ମହାନଦୀ ଜଳବିବାଦ : ଉଭୟ ରାଜ୍ୟକୁ ୪ ସପ୍ତାହ ସମୟ,୧୬ ସେପ୍ଟେମ୍ବରରେ ପରବର୍ତ୍ତୀ ଶୁଶାଣି

ଡେସ୍କ : ମହାନଦୀ ଜଳବିବାଦର ନ୍ୟାୟାଧିକରଣରେ ଶନିବାର ଶୁଣାଣି ଶେଷ ହୋଇଛି। କମନ୍‌‌ ଫର୍ମାଟ ଅଫ୍‌‌ ଇନ୍‌‌ଫରମସେନ ଚୂଡ଼ାନ୍ତ ହୋଇପାରି ନ ଥିବାରୁ ଓଡ଼ିଶା ଓ ଛତିଶଗଡ଼ ନ୍ୟାୟାଧିକରଣ ୫ ସପ୍ତାହର ସମୟ ମାଗିଥିଲେ। ତେବେ ନ୍ୟାୟାଧିକରଣ ପକ୍ଷରୁ ୪ ସପ୍ତାହର ସମୟ ଦିଆଯାଇଛି । ଆସନ୍ତା ୧୬ ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଶାଣି ହେବ।

Comments are closed.