www.samajalive.in
Sunday, December 14, 2025
26.1 C
Bhubaneswar

ଡାଲମିଆ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ କର୍ମଶାଳା

ପାଟଣା : ଢେଙ୍କିକୋଟର ଏମଟି ଟ୍ରେଡର୍ସ ପକ୍ଷରୁ ଡାଲମିଆ ସିମେଣ୍ଟ ସହଯୋଗରେ ଗତ ସନ୍ଧ୍ୟାରେ ଏକ ରାଜମିସ୍ତ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଞ୍ଚଳର ୩୦ ଜଣ ରାଜମିସ୍ତ୍ରୀ ଯୋଗ ଦେଇଥିଲେ। ଏମଟି ଟ୍ରେଡର୍ସର ରାଜକିଶୋର ସାହୁ ଶିବିରାର୍ଥି ମାନଙ୍କୁ ସ୍ଵାଗତ କରିଥିଲେ। ଡାଲମିଆ ସିମେଣ୍ଟର ବୈଷୟିକ ଅଧିକାରୀ ରାଜେଶ କୁମାର ବେହେରା ଶିବିରରେ ଯୋଗ ଦେଇ ଡାଲମିଆର ଗୁଣବତ୍ତା, ସିମେଣ୍ଟରେ ବାଲି ଗୋଡ଼ିର ମିଶ୍ରଣ ପରିମାଣ ଓ ନିର୍ମାଣ ପଦ୍ଧତି ସମ୍ପର୍କରେ ସବିଶେଷ ସୂଚନା ରଖିଥିଲେ। ଏହା ଛଡ଼ା ରାଜମିସ୍ତ୍ରୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦିଆଯିବା ସହ ସମସ୍ତ ରାଜମିସ୍ତ୍ରୀ ମାନଙ୍କୁ ଡାଲମିଆ ପକ୍ଷରୁ ଉପଢୌକନ ପ୍ରଦାନ କରାଯାଇଥିଲା। ଦୁର୍ଗାଶଙ୍କର ସାହୁ କର୍ମଶାଳା ପରିଚାଳନା କରିଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories