ବାଘ ଛାଲ ରାକେଟ ଠାବ, ୭ ଶିକାରୀ ଗିରଫ

ଭୁବନେଶ୍ବର: ଧରାପଡ଼ିଲା ଆନ୍ତଃରାଜ୍ୟ ବାଘଛାଲ ରାକେଟ। ବନ ବିଭାଗ ପକ୍ଷରୁ ୫ କଲରାପତରିଆ ବାଘ ଛାଲ ସହ ବଜ୍ରକାପ୍ତା ଛାଲି ଜବତ କରାଯାଇଛି। କିଙ୍ଗପିନ ସମେତ ୭ ଶିକାରୀଙ୍କୁ ବନବିଭାଗ ଗିରଫ କରିଛି। ବାଘ ଛାଲ ଜବତ ସହ ଶିକାରୀଙ୍କୁ ଗିରଫ ନେଇ ପିସିସିଏଫ ସୂଚନା ଦେଇଛନ୍ତି।

Comments are closed.