ଉତ୍କଳର କଳା, ସଂସ୍କୃତି ଓଐତିହ୍ୟ ବିଶ୍ୱରେ ଅନନ୍ୟ

ଭୁବନେଶ୍ୱର: ସାଂସ୍କୃତିକ ଓ ବୌଦ୍ଧିକ ଅନୁଷ୍ଠାନ ନମାମୀ ମନ୍ଦାକିନୀ, ଓଡ଼ିଶା ନାଗରିକ ମହାମଞ୍ଚ, ସଂସ୍କୃତି ବିଭାଗ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଓଡ଼ିଆ ନବବର୍ଷ,…
Read More...

ଭୀମ ଆର୍ମି ଓ ବଜରଙ୍ଗ ଦଳର ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ:  ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷରେ ଅତାବିରାରେ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି  ଆମ୍ବେଦକର ଜୟନ୍ତୀ ଓ ହନୁମାନ ଜୟନ୍ତୀ । ଏଥିପାଇଁ ପୂର୍ବରୁ ଗଠିତ  ଶାନ୍ତି କମିଟି…
Read More...

ପଞ୍ଚମୁଖୀ ହନୁମାନ ମନ୍ଦିରରେ ଜୟନ୍ତୀ, ବାଡି ଓ ଗଦା ଖେଳ ପ୍ରଦର୍ଶିତ

ସମ୍ବଲପୁର: ସ୍ଥାନୀୟ ମ୍ୟୁନିସିପାଲିଟି ଛକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରେ ହର୍ଷ ଉଲ୍ଲାସରେ ହନୁମାନ ଜୟନ୍ତୀ ରବିବାର ପାଳିତ ହୋଇଯାଇଛି। ସକାଳୁ ନିର୍ଦ୍ଧାରିତ ସମୟରେ ପହଡ ଖୋଲାଯିବା ସହିତ ମଙ୍ଗଳ ଆଳତି…
Read More...

ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ

ପଦ୍ମପୁର: ଭାରତ ଇତିହାସରେ ଆଜିର ଦିନରେ ବଡ ବିଶେଷତ୍ୱ ରହିଛି। ଆଜିର ଦିନରେ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି l ଭିନ୍ନ ଭିନ୍ନ ଜାତିର ଲୋକ  ଭିନ୍ନ ପ୍ରକାର ପାଳନ କରନ୍ତି ଓଡ଼ିଆଙ୍କ ନବ ବର୍ଷ।ହିନ୍ଦୁଙ୍କ ଯୁଗାଦ୍ଧ…
Read More...

ହନୁମାନ ଚାଳିଶା ପଠନ ସହ ୧୦୦୮ ଦ୍ବୀପ ଜାଳିଲେ ଶ୍ରଦ୍ଧାଳୁ

ବାଉଁଶୁଣି :ବାଉଁଶୁଣି ଅଞ୍ଚଳରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି  ପାଳିତ ହୋଇଯାଇଛି। ବିଶେଷ କରି ବୌଦ୍ଧ ବ୍ଲକ୍ ବାଉଁଶୁଣି ଛକ ସ୍ଥିତ ହନୁମାନ ମନ୍ଦିର ଠାରେ ମହା ଆଡ଼ମ୍ବରରେ ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ…
Read More...

ଚୌଦ୍ୱାରରେ ଆମ୍ବେଦକରଙ୍କ ଜୟନ୍ତୀ

ଚୌଦ୍ୱାର: ଭାରତୀୟ ଜନତା ପାର୍ଟିର ଚୌଦ୍ୱାର ମଣ୍ଡଳ ତରଫରୁ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ବି.ଆର. ଆମ୍ବେଦକରଙ୍କ ୧୩୩ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ଦଳର କଟକ ଜିଲା ସମ୍ପାଦକ ବୈରାଗୀ ଚରଣ ପ୍ରଧାନଙ୍କ…
Read More...

ନୂଆ ଭୋଟରଙ୍କ ପାଇଁ ସଚେତନତା ଓ ସଂକଳ୍ପ ପାଠ

ଆଠଗଡ: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନରେ କିପରି ଅଧିକରୁ ଅଧିକ ଭୋଟର ବୁଥକୁ ଆସି ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ ସେଥିପାଇଁ ବ୍ୟାପକ ସଚେତନା ସୃଷ୍ଟି କରିବା ପାଇଁ ଭାରତର ନିର୍ବାଚନ ଆୟୁକ୍ତ ନିର୍ଦ୍ଦେଶ…
Read More...

ଜୟଶ୍ରୀରାମ ଧ୍ୱନୀରେ କମ୍ପିଲା ବୌଦ୍ଧ ସହର

ବୌଦ୍ଧ : ବୌଦ୍ଧରେ ବଜରଙ୍ଗ ଦଳ ପକ୍ଷରୁ ରବିବାର ଦିନ ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି।  ଜିଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ସକାଳେ  ସହରର ମହାନଦୀ ଗର୍ଭରେ ଥିବା ସିଦ୍ଧ ହନୁମାନ…
Read More...

ପରମ୍ପରା ଓ ସଂସ୍କୃତିକୁ ବଜାୟ ଦଣ୍ଡଯାତ୍ରା

ବୌଦ୍ଧ : ଚୈତ୍ର ମାସରେ ବୌଦ୍ଧ ଜିଲାରେ ଏକ ମୁଖ୍ୟ ପର୍ବ ହେଲା ଦଣ୍ଡ ପର୍ବ। ଏହି ଦଣ୍ଡ ପର୍ବ ପବିତ୍ର ମହା ବିଷୁବ ସଂକ୍ରାନ୍ତିରେ ସାରା ଜିଲାରେ  ଆନନ୍ଦ ଉହ୍ଲାସରେ ସଂପନ୍ନ ହୋଇଛି । ଜିଲାରେ ବିଭିନ୍ନ ପର୍ବପର୍ବାଣୀ…
Read More...

ମା’ ଦକ୍ଷିଣ ଚଣ୍ଡୀ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା, ମଧ୍ୟାହ୍ନରେ ଲାଗି ହେଲା ଶଙ୍ଖୁଡ଼ି ଭୋଗ

ଆଠଗଡ:  ଆଠଗଡ ଏନଏସି ଅନ୍ତର୍ଗତ କନ୍ତୋଲସ୍ଥିତ ଆରାଧ୍ୟା ଦେବୀ ମା ଦକ୍ଷିଣ ଚଣ୍ଡୀଙ୍କ ପୀଠରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାଜାରାଜୁଡା ଅମଳରୁ ଚାଲିଆସିଥିବା…
Read More...

ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ, ପୋଖରୀବନ୍ଧ ହନୁମାନ ବାଟିକା ଠାରେ ପଞ୍ଚ ହାଣ୍ଡି ପଣା 

ଲାଞ୍ଜିଗଡ଼:  ଲାଞ୍ଜିଗଡ ବ୍ଲକ ପୋଖରିବନ୍ଧ ହନୁମାନ ବାଟିକା ପରିସର ଠାରେ ମାଁ ହିରାନୀଲା ଷ୍ଟୋନ କ୍ରୋଶର ତରଫରୁ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଉପଲକ୍ଷେ ପଞ୍ଚ ହାଣ୍ଡି ପଣା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ…
Read More...

ଚବିଶ ପ୍ରହରୀ ନାମଯଜ୍ଞ ପାଇଁ ଶତାଧିକ ମହିଳାଙ୍କ କଳସ ଶୋଭାଯାତ୍ରା

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ବୁଗୁବୁଗା ପଞ୍ଚାୟତ ଅନ୍ତର୍ଗତ ଭୁତଟିକ୍ରାରେ ଚବିଶ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ନଳିଆରୁ କଳସ ଆବାହନ କରି ଯଜ୍ଞ ମଣ୍ଡପ ପର୍ଯ୍ୟନ୍ତ କଳସ ଯାତ୍ରା ହୋଇଥିଲା।…
Read More...

ଶେଷ ହେଲା କଳାପଥର ଝାମୁଁ ଯାତ୍ରା: ନିଆଁରେ ଚାଲିଲେ ଦଣ୍ଡୁଆ 

କଳାପଥର (ବାଙ୍କୀ ):କଳାପଥର ଗ୍ରାମର ବଡ଼ ସାହିସ୍ଥ ରାଧାମୋହନ ବିଜେ ପରିସରରେ ପଣା ସଂକ୍ରାନ୍ତି ଉପଲକ୍ଷେ ମା' କାଲିକା ଝାମୁଁ ଅନୁଷ୍ଠିତ ହୋଇଥିଲା। ରାତ୍ରିରେ ମା 'ମଙ୍ଗଳା ଙ୍କ ଝାମୁଁ ମୁଖ୍ୟ ବଜାରରେ କାଳେଶୀମାନେ…
Read More...

ଓଡ଼ିଶାର ଗ୍ରାମାଞ୍ଚଳରେ ୨୩.୮୯ ଲକ୍ଷ ପରିବାର ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନ୍ଦରଗଡ ଜିଲାରେ ପ୍ରଶାସନ ନଶୁଣିବାରୁ ଗ୍ରାମବାସୀ ନିଜେ ରାସ୍ତା ନିର୍ମାଣ କରିବା ଖବର ଏବଂ କେନ୍ଦ୍ରାପଡାରେ ପାଣି ନାହିଁ ତ ଭୋଟ ନାହିଁ ଶୀର୍ଷକ ପୃଥକ ଖବର ନେଇ…
Read More...

ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଥିଲେ ସାମାଜିକ ନ୍ୟାୟ ଆନ୍ଦୋଳନର ଅନନ୍ୟ ରୂପକାର

ଭୁବନେଶ୍ୱର: ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ସ୍ୱତନ୍ତ୍ରତା, ସମତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ନିର୍ମାଣ କରିବା ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲ। ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ…
Read More...

ପଦ୍ମପୁରରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ

ପଦ୍ମପୁର : ଭାରତ ଇତିହାସରେ ଆଜିର ଦିନରେ ବଡ ବିଶେଷତ୍ୱ ରହିଛି । ଆଜିର ଦିନରେ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି।  ଭିନ୍ନ ଭିନ୍ନ ଜାତିର ଲୋକ ଭିନ୍ନ ପ୍ରକାର ପାଳନ କରନ୍ତି ଓଡ଼ିଆଙ୍କ ନବ ବର୍ଷ।ହିନ୍ଦୁଙ୍କ…
Read More...

ଲୋକାର୍ପିତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ନିର୍ଣ୍ଣୟ’ର ଅଡିଓ, ୨୬ ଏପ୍ରିଲରେ ଶୁଭମୁକ୍ତି

ଭୁବନେଶ୍ବର:ଶ୍ରଦ୍ଧା ସବୁରୀ ପ୍ରଡ଼କସନ ର ପ୍ରଥମ ଅବଦାନ ଚଳଚ୍ଚିତ୍ର ‘ନିର୍ଣ୍ଣୟ’ର ଅଡିଓ ଲୋକାର୍ପଣ ହୋଇଛି। ବର୍ତ୍ତମାନ ଜମାନାରେ ବିଭିନ୍ନ ମୌଳିକ କାହାଣୀ କୁ ନେଇ ଚିତ୍ର ନିର୍ମାଣ ଟ୍ରେଣ୍ଡ ଚାଲିଥିବା ବେଳେ…
Read More...

ଗୋପାଳପୁର ବେଳାଭୂମିରେ‌ ବଢୁଛି ପର୍ଯ୍ୟଟକଙ୍କ ମୋବାଇଲ ଚୋରି

ଗୋପାଳପୁର: ଓଡ଼ିଶାର ପ୍ରମୁଖ ବେଳାଭୂମି ପର୍ଯଟନ ସ୍ଥଳ ମଧ୍ୟରୁ ଗୋପାଳପୁର ବେଳାଭୂମି ଏକ ଅନନ୍ୟ ପର୍ଯଟନ ସ୍ଥଳ। ପ୍ରତିଦିନ ଦେଶବିଦେଶ  ପର୍ଯ୍ୟଟକଙ୍କ ସହ ଓଡ଼ିଶାର ବିଭିନ୍ନ ଜିଲାର ପର୍ଯ୍ୟଟକଙ୍କ ଭିଡ ଏଠାରେ ଜମିଥାଏ।…
Read More...

ଜିଲା ପ୍ରଶାସନ ପକ୍ଷରୁ ଦେଓମାଳି ଶିଖରରେ ଭୋଟର ସଚେତନତା ଅଭିଯାନ

ପଟାଙ୍ଗି: ଗଣତନ୍ତ୍ରର ମହାବର୍ବ ନିର୍ବାଚନ ପରିପ୍ରେକ୍ଷୀରେ ଅଧିକରୁ ଅଧିକ ସଂଖ୍ୟକ  ଭୋଟ ର ସାମିଲ ହୋଇ ନିଜର ମତ ସାବ୍ୟସ୍ତ କରିବା ପାଇଁ କୋରାପୁଟ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଭି କିର୍ତ୍ତୀଭାସନ ସମସ୍ତଙ୍କୁ…
Read More...

ବାବା ସାହେବ ଭାରତରତ୍ନ ଡଃ ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଲକ୍ଷ୍ମୀପୁର:ଲକ୍ଷ୍ମୀପୁର ସଦର  ମହକୁମାରେ  ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।…
Read More...

କଖଡିରେ ଝାମୁ ଯାତ୍ରା

ଗୁରୁଡିଝାଟିଆ: ଟାଙ୍ଗି-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ଘାଟକୂଳ ଠାରେ ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଝାମୁଯାତ୍ରା ଅନୁଷ୍ଠିତ ହୋଇଛି। ବ୍ରଚାଚାରୀମାନେ ଶୁଦ୍ଧପୂତ…
Read More...

ଓକେଏସ ଗ୍ରାମ ପକ୍ଷରୁ ମହାବୀର ଜୟନ୍ତୀ

ଗୁରୁଡିଝାଟିଆ: ଆଠଗଡ ବ୍ଲକ ଅନ୍ତର୍ଗତ ଓରନ୍ଦା, କପୁରସିଂହ ଓ ସୀତାରାମପୁର ଗ୍ରାମ ପକ୍ଷରୁ ୫୫ନଂ ଜାତୀୟ ରାଜପଥ ନିକଟରେ ଅଧିଷ୍ଠିତ ମହାବୀରଙ୍କ ପୂଜାଉତ୍ସବ ତଥା ଜୟନ୍ତୀ ଶାସ୍ତ୍ରୀୟ ବିଧିମୁତାବକ ପାଳନ କରାଯାଇଛି।…
Read More...

ଆରତୀ କାରଖାନାରେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟଣା: ପରିବାରର ଜଣଙ୍କୁ ମିଳିବ ଚାକିରି, ୨୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା

ଗୁରୁଡିଝାଟିଆ: ଆରତୀ କାରଖାନାରେ କାର୍ଯ୍ୟରତ ଥିବା ସମୟରେ ଗତକାଲି ଠିକା ଶ୍ରମିକ ସନାତନ ପାଢି(୫୫)ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବା ସହ ୨୧ ଲକ୍ଷ ଟଙ୍କାର ଆର୍ଥିକ…
Read More...

ବୌଦ୍ଧ ଜିଲା: ୧୯୬୦ଶହ ହେକ୍ଟର ଚାଷ ଜମିରେ ହେବ ରବିଧାନ ଚାଷ

ବୌଦ୍ଧ : ବୌଦ୍ଧ ଏକ କୃିଷି ପ୍ରଧାନ ଜିଲା ହୋଇଥିବା ବେଳେ ଜିଲାରେ ପ୍ରାୟ ଅଶି ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଶିଳ୍ପ ବିହିନ ଏହି ଜିଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ…
Read More...

କୁଶାସରୁ ପାହାଡ଼ରେ ହନୁମାନ ଜୟନ୍ତୀ, ଆକର୍ଷଣ ସାଜିଛି ଚନ୍ଦନ ବନ ସହ ୨୪ ଫୁଟ ଉଚ୍ଚତା ହନୁମାନ ମୂର୍ତ୍ତି

ଫୁଲବାଣୀ : କନ୍ଧମାଳ ଜିଲା କୁଶାସରୁ ପାହାଡ଼ ଉପରେ ହନୁମାନ ମନ୍ଦିର ରେ ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଅତି ଧୁମ ଧାମରେ ପାଳିତ ହୋଇଛି। ଏହି କୁଶାସରୁ ପାହାଡ଼ର ଏକ ବିଶେଷତ୍ୱ ହେଉଛି ପୂର୍ବରୁ…
Read More...

ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ପାଳିତ

କେନ୍ଦୁଝରଗଡ଼ : କେନ୍ଦୁଝର ସହର ମଣ୍ଡୁଆ ନିକଟସ୍ଥ ବଡଡେରା ତାରିଣୀ ମନ୍ଦିର ପୀଠରେ ୩୫ତମ ମହାବିଷୁବ ସଂକ୍ରାନ୍ତି ଓ ପଣାସଂକ୍ରାନ୍ତି ରବିବାର ପାଳିତ ହୋଇଯାଇଛି। ଭୋରରୁ ମା’ଙ୍କ ଯଥାରୀତି ପୂଜାର୍ଚ୍ଚନା ପରେ ମାରୱାଡି…
Read More...

ସୁନାବେଶରେ ମା’ଙ୍କ ଦର୍ଶନ ପାଇ ଭକ୍ତ ଅଭିଭୂତ

କେନ୍ଦୁଝରଗଡ଼ : ଘଟଗାଁସ୍ଥିତ ମା’ତାରିଣୀ ପୀଠରେ ମା’ଙ୍କ ୮୯ତମ ଚଇତିପର୍ବର ଷଷ୍ଠଦିନରେ ରବିବାର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଧୂମଧାମରେ ପାଳିତ ହୋଇଛି। ଚଳିତମାସ ୯ ତାରିଖରୁ ମା’ଙ୍କ ପ୍ରସିଦ୍ଧ ଚଇତିପର୍ବ…
Read More...

୧୩୧ ତମ ଆମ୍ବେଦକର ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର:  ରାୟଗଡା ଜିଲା କଲ୍ୟାଣସିଂ ହପୁର ବ୍ଲକ ଶିକରପାଇ ପଞ୍ଚାୟତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଡ଼.ବାବା ସାହେବ  ଆମ୍ବେଦକରଙ୍କ ଫୋଟ ଅନୁସୂଚିତ ଜାତି  ତରଫରୁ ୧୩୩ତମ ଆମ୍ବେଦକର ଜୟନ୍ତୀ…
Read More...

ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ହନୁମାନ ମନ୍ଦିର ଠାରେ ପବିତ୍ର ହନୁମାନ ଜୟନ୍ତୀ, ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂ କ୍ରାନ୍ତି ମହା ସମାରୋହରେ…
Read More...

୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’

ମାଲକାନଗିରି: କାଳିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା। ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’। ନିଶାଶକ୍ତ ଅବସ୍ଥାରେ ମହିଳା ଜଣକ ପିଟିପିଟି ମାରିଥିବା ଅଭିଯୋଗ ହୋଇଛି। ଶିଶୁଙ୍କ ବାପାଙ୍କ ଅଭିଯୋଗ…
Read More...

ରେଳ ଧକ୍କାରେ ଯୁବକଙ୍କ ମୃତ

ସମ୍ବଲପୁର: ସମ୍ବଲପୁର ଜିଆରପି ଅର୍ନ୍ତଗତ ରେଙ୍ଗାଲି ଷ୍ଟେସନରୁ ଲପଙ୍ଗା ଷ୍ଟେସନ ମଧ୍ୟରେ ଜଣେ ଯୁବକ ରେଳଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ଜିଆରପିର ସୂଚନାନୁଯାୟୀ, ଝାରସୁଗୁଡା ଜିିଲା ବଡମାଳ ପତ୍ରାପାଲି ନିବାସୀ…
Read More...

ରାସ୍ତାକଡ଼କୁ ଓଲଟି ପଡ଼ିଲା ଟ୍ରାକ୍ଟର, ଜଣେ ମୃତ

 ଠାକୁରମୁଣ୍ଡା: ଚାଉଳ ନେଇ ଟ୍ରାକ୍ଟର ରେ ଘରକୁ  ଫେରୁଥିବା ବେଳେ ରାସ୍ତା କଡକୁ ଓଲଟି ପଡ଼ିଲା ଟ୍ରାକ୍ଟର। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ମୟୂରଭଞ୍ଜ…
Read More...

କୋରଙ୍ଗାରେ  ଅବକାରୀ ଚଢାଉ: ୭୭୦୦ ଲିଟର ମଦ ଓ ୮୬୮୦ ଲିଟର ପୋଚ ଜବତ

ଆଠଗଡ: ନିର୍ବାଚନ ସମୟରେ ମଦ ସମେତ ଅନ୍ୟ ନିଶା କାରବାରକୁ ଳୋକିବାକୁ ଅବକାରୀ ଆୟୁକ୍ତଙ୍କ ନିର୍ଦେଶ ପରିପ୍ରେକ୍ଷୀରେ ଆଠଗଡ ଓ ତିଗିରିଆ ଅଞ୍ଚଳରେ ନିୟମିତ ଚଢାଉ ଜାରି ରହିଛି । ତେବେ ଯେତେ ଚଢାଉ ଏବଂ ମଦ ଓ ପୋଚ ଜବତ ହେଲେ…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଣ୍ଡଗୋଳ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ ବଡ଼ଭୂଇଁ  ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଶନିବାର ପାଟିତୁଣ୍ଡ ପରେ ଟାଙ୍ଗିଆରେ ଆକ୍ରମଣ ଭଳି  ଘଟଣା ଘଟିଛି । ଏଥିରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଗୁରୁତର ଆହତ…
Read More...

କେନ୍ଦୁପଲ୍ଲୀ ଦୁଲଣା  ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା, ସମ୍ବଲପୁରୀ ନୃତ୍ୟରେ ଜୁମିଲେ ଦର୍ଶକ 

କଳାପଥର (ବାଙ୍କୀ):କେନ୍ଦୁପଲ୍ଲୀ ଦୁଲଣା  ମହୋତ୍ସବ ର  ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବିଶିଷ୍ଠ ସାହିତ୍ୟିକ କୌଶିକ ନାୟକ  ମୁଖ୍ୟଅତିଥି ଭାବେ  ଯୋଗଦେଇ  କହିଲେ ଯେ କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା  ଅବସରରେ …
Read More...

ଗର୍ଭବତୀଙ୍କ ଆସ୍ଥାଭାଜନ ହୋଇପାରିଛି କଟ୍ରିଙ୍ଗିଆ ମାତୃଗୃହ

ଫୁଲବାଣୀ:ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରୋକିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା କାର୍ୟ୍ୟକାରୀ କରି ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଦ୍ୱାରା ଶେବା ଯୋଗାଇବା ପାଇଁ ଚେଷ୍ଟା ଜାରିରଖିଥିବା ବେଳେ ଓଡ଼ିଶାରେ…
Read More...

ଅତାବିରାରେ ବିଜେଡିର ନିର୍ବାଚନୀ ପ୍ରଚାର ଆରମ୍ଭ   

ରେଙ୍ଗାଲିକ୍ୟାମ୍ପ: ପାଖେଇ  ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନୀ କ୍ଷେତ୍ରରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା ପରେ ପ୍ରଚାରରେ ଲାଗି ପଡିଛନ୍ତି ନେତା। ସରଗରମ ହୋଇ ଉଠିଛି  ରାଜନୀତି…
Read More...

୫ ବର୍ଷ ପରେ ଫୁଟିଲା ବ୍ରହ୍ମ କମଳ

ବାଉଁଶୁଣି:ଦୀର୍ଘ ୫ ବର୍ଷ ପ୍ରତୀକ୍ଷାର ଅନ୍ତପରେ ବାଡ଼ିରେ ଫୁଟିଲା ବ୍ରହ୍ମ କମଳ ଫୁଲ। ଯାହାକୁ ନେଇ ବୌଦ୍ଧ ବ୍ଲକ ଯମଘାଟି ଗ୍ରାମର ମୁକେଶ ଅଗ୍ରୱାଲଙ୍କ ଘରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ସୃଷ୍ଟି ହୋଇଥିଲା ଭକ୍ତିମୟ…
Read More...

ବୌଦ୍ଧ ଜିଲାରେ ୧୯୬୦ଶହ ହେକ୍ଟର ଚାଷ ଜମିରେ ରବିଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି

ବୌଦ୍ଧ : ବୌଦ୍ଧ ଏକ କୃିଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲାରେ ପ୍ରାୟ ଅଶି ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଶିଳ୍ପ ବିହିନ ଏହି ଜିଲ୍ଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା…
Read More...

କଂଗ୍ରେସର ଲୋକସଭା ପ୍ରାର୍ଥୀ ଘୋଷଣା, ବାଲେଶ୍ବରରୁ ଲଢ଼ିବେ ଶ୍ରୀକାନ୍ତ ଜେନା

ନୂଆଦିଲ୍ଲୀ: ଓଡ଼ିଶାର ୯ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ବାଲେଶ୍ବରରୁ ଲଢ଼ିବେ ଶ୍ରୀକାନ୍ତ ଜେନା। ବାଲେଶ୍ବରରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାର ଏବଂ ବିଜେପିରୁ ପ୍ରତାପ ଚନ୍ଦ୍ର…
Read More...

ବୌଦ୍ଧା ଜିଲା: ବର୍ଷକରେ ୧୧ ହଜାର କୁଇଣ୍ଟାଲ ଗଞ୍ଜେଇ ଜବତ, ୪୧ ଜଣ ଅଭିଯୁକ୍ତଙ୍କୁ ଗିରଫ

ବୌଦ୍ଧ : ବୌଦ୍ଧଜିଲା ବେଆଇନ ଗଞ୍ଜେଇ ଚାଷକୁ ନେଇ ରାଜ୍ୟରେ ଯେତେ ବଦନାମ ହେବାରେ ଲାଗିଛି ଜିଲାରେ ଅପରାଧିକ କାର୍ଯ୍ୟକଳାପ ସେତେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଛୋଟ ଜିଲାରେ ବେଆଇନ ନିଶା କାରବାର ଠାରୁ…
Read More...

ସୃଜନଶୀଳ ସାହିତ୍ୟ ପତ୍ରିକା ‘ବିଭାବନା’ର ବିଷୁବ ସଂଖ୍ୟା ଉନ୍ମୋଚିତ

ଢେଙ୍କାନାଳ ସଦର: ସୃଜନଶୀଳ ସାହିତ୍ୟ ପତ୍ରିକା ‘ବିଭାବନା’ର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଯାଇଛି। ରେଣୁବାଳା ସ୍ମୃତି ସଂସଦ ଓ ବିଭାବନା ତରଫରୁ ସ୍ଥାନୀୟ ଲେଖକ ଭବନ ଠାରେ କବି ବାହାଦୂର ପାଟ୍ଟସାହାଣୀଙ୍କ ଅଧ୍ୟକ୍ଷତାରେ…
Read More...

ସିରିଜ ବାଇକ ଚୋରି: ୩ ନାବାଳକ ସହ ୭ ଗିରଫ, ୧୬ ବାଇକ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା​ ସହରର ଟାଉନ ଥାନା ଓ ସଦର ଥାନାଞ୍ଚଳରୁ ସିରିଜ୍ ବାଇକ ଚୋରି ମାମଲାରେ ପୁଲିସ ୩ ନାବାଳକଙ୍କ ସହ ୭ଜଣଙ୍କୁ ଗିରଫ କରିିଛି। ସେମାନଙ୍କ ନିକଟରୁ ୧୬ଟି ଚୋରି ବାଇକ ଉଦ୍ଧାର କରାଯାଇଛି। ଏଥିରୁ…
Read More...

ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଚୌଦ୍ୱାର: ସାମାନ୍ୟ କଥାକୁ ନେଇ ଚୌଦ୍ୱାର ମୁସଲିମ ସାହିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ସହିତ ଗାଡ଼ି ମଟର ଭଙ୍ଗାରୁଜା ହୋଇଥିବା ଜଣା ପଡ଼ିଛି । ପରିସ୍ଥିତିକୁ ଦେଖି ଚୌଦ୍ୱାର ପୁଲିସ ତରଫରୁ ସାହିର ବିଭିନ୍ନ…
Read More...

ଉତ୍କଳ କନିକା ଗ୍ୟାଲେରିଆକୁ ଶ୍ରେଷ୍ଠ ରିଟେଲ୍ ପ୍ରୋଜେକ୍ଟ ଆୱାର୍ଡ଼

ଭୁବନେଶ୍ୱର : ପୂର୍ବାଞ୍ଚଳ ମଲ୍ ଭିତରେ ଭୁବନେଶ୍ୱର କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍ ଭିନ୍ନ ସ୍ଥାନ ଅଧିକାର କରିଛି। କୋଲକାତାରେ ଅନୁଷ୍ଠିତ ୧୪ତମ ସିଏନ୍ବିସି ଆୱାଜ୍ ରିୟଲ ଇଷ୍ଟେଟ୍ ଆୱାର୍ଡ଼ସ ସୋରେ…
Read More...

ଋଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନରୁ ଟ୍ରଲର ସହ ମାଛ ଜବତ, ୧୦ମତ୍ସ୍ୟଜୀବୀ ଅଟକ 

ଗଞ୍ଜାମ : ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ରଅଞ୍ଚଳ  ନୋ ଫିସଙ୍ଗ ଜୋନରୁ ବେଆଇନ ଭାବେ ମାଛ ମାରୁଥିବା  ପାରାଦୀପ ଟ୍ରଲର ଜବତ କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ସେଥିରେ ଥିବା ୯୭୯…
Read More...

ସହାୟିକା ଭରସାରେ ଚାଲିଛି ୨ଟି ଅଙ୍ଗନବାଡ଼ି କେନ୍ଦ୍ର।

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ବ୍ଳକ ତ୍ରିଲୋଚନପୁର ପଞ୍ଚାୟତରେ ରହିଛି ୫ଟି ଅଙ୍ଗନବାଡ଼ି କେନ୍ଦ୍ର।ସେଥିରୁ ୨ଟି କେନ୍ଦ୍ର ବନ୍ଦ ରହିଥିବା ବେଳେ ଠିକାଦାର କବଜାରେ ୧ ରହିଛି। ଅନ୍ୟ ଦୁଇଟି କେନ୍ଦ୍ର ସହାୟିକା ଖୋଲି ଥିବା…
Read More...

ସାରା ଦେଶରେ ବିଏସକେୱାଇ ଏକ ଶ୍ରେଷ୍ଠ ଯୋଜନା

ସମ୍ବଲପୁର (ସିଟି):  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)କୁ ବନ୍ଦ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଷଡଯନ୍ତ୍ର କରୁଛନ୍ତି ବୋଲି…
Read More...

ରାଧାକାନ୍ତ ପଣ୍ଡା, ବିଜୟାନନ୍ଦ ସିଂହ ଓ ପରିକ୍ଷୀତ ପାତ୍ର ପାଇବେ ସମ୍ମାନଜନକ ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ 

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ନୂତନ ଓଡ଼ିଶାର ପ୍ରକୃତ ବିନ୍ଧାଣୀ ପ୍ରଜ୍ଞାପୁରୁଷ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ମ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ ପାଳନ ପାଇଁ…
Read More...

ଚାଷୀ ଭୋଟରେ ଚାଷୀ ବିରୋଧୀଙ୍କୁ ପରାସ୍ତ କର

ତିର୍ତ୍ତୋଲ : ଚାଷୀ ଭୋଟରେ ଚାଷୀ ବିରୋଧୀଙ୍କୁ ପରାସ୍ତ କର । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୈଠକରେ ଯୋଗଦେଇ ଏହି ଆହ୍ବାନ ଦେଇଛନ୍ତି ନବନିର୍ମାଣ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ। ରାଜ୍ୟ ସହସଂଯୋଜକ…
Read More...

ଧରାପଡ଼ିଲେ ୧୧ ଲୁଟେରା

କେନ୍ଦୁଝର: ଡକାୟତି ଯୋଜନାବେଳେ ନାବାଳକ ସମେତ ୧୧ଜଣଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି। ଝୁମ୍ପୁରା ଥାନା କଟଲପଶି-ଧାଟିକା ରାସ୍ତାରେ ଲୁଟ ଉଦ୍ୟମବେଳେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ପୁଲିସ…
Read More...

କୁଇ ସମାଜର ଅଣ ଆଦିବାସୀ ପ୍ରାର୍ଥୀକୁ ବିରୋଧ, ଅପ୍ରେଲ ୧୬ତାରିଖରେ କନ୍ଧମାଳ ବନ୍ଦ ଡାକରା

ଫୁଲବାଣୀ:କନ୍ଧମାଳ ଜିଲାର କୁଇ ସମାଜ ତରଫରୁ ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ସଂରକ୍ଷିତ ଆସନ ଗୁଡିକରେ ଅଣ ଆଦିବାସୀ ପ୍ରାର୍ଥୀମାନଙ୍କ ନାମ ଚୟନକୁ ବିରୋଧ କରାଯାଇଛି । ଏ ନେଇ ଶୁକ୍ରବାର ଦିନ ଜିଲାର କୁଇ ସମାଜ ତରଫରୁ…
Read More...

ଅଙ୍ଗନବାଡ଼ି କେନ୍ଦ୍ର ନ ଥିବାରୁ ସ୍ଵୟଂ ସହାୟିକା ଗୋଷ୍ଠୀ ଗୃହରେ ଚାଲିଚି ପାଠପଢ଼ା

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦଳପଡା ପଞ୍ଚାୟତର ଲମ୍ବାବାଡି ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ନଥିବାରୁ ସ୍ଵୟଂ ସହାୟିକା ଗୋଷ୍ଠୀ ପାଇଁ ନିର୍ମିତ କୋଠାରେ ଚାଲିଛି ପାଠ ପଢ଼ା । ସୂଚନା…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଆହତ

ସମ୍ବଲପୁର(ସିଟି): ସ୍ଥାନୀୟ ଅଇଁଠାପାଲି ଥାନା ଅର୍ନ୍ତଗତ ପରଧିଆପାଲି ଠାରେ ବିଜୁ ଏକ୍ସପ୍ରେସ ୱେ ଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର…
Read More...

କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା ଉଦଘାଟିତ

କଳାପଥର(ବାଙ୍କୀ): କେନ୍ଦୁପଲ୍ଲୀ ଗ୍ରାମବାସୀ ଓ ମହୋତ୍ସବ କମିଟି  ଆନୁକୂଲ୍ୟରେ କେନ୍ଦୁପଲ୍ଲୀ ମହୋତ୍ସବ ଦୁଲଣା-୨୦୨୪  ମହା ଆଡ଼ମ୍ବର ସହ ପାଳନ ହୋଇଛି। ଉକ୍ତ ଉତ୍ସବରେ ରାମଚରିତ ମାନସ ପ୍ରଵକ୍ତା କୃଷ୍ଣ କେଷବ ଷଡ଼ଙ୍ଗୀ…
Read More...

ସ୍କୁଟି ସହ ୮୮ଲିଟର ମଦ ଜବତ, ୨ଗିରଫ

ଆଠଗଡ: ଆଠଗଡ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୮୮ଲିଟର ମଦ ସହିତ ମଦଚାଲାଣ କରୁଥିବା ଏକ ସ୍କୁଟି ଜବତ କରାଯିବା ସଙ୍ଗେ ସଙ୍ଗେ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଅବକାରୀ ଉପଅଧିକ୍ଷକ…
Read More...

ପରିତ୍ୟକ୍ତ କୂଅରୁ ଅଜଗର ଉଦ୍ଧାର

ଆଠଗଡ: ଆଠଗଡ ବନାଞ୍ଚଳ ଅଧିନ କୁଲାଇଲୋ ପଞ୍ଚାୟତ ଅନ୍ତର୍ଗତ ଗୋଡିସାହି ନିକଟରେ ଏକ ପରିତ୍ୟକ୍ତ ବଡ କୂଅ ଭିତରେ ଗତ ୩ଦିନ ହେବ ଏକ ଅଜଗର ପଡିଯାଇଥିଲେ ମଧ୍ୟ ତାକୁ ବନବିଭାଗ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ।…
Read More...

୨ ବାଇକ ଧକ୍କାରେ ୨ ମୃତ

କଣ୍ଟାବାଞ୍ଜି: ୨ ବାଇକ ମୁହାଁମୁହିଁ ଧକ୍କା ହୋଇଥିବା ଖବର ମିଳିଛି। ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା…
Read More...

ରାଜ୍ୟର ଚର୍ଚ୍ଚିତ ନିର୍ବାଚନୀ କ୍ଷେତ୍ର ପାଲଟିଛି ସମ୍ବଲପୁର

ସମ୍ବଲପୁର:  ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତିର ମହୋଲ ଆହୁରି ସରଗରମ ହେବାରେ ଲାଗିଛି । ନିର୍ବାଚନୀ କ୍ଷେତ୍ରରୁ ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା ପରେ ପ୍ରଚାରରେ ଲାଗି…
Read More...

ଚୈତ୍ର ମାସରେ ଦେବୀ ଆଦିଶକ୍ତିଙ୍କ ଘଟ ଯାତ୍ରାରେ କମ୍ପୁଛି ଗାଁ ଦାଣ୍ଡ

ବୌଦ୍ଧ : ଚୈତ୍ର ମାସର ପ୍ରସିଦ୍ଧ ଦଣ୍ଡନାଚ ବୌଦ୍ଧ ଜିଲାର ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଥାଏ। ଚୈତ୍ରମାସ ବା ଦେବୀ ମାସରେ ଜିଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମାଆ ଆଦିଶକ୍ତିଙ୍କ ଯାତ୍ରା ଉଭୟ ପୁରୁଷ…
Read More...

ଅପ୍ରେଲ ଶେଷ ପର୍ଯ୍ୟନ୍ତ ବୌଦ୍ଧକୁ ଗଡିବ ରେଳ ଇଞ୍ଜିନ

ବୌଦ୍ଧ : ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାର୍ଯ୍ୟ ବୌଦ୍ଧ ଜିଲାରେ ଦ୍ରୁତ ଗତିରେ ଚାଲିଛି। ବଲାଙ୍ଗିର ପଟରୁ ସୁବର୍ଣ୍ଣପୁର ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାବେଳେ ତେଲନଦୀ ଉପର ଦେଇ ପ୍ରଥମେ…
Read More...

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ

ଭୁବନେଶ୍ୱର: ୭୬ ତମ ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ଆସନ୍ତାକାଲି ୧୩ ଅପ୍ରେଲ ୨୦୨୪ (ଶନିବାର) ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ, ଭୁବନେଶ୍ୱର ମହାନଗର ନିଗମ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ…
Read More...

ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରା: ପଶ୍ଚିମବଙ୍ଗ ମହିଳା ବ୍ରତଧାରୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାଲେଶ୍ୱର: ବାଲେଶ୍ବର ଜିଲା ଭୋଗରାଇ ବ୍ଲକରେ ବାବା ଚନ୍ଦନେଶ୍ୱରଙ୍କ ଚଡ଼କ ଯାତ୍ରାରେ ଜଣେ ବ୍ରତଧାରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ମହିଳାଙ୍କ ବୟସ ୪୦ବର୍ଷ ହେବ ଏବଂ ତାଙ୍କ ଘର ପଶ୍ଚିମବଙ୍ଗରେ ହୋଇଥିବା…
Read More...

ସ୍କୁଟିକୁ ଧକା ଦେଲା କାର, ଦୁଇ ମହିଳା ଗୁରୁତର

ଗୋପ: ଶୁକ୍ରବାର ଗୋପ-ନିମାପଡା ରାସ୍ତାର ବାହାଣିଆ ଛକ ନିକଟରେ ସ୍କୁଟିକୁ ଧକା ଦେଲା କାର। ଫଳରେ ଗୋପର ୨ଜଣ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ୨ଜଣ ମହିଳା କର୍ମଚାରୀ ବିଷ୍ଣୁପ୍ରିୟା ବରାଳ ଓ ବୈଶାଖୀ…
Read More...

ନଦୀରେ ବୁଡ଼ି ୨ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ

ଚୌଦ୍ୱାର: ବିରୂପା ନଦୀରେ ଗାଧୋଉଥିବା ବେଳେ ଚୌଦ୍ୱାରର ୨ଜଣ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଚୌଦ୍ୱାର ପୌରପାଳିକା ୩ନଂ ୱାର୍ଡ ଖର୍ଦ୍ଦା ସାହିର ଦୁଇ ସାଙ୍ଗ ମୟଙ୍କ ସାହୁ (୧୮) ଓ କୃଷ୍ନଚନ୍ଦ୍ର ସାହୁ (୨୦) ଶୁକ୍ରବାର…
Read More...

ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦିନରେ କଟୁଛି ଜୀବନ

ବୌଦ୍ଧ : ଅପହଞ୍ଚ ସରକାରୀ ଯୋଜନା, ଦୁର୍ଦ୍ଦିନରେ କଟୁଛି ଜୀବନ । ନାଁ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଅଛି ନାଁ ଖାଇବାକୁ ଦୁଇ ମୁଠା ଖାଦ୍ୟ । ସତେ ଯେପରି ମନେ ହେଉଛି ସରକାରଙ୍କ ମାଳ ମାଳ ଯୋଜନା ଏଠାରେ ବାଟବଣା ହୋଇ ପଡ଼ିଛି…
Read More...

ଓଟିଏମ୍ ହାଇସ୍କୁଲର ବାର୍ଷିକୋତ୍ସବ

ଚୌଦ୍ୱାର : ଓଟିଏମ୍ ହାଇସ୍କୁଲର ବାର୍ଷିକୋତ୍ସବ ଆନନ୍ଦିକା-୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମମତା ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ.ଉଚ୍ଛବ ଚରଣ ଦାସ, ପଣ୍ଡିତ ନିରଦ…
Read More...

ଆଠଗଡର ବିଭିନ୍ନ ମସଜିଦ୍‌‌ରେ ଇଦ୍‌‌-ଉଲ୍‌‌-ଫିତର

ଆଠଗଡ: ଆଠଗଡର ବିଭିନ୍ନ ମସଜିଦ୍‌‌ରେ ଗୁରୁବାର ପବିତ୍ର ଇଦ୍‌‌-ଉଲ୍‌‌-ଫିତର ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ବିଗତ ୧ମାସ ଧରି ମୁସଲମାନ ଭାଇଭଉଣୀମାନେ ରମଜାନ୍‌‌ ଉପବାସ ବା ରୋଜା ରଖିବା ସହ ସ୍ୱତନ୍ତ୍ର ନମାଜ…
Read More...

ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ  ଉତ୍ସବ ପାଳିତ 

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତ ସଦରରେ ଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ହେଉଥିବା ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ…
Read More...

କେନ୍ଦୁଝରରେ ଇଦ-ଉଲ-ଫିତର ପାଳିତ

କେନ୍ଦୁଝରଗଡ଼ : ଦୀର୍ଘ ମାସେବ୍ୟାପୀ କଠୋର ସାଧନା ସହ ସଂଯମ କରି ରମଜାନ ପାଳିବା ପରେ ଗୁରୁବାର ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀଙ୍କ ତ୍ୟାଗ ଓ ବଳିଦାନର ପର୍ବ ଇଦ୍‌‌-ଉଲ-ଫିତର କେନ୍ଦୁଝର ପୁରୁଣାବଜାରସ୍ଥିତ ଜୁମ୍ମା…
Read More...

କେନ୍ଦୁଝର ସଦର ବିଧାନସଭା:ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ ଲଢ଼େଇ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଗୁରୁତ୍ୱପୂର୍ଣ୍ଣ କେନ୍ଦୁଝର ସଦର ବିଧାନସଭା ଆସନ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ। କେନ୍ଦୁଝର ସଦର ବ୍ଲକ ଓ କେନ୍ଦୁଝରଗଡ ପୌରପାଳିକା ଏବଂ ଝୁମ୍ପୁରା ବ୍ଲକର ୧୨ଟି ଓ ବାଂଶପାଳ…
Read More...

ଅନ୍ୟ ଦଳ ରୋହିତଙ୍କୁ ଅଧିନାୟକ ଭାବେ ଆଦରି ନେବେ: ରାୟୁଡୁ

ମୁମ୍ବଇ: ଚଳିତ ଆଇପିଏଲ୍‌ ପୂର୍ବରୁ ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସର ନେତୃତ୍ବ ପରିବର୍ତ୍ତନକୁ ନେଇ। ଦଳକୁ ଯୁଗ୍ମ ସର୍ବାଧିକ ୫ ଥର ଚମ୍ପିଆନ୍ କରିଥିବା ରୋହିତ ଶର୍ମା ମୁମ୍ବଇ ଇଣ୍ଡିଆନ୍‌ସରେ…
Read More...

ଜଣଙ୍କ ପାଇଁ ଗୋଟିଏ ଭୋଟଗ୍ରହଣ କେନ୍ଦ୍ର

ଗୁଜରାଟ: ୨୦୨୪ ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଛି। ଦେଶର ସବୁ ଭୋଟର ଯେପରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ ସେଥିପାଇଁ ଭାରତୀୟ ନିର୍ବାଚନ ଆୟୋଗ ସବୁପ୍ରକାର ବନ୍ଦୋବସ୍ତ କରିଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ…
Read More...

ପାଣି ଓ ଅଙ୍ଗାରକାମ୍ଳରୁ ମିଳୁଛି ଇ-ଇନ୍ଧନ

ଟେକ୍ସାସ୍‌ : ପାଣି ଓ ଅଙ୍ଗାରକାମ୍ଳରୁ ମିଳୁଛି ଇ-ଇନ୍ଧନ। ଏହା ଜୀବାଶ୍ମ ଇନ୍ଧନର ବିକଳ୍ପ। ଏହା ଦ୍ବାରା ପରିବେଶ ପ୍ରଦୂଷଣ କମ୍‌ ହେବା ସହ ଗ୍ରୀନ୍‌ ହାଉସ୍‌ ପ୍ରଭାବକୁ କମ୍‌ କରାଯାଇପାରିବ। ବଢ଼ୁଥିବା ବିଶ୍ବତାପମାନକୁ…
Read More...

ପ୍ରଦୂଷଣ ବଳୟରେ ଝାରସୁଗୁଡ଼ା, ବାୟୁ ଗୁଣବତ୍ତା ସୂଚକାଙ୍କ ୧୦୦ ପାର୍

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବାୟୁ ପ୍ରଦୂଷଣ ବଢ଼ୁଛି। ବୁଧବାର ଏଠାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏୟୁଆଇ) ୧୦୫ ଥିବା ତଥ୍ୟରୁ ଜଣାପଡ଼ିଛି। ମୁମ୍ବଇର ଏକ୍ୟୁଆଇ ୭୮ଥିବା ବେଳେ ହାଇଦ୍ରାବାଦର ୧୦୬ ଓ ରାଜସ୍ଥାନର ଜୟପୁର…
Read More...

ମୂଷା କାଟି ଦେଲା ଦୁଇ ଲକ୍ଷ ଟଙ୍କା

ରାୟଗଡ଼ା: ସଞ୍ଚିତ ଟଙ୍କା ମୂଷା କାଟିଦେବା ପରେ ଗରୀବ ଝିଅର ବାହାଘର ଗ୍ରାମବାସୀଙ୍କ ସହାୟତାରେ ସମ୍ପନ୍ନ ହୋଇଥିବା ଘଟଣା ଏ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଗରିବ ବ୍ୟକ୍ତିଟି ବହୁ କଷ୍ଟ କରି ଝିଅ…
Read More...

ଆଦର୍ଶ ନିର୍ବାଚନ ବିଧି ନିୟମ ଉଲ୍ଲଂଘନ କରୁଛି ନିର୍ମାଣ ବିଭାଗ

ସମ୍ବଲପୁର: ସାରା ଦେଶରେ ଏବେ ନିର୍ବାଚନ ପାଇଁ ଆଦର୍ଶ ନିର୍ବାଚନ ବିଧି ନିୟମ ଲାଗୁ ରହିଛି। ଏଣୁ ବିଭିନ୍ନ ସରକାରୀ ଯୋଜନା ଗୁଡିକରେ ଲାଗିଥିବା ବିଭିନ୍ନ ଦଳର ନେତା ମାନଙ୍କର ପୋଷ୍ଟର ଓ ବ୍ୟାନର ଗୁଡିକୁ ନିର୍ବାଚନ…
Read More...

ଆଇଆଇଏମଟିରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀ

ଭୁବନେଶ୍ୱର : ଆର୍ଥିକ ବିନିଯୋଗର ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଏକ ଅନ୍ତର୍ଜାତିୟ ସମିଳନୀ କଣ୍ଟାବାଡ଼ସ୍ଥ ଆଇଆଇଏମଟି ର ପ୍ରଫେସର ଡ଼କ୍ଟର ଶ୍ରୀକାନ୍ତ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।…
Read More...

କାଳୀକୃଷ୍ଣ ସଂଘର ମହାବିଷ୍ଣୁ ଯଜ୍ଞର ପୂର୍ଣ୍ଣାହୁତି

ଲଡୁଗାଁ : ଯଜ୍ଞ ଦ୍ବାରା ସୃଷ୍ଟି,ବୃଷ୍ଟି, ତୁଷ୍ଟି । ଯଜ୍ଞ ଶିଖାଏ ତ୍ୟାଗ,ନିଷ୍ଠା,ନିଷ୍କାମ। ଯଜ୍ଞରେ ଉଚ୍ଚାରିତ ହେଉଥିବା ମନ୍ତ୍ର ମାନସିକ ସ୍ତରରେ ଆଧ୍ୟାତ୍ମିକତାର ଆନନ୍ଦ ଅନୁଭବ କରାଏ।ଯଜ୍ଞ ତନ,ମନ,ମସ୍ତିଷ୍କ ଓ…
Read More...

କଳାପଥରରେ ସାମୁହିକ ନମାଜ ପାଠ, ଇଦୁଲ ଫିଦର ପାଳିତ

କଳାପଥର(ବାଙ୍କୀ ):କଳାପଥର ଗ୍ରାମ ପଞ୍ଚାୟତର ଗୁରଇପଲ୍ଲୀ ମୁସଲିମ ସାହିରେ  ଇଦୁଲ ଫିଦର ମହା ଆଡ଼ମ୍ବରରେ ପାଳନ କରାଯାଇଥିଲା। ସକାଳ 9ଘଂଟିକା ସମୟରେ ସାମୁହିକ ଇଦ ନମାଜ ପାଠ ଇଦ ଘା ପଡିଆରେ ଅନୁଷ୍ଠିତ ହୋଇଥିଲା। ଏହି…
Read More...

ବହୁଚରା ମାତାଙ୍କ ଷୋହଳ ପୂଜା 

ନର୍ଲା:ସେବାକାରୀ କିନ୍ନର ସଂଘ ତରଫରୁ ନର୍ଲାରୋଡ଼ ଶିବ ମନ୍ଦିର ନିକଟରେ କିନ୍ନର ମାନଙ୍କ ଇଷ୍ଟଦେବୀ ବହୁତରା ମାତାଙ୍କ ଷୋହଳ ପୂଜା ଅନୁଷ୍ଟିତ ହୋଇଯାଇଛି। ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି,ବଲାଙ୍ଗିର, ରାୟଗଡ଼ା,…
Read More...

ହାଇୱା ଚାପାରେ ଜଣେ ମୃତ

ଭବାନୀପାଟଣା: ଜୁନାଗଡ଼ ଥାନା ବଳଦିଆ ମାଲ ଛକରେ ଏକ ବାଲି ବୋଝେଇ ହାଇୱା ଚାପାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ବଳଦିଆମାଲ ଗାଁର ସହଦେବ ନାଏକ (୩୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧୨…
Read More...

ବେଆଇନ୍ ମଦ ଜବତ, ଜଣେ ଗିରଫ

ଚୌଦ୍ୱାର:ଚୌଦ୍ୱାର ପୁଲିସ ୫୦ ଲିଟର ବେଆଈନ୍ ମଦ ଜବତ କରିବା ସହିତ ମଦ ବ୍ୟବସାୟୀ ଗୁରୁଡ଼ିଝାଟିଆ ଅଞ୍ଚଳର କୃଷ୍ଣଚନ୍ଦ୍ର ସାହୁକୁ ଗିରଫ କରିଛି । ପୁଲିସ ସୂଚନା ଅନୁଯାୟୀ କୃଷ୍ଣଚନ୍ଦ୍ର ଗୁରୁଡ଼ିଝାଟିଆ ଅଞ୍ଚଳରୁ ଚୋରାରେ ମଦ…
Read More...

ସରସ୍ୱତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ

ଆଠଗଡ: ଆଠଗଡ ସହରର ରାସରସିକପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମଙ୍ଗଳବାର ରାଷ୍ଟ୍ରୀୟ ନବବର୍ଷ ପାଳନ କରାଯାଇଛି। ପ୍ରଧାନ ଆଚାର୍ଯ୍ୟା ରଶ୍ମିତା ନନ୍ଦ ଏଥିରେ ସଂଯୋଜନା କରି ରାଷ୍ଟ୍ରୀୟ ନବବର୍ଷର ପାଳନର…
Read More...

୪ଦିନ ହେଲା ମହିଳା ନିଖୋଜ, ଥାନାରେ ଏତଲା

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତ ଅଧିନ ଦହିସରା ଗ୍ରାମର ଜଣେ ୫୦ବର୍ଷରୁ ଅଧିକ ବୟସ୍କ ଅବିବାହିତ ମହିଳା ୪ଦିନ ହେଲା ଘରୁ କେଉଁ ଆଡେ ଚାଲିଯାଇ ନିଖୋଜ ହୋଇଥିବା ଜଣାପଡିଛି। ସୀତା ସାହୁ ନାମକ ସଂପୃକ୍ତ…
Read More...

ଆରମ୍ଭ ହେଲା ଘଟଗାଁ ପ୍ରସିଦ୍ଧ ଚଇତି ପର୍ବ, ସପ୍ତାହେବ୍ୟାପୀ ସୁନାବେଶରେ ଦର୍ଶନ ଦେବେ ମା’ତାରିଣୀ

କେନ୍ଦୁଝରଗଡ଼: ଘଟଗାଁସ୍ଥିତ ମା’ ତାରିଣୀଙ୍କ ୮୯ତମ ପ୍ରସିଦ୍ଧ ଚଇତି ପର୍ବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥିପାଇଁ ମା’ ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଅପ୍ରେଲ ୯ରୁ…
Read More...

ବୌଦ୍ଧ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ପାଳିତ

ବୌଦ୍ଧ : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବ ବର୍ଷ ଧୁମ୍ ଧାମରେ ପାଳିତ ହୋଇଯାଇଛି। ଓଡ଼ିଶା ପଶ୍ଚିମ ପ୍ରାନ୍ତ ପ୍ରଚାରକ ଲକ୍ଷ୍ମଣ ନାଏକଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ହୋଇଥିଲା। ବିଦ୍ୟାଳୟର ସମ୍ପାଦକ…
Read More...

୫ଟି ସ୍ମାର୍ଟ କ୍ଲାସ ରୁମରେ ତାଲା ପକାଇଲେ ଠିକାଦାର

ବାଲେଶ୍ବର: ବାଲେଶ୍ଵର ସହର ନିକଟସ୍ଥ ଦହପଡ଼ା ଚିନ୍ତାମଣି ହାଇ ସ୍କୁଲରେ ତାଲା ପକାଇଦେଇଛନ୍ତି ଠିକାଦାର। ୫ଟି ରୁପାନ୍ତର ବେଳେ ଗ୍ରାମର ୬ଜଣ ବ୍ୟକ୍ତିଙ୍କୁ ଏହାର ନିର୍ମାଣ କାମ କରିବା ପାଇଁ ଦାୟିତ୍ବ ଦିଆଯାଇଥିଲା। କାମ…
Read More...

କାଳବୈଶାଖୀ ନେଲା ଜୀବନ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦଣ୍ଡୁଆଙ୍କ ମୃତ୍ୟୁ

ଫୁଲବାଣୀ : ଦଣ୍ଡ ନାଚ ଚାଲିଥିଲା ଓ ନାଚ ଦେଖିବା ପାଇଁ ପ୍ରବଳ ଜନଗହଳି ଥିଲା ହଠାତ କାଳ ବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା ଠିକ ଏହି ସମୟରେ ବର୍ଷାରେ ଭିଜିଯାଇଥିବା ବିଦ୍ୟୁତ ତାର ଖୋଲିବାକୁ ଯାଇଥିଲେ ଜଣେ…
Read More...

ଗ୍ରାମଦେବୀ ମା’ ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ, ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ

ଜଟଣୀ : ସ୍ଥାନୀୟ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଠାରେ ଆଜିଠାରୁ ଉପକୂଳ ଓଡିଶା ପ୍ରସିଦ୍ଧ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ ହୋଇଛି। ସକାଳୁ ସକାଳୁ ମାନସିକ ବ୍ରତଧାରୀ ଉଭୟ ମହିଳା…
Read More...

ଜିଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ଅଧିକାରୀଙ୍କ ସମୀକ୍ଷା ଓ ଦକ୍ଷତା ବିକାଶ କର୍ମଶାଳା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ‘ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ୟ୍ୟକ୍ରମ’ କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଭୁବନେଶ୍ୱର ପାନ୍ଥ ନିବାସଠାରେ ଜିଲା ଶିକ୍ଷାଧିକାରୀ ଏବଂ ଜିଲା…
Read More...

ମୋ ଉପକାରୀ ବଗିଚାର ତଦନ୍ତ ଆରମ୍ଭ

ଧାମରା : ଗୋପିନାଥପୁର ପଞ୍ଚାୟତ ଅଧିନସ୍ଥ ବାଲିପଦା ଗ୍ରାମରେ ହୋଇଥିବା ମୋ ଉପକାରୀ ବଗିଚାରେ ବହୁ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଲୋକୟୁକ୍ତଙ୍କ ପାଖରେ ସେହି ପଞ୍ଚାୟତର ସାମାଜିକ କର୍ମୀ ଶରତ ସେନାପତି ଲିଖିତ ଅଭିଯୋଗ…
Read More...

ଜଙ୍ଗଲରେ ନିଆଁ ଲଗାଇ ଧରାପଡିଲା ଦୁର୍ବୃତ୍ତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ବନବିଭାଗ  

ଲଡୁଗାଁ : ବାରମ୍ବାର ସଚେତନ କରିବା ସତ୍ତ୍ୱେ ଅବୁଝା ଲୋକେ ସୁଧୁରିବାର ନାଁ ନେଉନାହାନ୍ତି। ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଗ୍ରୀଷ୍ମ  ଆରମ୍ଭରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ  ପ୍ରତି ଗାଁ ଗାଁରେ…
Read More...

ସୋଲାର ପାୱାର ପ୍ଲାଣ୍ଟ ତଳେ ଅନ୍ଧାରରେ ବସ୍ତିବାସୀ, ରାତିରେ ପାଳି କରି ଜଗୁଛନ୍ତି ପୁରୁଷ ଲୋକ

ବୌଦ୍ଧ : ଚୈତ୍ର ମାସର ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଥିବା ବେଳେ କେବଳ ବିଦ୍ୟୁତ ଭରସାରେ ଲୋକେ ଘରେ ରହିପାରୁଛନ୍ତି। ହେଲେ ବୌଦ୍ଧ ଜିଲାର ଏକ ଆଦିବାସୀ ବସ୍ତିରେ ଦୀର୍ଘ ବର୍ଷ ଧରି…
Read More...

ଆଡ଼େଣିଗଡ଼ ଠାରେ ପଞ୍ଚଶମ୍ଭୁ ମିଳନ, ଭକ୍ତିମୟ ପରିବେଶରେ ଉଛୁଳିଲା ଗାଁ

ଚାରିଛକ : ଶୈବ ଓ ଶକ୍ତି ର ଆରାଧନା ଦଣ୍ଡଯାତ୍ରା କ୍ଷ ଚୈତ୍ର ମାସ ରେ ଗାଁ ଗାଁ ରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ଶିବ ଓ ଶକ୍ତି କ୍ଷ ଦଣ୍ଡ ଯାତ୍ରା ଓଡ଼ିଆ ସଂସ୍କୃତି ର ଏକ ଅନନ୍ୟ ପରମ୍ପରା ହୋଇଥିବା ବେଳେ ମଙ୍ଗଳବାର ଦିନ…
Read More...

ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଭୋଟ ସଚେତନ କାର୍ଯ୍ୟକ୍ରମ

ମାଲକାନଗିରି : ମାଲକାନଗିରି ସଦର ମହକୁମା ସ୍ଥିତ କନିଷ୍ଠ ମହିଳା ମହାବିଦ୍ୟାଳୟ  ସଭା ଗୃହରେ ଏକଦିବସୀୟ ଭୋଟର ସ୍ଵାକ୍ଷରତା କ୍ଲବ ବିଷୟରେ ଅଧ୍ୟକ୍ଷ ଦୁଷ୍ମନ୍ତ କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଛି। ଏହି…
Read More...

୮.୩୫କ୍ୱିଣ୍ଟାଲ ମହୁଲ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଅବକାରୀ ଥାନା ସ୍କ୍ୱାର୍ଡଆଜି ତୁରେକେଲା କଲେଜ ରାସ୍ତାରେ ଯାଉଥିବା ଏକ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେହି ଗାଡ଼ିରୁ ୮.୩୫କୁଇଣ୍ଟାଲ ମହୁଲ ଜବତ ହୋଇଥିଲା।  ଏହି ମହୁଲ…
Read More...

ପଳାଶପଙ୍ଗା-ବାମେବାରୀ ରାସ୍ତା ମରଣଯନ୍ତା

କେନ୍ଦୁଝରଗଡ: କେନ୍ଦୁଝର ଜିଲାର ଯୋଡା ଖଣିକ୍ଷେତ୍ରକୁ ସିଧାସଳଖ ସଂଯୋଗ କରୁଥିବା ପଳାଶପଙ୍ଗା-ବାମେବାରୀ ୨୭କି.ମି. ରାସ୍ତା ଦେଇ ଜିଲା ଓ ଜିଲା ବାହାରର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ବନ୍ଦରକୁ ଦୈନିକ ହଜାର ହଜାର…
Read More...

ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧ ଜିଲାର ଦଣ୍ଡଯାତ୍ରା

ବୌଦ୍ଧ: ପ୍ରାଚୀନ ଲୋକ ସଂସ୍କୃତିର ସ୍ୱାକ୍ଷର ବୌଦ୍ଧଜିଲ୍ଲାର ଦଣ୍ଡଯାତ୍ରା। ବୌଦ୍ଧ ଜିଲାର ଦଣ୍ଡଯାତ୍ରାର ଏକ ସ୍ୱତନ୍ତ୍ରତା ବଜାଇ ରଖିଛି। ଏହି ଦଣ୍ଡଯାତ୍ରା ବୌଦ୍ଧ ଜିଲାରେ କେଉଁ ଆବାହନ କାଳରୁ ଆରମ୍ଭ ହୋଇଛି କହିବା…
Read More...

ଶ୍ରୀରାମ ନବମୀ ମହୋତ୍ସବ, ୧୮ରେ ନଗର ପରିକ୍ରମା ଓ ସଙ୍କୀର୍ତ୍ତନ ମହୋତ୍ସବ

କେନ୍ଦୁଝରଗଡ଼: ରଘୁନାଥଜୀଉ ମନ୍ଦିର ମାଇନିଂରୋଡ ପକ୍ଷରୁ ମଙ୍ଗଳବାରରୁ ୫୪ତମ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ…
Read More...