ବିପଦ ସଂକୁଳ ଅବସ୍ଥାରେ ଇଛାପୁର ବସ୍ତିପଡ଼ା ପ୍ରାଥମିକ ବିଦ୍ୟାଳୟ କୋଠା

କଲମପୁର : ଇଛାପୁର ପ୍ରାଥମିକ ବିଦ୍ୟାଳୟ କୋଠା ଏବେ ବିପଦ ସଂକୁଳ ଅବସ୍ଥାରେ। କେତେବେଳେ ଯେ, ଛାତ ଗଳି ପଡ଼ି ଅଘଟଣ ନଘଟିବ ସେନେଇ କହି ହେବ ନାହିଁ । ଛାତ୍ର ଛାତ୍ରୀ କୋଠା ଭିତରେ ବସି ପାଠ ପଢ଼ିବା ଅତ୍ୟନ୍ତ ବିପଦ ଜନକ। ତେଣୁ ଏହାର ସମାଧାନ ପାଇଁ ତୁରନ୍ତ ବ୍ୟବସ୍ତା ଗ୍ରହଣ କରିବା ପାଇଁ ଗୁରୁବାର ଅପରାହ୍ନରେ ଅବିଭାବକମାନେ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି।

kalyan agarbati

Comments are closed.