ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା ହେଉଛି ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତିା ସ୍ୱଚ୍ଛ, ମୁକ୍ତ ଓ ଅବାଧ ନିର୍ବାଚନ ପ୍ରକ୍ରିୟାର ଫଳ ସ୍ୱରୂପ ହିଁ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ‘ଭାରତ’ ସମଗ୍ର ବିଶ୍ୱ ପାଇଁ ଏକ…
Read More...

ନିର୍ବାଚନରେ ଭୋଟ ହାର ବୃଦ୍ଧି ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଉ : ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ନିର୍ବାଚନର ପର୍ବ ଦେଶର ଗର୍ବ ହୋଇଥ#ବାରୁ ଆଗାମୀ ଏକକାଳୀନ ସାଧାରଣ ନିର୍ବାଚନରେ ରାଜ୍ୟର ସମସ୍ତ ଭୋଟର ନିଜ ନିଜର ମତଦାନ କରି ଦେଶ ପାଇଁ ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ…
Read More...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ କନଷ୍ଟେବଳ ପ୍ରମୋଦ ମାଝୀଙ୍କ ଅକାଳ ବିୟୋଗ

କଟକ: ତାମିଲନାଡୁ ରାଜ୍ୟର ତ୍ରିଚୀ ଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା କନଷ୍ଟେବଳ ପ୍ରମୋଦ କୁମାର ମାଝୀଙ୍କ ଅକାଳ ବିୟୋଗ ଘଟିଛି। ତ୍ରିଚୀଠାରେ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ଦୁର୍ଘଟଣାରେ ଶିକାର…
Read More...

ଗୁରୁତୁଲୀ ଗ୍ରାମରେ ଅଶାନ୍ତି, ଜିଲା ଆରକ୍ଷୀ ଅଧିକ୍ଷକଙ୍କ ସମୀକ୍ଷା

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର  ଗୁରୁତୁଲୀ  ଗାଁରେ ହିନ୍ଦୁ ଖ୍ରୀଷ୍ଟିଆନ ଧର୍ମ ସମ୍ପ୍ରଦାୟ ମଧ୍ୟରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା । ଏହାକୁ ନେଇ ଗ୍ରାମରେ ଦୁଇ…
Read More...

ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଜିଲାଅତିରିକ୍ତ ଦୌରାଜଜ

କଣ୍ଟାବାଞ୍ଜି: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ନୂଆପଡା ଜିଲ୍ଲା ଧରୁଆଖମାନ ଗାଁର ଶିଶୁ ସୁନାନୀଙ୍କୁ, ତୁରେକେଲା ଥାନା ଅଞ୍ଚଳ ମହୁଲପାଟି ଗାଁ ନିକଟ ଏକ ଘଞ୍ଚ ଜଙ୍ଗଲରେ ହତ୍ୟା କରି, ଆତ୍ମହତ୍ୟାର ରୂପ ଦେଇ ଏକ ଗଛରେ…
Read More...

ସାଂସଦ ପ୍ରାର୍ଥି ଦ୍ରୌପଦୀଙ୍କ ସହ ନର୍ଲା ଗଡରେ ପ୍ରଚାର କଲେ ଭକ୍ତ ଦାସ

ନର୍ଲା:କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ନିର୍ବାଚନ ପ୍ରଚାର ଆରମ୍ଭ ହୋଇଛି। ସୋମବାର ନର୍ଲା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଭକ୍ତ ଚରଣ ଦାସଙ୍କ ସହ ସାଂସଦ ପ୍ରାର୍ଥୀ…
Read More...

୯ ବର୍ଷର ବାଳକକୁ ହତ୍ୟା ଅଭିଯୋଗ, ଖଡ଼ଖାଇ ନଦୀରୁ ମୃତଦେହ ଉଦ୍ଧାର

ରାଇରଙ୍ଗପୁର: ୯ବର୍ଷର ନାବାଳକକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନାବାଳକ ମୃତଦେହ ଖଡ଼ଖାଇ ନଦୀରୁ ଉଦ୍ଧାର କରାଯାଇଛି। ୧୧ ନଂ ୱାର୍ଡ ଇଚ୍ଚିଣ୍ଡା ଅଞ୍ଚଳର ୯ ବର୍ଷୀୟ ବାଳକର ମୃତଦେହ ଉଦ୍ଧାର ହୋଇଛି। ଥାନାରେ…
Read More...

ନାବଳିକା ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ଵର: ଚକଲେଟ କିଣିବାକୁ ଯାଇ ନାବାଳିକା ଦୋକାନୀ ଦ୍ଵାରା ଦୁଷ୍କର୍ମ ଶିକାର ଘଟଣା । ଦୋକାନୀ ଅଜୟ ବେହେରାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି।…
Read More...

ଭୁଜାଲିରେ ହାଣି ୪ ଲକ୍ଷ ଲୁଟ

କେନ୍ଦ୍ରାପଡ଼ା: କୁକୁଡ଼ା କମ୍ପାନୀ ଏଜେଣ୍ଟଙ୍କୁ ହାଣି ୪ ଲକ୍ଷ ଲୁଟ ହୋଇଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ସଦର ଥାନା ଭାଟବାଗ ନିକଟରେ ଲୁଟପାଟ ହୋଇଛି। ବାଇକରେ ୨ ଦୁର୍ବୁତ୍ତ ଆସି କୁକୁଡା କମ୍ପାନୀ ଏଜେଣ୍ଟଙ୍କୁ…
Read More...

ନିର୍ବାଚନ ଲଢ଼ି ପାରିବେ ଦିଲୀପ ରାୟ !

ଭୁବନେଶ୍ବର: ବରିଷ୍ଠ ନେତା ଦିଲୀପ ରାୟ ନିର୍ବାଚନରେ ଲଢ଼ିପାରିବେ। ଦୀଲିପ ରାୟଙ୍କ ଦଣ୍ଡାଦେଶ ଉପରେ ଦିଲ୍ଲୀ ହାଇକୋର୍ଟ ରହିତା ଦେଶ ଦେଇଛନ୍ତି। କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦିଲୀପ ରାୟଙ୍କ…
Read More...

ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ

ଫୁଲବାଣୀ :କନ୍ଧମାଳ ଜିଲାର ୩ ନିର୍ବାଚନ ମଣ୍ଡଳୀ ଏବଂ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ପ୍ରମୁଖ ୩ ଦଳ ପ୍ରାର୍ଥୀ ଘୋଷଣା କରୁଥିବା ବେଳେ ବିଜେଡି ବର୍ତ୍ତମାନ ସୁଦ୍ଧା ବାଲିଗୁଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା…
Read More...

ଗାଁ ପଦ୍ମ ସାଗର ସଫା କଲେ ଯୁବଗୋଷ୍ଠୀ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକ ଯୁବଗୋଷ୍ଠୀ ସ୍ୱଚ୍ଛତା ଦିଗକୁ  ଏକ ପାଦ ଆଗେଇଛନ୍ତି। କୋକସରା  ଗାଁ  ମଝିରେ ଥିବା ପଦ୍ମ ସାଗର ଯାହା କି ରାଜା ରାଜୁଡ଼ା ଅମଳର ତାହା ଦଳ ଭର୍ତି ଓ ଆବର୍ଜନା ପଡ଼ି ପୂତି…
Read More...

ମୋ ପୋଖରୀ କାର୍ଯ୍ୟରେ ମନ୍ଥର ଗତି, କେବେ ହେବ ମରାମତି

ଭବାନୀପାଟଣା: ପୁରୁଣାପଡା ପୋଖରୀ ଭାବେ ପରିଚିତ ସ୍ଥାନୀୟ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଛକରେ ଥିବା ପୋଖରୀର ସଂପ୍ରତି ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଛି। ସମ୍ପୂର୍ଣ୍ଣ ପାଣି ନିଷ୍କାସନ କରାଯାଇ ପଙ୍କୋଦ୍ଧାର ଆରମ୍ଭ ହେଇଛି।…
Read More...

ସିଙ୍ଗାରୀ ଘାଟିରେ ଯୁବକଙ୍କ ଠାରୁ ଟଙ୍କା ଲୁଟ, କଲମପୁର ଥାନାରେ ଅଭିଯୋଗ

କଲମପୁର : ରବିବାର କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ଠାରେ ଦୁଇ ଜଣ ଯୁବକ ଲୁଟର ଶିକାର ହେଇଛନ୍ତି। ଦୁଇ ଜଣ ଦୁର୍ବୁତ ସେମାନଙ୍କ ଠାରୁ କିଛି ଟଙ୍କା ଛଡାଇ ନେଇଥିବା କଲମପୁର ଥାନାରେ ଅଭିଯୋଗ…
Read More...

ସୁନାପୁର ମେରାଇନ୍‌ ଥାନାରେ ଅଗ୍ନିକାଣ୍ଡ

ଗୋପାଳପୁର: ବ୍ରହ୍ମପୁର ପୁଲିସ ଜିଲ୍ଲା ଅନ୍ତର୍ଗତ ସୁନାପୁର ଠାରେ ଥିବା ସୁନାପୁର ମେରାଇନ୍‌ ଥାନାରେ ଆଜି ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଥାନାରେ ଥିବା ଦୁଇଟି ମୋଟରସାଇକେଲ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ…
Read More...

ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ସମ୍ମିଳନୀ

ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ)ର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ୟଙ୍ଗ ଇଣ୍ଡିଆନ୍ସ (ୱାଇଆଇ) ହେଉଛି ଏକ ପ୍ରଭାବଶାଳୀ ଆନ୍ଦୋଳନ ଯାହାକି ଭାରତର ଯୁବକମାନଙ୍କୁ ଦେଶର ଭବିଷ୍ୟତକୁ…
Read More...

ମାହେଶ୍ଵରୀ ନର୍ସିଂ ମହାବିଦ୍ୟାଳୟରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ

ରେଙ୍ଗାଲିକ୍ୟାମ୍ପ: ଆଜି ବରଗଡ ମାହେଶ୍ଵରୀ ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି।  ମହାବିଦ୍ୟାଳୟର ନିର୍ଦ୍ଦେଶକ ଫକିର କର୍ଣ୍ଣଙ୍କ ନିର୍ଦ୍ଦେଶ କ୍ରମେ ମହାବିଦ୍ୟାଳୟର ଅଧ୍ୟକ୍ଷା…
Read More...

ବେନଗାଁରେ ବିଜେଡିର ମିଶ୍ରଣ ପର୍ଵ, ଅନ୍ୟ ଦଳ ଛାଡି ୩୦ରୁ ଉର୍ଦ୍ଧ୍ବ ବିଜେଡ଼ିରେ ସାମିଲ 

ଲାଞ୍ଜିଗଡ:ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି।ଏହିପରି ରବିବାର ଦିନ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ଠାରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ…
Read More...

ଡିମିରି ଗୁଡା ପଞ୍ଚାୟତରେ  ଖୋଲିଲା ଜଳଛତ୍ର 

ଫୁଲବାଣୀ : ବର୍ତମାନ ପ୍ରବଳ ଖରା ବଢିଥିବା ବେଳେ ଦିନ ୯ ଟା ରୁ ରାସ୍ତା ରେ ଯିବା ଆସିବା ଅସମ୍ଭବ ହୋଇ ପଡିଛି। ଖରା ରେ ଯିବା ଆସିବା ସମୟରେ ପିଇବା ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ପାଣି ଟୋପାଏ ମିଳି…
Read More...

କାଦୁଆ ନୂଆଗାଁରେ ରକ୍ତଦାନ ଶିବିର, ୩୭ୟୁନିଟ ରକ୍ତ ସଂଗୃହୀତ

ଗୁରୁଡିଝାଟିଆ: ଗୋବରା ପଞ୍ଚାୟତ ଅନ୍ତର୍ଗତ କାଦୁଆନୁଆଗାଁରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଛି। ଗ୍ରାମର ଗାନ୍ଧୀ ମେମୋରିଆଲ ୟୁଥ କ୍ଲବ, ଗ୍ରାମବାସୀ ଙ୍କ ଉଦ୍ୟମରେ ଆୟୋଜିତ ଏହି ରକ୍ତଦାନ ଶିିବିରରେ…
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଗୋପବନ୍ଧୁ ସେବିକା ଶିକ୍ଷାନୁଷ୍ଠାନ ପକ୍ଷରୁ ସଚେତନତା ଶୋଭାଯାତ୍ରା

ଗୁରୁଡିଝାଟିଆ: ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ଶିକ୍ଷାନୁଷ୍ଠାନ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଛି। ଶିକ୍ଷାନୁଷ୍ଠାନର ମୁଖ୍ୟଫାଟକ ନିକଟରୁ…
Read More...

ଆକର୍ଷଣୀୟ ଡ଼ିଜାଇନ୍‌ର ପୋଷାକ ପରିବେଷଣ କଲେ ପ୍ରମୁଖ ଡ଼ିଜାଇନର୍‌

ଭୁବନେଶ୍ୱର:ନୂତନ ଡ଼ିଜାଇନ୍‌ର ପୋଷାକ ପରିଧାନ କରିବା ସହ ଆକର୍ଷଣୀୟ ଦେଖାଯିବା ପାଇଁ ସମସ୍ତେ ଚାହାଁନ୍ତି । ସବୁବର୍ଗର ପିଢୀଙ୍କୁ ନଜରରେ ରଖି ଆଡ଼ିକ୍ସନ୍ ଫ୍ୟାସନ୍ ମ୍ୟାନେମେ ପକ୍ଷରୁ ନିର୍ଦ୍ଦେଶକ ଜନ୍ ଅଜୟଙ୍କ…
Read More...

ଓଲଟିଲା ବରଯାତ୍ରୀ ଗାଡ଼ି, ୨୦ ଆହତ

ବଣାଇ: ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି। ଟିକାୟତପଲ୍ଲୀ ଥାନା କୁଲୁପୋତା ଘାଟିରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି। ବରଯାତ୍ରୀ ଗାଡ଼ି ଓଲଟି ପଡ଼ିବାରୁ ୨୦ ବରଯାତ୍ରୀ ଆହତ…
Read More...

ବାଘ ଛାଲ ରାକେଟ ଠାବ, ୭ ଶିକାରୀ ଗିରଫ

ଭୁବନେଶ୍ବର: ଧରାପଡ଼ିଲା ଆନ୍ତଃରାଜ୍ୟ ବାଘଛାଲ ରାକେଟ। ବନ ବିଭାଗ ପକ୍ଷରୁ ୫ କଲରାପତରିଆ ବାଘ ଛାଲ ସହ ବଜ୍ରକାପ୍ତା ଛାଲି ଜବତ କରାଯାଇଛି। କିଙ୍ଗପିନ ସମେତ ୭ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ବାଘ ଛାଲ ଜବତ ସହ…
Read More...

ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି: କାଳବୈଶାଖୀ ବର୍ଷାରେ ଭିଜିଲା ଓଡ଼ିଶା, ଖସିଲା ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା। ଫଳରେ ଅସହ୍ୟ ତାତିରୁ ଆଶ୍ୱସ୍ତି ମିଳିଥିଲା। କାଳବୈଶାଖୀ ବର୍ଷାରେ…
Read More...

ଜୀବନରେ ସୁସ୍ଥତା ଅନୁଭବ କଲେ କାର୍ଯ୍ୟରେ ପରିବର୍ତ୍ତନ ଘଟାଇବା ସମ୍ଭବପର

ଫୁଲବାଣୀ: ମଣିଷ ଜୀବନରେ ସୁସ୍ଥ ମାନସିକତା ଓ ଶାରୀରିକ ସ୍ୱାସ୍ଥ୍ୟର ଆବଶ୍ୟକତା ରହିଛି। ପ୍ରତ୍ୟେକ ଜୀବନରେ ସୁସ୍ଥତା ଅନୁଭବ କଲେ କାର୍ଯ୍ୟରେ ପରିବର୍ତ୍ତନ ଘଟାଇବା ସମ୍ଭବପର ହୋଇଥାଏ। ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ…
Read More...

ମତଦାତାଙ୍କ ପାଖରେ ୨ଟି ଭୋଟର ପରିଚୟପତ୍ର, ମତଦାନ ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ

ନନ୍ଦପୁର: ଜଣେ ଭାରତୀୟ ନାଗରିକଙ୍କ ପାଖରେ ଦୁଇଟି ଭୋଟର ପରିୟପତ୍ର। ପୁଣି ଭୋଟର ପରିଚୟପତ୍ରରେ ଆଧାରକାର୍ଡ ଲିଙ୍କ ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ପୁଣି ଜଣେ ବ୍ୟକ୍ତିଙ୍କ ପାଇଁ ସରକାରୀ ପ୍ରଶାସନ…
Read More...

ଗୁଳି ଫୁଟାଇ ଲୁଟିନେଲେ ସୁନାଗହଣା

ବାଲେଶ୍ବର: ଗୁଳି ଫୁଟାଇ ଗହଣା ବ୍ୟବସାୟୀଙ୍କଠାରୁ ସୁନାଗହଣା ଲୁଟ ହୋଇଥିବା ସୂଚନା ମିଳିଛି। ବାଲେଶ୍ବର ସିଙ୍ଗଲା ଥାନା ମଚ୍ଛଦା ନିକଟରେ ବ୍ୟବସାୟୀଙ୍କଠାରୁ ୫ଜଣ ଦୁର୍ବୁତ୍ତ ସୁନାଗହଣା ଲୁଟ ହୋଇଥିବା ଅଭିଯୋଗ ହୋଇଛି।…
Read More...

ଭାଇକୁ ଛୁରୀ ଭୁସି ହତ୍ୟା

ଆସିକା: ଭାଇକୁ ଛୁରୀ ଭୁସି ହତ୍ୟା କରିଛି ସମ୍ପର୍କୀୟ ଭାଇ। କୋଟିନଡା ଥାନା ପଢ଼ାଳ ଗାଁରେ ଯୁବକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ଘରୋଇ କଳିରୁ ଉଭୟଙ୍କ ମଧ୍ୟରେ ବଚସା ପରେ ସମ୍ପର୍କୀୟ ଭାଇ ଛୁରୀ ଭୁସି ଭାଇକୁ…
Read More...

୯ ଜୁଆଡି ଗିରଫ, ୧୫ ମୋଟର ସାଇକେଲ ଜବତ

ଲଡୁଗାଁ: ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁର ଏକ ଜୁଆ ଆଡ୍ଡାରେ ଚଢାଉ କଲା ଧର୍ମଗଡ଼ ସ୍ୱତନ୍ତ୍ର ପୁଲିସ ଟିମ ଓ କୋକସରା ପୁଲିସ। ୯ ଜୁଆଡିଙ୍କୁ ଗିରଫ କରାଯିବା ସହ ଜୁଆରେ ବ୍ୟବହୃତ…
Read More...

ବଦଳିଲା ୪ ଜିଲାର ସ୍କୁଲ ସମୟ, ସକାଳ ୬.୩୦ରୁ ୧୦ଟା ଯାଏଁ ହେବ ପାଠପଢ଼ା

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ୪ଟି ଜିଲାର ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି। ଅସହ୍ୟ ଖରା ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଯାଜପୁର, ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲାର…
Read More...

ସ୍ବେଛାକୃତ ରକ୍ତଦାନ ଶିବିର, ୩୨ୟୁନିଟ ରକ୍ତ ସଂଗୃହୀତ  

ଲାଞ୍ଜିଗଡ଼: ସ୍ୱାସ୍ଥ୍ୟ ହିଁ ଅମାପ ସମ୍ପଦ। ସ୍ୱାସ୍ଥ୍ୟ ସଚେତନ ହେବା ସହିତ ଏହାର ଯତ୍ନ ନେବା ଆଜିର ମୁଖ୍ୟ ଆବଶ୍ୟକତା। ଏଣୁ ଆଜିର ଦିନରେ ମୋର ସ୍ୱାସ୍ଥ୍ୟ ମୋର ଦାୟିତ୍ୱ ତଥା ମୋର ଅଧିକାର ଉପରେ ଗୁରୁତ୍ବ…
Read More...

ତ୍ରିକୂଟ ଧାମ ବୈଦ୍ୟେଶ୍ଵର ମହାବାରୁଣୀ ସ୍ନାନ, ଯୋଗଦେଲେ ୫ ହଜାର ଶ୍ରଦ୍ଧାଳୁ

କଳାପଥର,(ବାଙ୍କୀ): ପବିତ୍ର ମହାବାରୁଣୀ ସ୍ନାନ ଉପଲକ୍ଷେ ତ୍ରିକୂଟ ଧାମ ବୈଦ୍ୟେଶ୍ଵର ମହାନଦୀ କୂଳ ବୈଦ୍ୟନାଥ ଘାଟ ଠାରେ ପବିତ୍ର ଉତ୍କଳ‌ ଗଙ୍ଗା ମହାନଦୀରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇ ଶ୍ରଦ୍ଧାଳୁମାନେ ବୁଡ ପକାଇ…
Read More...

ବାରୁଣୀ ସ୍ନାନ ଯାତ୍ରା ଆରମ୍ଭ

ପାତ୍ରପୁର : ସମାସିଙ୍ଗି ଶାସନ  ଗ୍ରାମରେ ଆଜି ମହା ବାରୁଣୀ ସ୍ନାନ ଯାତ୍ରା ପାଳିତ ହୋଇଛି। ଗ୍ରାମ ପାର୍ଶ୍ଵ ଦେଇ  ପ୍ରବାହିତ ପବିତ୍ର ବହୁଦା ନଦୀ ର ମହା ଶ୍ମଶାନ ଉତ୍ତର ବାଙ୍କ ବାରୁଣୀ ଘାଟ ନିକଟରେ ଅଞ୍ଚଳର ବହୁ ଭକ୍ତ…
Read More...

ମହାକାଶରେ ମହାଜାଗତିକ ଘଟଣା, ଏପ୍ରିଲ୍ ୮ରେ ହେବ ପୂର୍ଣ୍ଣ ସୂର୍ଯ୍ୟପରାଗ

ଭୁବନେଶ୍ବର: ଆସନ୍ତା ଏପ୍ରିଲ୍୮ ତାରିଖରେ ସଙ୍ଗଠିତ ହେବ ଏକ ବିରଳ ତଥା ସୁନ୍ଦର ପୂର୍ଣ୍ଣ ସୂର୍ଯ୍ୟପରାଗ। ଏହି ମହାଜାଗତିକ ଘଟଣାଟି ଯୁକ୍ତରାଷ୍ଟ୍ର ଆମେରିକା,  କାନାଡା ଓମେକ୍ସିକୋର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ…
Read More...

ରାଜଧାନୀ ପ୍ରତିଷ୍ଠା ଦିବସ: ହେବନି ବେସାମରିକ ପରେଡ ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଚଳିତ ବର୍ଷ ଏପ୍ରିଲ ୧୩ ତାରିଖ ଦିନ ଭୁବନେଶ୍ୱର ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ନିମନ୍ତେ ଏକଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ…
Read More...

ସାରା ରାଜ୍ୟରେ ଅସହ୍ୟ ତାତି, ଆସନ୍ତାକାଲି କମିପାରେ ତାପମାତ୍ରା

ଭୁବନେଶ୍ବର: ଶୁକ୍ରବାର କେବଳ ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ ରହିଥିବା​‌େ​ବଳେ ଆଜି ଅନୁଗୁଳ ସହର ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆଜି…
Read More...

କନିଷ୍ଠ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ

ରାୟଗଡ଼ା: ରାୟଗଡ଼ା ଗୁଣପୁର ବ୍ଲକର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସରୋଜ ପଣ୍ଡାଙ୍କୁ ଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ କୋର୍ଟ ପକ୍ଷରୁ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ସରୋଜ ପଣ୍ଡାଙ୍କୁ ୩ ବର୍ଷ ଜେଲ ସହ ୨ଲକ୍ଷ ଜରିମାନା…
Read More...

ବିଜେପି ଛାଡ଼ିଲେ ରଘୁନାଥ ମହାନ୍ତି, ପୁଣି ବିଜେଡିକୁ ଫେରିବ ନେଇ ଚର୍ଚ୍ଚା

ଭୁବନେଶ୍ବର: ବିଜେପି ଛାଡ଼ିଲେ ବରିଷ୍ଠ ନେତା ରଘୁନାଥ ମହାନ୍ତି। ଇସ୍ତଫାପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇଥିବା ସୂଚନା ମିଳିଛି। ବିଜେପିରୁ ଇସ୍ତଫା ଦେଇଥିବା ରଘୁନାଥ ମହାନ୍ତି ପୁଣି ବିଜେଡିକୁ…
Read More...

ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି: କାଳବୈଶାଖୀ ସମ୍ଭାବନା, ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର:ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ତାତିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି ମିଳିପାରେ। ଆସନ୍ତାକାଲି ଓ ପରଦିନ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଓ ଆଭ୍ୟନ୍ତରୀଣ…
Read More...

କୁଳଡିହା ଅୟାରଣ୍ୟରେ ନିଆଁ

ନୀଳଗିରି: କୁଳଡିହା ଅଭୟାରଣ୍ୟରେ ନିଆଁ ଲାଗିଥିବା ସୂଚନା ମିଳିଛି। ଝରଣାଘାଟି ନିକଟ ଛତାହୁଡ଼ି ନିକଟରେ ନିଆଁ ଲାଗିଛି। ନିଆଁ ଲିଭାଇବାକୁ ଗ୍ରାମବାସୀଙ୍କ ଉଦ୍ୟମ ଜାରି ରଖିଥିବା ଜଣାପଡ଼ିଛି।
Read More...

ଯାଞ୍ଚବେଳେ କାରରୁ ମିଳିଲା ୫୫ଲକ୍ଷ ଟଙ୍କା

ବିନିକା: ସାଧାରଣ ନିର୍ବାଚନ ପାଇଁ କଲେଜ ଛକରେ ବିନିକା ପୁଲିସ ନାକାବନ୍ଦି କରି ବିଭିନ୍ନ ଗାଡ଼ି ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିଲା। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା କାରକୁ ପୁଲିସ ଅଟକାଇ ଯାଞ୍ଚ କରିଥିଲା। ଗାଡି…
Read More...

ଭତ୍ତା ଟଙ୍କା ଆଣିବାକୁ ନାତିର ଅଭିନବ ପ୍ରୟାସ, ଖଟରେ ଚକ ଲଗାଇ ଜେଜେମା’ଙ୍କୁ ନେଲେ ୨୨ କିମି

ରାୟଗଡ଼ା: ଅସହାୟ ବୃଦ୍ଧବୃଦ୍ଧାଙ୍କ ପାଇଁ ଘରେ ନେଇ ଭତ୍ତା ଟଙ୍କା ଦେବାର ବିଭିନ୍ନ ବ୍ୟବସ୍ଥା ରହିଥିବା ବେଳେ ତାହା ବିଫଳ ହୋଇଛି। ଭତ୍ତା ଟଙ୍କା ଉଠାଇବା ପାଇଁ ଟିପଚିହ୍ନର ଆବଶ୍ୟକତା ଥିବାରୁ ଖଟରେ ଚକ ଲଗାଇ ଅସୁସ୍ଥ…
Read More...

ଲୋକଙ୍କୁ ଫୋନ୍‌‌ କଲେ ମୁଖ୍ୟମନ୍ତ୍ରୀ, ପଚାରିଲେ କେମିତି ଚାଲିଛି ବିକାଶ କାର୍ଯ୍ୟ?

ଭୁବନେଶ୍ବର: ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ସିଧାସଳଖ ଫୋନ୍‌ ଯୋଗେ ଲୋକଙ୍କ ସହ କଥା‌ ହେବା ସହ ବିକାଶ…
Read More...

ଦଳ ସହିତ ପ୍ରାର୍ଥୀଙ୍କୁ ବି ପରଖୁଛନ୍ତି ଭୋଟର

ଢେଙ୍କାନାଳ: ମଇ ୨୫ ତାରିଖରେ ଢେଙ୍କାନାଳ ଲୋକସଭା ସମେତ ଢେଙ୍କାନାଳ ଜିଲାର ୪ଟି ବିଧାନସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି। ଦିନ ପାଖେଇ ଆସୁଥିବାବେଳେ ଭୋଟରଙ୍କ ମନରେ କିନ୍ତୁ ନିର୍ବାଚନକୁ ନେଇ ସ୍ପୃହା…
Read More...

ବଳଦେବଜୀଉ ମନ୍ଦିର ହୁଣ୍ଡି ଦାନ ଅର୍ଥ ଚୋରୀ ମାମଲା, ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ଜାରି କଲା ପୁଲିସ

କେନ୍ଦୁଝରଗଡ଼: କେନ୍ଦୁଝରର ରାଷ୍ଟ୍ରଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ଦାନ ଅର୍ଥ ଓ ସାମଗ୍ରୀକୁ ଗତ ମାର୍ଚ୍ଚ ୨୯ ତାରିଖ ରାତିରେ ହୋଇଥିବା ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତର ଫଟୋ…
Read More...

ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନର ଶିକ୍ଷାନବିଶମାନେ ପରିଦର୍ଶନ କଲେ ବିଧାନସଭା

ଭୁବନେଶ୍ୱର:  ଆଜି ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ତରଫରୁ ୫୩ ଜଣ ଶିକ୍ଷାନବିଶ ଓଡିଶା ବିଧାନସଭା ପରିଦର୍ଶନ କରିଥିଲୋ ଏହି ଅବସରରେ ବିଧାନସଭାର କାର୍ଯ୍ୟାବଳୀ ସଂପର୍କରେ ଉକ୍ତ…
Read More...

ମାଛକୁଣ୍ଡ ନଦୀ କୋରାପୁଟର ଜୀବନରେଖା

ଭୁବନେଶ୍ୱର: ଆନ୍ଧ୍ର-ଓଡ଼ିଶାର ସୀମା ନିର୍ଦ୍ଧାରଣ କରୁଥିବା ମାଛକୁଣ୍ଡ ନଦୀ ଓଡ଼ିଶାର ରାଜସ୍ୱ ମାନଚିତ୍ରରେ ନ ଥିବା ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ୱିଟ୍…
Read More...

ଆଇଏଏସ ସ୍ତରରେ ଅଦଳବଦଳ, ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦେଶକ ଭାବେ ନିଯୁକ୍ତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ରାଜ୍ୟରେ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ଶୁଭଙ୍କର ମହାପାତ୍ରଙ୍କୁ ଗ୍ରାମ୍ୟ…
Read More...

ଏସିଆର ଷଷ୍ଠ ଉତ୍ତପ୍ତ ସହର ଭୁବନେଶ୍ବର

ଭୁବନେଶ୍ବର: ଆଜି ଭୁବନେଶ୍ବର ଏସିଆର ଷଷ୍ଠ ଉତ୍ତପ୍ତ ସହର ହୋଇଛି। ୧୦ ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନ ପାଇଛି ରାଜଧାନୀ ଭୁବନେଶ୍ବର। ୪୩.୫ ଡିଗ୍ରୀ ସହ ଏସିଆର ଷଷ୍ଠ ସ୍ଥାନରେ ଭୁବନେଶ୍ବର ରହିଛି ବୋଲି ପାଣିପାଗ…
Read More...

ଖୋର୍ଦ୍ଧା ଜିଲାରେ ସକାଳ ୧୦.୩୦ରେ ସ୍କୁଲ ଛୁଟି

ଭୁବନେଶ୍ବର: ଖୋର୍ଦ୍ଧା ଜିଲାରେ ଅଙ୍ଗନବାଡ଼ିରୁ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଅର୍ଥାତ ଅଙ୍ଗନବାଡ଼ିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲାରେ ସମସ୍ତ…
Read More...

 ପଣିକିଆରେ ଭୋଟର ସଚେତନତା 

ମାଲକାନଗିରି : ପଣିକିଆରେ ଭୋଟର ସଚେତନତା ଗୀତରେ କଣ୍ଠ ଦେଲେ ନାବାଳିକା ଦୁଇ ଭଉଣୀ । ପଣିକିଆ ଗାଇ ସମସ୍ତଙ୍କ ମନ ଜିଣିଥିବା ପ୍ରୀତି ସୁଲଗ୍ନା ଓ ଶ୍ରୁତି ସୁଲଗ୍ନାଙ୍କ  ‘୧୧କ ପଣିକିଆରେ ଭୋଟର ସଚେତନତା’ ଗୀତ …
Read More...

ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

କାମାକ୍ଷାନଗର: କାମାକ୍ଷାନଗର ଥାନା ତାଳଗୋରଡ଼ ଗାଁରେ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ବାଲିଗୋରଡ଼ ପଞ୍ଚାୟତ ଅନ୍ତର୍ଗତ ତାଳଗୋରଡ଼ ଗାଁର ରଇବାରୀ ସେଣ। ରଇବାରୀ ଗାଧୋଇବା ପାଇଁ ଘର…
Read More...

ବାଘଛାଲ ଜବତ, ୨ ଗିରଫ

ଭବାନୀପାଟଣା: ଏସଟିଏଫ ଦ୍ଵାରା ନର୍ଲା ରୋଡର ଏକ ଲଜରୁ ଗୋଟାଏ ବାଘଛାଲ ଜବତ ହେଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ଏସଟିଏଫ। ଗିରଫ ଦୁଇଜଣ ନର୍ଲା ପଟାଙ୍ଗପଡ଼ାର ପୂର୍ଣ୍ଣଚନ୍ଦ୍ର ବାଗ (୩୫) ଏବଂ ଲାଞ୍ଜିଗଡ ଥାନା…
Read More...

ଏଡସ ସଚେତନତା ଏବଂ ପ୍ରାଥମିକ ଉପଚାର କାର୍ଯ୍ୟକ୍ରମ

ଧାମରା : ଧାମରା +୨ ବିଦ୍ୟାଳୟରେ ଏଡସ ସଚେତନତା ଏବଂ ପ୍ରାଥମିକ ଉପଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ଦାସ ପୌରୋହିତ୍ୟ କରିଥିଲେ।…
Read More...

୯ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଜେଡି ପକ୍ଷରୁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତୃତୀୟ ପର୍ଯ୍ୟାୟରେ ବିଜେଡିର ୯ ବିଧାନସଭା ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

କଟକ ଜିଲାପାଳ ହେଲେ ଅରିନ୍ଦମ ଡାକୁଆ, ଜଗତସିିଂହପୁର ଜିଲାପାଳ ଭାବେ ଅନୁପମ ଶାହାଙ୍କୁ ନିଯୁକ୍ତି

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) ଏବଂ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କଟକ ଓ ଜଗତସିଂହପୁର ଜିଲାପାଳ ସମେତ…
Read More...

ମତଦାତା ମାର୍ଗଦର୍ଶିକା ହେବ ମତଦାନର ନିମନ୍ତ୍ରଣ ପତ୍ର, ପ୍ରତି ପରିବାରରେ ପହଞ୍ଚାଇବକୁ ନିର୍ଦେଶ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧ#କାରୀ ନିକୁଞ୍ଜ ବିହାରୀ ଧଳ ସମ୍ବଲପୁରଠାରେ ସମ୍ବଲପୁର, ବରଗଡ଼, ଢେଙ୍କାନାଳ ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କିଛନ୍ତିା ସମ୍ବଲପୁର ମୁନିସିପାଲ…
Read More...

ଧଳପୁରରେ ଅଗ୍ନିକାଣ୍ଡ ଜଳିଗଲା ୨ବଖରା ଚାଲଘର

ହରଭଙ୍ଗା :ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର ବେତେରାସାହିରେ ଗୁରୁବାର ଅପରାହ୍ନ ୫ଟା ବେଳେ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟି ଦୁର୍ଯ୍ୟୋଧନ ନାଏକଙ୍କ ଦୁଇ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଘଟଣାସ୍ଥଳରେ…
Read More...

ପବିତ୍ର ରମଜାନ ମାସ ଆରମ୍ଭ ଅବସରରେ ମସଜିଦ୍ କମିଟି ପକ୍ଷରୁ ଇଫତାର ପାର୍ଟି

ଭୂବନେଶ୍ୱର: ଇସଲାମ୍ କ୍ୟାଲେଣ୍ଡରର ନବମ ମାସ ହେଉଛି ରମଜାନ। ଏହି ମାସରେ ମୁସଲମାନ ଭାଇଭଉଣୀମାନେ ରୋଜା ରଖନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟାସ୍ତ ମଧ୍ୟରେ ସେମାନେ କୌଣସି ଖାଦ୍ୟ ଖାଆନ୍ତି ନାହିଁ କିମ୍ବା ପାଣି…
Read More...

ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ, ଜିଲା ପରିଷଦ ସଭ୍ୟା ଅଟକ

କଲମପୁର: ଗ୍ରାମବାସୀଙ୍କ ଦ୍ବାରା ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ସତ୍ତ୍ବେ ନିର୍ମାଣ କାର୍ଯ୍ୟଚାଲୁ ରଖିବା ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ପରବର୍ତ୍ତି ସମୟରେ ରାସ୍ତା ନିର୍ମାଣ…
Read More...

ମହାନଦୀର ସିଦ୍ଧନାରାୟଣୀ ଘାଟରେ ବାରୁଣୀବୁଡ

ଗୁରୁଡିଝାଟିଆ: ଭାତୃତ୍ୱ,ସଂପ୍ରିତି ଓ ବନ୍ଧୁତ୍ୱର ମିଳନ ବାରୁଣୀ ବୁଡ। ଗଡଜାତ ଓ ମୋଗଲବନ୍ଦୀ ଅଞ୍ଚଳର ଜନସାଧାରଣଙ୍କ ଭିତରେ ସଦଭାବ ଓ ମୈତ୍ରୀ ପ୍ରତିଷ୍ଠା ଉଦ୍ଦେଶ୍ୟରେ ରାଜା ରାଜୁଡା ସମୟରେ ବ୍ରହ୍ମପୁର ସ୍ଥିତ ମହାନଦୀର…
Read More...

କୋକସରାରେ କାଳ ବୈଶାଖୀ: ଗଛ ପଡ଼ି ରାସ୍ତା ଅବରୋଧ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ଓ  ଆଖପାଖ ଅଞ୍ଚଳରେ ବୁଧବାର ରାତିରେ ପ୍ରାୟ ଅଧଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଭୟଙ୍କର କାଳବୈଶାଖୀ ତାଣ୍ଡବ ରଚାଇଛି। । ଅଧିକ ଝଡ଼ତୋଫାନ ହେବା ଯୋଗୁଁ  କୋକସରା ସ୍ଥିତ ସରସ୍ଵତୀ ଶିଶୁ…
Read More...

ଚୋରା ଲଘୁଖଣିଜର ଅବାଧ କାରବାର

ଢେଙ୍କାନାଳ : ଢେଙ୍କାନାଳ ଜିଲାରେ ବ୍ୟାପକ ପରିମାଣର ଲଘୁଖଣିଜ ଦ୍ରବ୍ୟ ଯଥା ମାଙ୍କଡାପଥର ଓ କଳାମୁଗୁନି ପଥର ସମେତ ବାଲି, ମୋରମ୍‌‌ ପ୍ରଭୃତି ଚୋରାରେ ଉତ୍ତୋଳନ କରାଯାଇ ଚାଲାଣ କରାଯାଉଛି। ଏହାକୁ ରୋକିବା ପାଇଁ ପୁଲିସ…
Read More...

ତାତି ଛୁଇଁଲା ୪୨ ଡିଗ୍ରୀ, ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର: ପ୍ରବଳ ଖରାରେ ସିଝୁଛି ସାରା ଓଡ଼ିଶା। ରାଜ୍ୟରେ ୪୦ ଡିଗ୍ରୀ ସେଲସିୟସ ଉପରେ ୧୧ ସହର ରହିଛି। ଗୁରୁବାର ୪୨ ଡିଗ୍ରୀ ସହ ମାଲକାନଗିରି ଓ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ବିବେଚିତ ହୋଇଛି। ସେହିପରି…
Read More...

ବ୍ଲାକରୋଜ୍‍ ବୁଡ଼ିର ଫିଟୁନି ରହସ୍ୟ: ଜାହାଜରେ ଭର୍ତ୍ତି ହୋଇଥିବା ଲୁହାପଥର ଏବେ ବି କଢାଯାଇନି

ପାରାଦୀପ: ପାରାଦୀପ ଉପକୁଳରେ ବ୍ଲାକରୋଜ ଜାହାଜ ବୁଡ଼ି ମାମଲାରେ ଗୁରୁବାର ହାଇକୋର୍ଟରେ ହାଜର ହୋଇଛି ଜାହାଜ ଚଳାଚଳ ମନ୍ତ୍ରାଳୟ। ଏହି ମାମଲାର ଶୁଣାଣି ଆସନ୍ତା ୧୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ପାରାଦ୍ୱୀପ…
Read More...

ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ ମହାନଦୀ, ବୁଡ଼ିଗଲା ହୁଲି ଡଙ୍ଗା

ବାଙ୍କୀ: ବାଙ୍କୀ ବ୍ଲକ ସହଗାଁ ଗୋପାଳପୁର ନିଟକ ମହାନଦୀରେ ହୁଲି ଡଙ୍ଗା ବୁଡ଼ି ଯିବାରୁ ଜଣେ ନିଖୋଜ ହୋଇଛନ୍ତି। ୪ଜଣ ସାଙ୍ଗ ହୁଲି ଡଙ୍ଗାରେ ମହାନଦୀ ବୁଲିବାକୁ ଯାଇଥିବାବେଳେ ଜଣେ ପାଣିକୁ ଖସି ପଡ଼ିଥିଲେ। ବୁଡ଼ିଥିବା…
Read More...

ନୀଳଗିରି ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ, ମୁଣ୍ଡଗଣ୍ଡି ଅଲଗା କରି ଫିଙ୍ଗିଦେଲେ ହତ୍ୟାକାରୀ

ନୀଳଗିରି: ଜଘନ୍ୟ ହତ୍ୟା ପରେ ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା କରି ଫିିଙ୍ଗିଦେଲେ ହତ୍ୟାକାରୀ। ଏଭଳି ଅବାବନୀୟ ଓ ଚାଞ୍ଚଲ୍ୟକର ଘଟଣା ଘଟିଛି ନୀଳଗିରି ଅଞ୍ଚଳରେ। ଏହି ଜଘନ୍ୟ ହତ୍ୟାକାଣ୍ଡରେ ଏକାଧିବ ବ୍ୟକ୍ତି ସଂପୃକ୍ତ ଥିବା…
Read More...

ହିଟୱେଭ ନେଇ ୬ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଡହ ଡହ ଖରାରେ ପ୍ରଭାବିତ ଜନଜୀବନ। ସାରା ରାଜ୍ୟରେ ଗ୍ରୀଷ୍ମ ଓ ଆର୍ଦ୍ର ପାଗ ଲାଗି ରହିଥିବାବେଳେ ଆସନ୍ତା ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏବେ ରାଜ୍ୟରେ ଅଗ୍ନିବର୍ଷା ହେଉଛି। ଏନେଇ…
Read More...

ମତଦାନ ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି

ନିର୍ବାଚନକାର୍ୟ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କପାଇଁ ଗୋଟିଏ ଦିନ ସ୍ୱତନ୍ତ୍ର ସାମୟିକ ଛୁଟି ଅବସ୍ଥାପିତ ନିଜ ମୁଖ୍ୟ କାର୍ୟ୍ୟାଳୟ ଠାରୁ ଦୂରସ୍ଥାନରେ ମତାଧିକାର ସାବ୍ୟସ୍ତକ ରିବାକୁ ପଡୁଥିବା ସରକାରୀ…
Read More...

ପୁଟିପଦରରେ ଚାଞ୍ଚଲ୍ୟ, ଯୁବକଙ୍କୁ ପଥର ଛେଚି ହତ୍ୟା

ଗୋପାଳପୁର:  ଗୋପାଳପୁର ଥାନା ଅନ୍ତର୍ଗତ ପୁଟିପଦର ଗ୍ରାମରେ ଆଜି ଜଣେ ଯୁବକଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ  ଉଦ୍ଧାର ପରେ ଗାଁ ରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ପୁଲିସ ପହଞ୍ଚି ମୃତ ଦେହକୁ ଉଦ୍ଧାର ପରେ ଯୁବକ…
Read More...

ଚାକିରୀ ଦେବା ନାରେ ଟଙ୍କା ଆଦାୟ, କାର୍ଯ୍ୟାନୁଷ୍ଠାନ ପାଇଁ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର 

ଫୁଲବାଣୀ :  କନ୍ଧମାଳ ଜିଲାର ବିଭିନ୍ନ ବ୍ଲକରେ ଚାକିରୀ ଦେବା ନାରେ ସରଳ ନିରୀହ ଆଦିବାସୀ ଯୁବକ ଯୁବତୀମାନଙ୍କ ଠାରୁ ମୋଟା ଆଙ୍କର ଅର୍ଥ ଆଦାୟ କରିଥିବା ଅଭିଯୋଗ କରି ରାଜ୍ୟପାଳଙ୍କ ଉଦ୍ଧେଶ୍ୟ ରେ ବିଡ଼ିଓଙ୍କୁ ଏକ…
Read More...

ଗାଁ ମଣ୍ଡପରେ ଲାଗିଛି ଭୋଟ ବର୍ଜନ ପୋଷ୍ଟର 

ଚାନ୍ଦିପୁଟ : ଗାଁର ମୌଳିକ ସମସ୍ୟା ସମାଧାନ ନ ହେବାରୁ ଗାଁ ମଣ୍ଡପରେ ଲାଗିଛି ଭୋଟ ବର୍ଜନର ପୋଷ୍ଟର। ଆଗମୀ ନିର୍ବାଚନରେ ଭୋଟ୍ ନ ଦେବା ପାଇଁ ଚେତାବନୀ ଦେଇଛନ୍ତି ଗାଁ ଲୋକେ । ଏଭଳି ଗାଁ ହେଉଛି ଗଜପତି ଜିଲ୍ଲା ଦୁର୍ଗମ…
Read More...

ରେଳ ଷ୍ଟେସନରୁ ୪୫ କିଗ୍ରା ଗଞ୍ଜେଇ ସହିତ ମହିଳା ଓ ଯୁବକ ଗିରଫ 

ସମ୍ବଲପୁର : ସମ୍ବଲପୁର ଦେଇ ଦେଶକୁ ଯାଇଥିବା ସଡକ ଓ ରେଳ ପଥ ଜରିଆରେ ନିୟମିତ ଅବୈଧ୍ୟ ରୂପେ ଗଞ୍ଜେଇ ଚାଲାଣ ହେଉଥିବାର ଦେଖାଯାଉଥିବା ବେଳେ ଅନେକ ସମୟରେ ଚାଲାଣକାରୀ ମାନେ ଧରାପଡିବା ସହିତ ଗଞ୍ଜେଇ ଗୁଡିକ ମଧ୍ୟ ଜବତ…
Read More...

ବିଜେଡିର ସଂକଳ୍ପ ସମାବେଶ:ସାମିଲ ହେଲେ ପୂର୍ବତନ ସମିତି ଅଧ୍ୟକ୍ଷଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଏବଂ ବିଜେପି…

କଲମପୁର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେଡି, ବିଜେପି ଏବଂ କଂଗ୍ରେସର ପ୍ରାର୍ଥି ତାଲିକା ଚୁଡାନ୍ତ ହେଇଯାଇଛି। ଏବେ ଆରମ୍ଭ ହେଇଯାଇଛି ରାଜନୈତିକ ଉଷ୍ମତା। ସଂକଳ୍ପ ଦିବସ ପାଳନ ମାଧ୍ୟମରେ ବିଜେଡି ତାର ପ୍ରଚାର…
Read More...

ଗ୍ୟାସ ଚୁଲାରୁ ନିଆଁ ଲାଗି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ 

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପଞ୍ଚାୟତ ନିକଟରେ ଭଡ଼ାଘରେ ରହୁଥିବା ସୁଶାନ୍ତ କୁମାର ସାହୁ ଙ୍କ ରୋଷେଇ ଘରେ ଆଜି କୈାଣସି କାରଣରୁ ଗ୍ୟାସ ସିଲିଣ୍ଡର ରେ ନିଆଁ ଲାଗି ଯାଇଥିଲା।‌ ଘର…
Read More...

ଲଣ୍ଡା ହୋଇଗଲା ସବୁଜ ପାହାଡ଼

ଲମତାପୁଟ: ପୋଡୁ ଚାଷ ନାଁରେ ପାହାଡ଼ର ଜଙ୍ଗଲ ସଫା ହେଉଛି। ଲୋକଙ୍କୁ ହାତବାରିସ କରି କାଠ ମାଫିଆ ସକ୍ରିୟ ହେଉଛନ୍ତି। ମୂଲ୍ୟବାନ କାଠ ଚୋରି ହେଉଛି। ଔଷଧୀୟ ବୃକ୍ଷ ବଳି ପଡୁଛି। ଆନ୍ଧ୍ର ବନ ବିଭାଗ ପକ୍ଷରୁ କୌଣସି ଆଖି…
Read More...

ବିଜେଡି ଛାଡିଲେ ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ

ଢେଙ୍କାନାଳ ସଦର:  ଜିଲା ପରିଷଦ ଉପସଭାପତି କେଦଣ୍ଡଧର ସାହୁ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ଅକ୍ଷୟ ମହାନ୍ତି ପରେ ବିଜେଡି ରାଜ୍ୟ ସମ୍ପାଦକ ହର୍ଷବର୍ଦ୍ଧନ ସିଂହଦେଓ ବିଜୁ ଜନତାଦଳର ପ୍ରାଥମିକ ସଦସ୍ୟ…
Read More...

ବାଂଲାଦେଶରେ ବ୍ୟାପୁଛି ‘ଭାରତ ବର୍ଜନ’ ଅଭିଯାନ

ଢାକା: ମାଳଦ୍ବୀପ ପରେ ବାଂଲାଦେଶରେ ଜୋର୍‌ ଧରିଛି ‘ବୟକଟ୍‌ ଇଣ୍ଡିଆ’ ବା ଭାରତ ବର୍ଜନ ଅଭିଯାନ। ଅନ୍‌ ଲାଇନ୍‌ରେ ଏହା ତୀବ୍ର ହୋଇଛି। ମହମ୍ମଦ ମୁଇଜୁ ମାଳଦ୍ବୀପର ନୂଆ ରାଷ୍ଟ୍ରପତି ହେବା ପରେ ତୀବ୍ର ଭାରତ ବିରୋଧୀ…
Read More...

ଗୋଟିଏ ଗାଁ, ତିନିଟି ନାଁ

ରାୟଗଡ଼(ଗଜପତି) : ଗ୍ରାମ ଗୋଟିଏ; କିନ୍ତୁ ତିନିଟି ନାମ। ଦୁଇ ରାଜ୍ୟର ତିନି ଜିଲା ପ୍ରଶାସନ ଏଠାରେ ଉପସ୍ଥିତି ଜାହିର କରୁଛନ୍ତି। ପ୍ରାୟ ୫୦ରୁ ଊର୍ଦ୍ଧ୍ବ ପରିବାର ରହୁଛନ୍ତି ଗ୍ରାମରେ। ଉକ୍ତ ଗ୍ରାମରେ ଆନ୍ଧ୍ରର ପ୍ରଭାବ…
Read More...

ଫୁଟୁଛି ଓଡ଼ିଶା: ୪୨ ଡିଗ୍ରୀ ପାଖରେ ପହଞ୍ଚିଲା ତାତି, ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ବର: ଡହ ଡହ ଖରାରେ ପ୍ରଭାବିତ ଜନଜୀବନ। ସାରା ରାଜ୍ୟରେ ଗ୍ରୀଷ୍ମ ଓ ଆର୍ଦ୍ର ପାଗ ଲାଗି ରହିଥିବାବେଳେ ଆସନ୍ତା ୪ ରୁ ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ଛଅଗାଁ ଓ କୁମାରପୁରରେ ଲଉଡି ଉତ୍ସବ

ଗୁରୁଡିଝାଟିଆ: ସମାଜ ବ୍ୟବସ୍ଥାରେ ଯାଦବମାନଙ୍କ ଭୂମିକା ବେଶ ଉଚ୍ଚରେ। ଯାହା ଆମ ଗୌରବଜ୍ୱଳ ସଂସ୍କୃତି ଓ ପରମ୍ପରାରୁ ବାରି ହୋଇପଡେ ବୋଲି କୁମାରପୁର ଓ ଛଅଗାଁ ଠାରେ ଯୁବ ଯାଦବମାନଙ୍କ ଦ୍ୱାରା ଆୟୋଜିତ ଲଉଡି ଉତ୍ସବରେ…
Read More...

ରାଧାଶ୍ୟାମପୁରରେ ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ: ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ଓ ଗୋପବନ୍ଧୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଘଣ୍ଟିଖାଲ ପଞ୍ଚାୟତର ରାଧାଶ୍ୟାମପୁର ଗାଁରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ଡାକ୍ତର ବିକ୍ରମ…
Read More...

ଧାମରା ବନ୍ଦରରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ

ଧାମରା : ଭଦ୍ରକ ଜିଲା ଅଧିନସ୍ଥ ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣା ଯାଇଛି ଧାମରା ବନ୍ଦରରେ ଏମଏସ ଅବଦୁଲ କମ୍ପାନୀରେ ସନ୍ଥଚରଣ ଦାସ ଜଣେ…
Read More...

ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ନାଲକୋର ନୂଆ ରେକର୍ଡ

ସର୍ବକାଳିନ ସର୍ବାଧିକ ବକ୍ସାଇଟ ଓ ଆଲୁମିନିୟମ୍ ଉତ୍ପାଦିତ ପ୍ରଦର୍ଶନ ମୁଖ୍ୟାଂଶ: ସର୍ବକାଳିନସର୍ବାଧିକ୪,୬୩,୪୨୮ମେଟ୍ରିକଟନ୍ କାଷ୍ଟ ଧାତୁ ଉତ୍ପାଦିତ ସର୍ବକାଳିନସର୍ବାଧିକ୪,୭୦,୧୦୮ମେଟ୍ରିକଟନ୍ ଧାତୁ…
Read More...

ଗୁପ୍ତେଶ୍ବର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼, କାରଣ ଅସ୍ପଷ୍ଟ

ବୀରମିତ୍ରପୁର: ଗୁପ୍ତେଶ୍ବର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଛୁରାମାଡ଼ ପରେ ଉଭୟ ଯୁବକ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ୨…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ 

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଆ ତଥା ଓଡ଼ିଶାର ଗର୍ବ ଗୌରବ ତଥା ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ କୁ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ଵାରା ନୂତନ ସମ୍ମିଳନୀ କକ୍ଷ ଠାରେ ପାଳନ କରାଯାଇଛି। ଏହି…
Read More...

ମୁହାଁ ମୁହିଁ ବାଇକ ଧକ୍କାରେ ଦୁଇ ମୃତ

ଅନୁଗୋଳ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ କରତାପଟା ଗ୍ରାମରେ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ସୋମବାର ସନ୍ଧ୍ୟାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି । ମୃତକ ଦୁଇ ବାଇକ ଆରୋହୀ ହେଲେ ବନ୍ତଳା ଥାନା…
Read More...

ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ୩୭ତମ ସ୍ୱନକ୍ଷତ୍ର ଦିବସ ସିଫା ପରିସରରେ ସୋମବାର ଦିନ ସମାରୋହରେ ପାଳିତ ହୋଇଯାଇଛି…
Read More...

୨୦୩୬ ମସିହା ସୁଦ୍ଧା ଓଡିଶା ଦେଶର ବିକାଶର ଶୀର୍ଷ  ସ୍ଥାନରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି 

ସୁଆଣ୍ଡୋ : ଉତ୍କଳ ଦିବସରେ ପୁଣାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ସଂଗ୍ରହାଳୟ ପରିସରରେ ଥିବା ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଥିଲା। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜୋଳନ ପରେ ବନ୍ଦେ ଉତ୍କଳ ଜନନୀ ଏବଂ ତୁଙ୍ଗ ଶିଖରୀ ଚୁଳ ଗାନ କରାଯାଇଥିଲା। ସ୍ବତନ୍ତ୍ର…
Read More...

ଶାନ୍ତିଲତା ବାରିକଙ୍କ ଭଜନ ତାଙ୍କୁ ଅମର କରି ରଖିବ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଭଜନ…
Read More...

ଆନ୍ତଃରାଜ୍ୟ ସମନ୍ଵୟ ବୈଠକ: ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା

ଭୁବନେଶ୍ବର: ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ୟ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କ୍ୟାମ୍ପ କାର୍ୟ୍ୟାଳୟଠାରେ ଭିଡିଓ କନଫରେନସିଂ…
Read More...

ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଆଜି ପବିତ୍ର ଓଡ଼ିଶା ଦିବସା ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନା ୧୯୩୬ ମସିହାରେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ…
Read More...

ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ…
Read More...

ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଭୁବନେଶ୍ୱର: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥ#ଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବୋ ଯଦି ଭୋଟର ଫଟୋ ପରିଚୟ ପତ୍ର…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛିା ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥ#ଲୋ ମୁଖ୍ୟ…
Read More...

ସଶକ୍ତ ହେବେ ବଞ୍ଜରା ସମାଜର ମହିଳା    

ଲଡୁଗାଁ/ଜୟପାଟଣା: ତୃଣମୂଳସ୍ତରରେ ସମାଜର ସମସ୍ତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ ଆରମ୍ଭ ହୋଇଛି। ମହିଳା ସଶକ୍ତିକରଣ ଉପରେ ବଞ୍ଜରା ସମାଜ ଗୁରୁତ୍ୱ ଦେଇଛି। ଯାହାକୁ ସମାଜ ସଫଳତାର ସହ ଆଗକୁ ଆଗକୁ ନେଇ…
Read More...

ଚୌଦ୍ୱାରରେ ଉତ୍କଳ ଦିବସ ପାଳିତ

ଚୌଦ୍ୱାର:ଚୌଦ୍ୱାରରେ ଉତ୍କଳ ଦିବସ ସମାରୋହରେ ପାଳିତ ହୋଇ ଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଗୌରବ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ, ବିଜୁବାବୁ ଓ ମହାତ୍ମା ଗାନ୍ଧୀଙ୍କ…
Read More...

ଘଣ୍ଟିଖାଲରେ ଲଉଡି ଉତ୍ସବ ମହୋତ୍ସବ

ଗୁରୁଡିଝାଟିଆ: ଘଣ୍ଟିଖାଲ ବୃନ୍ଦାବନ ଚନ୍ଦ୍ର ଲଉଡି ସଂଘ ପକ୍ଷରୁ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଛି। ଯୁବ ନେତା ଆଦିତ୍ୟ ପ୍ରଦାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯାଦବ ସଂପ୍ରଦାୟର ଭକ୍ତିରସପୂର୍ଣ୍ଣ ଲଉଡି ଖେଳ ଆମ…
Read More...