www.samajalive.in
Monday, December 15, 2025
26.1 C
Bhubaneswar

ମିଶୋ ଏବଂ ଫ୍ଲିପକାର୍ଟକୁ ଟକ୍କର ଦେବା ପାଇଁ ଆମାଜନ ଆଣିଲା ‘ବଜାର’, ଗ୍ରାହକଙ୍କୁ କମ୍ ଦାମରେ ମିଳିବ ସାମଗ୍ରୀ

ନୂଆଦିଲ୍ଲୀ : ଅନଲାଇନ ବାଣିଜ୍ୟିକ କମ୍ପାନୀ ଆମାଜନ ଇଣ୍ଡିଆ ‘ବଜାର’ ନାଁରେ ନୂଆ ଅନଲାଇନ୍ ଶୋରୁମ୍ ଆପ୍ ଖୋଲିଦେଇଛି । ଏହାର ଖାସ୍ କଥା ହେଉଛି ଏଠାରେ ସମସ୍ତ ବସ୍ତ୍ର ୬୦୦ ଟଙ୍କାରୁ କମ୍ ଦାମରେ ଉପଲବ୍ଧ ହେବ । ଫ୍ଲିପକାର୍ଟ ଏବଂ ମିଶୋ ଭଳି ସଂସ୍ଥାକୁ ଟକ୍କର ଦେବା ପାଇଁ କମ୍ପାନୀ ଏହାକୁ ଆଣିଛି । କମ୍ପାନୀ ଏନେଇ ପୂର୍ବରୁ ସଙ୍କେତ ଦେଇଥିଲା ।

ଆମାଜନ ବଜାରରେ ଡ୍ରେସ୍, ଆକ୍ସସରିଜ, ଅଳଙ୍କାର,ଜୋତା ଆଦି ଅନେକ ସାମଗ୍ରୀ ମିଳିବ । ଏହା ବ୍ୟତୀତ ଉପଭୋକ୍ତା ସମସ୍ତ ପ୍ରକାର ଡ୍ରେସ୍ ମଧ୍ୟ କ୍ରୟ କରିପାରିବେ । ଏହା ବ୍ୟତୀତ ରୋଷେଇ ଘର ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ । ତେବେ ଏହାର ସିଧା ମୁକାବିଲା ମିଶୋ ସହ ହେବ ଯାହା କମ ଦାମରେ ସାମଗ୍ରୀ ଯୋଗାଇଥାଏ । ଏବଂ ଫ୍ଲିପକାର୍ଟର ଶପ୍ସି ନାମକ ଅନ୍ୟ ଏକ ଆପକୁ ମଧ୍ୟ ଏହା ଟକ୍କର ଦେବ । କହିରଖୁଛୁ ଆମାଜନ ପୂର୍ବରୁ ଏଥିପାଇଁ ଯୋଜନା ଚଳାଇଥିଲା ଏବଂ ଏହି ଅନଲାଇନ୍ ଆପ୍ ଆଣିବା ନେଇ ପୂର୍ବରୁ ସଙ୍କେତ ଦେଇଥିଲା ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories