www.samajalive.in
Sunday, December 7, 2025
23.1 C
Bhubaneswar

ଶନିବାର ଘରକୁ କିଣି ଆଣନ୍ତୁ ନାହିଁ; ନଚେତ୍‌..

ନୂଆବର୍ଷ ୨୦୨୫ର ଆଗମନ ହୋଇସାରିଛି। ନୂଆବର୍ଷର ପ୍ରଥମ ଶନିବାର ହେଉଛି ଜାନୁଆରୀ ୪ ତାରିଖ। ଏହି ପ୍ରଥମ ଶନିବାରରେ କିଛି ଜିନିଷ କିଣିବାକୁ ବାରଣ କରାଯାଇଛି । ଜାଣନ୍ତୁ..
ଶନିବାର ଦିନ ଘରକୁ ଲୁହା ଜିନିଷ କିଣି ଆଣନ୍ତୁ ନାହିଁ। ଏହି ବାରରେ ଲୁହା କିଣିବା ଅଶୁଭ ବୋଲି କୁହାଯାଏ। ଏହାଦ୍ୱାରା ପରିବାରରେ ଅଶାନ୍ତି, ଶରୀର ରୋଗଗ୍ରସ୍ତ ରହିଥାଏ।
ଏହି ଦିନ ସୋରିଷ ତେଲ ମଧ୍ୟ କିଣନ୍ତୁ ନାହିଁ। ମାତ୍ର ଦାନ ଦେଇପାରିବେ ।

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

- Advertisement -

ଶନିବାର ଦିନ ଲୁଣ କିଣନ୍ତୁ ନାହିଁ । ଏହି ଦିନ ଲୁଣ କିଣିବା ଦ୍ୱାରା ଆର୍ଥିକ ସମସ୍ୟା ଓ ଧନ ଅଭାବ ଲାଗି ରହିଥାଏ ।
ଏହି ଦିନ କୌଣସି ଧାରୁଆ ଜିନିଷ ଯେପରି ଛୁରୀ, କଇଁଚି କିଣନ୍ତୁ ନାହିଁ ।
ଚମଡା ଜାତୀୟ ଜିନିଷ ବେଲ୍ଟ, ପର୍ସ, ଜୋତା କିଣନ୍ତୁ ନାହିଁ ।
ଏହି ଦିନ ତୁଳସୀ, ଦୁବ, ବେଲପତ୍ର ତୋଳନ୍ତୁ ନାହିଁ । ଏହାଦ୍ୱାରା ଶନି ଦେବ କ୍ରୋଧ କରି ଥାନ୍ତି ।
ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories