ଭୁବନେଶ୍ୱର: ଆଜି ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନ ତରଫରୁ ୫୩ ଜଣ ଶିକ୍ଷାନବିଶ ଓଡିଶା ବିଧାନସଭା ପରିଦର୍ଶନ କରିଥିଲୋ ଏହି ଅବସରରେ ବିଧାନସଭାର କାର୍ଯ୍ୟାବଳୀ ସଂପର୍କରେ ଉକ୍ତ ଶିକ୍ଷାନବିଶମାନଙ୍କୁ ଓଡିଶା ବିଧାନସଭାର ସଚିବ ଦାଶରଥୀ ଶତପଥୀ, ଯୁଗ୍ମ ସଚିବ ସତୀଶ ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ (ଗ୍ରନ୍ଥାଗାର) ଆରତି ମିଶ୍ର, ନିରାପତ୍ତା ଅଧିକାରୀ ଗୋପାଳ କୃଷ୍ଣ ବେହେରା ଓ ବିଧାନସଭାର କର୍ମଚାରୀମାନେ ତାଲିମ ପ୍ରଦାନ କରିଥିଲୋ ଏହି କର୍ଯ୍ୟକ୍ରମରେ ଉକ୍ତ ସଂସ୍ଥାନର ନିର୍ଦ୍ଦେଶକ ଅକ୍ଷୟ କୁମାର ରାଉତରାୟ ଓ ଯୁଗ୍ମ ନିର୍ଦ୍ଦେଶକ ସୃତିକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲ।
ଆଞ୍ଚଳିକ ଯୋଜନା ପ୍ରଯୁକ୍ତି ଅର୍ଥନୀତି ଓ ପରିସଂଖ୍ୟାନ ଅନୁଷ୍ଠାନର ଶିକ୍ଷାନବିଶମାନେ ପରିଦର୍ଶନ କଲେ ବିଧାନସଭା
Popular Categories



