www.samajalive.in
Monday, December 15, 2025
26.1 C
Bhubaneswar

ଏକାଠି ହେବେ ସୂର୍ଯ୍ୟ-ଶନି, ହେବ ମହାସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ମିଳିବ ଧନ, କିଣିବେ ଜମି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ୨୦୨୫ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଖୁବ୍‌ ଖାସ୍‌ । ବର୍ଷ ୨୦୨୫ରେ ଶନି ଓ ସୂର୍ଯ୍ୟ ଏକାଠି ହେବାକୁ ଯାଉଛନ୍ତି । ଏହାଦ୍ୱାରା ଏକ ମହାସଂଯୋଗ ହେବାକୁ ଯାଉଛି । ୨୯ ମାର୍ଚ୍ଚରେ ଶନିଦେବ ରାଶି ପରିବର୍ତ୍ତନ କରିବେ । ଏହି ଦିନ ଶନି ଚଳନ କରିବା ସହ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ । ଶନିଙ୍କ ରାଶି ପରିବର୍ତ୍ତନ ଓ ସୂର୍ଯ୍ୟପରାଗ ଗୋଟିଏ ଦିନ ପଡିଥିବାରୁ ଏକ ବିଶେଷ ସଂଯୋଗ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିବା ସହ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମିଥୁନ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ଶନି ଦେବଙ୍କ ବିଶେଷ କୃପା ମିଳିବ । ଅନେକ କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନରୁ ଅଟକି ଥିବା କାମ ପୂରଣ ହେବ । ସକରାତ୍ମକ ପରିବର୍ତ୍ତନ ହେବ । ଭବନ, ଯାନ ଓ ଭୂମି କିଣିବାର ଯୋଗ ରହିଛି ।

- Advertisement -

ତୁଳା – ଏହି ରାଶି ବ୍ୟକ୍ତି ବିଶେଷଙ୍କ ଖୁବ୍‌ ଖାସ୍‌ ସୂର୍ଯ୍ୟ ଓ ଶନିଙ୍କ ଚଳନ । ଭାଗ୍ୟର ସାଥ୍‌ ମିଳିବ । ନୂଆ କାମ ଆରମ୍ଭ କରିବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ଧନ ଲାଭର ଯୋଗ ସହ ଆର୍ଥିକ ଉନ୍ନତି ହେବ ।

ମକର ସଂକ୍ରାନ୍ତି: ବାସ୍‌ ଏହି ଜିନିଷ ଦାନ କଲେ, ମିଳିବ ସୂର୍ଯ୍ୟ-ଶନିଙ୍କ କୃପା, ବର୍ଷଯାକ ଧନ, ଗ୍ରହ ଦୋଷ, ରୋଗରୁ ମୁକ୍ତି..

ଧନୁ – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଖୁବ୍‌ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ବଡ ଯୋଜନା କରି ସଫଳତା ପାଇବେ । ଆମଦାନୀ ବୃଦ୍ଧି ହେବ । ସମ୍ପର୍କରେ ଥିବା ତିକ୍ତତା ଦୂର ହେବ । ସନ୍ତାନ ପ୍ରାପ୍ତିର ଯୋଗ ରହିଛି । କର୍ମକ୍ଷେତ୍ରରେ ଉନ୍ନତି ହେବ ।

ମୀନ – ସୂର୍ଯ୍ୟ ଗ୍ରହଣ ଓ ଶନିଙ୍କ ଚଳନର ସଂଯୋଗ ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଙ୍କର । ଆମଦାନୀରେ ବୃଦ୍ଧି ହେବ । ଚାକିରିରେ ଥିବା ସମସ୍ୟା ଦୂର ହେବ । ପଦନ୍ନୋତିର ଯୋଗ ରହିଛି । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଭୂମି କିଣିବାର ଯୋଗ ରହିଛି ।

 

 

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories