www.samajalive.in
Monday, December 15, 2025
16.1 C
Bhubaneswar

୪ ଜାନୁଆରୀରେ ବୁଧ ଚଳନ; ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ହଠାତ୍‌ ଧନ, ଖୋଲିବ ବନ୍ଦ ଭାଗ୍ୟର ତାଲା..

ନୂଆବର୍ଷ ୨୦୨୫ ଆରମ୍ଭ ହୋଇସାରିଛି । ବର୍ଷର ଆରମ୍ଭରେ ଅନେକ ବଡ ଓ ଶୁଭ ଗ୍ରହ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୪ ଜାନୁଆରୀ ୨୦୨୫ରେ ବୁଧ ଦେବ ଧନୁ ରାଶିରେ ପ୍ରବେଶ କରିବେ । ବୁଧ ଗ୍ରହଙ୍କୁ ବାଣୀ, ବୁଦ୍ଧି, ତର୍କଶକ୍ତିର କାରକ ବୋଲି କୁହାଯାଏ । ଏହାସହ ବୁଧ ଗ୍ରହଙ୍କୁ ଗ୍ରହଙ୍କ ରାଜକୁମାର ବୋଲି କୁହାଯାଏ । ବୁଧଙ୍କ ଚଳନ ହେତୁ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

କନ୍ୟା – ଏହି ରାଶିଙ୍କ ପାଇଁ ବୁଧଙ୍କ ଚଳନ ଅତ୍ୟନ୍ତ ଖାସ୍‌ ଓ ଲାଭଦାୟକ । ଧନର ଲାଭର ଅନେକ ଯୋଗ ରହିଛି । ଟଙ୍କା ସଞ୍ଚୟ ପାଇଁ ସମୟ ବେଶ ଅନୁକୂଳ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଯାତ୍ରାର କରିବାର ଯୋଗ ରହିଛି । ହଠାତ୍‌ ଧନ ଲାଭ ମଧ୍ୟ ହେବ ।

- Advertisement -

ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ କର୍ମକ୍ଷେତ୍ରରେ ନୂଆ ନୂଆ ସୁଯୋଗ ମିଳିବ । ନୂଆ ଦାୟିତ୍ୱ ମଧ୍ୟ ମିଳିବ । ମାନ-ସମ୍ମାନ ବୃଦ୍ଧି ସହ କର୍ମକ୍ଷେତ୍ରରେ ବଡ ଲାଭ ହେବ । ଆର୍ଥିକ ସ୍ଥିତି ମଜଭୁତ ସହ ପୈତୃକ ସମ୍ପତ୍ତିରୁ ଲାଭ ମିଳିବ।

ସିଂହ – ଏହି ରାଶିଙ୍କୁ ଶୁଭଫଳ ମିଳିବ। ବଡ ସଫଳତା ସହ ଆର୍ଥିକ ସ୍ଥିତି ଖୁବ୍‌ ମଜଭୁତ ହେବ। ଦାମ୍ପତ୍ୟ ଜୀବନରେ ଥିବା ସମସ୍ୟା ଦୂର ହୋଇ ସୁଖମୟ ହେବ। ଆମଦାନୀରେ ଜବରଦସ୍ତ ଲାଭ ମିଳିବ। ବ୍ୟବସାୟୀ ଲାଭବାନ୍‌ ହେବେ।

ଜାଣନ୍ତୁ କାହିଁକି ହୁଏ ବିବାହରେ ବିଳମ୍ବ, କେଉଁ ବୟସରେ ହେବ ଆପଣଙ୍କ ବିବାହ..

କୁମ୍ଭ- ଏହି ରାଶି ବ୍ୟକ୍ତିବିଶେଷଙ୍କ ଭାଗ୍ୟ ମଜଭୁତ ହେବ । ଆର୍ଥିକ ଲାଭ ହେବ । ଭାଗ୍ୟର ସାଥ୍‌ ମିଳିବ । ବ୍ୟବସାୟରେ ଆର୍ଥିକ ସ୍ଥିତି ବିସ୍ତାର କରିବେ । ମାଆ-ବାପାଙ୍କ ଠାରୁ ଆର୍ଥିକ ସହାୟତା ମିଳିବ । ନୂଆ ଚାକିରି ମିଳିବାର ଯୋଗ ରହିଛି ।

ମୀନ – ଏହି ରାଶିଙ୍କ ପାଇଁ ମଧ୍ୟ ସମୟ ଅନୁକୂଳ ରହିଛି । କର୍ମକ୍ଷେତ୍ରରେ ବଡ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭ ଖବର ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ ।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories