କୁଶାସିଙ୍ଗା ବିଜୁସେତୁ ଆପ୍ରୋଚ ରାସ୍ତାରେ ଘାଇ
ହରଭଙ୍ଗା : ହରଭଙ୍ଗା -କୁଶଙ୍ଗ ଜଗନ୍ନାଥ ସଡ଼କ ରାସ୍ତା ଉପରେ ଥିବା କୁଶାସିଙ୍ଗା ବିଜୁସେତୁ ପୋଲର ଆପରୋଚ ରାସ୍ତାରେ ଲଗାଣ ବର୍ଷା ପ୍ରଭାବରେ ବଡ଼ଧରଣର ଘାଇ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଗମନା ଗମନ କରୁଥିବାରୁ ତୁରନ୍ତ ଘାଇ ମରାମତି ପାଇଁ ସାଧାରଣରେ ଦାବୀ ହେଉଛି।
Comments are closed.