www.samajalive.in
Saturday, December 6, 2025
14.1 C
Bhubaneswar

ମହାନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ମହାନଦୀରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ବାଲିଯାତ୍ରା ପଡିଆ ନିକଟରେ ନଦୀରେ ଭାସୁଥିଲା ମୃତଦେହ। ମୃତକଙ୍କ ନାଁ ଦୁଖୀରା ସ୍ୱାଇଁ। ସେ କଟକ ଖଟବିନ ସାହି ଅଞ୍ଚଳର ବୋଲି ଅଗ୍ନିଶମ ବିଭାଗ ସ୍ପଷ୍ଟ କରିଛି । ସେ ୨ ତାରିଖରୁ ନିଖୋଜ ଥିଲେ। ଅନ୍ୟପଟେ ମୃତ୍ୟୁର କାରଣ ଜଣାପଡି ନଥିଲା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମକର ସଂକ୍ରାନ୍ତି: ବାସ୍‌ ଏହି ଜିନିଷ ଦାନ କଲେ, ମିଳିବ ସୂର୍ଯ୍ୟ-ଶନିଙ୍କ କୃପା, ବର୍ଷଯାକ ଧନ, ଗ୍ରହ ଦୋଷ, ରୋଗରୁ ମୁକ୍ତି..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories