www.samajalive.in
Sunday, December 14, 2025
14.1 C
Bhubaneswar

ଗ୍ରାମ୍ୟ ଜଙ୍ଗଲରୁ ଶାଗୁଆନ ଗଛ କାଟିନେଲେ ଦୁବୃତ୍ତ

ହରଭଙ୍ଗା : ହରଭଙ୍ଗା ଫରେଷ୍ଟ ବିଟ୍ ଅର୍ନ୍ତଗତ ସୁରୁଣ୍ଡି କୁଚିଲାଖାଇ ଗ୍ରାମ୍ୟ ଜଙ୍ଗଲରୁ ଦୁବୃତ୍ତ ଶାଗୁଆନ ଗଛ କାଟିନେଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଯେ ସୁରୁଣ୍ଡି-ସମ୍ବଲପୁର ଗାଁକୁ ଲାଗିରହିଛି କୁଚିଲା ଖାଇ ଗ୍ରାମ୍ୟ ଜଙ୍ଗଲ । ଏହାର ସୁରକ୍ଷା ପାଇଁ ବନବିଭାଗ ସହଯୋଗରେ ଗ୍ରାମ୍ୟ ଜଙ୍ଗଲ କମିଟି ଗଠନ କରାଯାଇଛି। ଏହା ସତ୍ତ୍ବେ ଜଙ୍ଗଲରୁ ଲୁଚାଛପାରେ ଗଛକଟା ଘଟଣା ଗ୍ରାମ୍ୟଜଙ୍ଗଲ ସୁରକ୍ଷା ଉପରେ ବଡ ପ୍ରଶ୍ନଚିହ୍ନ ଛିଡା କରିଛି। ଏ ଦିଗରେ ବନବିଭାଗ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ଦାବୀ ହେଉଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories