନ ଗଛ କାଟିନେଲେ ଦୁବୃତ୍ତ

ହରଭଙ୍ଗା : ହରଭଙ୍ଗା ଫରେଷ୍ଟ ବିଟ୍ ଅର୍ନ୍ତଗତ ସୁରୁଣ୍ଡି କୁଚିଲାଖାଇ ଗ୍ରାମ୍ୟ ଜଙ୍ଗଲରୁ ଦୁବୃତ୍ତ ଶାଗୁଆନ ଗଛ କାଟିନେଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ସୁରୁଣ୍ଡି-ସମ୍ବଲପୁର ଗାଁକୁ ଲାଗିରହିଛି କୁଚିଲା ଖାଇ…
Read More...

ପାଇପ୍ ପାଇଁ ଉପୁଡିଲା ଗଛ

ହରଭଙ୍ଗା : ବନମହୋତ୍ସବ ସପ୍ତାହ ପାଳନ ଅବସରରେ ପ୍ରତ୍ୟେକ ବର୍ଷ ଚାରାରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।ବନୀକରଣ ଉପରେ ଗୁରୁତ୍ୱ ଦିଆଯାଇ ଜଙ୍ଗଲ ସମ୍ପଦ ସୁରକ୍ଷା ଦିଗରେ ସରକାର ଅଧିକ ଗୁରୁତ୍ୱାରୋପ କରୁଛନ୍ତି ।…
Read More...

ଭତ୍ତା ଅପେକ୍ଷାରେ ୬୫ବର୍ଷୀୟ ବୃଦ୍ଧ

ହରଭଙ୍ଗା : ହରଭଙ୍ଗା ପଂଚାୟତ ଅର୍ନ୍ତଗତ ସୁରୁଣ୍ଡି ଗ୍ରାମର ଗୋକୁଳ କ୍ଷେତି ନାମକ ଜଣେ ୬୫ବର୍ଷୀୟ ବୃଦ୍ଧ ଭତ୍ତା ପାଇବାରୁ ବଞ୍ଚିତ ହୋଇରହିଥିବା ଜଣାପଡିଛି। ଭତ୍ତା ପାଇଁ ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଦରଖାସ୍ତ…
Read More...

ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ

ଚୌଦ୍ୱାର : ଚୌଦ୍ୱାର ରୋଟାରୀ କ୍ଲବର ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କ୍ଲବ୍ ସଭାପତି କ୍ଷିତିନ୍ଦ୍ରନାଥ କାନୁନଗୋଙ୍କ ପୌରୋହିତ୍ୟରେ ସାଇ ବିହାରସ୍ଥିତ ରୋଟାରୀ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ…
Read More...

କାରଗିଲ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର : ଦେଶର ବରପୁତ୍ର କାରଗିଲ ସହିଦ୍ ଚୌଦ୍ୱାରର ରାଜ କିଶୋର ସାହୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ‘ଆଜାଦି କା ଅମୃତ୍ ମହୋତ୍ସବ’ ପାଳନ ଅବସରରେ ସ୍ଥାନୀୟ ଟାଉନହଲରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର…
Read More...

ପୁରୁଷ ହକି ମାନ୍ୟତା : ୨ ବର୍ଷ ପରେ ୩ୟ ସ୍ଥାନକୁ ଉଠିଲା ଭାରତ

ନୂଆଦିଲ୍ଲୀ  : ଭାରତୀୟ ପୁରୁଷ ହକି ଦଳ ଚେନ୍ନଇରେ ଆୟୋଜିତ ଏସିଆନ ଚମ୍ପିଆନ୍‌ସ ଟ୍ରଫି ହକି ପ୍ରତିଯୋଗିତାର ସପ୍ତମ ସଂସ୍କରଣରେ ଚମ୍ପିଆନ ହୋଇଛି। ଭାରତ ୪ର୍ଥ ଥର ପାଇଁ ଏସିଆନ ଚମ୍ପିଆନ୍‌ସ ଟ୍ରଫି ଜିତିଛି। ସବୁଠାରୁ ବଡ…
Read More...

ଚିଲିକା ଖନନ ପାଇଁ ୨୩କୋଟି ଟଙ୍କା ଅନୁଦାନ

ଚିଲିକା  : ଖୋର୍ଦ୍ଧା ଜିଲା ସମେତ ପୁରୀ ଏବଂ ଗଞ୍ଜାମ ଜିଲାର ଏଗାର ଶହ ପଚାଶ ବର୍ଗ କିଲୋମିଟର ପରିବ୍ୟାପ୍ତ ଏସିଆର ସର୍ବବୃହତ ଲୁଣା ହ୍ରଦ ଚିଲିକା ଖୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଦାନ ମଞ୍ଜୁର କରିଛନ୍ତି।…
Read More...

ଋଷର ସର୍ବୋଚ୍ଚ ଶୃଙ୍ଗ ଏଲବ୍ରସ୍ ଶିଖରରେ ଓଡିଆ ପୁଅ ସୌଭାଗ୍ୟ

ଡେସ୍କ :  ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ଏଲବ୍ରସ୍ ଶିଖର ଆରୋହଣ କରିଛନ୍ତି  ଓଡିଆ ପୁଅ ସୌଭାଗ୍ୟ କୁମାର ରଥ। ପ୍ରବଳ ଝଡ ତୋଫାନ ସତ୍ତ୍ବେ ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡାଇଛନ୍ତି ସୌଭାଗ୍ୟ । ଏଥିପାଇଁ ତାଙ୍କ ପାଖକୁ…
Read More...

ଡାକ୍ତରଖାନାରେ ୨୪ ଘଣ୍ଟାରେ ୧୮ ରୋଗୀ ମୃତ

ଥାଣେ : ସ୍ଥାନୀୟ ଛତ୍ରପତି ଶିବାଜୀ ମହାରାଜା ସ୍ମାରକୀ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୧୮ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।…
Read More...

ନ୍ୟାୟରୁ ବଞ୍ଚିତ ହୀରାକୁଦ କ୍ଷତିଗ୍ରସ୍ତ : ଚିହ୍ନଟ ହୋଇପାରୁନାହାନ୍ତି ତିନିପିଢ଼ିର ବିସ୍ଥାପିତ

ଇବ୍‌ଥର୍ମାଲ : ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ପରିବାରଗୁଡ଼ିକ ୭ ଦଶନ୍ଧି ପରେ ମଧ୍ୟ ଉପଯୁକ୍ତ ଥଇଥାନ ଯୋଜନାରୁ ବଞ୍ଚିତ ଅଛନ୍ତି। ଇତିମଧ୍ୟରେ ତୃତୀୟ ପିଢ଼ି ହୋଇଗଲାଣି; ମାତ୍ର ବିସ୍ଥାପିତ ପ୍ରମାଣପତ୍ର ଅଥବା…
Read More...

ସୋମବାର ରାଶିଫଳ (୧୪.୦୮.୨୦୨୩)

ମେଷ : ଉଦାର ଚରିତସମ୍ପନ୍ନ ହୋଇପାରନ୍ତି। ଦାନଧର୍ମର ଦୀକ୍ଷା ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷି କର୍ମ ପ୍ରତି ଆଗ୍ରହୀ ହେବେ। ଜଳଯାତ୍ରାରେ ବିପଦ ଅଛି। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ। ବୃଷ : ମନ…
Read More...

ତାମିଲନାଡୁ ମନ୍ତ୍ରୀ ବାଲାଜୀଙ୍କ ଭାଇ ଗିରଫ

ଚେନ୍ନଇ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ଭାଇ ଅଶୋକ ବାଲାଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଗିରଫ କରିଛି। ଅଶୋକଙ୍କୁ ଜେରା ନିମନ୍ତେ ଇଡି ବାରମ୍ବାର ସମନ ଜାରି କରିଥିବାବେଳେ ସେ ଏହାକୁ…
Read More...

କିଙ୍ଗ୍‌, ପୁରନ୍ ପ୍ରହାର ; ଭାରତ ବିପକ୍ଷରେ ଇଣ୍ଡିଜ୍ ଶୃଙ୍ଖଳା ଜିତିଲା

ଲୌଡରହିଲ (ଆମେରିକା) : ରବିବାର ୫ମ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଜିତିବା ସହ ଭାରତ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାତେଇ ନେଇଛି ୱେଷ୍ଟଇଣ୍ଡିଜ୍‌। ରୋମାରିଓ ସେଫର୍ଡଙ୍କ ୪ ୱିକେଟ ଦଖଲ ପରେ ବ୍ରାଣ୍ଡନ୍…
Read More...

ଚର୍ଚ୍ଚାରେ ରାହୁଲଙ୍କ ଭାଷଣ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବଢୁଥିବା ନେଇ ଦଳ ପକ୍ଷରୁ ଦାବି କରାଯାଇଛି। ଏ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯାଇଛି। ତଥ୍ୟ ଅନୁଯାୟୀ ନିକଟରେ ଶେଷ ହୋଇଥିବା…
Read More...

ବିଜେପି ସହ ମେଣ୍ଟ କରିବ ନାହିଁ ଏନସିପି : ଶରଦ ପୱାର

ନୂଆଦିଲ୍ଲୀ : ଆଗାମୀ ନିର୍ବାଚନରେ ବିଜେପି ସହିତ ଏନସିପି କୌଣସି ପ୍ରକାର ମେଣ୍ଟ କରିବ ନାହିଁ ବୋଲି ଦଳର ମୁଖ୍ୟ ଶରଦ ପୱାର ରବିବାର ସ୍ପଷ୍ଟ କରିଛନ୍ତି। ପୱାର କହିଛନ୍ତି ଯେ ତାଙ୍କର କେତେକ ଶୁଭେଚ୍ଛୁ ବିଜେପି ସହିତ…
Read More...

ମନ୍ତ୍ରୀଙ୍କ ଦ୍ୱାରା ପାତ୍ରପୁର ବ୍ଳକରେ ଭତ୍ତା ବଣ୍ଟନ

ପାତ୍ରପୁର : ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ମଧୁବାବୁ ପେନସନ ଯୋଜନା ଆନୁକୂଲ୍ୟରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ…
Read More...