ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା ଉଦ୍ୟମ ଜାରି

ଭୁବନେଶ୍ବର: ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ। ବଡ଼ ଧରଣର ବିସ୍ଫୋରଣ ସହ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ପଳାଶପଲ୍ଲୀ ପୁନାମା ଗେଟ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେଲ…
Read More...

ପୂର୍ବାଞ୍ଚଳ ମହିଳା କ୍ରିକେଟ ଦଳରେ ତନ୍ମୟୀ ବେହେରା

କଟକ : ବିସିସିଆଇ ସିନିୟର ମହିଳା ଦିନିକିଆ ଆନ୍ତଃଜୋନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୩-୨୪ ମହାରାଷ୍ଟ୍ରର ପୁଣେରେ ଚଳିତ ମାର୍ଚ୍ଚ ୨୮ରୁ ଖେଳାଯିବ। ଏଥିପାଇଁ ପୂର୍ବାଞ୍ଚଳ ମହିଳା କ୍ରିକେଟ ମନୋନୟନ କମିଟି ପକ୍ଷରୁ…
Read More...

ନଭେମ୍ବରରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ। ୪୫ ଦିନିଆ ଉକ୍ତ ଗସ୍ତରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ୨୦୨୫…
Read More...

ଆସିଷ୍ଟାଣ୍ଟ ସେସନ୍ସ ଜଜଙ୍କ ଆଦେଶ ହାଇକୋର୍ଟରେ ରଦ୍ଦ, ୩୩ ବର୍ଷ ପରେ ଆବେଦନକାରୀ ଦୋଷମୁକ୍ତ

କଟକ: ଏନ୍‌‌ଡିପିଏସ୍‌‌ (ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରଫିକ୍‌‌ ସବ୍‌‌ଷ୍ଟାନ୍‌‌ସେସ୍‌‌ ଆକ୍ଟ)-ମାମଲାର ଶୁଣାଣି ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌‌ଙ୍କ ଅଦାଲତରେ ହୋଇପାରିବ ନାହିଁ। ୩୩ବର୍ଷ ତଳେ ଏନ୍‌‌ଡିପିଏସ୍‌‌…
Read More...

୨୦୨୬ସୁଦ୍ଧା ଭାରତର ନିବେଶ ହାର ବଢ଼ିବ ୩୬.୨%

ନୂଆଦିଲ୍ଲୀ: ୨୦୨୨-୨୩ରେ ଭାରତର ନିବେଶ ହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୩୨.୨ ପ୍ରତିଶତ ଥିବା ବେଳେ ୨୦୨୬-୨୭ ସୁଦ୍ଧା ଏହା ବଢ଼ି ୩୬.୨ ପ୍ରତିଶତରେ ପହଞ୍ଚିବ ବୋଲି ମୋର୍ଗାନ ଷ୍ଟାନଲି ରିପୋର୍ଟରେ ପ୍ରକାଶ ପାଇଛି।…
Read More...

ଏସିଆ ଅରବପତିଙ୍କ ରାଜଧାନୀ ମୁମ୍ବଇ

ମୁମ୍ବଇ,୨୭ା୩: ହୁରୁନ୍‌ ଗ୍ଲୋବାଲ ଅରବପତି ତାଲିକା ଅନୁଯାୟୀ ବେଜିଂକୁ ପଛରେ ପକାଇ ଏସିଆର ଅରବପତିଙ୍କ ରାଜଧାନୀ ହୋଇଛି ମୁମ୍ବଇ। ଆନ୍ତର୍ଜାତିକ ଧନୀ ସହର ତାଲିକାରେ ୧୧୯ ଅରବପତିଙ୍କୁ ନେଇ ନ୍ୟୁୟର୍କ ଶୀର୍ଷ ସ୍ଥାନରେ…
Read More...

ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ସମନ୍ୱୟ ବୈଠକ, ଯାଞ୍ଚ ଓ ଚଢଉକୁ କଡାକଡି ଉପରେ ଗୁରୁତ୍ୱ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ-୨୦୨୪କୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ କମିଟିର ଅନ୍ୟ ଏକ ସମନ୍ୱୟ ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ…
Read More...

କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ହଣ୍ଡ୍ରେଡ୍‌-୨୦୨୪: ଖେଳିବେ ଓପ୍‌ନର ସ୍ମୃତି ମାନ୍ଧାନା ଓ ୱିକେଟକିପର ରିଚା ଘୋଷ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆୟୋଜନ ହେବ ୧୦୦ ବଲ୍‌ ବିଶିଷ୍ଟ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ହଣ୍ଡ୍ରେଡ୍‌। ଏଥିରେ ମହିଳା ବର୍ଗରେ ୨ ଭାରତୀୟ ଓପ୍‌ନର ସ୍ମୃତି ମାନ୍ଧାନା ଓ ୱିକେଟ ରକ୍ଷକ ବ୍ୟାଟର ରିଚା ଘୋଷ ସ୍ଥାନ ପାଇଛନ୍ତି।…
Read More...

ଆଇପିଏଲ ୨୦୨୪: ଜିତିଲା ପଞ୍ଜାବ କିଙ୍ଗ୍ସ, ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ

ଚଣ୍ଡିଗଡ଼: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)-୨୦୨୪ର ଦ୍ୱିତୀୟ ମ୍ୟାଚ ପଞ୍ଜାବ କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଜି ପଞ୍ଜାବ କିଙ୍ଗ୍ସ ୪ ୱିକେଟରେ…
Read More...

ନିର୍ବାଚନୀ ଇସ୍ତାହାର ପ୍ରକାଶ କଲା ବୌଦ୍ଧ ଜିଲା କଂଗ୍ରେସ, ନିର୍ବାଚନରେ ବିଜେଡି-ବିଜେପିକୁ ଦେବ କଡା ଟକ୍କର 

ବୌଦ୍ଧ : ଆଗାମି ସାଧାରଣ ନିର୍ବାଚନ ନେଇ ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ଦଳର ଇସ୍ତାହାର ପ୍ରକାଶ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ…
Read More...

ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ ପାଇଁ ପିପିଲିରେ ପୁଲିସର ଫ୍ଲାଗମାର୍ଚ୍ଚ

ପିପିଲି :ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପିପିଲି ପୁଲିସ ପକ୍ଷରୁ ଶନିବାର ଫ୍ଲାଗମାର୍ଚ୍ଚ କରାଯାଇଛି । ଏହି ନିର୍ବାଚନକୁ ଅବାଧ, ମୁକ୍ତ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିବା ରାଜସ୍ବ ନୀରିକ୍ଷକଙ୍କୁ ୪ ବର୍ଷ ଜେଲ

କେନ୍ଦୁଝରଗଡ : ଜଣେ ହିତାଧିକାରୀଙ୍କ ଜମି ଚିହ୍ନଟ ପାଇଁ ୨ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିବା ସଦର ତହସିଲ ରାଇସୁଆଁର ପୂର୍ବତନ ରାଜସ୍ୱ ନୀରିକ୍ଷକ ବାଞ୍ଛାନିଧି ଶତପଥୀଙ୍କୁ ସ୍ୱତନ୍ତ୍ର…
Read More...

ଜୈବିକ ପ୍ରଣାଳୀରେ ଚାଷ କରୁଛନ୍ତି କୈଳାସ ସିଂହ, ସରକାରଙ୍କୁ ଯୋଗାଉଛନ୍ତି ପ୍ରାମାଣିକ ବିହନ

ସାଲେପୁର: ପିଲା ବୟସରେ ବାପାଙ୍କୁ ହରାଇଥିଲେ। ମାଟ୍ରିକ୍‌‌ ପରେ ଆଉ ପାଠ ପଢ଼ି ନପାରି ଯୁବ ବୟସରେ କୃଷି କାର୍ଯ୍ୟକୁ ଆପଣାଇଥିଲେ। ଏବେ ୬୮ବର୍ଷ ବୟସରେ ନିଜର ଚାଷ ଜମିରେ ଉନ୍ନତ ତଥା ଜୈବିକ ପ୍ରଣାଳୀରେ ଚାଷ କରି ରାଜ୍ୟ…
Read More...

ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ଆପ୍ଲିକେସନର ବ୍ୟବହାର ବିଷୟରେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ନବରଙ୍ଗପୁର ଜିଲାର ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଛନ୍ତିା ସେ ଅତିରିକ୍ତ ପୋଲିସ ଡିଜି ତଥା ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ସଂଜୟ କୁମାରଙ୍କ ସହ…
Read More...

ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀଙ୍କୁ ଯୋଗାଇ ଦିଆଯାଉ ସ୍ବାସ୍ଥ୍ୟ ବୀମା

ପିପିଲି :ପିପିଲି ବ୍ଲକ ଅଞ୍ଚଳର ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ କର୍ମଚାରୀ ସଂଘର ଏକ ବୈଠକ ସ୍ଥାନୀୟ ମକରବା ସ୍ଥିତ ଶୈବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ…
Read More...

ଅଭିଯୁକ୍ତକୁ ଧରିବାବେଳେ ଆକ୍ରମଣ, ଗାଡ଼ି ଭଙ୍ଗାରୁଜା

ଆଠଗଡ଼: ଚଢ଼ାଉ ପାଇଁ ଯାଇଥିବାବେଳେ ମାଫିଆମାନେ ଅବକାରୀ ଟିମ ଉପରେ ଆକ୍ରମଣ କରିଥିଲେ। ଏହାସହିତ ଅବକାରୀ ଟିମର ଗାଡ଼ିକୁ ଭଙ୍ଗାରୁଜା କରିଥିଲେ। ଖୁଣ୍ଟୁଣି ଥାନା ଡାଳୁଆ ଗାଁରେ ଅବକାରୀ ଟିମ ପକ୍ଷରୁ ଅଭିଯୁକ୍ତକୁ…
Read More...

ୟୁ-ଟ୍ୟୁବରଙ୍କ ମନ୍ତବ୍ୟ ‘ପରସା ଯାଉଛି ବାସିଖାଦ୍ୟ’, ପ୍ରଭାବରେ ବନ୍ଦ ହେଲା ତାରାକା ରୋସ୍ତୋରାଁ

ଦକ୍ଷିଣ କୋରିଆ: ବର୍ତ୍ତମାନ ଇଣ୍ଟରନେଟ୍‌ ସହାୟତା ନେଇ କେଉଁ ରେସ୍ତୋରାଁ ଖାଦ୍ୟ ଭଲ, ଦୋକାନକୁ ରାସ୍ତା କେଉଁଠି, ନୂଆ ଜିନିଷ କ’ଣ ମିଳୁଛି ଆଦି ତଥ୍ୟ ଅତି ସହଜରେ ମିଳିଯାଉଛି। ଜଣାଶୁଣା ୟୁ-ଟ୍ୟୁବର୍‌ମାନେ ମଧ୍ୟ…
Read More...

ଲଣ୍ଡନରେ ଧାଡ଼ିରେ ଛିଡ଼ା ହେବା ପାଇଁ ଦିନକୁ ମିଳୁଛି ୧୮-୨୦ହଜାର ଟଙ୍କା

ଲଣ୍ଡନ: ଅନ୍ୟ ପାଇଁ ଧାଡ଼ିରେ ଛିଡ଼ା ହେବେ, ସେଥିପାଇଁ ଦିନ ହିସାବରେ ଭଲ ପାଉଣା ବି ପାଇବେ। ଏପରି କଥା ଶୁଣି ହସ ଲାଗୁଥିଲେ ମଧ୍ୟ ଏହା ସତ ଘଟଣା। ବ୍ରିଟେନ୍‌‌ରେ ଏଭଳି ଅନେକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳେ, ଯେଉଁମାନେ…
Read More...

କିସ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ନାକ୍‍ ‘ଏ’ ଗ୍ରେଡ଼ ମାନ୍ୟତା

ଭୁବନେଶ୍ବର: କିସ୍‍ ବିଶ୍ୱବିଦ୍ୟାଳୟକୁ ନ୍ୟାସନାଲ୍‍ ଆସେସ୍‍ମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍‍ କାଉନ୍‍ସିଲ୍‍ (ନାକ୍‍) ପକ୍ଷରୁ ‘ଏ’ ଗ୍ରେଡ଼ ମାନ୍ୟତା ପ୍ରଦାନ କରାଯାଇଛି। କିସ୍‍ ବିଶ୍ୱବିଦ୍ୟାଳୟ ପ୍ରଥମ ଥର ନାକ୍‍ର ‘ଏ’…
Read More...

କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବହିଷ୍କାର କରିପାରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅବକାରୀ ନୀତି ଅନିୟମିତତା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିଜ ପଦରୁ ଇସ୍ତଫା ଦେବାକୁ ମନା କରିଛନ୍ତି। ଅନ୍ୟପଟେ ଜେଲ୍‌ରେ ରହି ନିଜ କାର୍ଯ୍ୟାଳୟ ଚଳାଇବାକୁ କେଜରିୱାଲ…
Read More...

ଭାରତରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ନାହିଁ ଆଇନଗତ ସୁରକ୍ଷା

ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଏବଂ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କ ସମ୍ବିଧାନର ଧାରା ୩୬୧ ଅନୁଯାୟୀ ଆଇନଗତ ସୁରକ୍ଷା ମିଳିଥାଏ। ଅର୍ଥାତ୍ କୌଣସି ବ୍ୟକ୍ତିବିଶେଷ…
Read More...

ମଣିଷ ଶରୀରରେ ଲାଗିଲା ଘୁଷୁରି କିଡ୍‌ନୀ

ବେଙ୍ଗାଲୁରୁ : କିଡ୍‌ନୀ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ଜଣେ ଆମେରିକୀୟ ଡାକ୍ତର ତାସୋ କାୱାଇ। ମାସାଚୁସେଟ୍ସ ଜେନେରାଲ ହସ୍ପିଟାଲରେ ସେ ଜଣେ ୬୨ ବର୍ଷୀୟ କିଡ୍‌ନୀ ରୋଗୀ ରିଚାର୍ଡ ସ୍ଲେମ୍ୟାନ୍‌ଙ୍କଠାରେ ଗତ…
Read More...

ଅଦିନିଆ ଝଡ଼ ବର୍ଷା ଉଜାଡି ଦେଲା ରବି ଫସଲ, ଚିନ୍ତାରେ ବୌଦ୍ଧ ଜିଲା ଚାଷୀ

ବୌଦ୍ଧ : ଅଦିନିଆ ଝଡ଼ ବର୍ଷା ରବି ଫସଲ ପାଇଁ ହେଲା କାଳ । ଏହି ବର୍ଷା କାରଣରୁ ବୌଦ୍ଧ ଜିଲାର ଅନେକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି ।  ଗତ ତିନି ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ ତୋଫାନ ସହିତ…
Read More...

ବାରହା ଆକ୍ରମଣରେ ଚାଷୀ ମୃତ୍ୟୁ  

କଳାପଥର:ବାଙ୍କୀ ଥାନା ଅନ୍ତର୍ଗତ  ବିଲିପଡା ଗ୍ରାମର ଧଡେଶ୍ୱର ରାଉତ (ସୁବଳ) ୪୯ ବିଲକୁ ଟମାଟୋ ତୋଳିବାକୁ ଯାଇଥିବା ବେଳେ ତାଙ୍କୁ ବାରହା ଆକ୍ରମଣ କରିଥିଲା ଏବଂ ଧଡେଶ୍ବରଙ୍କ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଛି ।…
Read More...

ନୀଳଗିରିରେ ବନବିଭାଗର ତଲାସି ଜାରି: ପୁଣି ୭ଶିକାରୀ ଗିରଫ; ୭ବନ୍ଧୁକ ଜବତ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରିସ୍ଥିତ କୁଲଡିହା ଅଭୟାରଣ୍ୟ ଭିତରେ ୨ଜଣ ସବୁଜବାହିନୀଙ୍କୁ ଗୁଳିମାଡ଼ କରାଯିବା ଘଟଣାରେ ବନବିଭାଗ ଅହୋରାତ୍ର ଶିକାରୀଙ୍କୁ ତଲାସି କରିବାରେ ଲାଗିଛି । ନୀଳଗିରିର ଜଙ୍ଗଲ ପାଦଦେଶରେ…
Read More...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଓଡିଆ ଜାତୀୟ ଆଲୋଚନାଚକ୍ର

କେନ୍ଦୁଝରଗଡ: ସ୍ୱାଧିନତା ପରବର୍ତ୍ତୀ ଓଡିଆ ସାହିତ୍ୟ ବହୁବିଧ ଉପାଦାନରେ ସମୃଦ୍ଧ। ସାହିତ୍ୟର ସମସ୍ତ ପରୀକ୍ଷା-ନିରୀକ୍ଷା ସହ ନୂତନତା ହିଁ ଏହାର ଅନ୍ୟତମ ବୈଶିଷ୍ଟ୍ୟ ବୋଲି ଜାତୀୟ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି।…
Read More...

ପ୍ରସ୍ତାବିତ ଶୁଆକାଟୀ-ଗୁହାଳଡିହି ରେଳପଥ ନିର୍ମାଣକୁ ବିରୋଧ, ଜିଲାପାଳ ଓ ଏସପିଙ୍କୁ ଭେଟିଲେ ଟ୍ରକ ମାଲିକ ସଂଘ…

କେନ୍ଦୁଝରଗଡ: ଓଡିଶା ଖଣି ନିଗମ ଅଧିନ ପରିଚାଳିତ ଶୁକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ଗୁହାଳଡିହି ପର୍ଯ୍ୟନ୍ତ ପ୍ରସ୍ତାବିତ ରେଳପଥ ନିର୍ମାଣକୁ ବିରୋଧ କରି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ ପକ୍ଷରୁ ସୋମବାର…
Read More...

ବୁଥରେ ସୁରକ୍ଷା ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ କରାଯିବ ସୁନିଶ୍ଚିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ରାଜ୍ୟ ପୋଲିସ ନୋଡ଼ାଲ ଅଧିକାରୀ ସଂଜୟ କୁମାର ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପ୍ରସ୍ତୁତି ସମୀକ୍ଷା…
Read More...

ପ୍ରତ୍ୟେକ ବୁନ୍ଦା ଜଳ ଗଣନା, ଭବିଷ୍ୟତ ପାଇଁ ଏହାର ବ୍ୟବହାର ଉପରେ ଗୁରୁତ୍ବ

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ‘ୱାଟର କର୍ପୋରେସନ ଅଫ ଓଡ଼ିଶା’ ‘ୱାଟକୋ’ ଆଜି ରାଜ୍ୟସ୍ତରୀୟ ‘ବିଶ୍ୱ ଜଳ ଦିବସ’ ପାଳନ କରିଛି । ଚଳିତ ବର୍ଷ ‘ବିଶ୍ଵ ଜଳ ଦିବସ’ର ବିଷଯବସ୍ତୁ ରହିଛି ‘ଶାନ୍ତି ପାଇଁ ଜଳ’ । ପ୍ରତିବର୍ଷ,…
Read More...

୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ଲଢ଼ିବ ବିଜେଡି, ସୂଚନା ଦେଲେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ

ଭୁବନେଶ୍ବର: ବିଜେପି-ବିଜେଡି ମେଣ୍ଟକୁ ନେଇ  ରାଜ୍ୟରେ ଚର୍ଚ୍ଚାରେ ଲାଗି ରହିଥିବାବେଳେ ଆଜି ଉଭୟ ଦଳ ପକ୍ଷରୁ ଟ୍ବିଟରରେ ଏକାକୀ ଲଢ଼ିବା ନେଇ ସୂଚନା ଦିଆଯାଇଛି। ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାରେ…
Read More...

ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ, ସମୀକ୍ଷା କଲେ କେନ୍ଦ୍ରୀୟ ଦଳ

ଆଠଗଡ: ଆଠଗଡ ଏନଏସି ଅଞ୍ଚଳରେ ଗତ ଫେବୃଆରୀ ୧୦ତାରିଖରୁ ୨୨ତାରିଖ ପର୍ଯ୍ୟନ୍ତ ଚାଲିଥିବା ବାତଜ୍ୱର ନିରାକରଣ ପାଇଁ ସାମୁହିକ ବାତଜ୍ୱର ଔଷଧ ସେବନ ଅଭିଯାନ କାର୍ଯ୍ୟକ୍ରମକୁ ଏକ କେନ୍ଦ୍ରୀୟ ଦଳ ଦ୍ୱାରା ସମୀକ୍ଷା…
Read More...

ରାଧାମୋହନ ଦେବଙ୍କ ଦୋଳ ଉତ୍ସବ

ଚୌଦ୍ୱାର: ଓଟିଏମ୍ କଲୋନୀସ୍ଥିତ ରାଧା ମୋହନ ଜୀଉ ମନ୍ଦିରରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ମନ୍ଦିର ପରିଚାଳନା କମିଟି ଅନୁକୁଲ୍ୟରେ ୨ଦିନ ଧରି ଅନୁଷ୍ଠିତ ଏହି ଉତ୍ସବରେ ରାଧା ମୋହନ ଜିଉ ଠାକୁର ଓଟିଏମ୍…
Read More...

ରାଜ୍ୟ ସ୍ତରୀୟ  ଉପଲବ୍ଧି ସର୍ବେକ୍ଷଣ ଶିବିର, ଯୋଗଦେଲେ ୧୦ ଟି ସ୍କୁଲରୁ ମୋଟ ୪୦୦ଜଣ ଛାତ୍ରଛାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଓଡ଼ିଶା ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଆଜି ଅତାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ମିଶ୍ରାଣୀ କୁମ୍ଭାରଙ୍କ ତତ୍ବାବଧାନରେ ରାଜ୍ୟ ସ୍ତରୀୟ ଉପଲବ୍ଧି ସର୍ବେକ୍ଷଣ ଶିବିର…
Read More...

କର୍ପୋରେଟ କୋଠାରେ ନିଆଁ, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ବର: ରାଜଧାନୀର କିଟ୍‌ ଛକରେ ଥିବା କର୍ପୋରେଟ କୋଠାର ଚତୁର୍ଥ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରେ ନିଆଁ ଲାଗି ଅନ୍ୟଆଡ଼କୁ ବ୍ୟାପୀ ଯାଇଛି। କୋଠାଟି ଧୂଆଁମୟ ହୋଇଯାଇଥିବାବେଳେ କେତେକ ସ୍ଥାନରେ ନିଆଁ ହୁତୁହୁତୁ…
Read More...

ମଥୁରା ଦୋଳ ଯାତ୍ରା ଆରମ୍ଭ

ଭବାନୀପାଟଣା: କଳାହାଣ୍ଡିର ପ୍ରଖ୍ୟାତ ମଥୁରା ଦୋଳଯାତ୍ରା ଗତ ୨୦ ତାରିଖ ରୁ ଆରମ୍ଭ ହେଇଛି। ଆସନ୍ତା ୨୪ ତାରିଖ ଯାଏଁ ହେବାକୁଥିବା ଏହି ଉତ୍ସବ ଅବସରରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶହ ଶହ ବର୍ଷ ପୁରୁଣା…
Read More...

ବିଶ୍ୱର ସ୍ଥିରତା ଓ ସମୃଦ୍ଧିରେ ଜଳର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ଵର: ମିଳିତ ଜାତିସଂଘର ଘୋଷଣା ଅନୁସାରେ ବିଶ୍ୱ ଜଳ ଦିବସ ଭାବେ ପାଳନ କରାଯାଇଆସୁଅଛି । ଚଳିତ ବର୍ଷ ଏହି ଦିବସ ପାଳନର ବାର୍ତ୍ତା ରହିଛି 'ଶାନ୍ତି ପାଇଁ ଜଳ', ଯେଉଁଥିରେ ବିଶ୍ୱର ସ୍ଥିରତା ଏବଂ ସମୃଦ୍ଧିରେ ଜଳର…
Read More...

ନଦୀ ଗଣ୍ଡରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପାତ୍ରପୁର: ଜରଡ଼ା ଥାନା ତଣ୍ଡିପୁର ପଞ୍ଚାୟତ ହରିଚନ୍ଦନପୁର ଗ୍ରାମ ନିକଟ ନଦୀରୁ ପୁଲିସ ଏକ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ଆଜି ଗ୍ରାମ ପାର୍ଶ୍ଵ ଦେଇ ପ୍ରବାହିତ ବଗୀ ନଦୀ ବରଗଛ ପାର୍ଶ୍ଵରେ ଥିବା ଗଣ୍ଡରେ ଏକ…
Read More...

ଶ୍ରେଣୀ ଗୃହରୁ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରି

ଗୁଣୁପୁର: ରାୟଗଡା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଟଳଣା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଅନ୍ତେବାସୀ ଛାତ୍ରଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ବିଦ୍ୟାଳୟ ଶ୍ରେଣୀ ଗୃହରୁ ଛାତ୍ରଙ୍କ ମୃତ ଦେହ ଝୁଲନ୍ତା…
Read More...

ଡାଉନ୍‌ ସିଣ୍ଡ୍ରୋମ୍‌ ଏବଂ ଅନ୍ୟାନ୍ୟ ଜେନେଟିକ୍‌ ବ୍ୟାଧି ନିମନ୍ତେ ସାମଗ୍ରୀକ ପ୍ରଚେଷ୍ଠା ସମୟର ଆହ୍ବାନ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ପେରିନାଟାଲ୍(ଜନ୍ମ ପୂର୍ବ ଏବଂ ପର ଅବସ୍ଥା) କ୍ଲିନିକ୍ ପକ୍ଷରୁ ପ୍ରତି ମଙ୍ଗଳବାର ଡାଉନ୍ ସିଣ୍ଡ୍ରୋମ୍‌ ପ୍ରଭାବିତ ଶିଶୁମାନଙ୍କ ପିତାମାତା ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ସମ୍ପର୍କରେ…
Read More...

ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର

ଲାଞ୍ଜିଗଡ଼:ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଗୋଇପଟା ଠାରେ ଥିବା ସିଆରପିଏଫ ୧୨ ବାଟାଲିନ ପକ୍ଷରୁ ଲାଞ୍ଜି ପଞ୍ଚାୟତ ଲାଞ୍ଜି ଆମତୋଟା ଠାରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଆରପିଏଫ କମାଣ୍ଡେଣ୍ଟ…
Read More...

ପ୍ରଗତି ଓ ପ୍ରକୃତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ

ଭୁବନେଶ୍ୱର: ପ୍ରକୃତି ଯେତିକି ସମ୍ପଦ ଓଡ଼ିଶାକୁ ଦେଇଛି ସେତିକି ସମ୍ପଦ ଦେଶର ଅନ୍ୟ କୌଣସି ରାଜ୍ୟକୁ ପ୍ରଦାନ କରିନାହିାଁ ତେଣୁ ଓଡ଼ିଶାରେ ଜନ୍ମନେଇ ଆମେମାନେ ଭାଗ୍ୟବାନା ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସମୃଦ୍ଧି ପାଇଁ…
Read More...

ସୁପ୍ରିମକୋର୍ଟ ଗଲା ଆପ, ରାତିରେ ଶୁଣାଣି ପାଇଁ ଆବେଦନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରର୍ବତ୍ତନ ବିଭାଗ ଗିରଫ ପରେ ଆମ୍ ଆଦମୀ ପାର୍ଟି ତରଫରୁ ରାତିରେ ଶୁଣାଣି ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରାଯାଇଛି । ଦଳର ନେତ୍ରୀ ଆତିଶୀ ମାରଲେନା…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲା ଗସ୍ତ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ  ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛିା…
Read More...

ବହୁ ଅସାମାହିତ ପ୍ରଶ୍ନର ଉତ୍ତର ଦେଇପାରେ ହୃଦୟକୁ ଛୁଇଁପାରୁଥିବା କବିତା

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ବିଶ୍ଵକବିତା ଦିବସ’ ମନୋଜ୍ଞ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ହତ୍ୟା ଉଦ୍ୟମ ଅଭିଯୁକ୍ତକୁ ୪ ବର୍ଷ ଜେଲ

ଟିଟିଲାଗଡ଼: ଟିଟିଲାଗଡ଼ ଥାନା ବିଜେପୁର ନିବାସୀ ଫକୀର ଛତ୍ରିଆଙ୍କୁ ହତ୍ୟା ଉଦ୍ୟମ ନେଇ ଅଭିଯୁକ୍ତ ସମ୍ପର୍କୀୟ ଭାଇ ସନ୍ତୋଷ ଛତ୍ରିଆଙ୍କୁ ଟିଟିଲାଗଡ଼ ସବ ଜଜ କୃଷ୍ଣଚନ୍ଦ୍ର ନାୟକ ୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା…
Read More...

ଖୁଡ଼ୀ ମୁଣ୍ଡକୁ ପଥରରେ ଛେଚିଦେଲା ପୁତୁରା, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କାଂଶ ପଞ୍ଚାୟତ ଅଧୀନ କୋହ୍ଲାପାଳ ଗାଁର ନିଶିକାନ୍ତ ପଣ୍ଡାଙ୍କ ପୁଅ ଅସିତଙ୍କ ସହ ସେହି ଗାଁର ସନ୍ତୋଷ ପଣ୍ଡାଙ୍କ ପୁଅ…
Read More...

ମା ବରାଳ ଦେବୀ ଆନ୍ତଃଜିଲା ସ୍ତରୀୟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ଼ ପଞ୍ଚାୟତର ମଣିପଦର ଠାରେ ମା’ ବରାଳ ଦେବୀ ଆନ୍ତଃଜିଲା ସ୍ଥ ରୀୟ ଚ୍ୟାଲେଞ୍ଜ କ୍ରିକେଟ କପ ୨0୨୪ ଉଦଘାଟିତ ହୋଇଛି। ବରାଳ ଦେବୀ କ୍ରିକେଟ କ୍ଳବ ବନ୍ଧଗଡ଼…
Read More...

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ , ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ

ଫୁଲବାଣୀ : ଜନୈକା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର ଆଜି ଏଡ଼ିଜେ ତଥା ପୋଷ୍କ କୋର୍ଟର ବିଚାରପତି ସଂଜିତ୍ କୁମାର ବେହେରାଙ୍କ ଇଜିଲାସରେ ଅନୁଷ୍ଠିତ ହୋଇଥିବା ବେଳେ ୧୨ ଜଣ ସାକ୍ଷୀ ପ୍ରମାଣକୁ ଭିତିକରି…
Read More...

ବିଶ୍ବ ଜଙ୍ଗଲ ଦିବସରେ ବନୀକରଣ ପାଇଁ ସଚେତନତା ସୃଷ୍ଟି

ଭବାନୀପାଟଣା: ବିଶ୍ବ ଜଙ୍ଗଲ ଦିବସ ପାଳନ ଅବସରରେ କଳାହାଣ୍ଡି ଉତ୍ତର ବନଖଣ୍ଡ କାର୍ଯ୍ୟଳୟରେ ଉତ୍ତର ଏବଂ ଦକ୍ଷିଣ ବନଖଣ୍ଡ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।  ଜିଲାରେ ବନୀକରଣ ଏବଂ ଅଧିକ ଜଙ୍ଗଲ ସୃଷ୍ଟି ପାଇଁ…
Read More...

ଅଣ୍ଡାମୂଲ୍ୟ ବୃଦ୍ଧି ହୋଇଛି, ଖାଦ୍ୟ ତାଲିକା ପରିବର୍ତ୍ତନ ହେଉ

କେନ୍ଦୁଝରଗଡ : ବଜାରରେ ଦିନକୁଦିନ ଅଣ୍ଡାମୂଲ୍ୟ ବୃଦ୍ଧି କାରଣରୁ ସରକାରଙ୍କ ପକ୍ଷରୁ ଅଣ୍ଡାମୂଲ୍ୟକୁ ୫ଟଙ୍କା ପରିବର୍ତ୍ତେ ବଜାର ଦର ଅନୁଯାୟୀ ମୂଲ୍ୟ ନିର୍ଦ୍ଧାରଣ କରାଯିବା ଏବଂ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରିବା…
Read More...

୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଲେ ପ୍ରଧାନ ଶିକ୍ଷକ

ଭବାନୀପାଟଣା: ଗୋଲାମୁଣ୍ଡା ବ୍ଲକ୍ ଲେତେର ତ୍ରିଶକ୍ତି ହାଇସ୍କୁଲ ପ୍ରଧାନ ଶିକ୍ଷକ କର୍ଣ୍ଣ କୁମାର ତାଣ୍ଡି ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଧରା ପଡିଛନ୍ତି। ଜଣେ ଠିକାଦାର ଜୟରାମ ସାହୁଙ୍କ…
Read More...

ବୌଦ୍ଧରେ ଅନୁଷ୍ଠିତ ହେଲା ପାରମ୍ପାରିକ ଦାଣ୍ଡ ଶୀତଳା ଯାତ୍ରା

ବୌଦ୍ଧ : ଶୀତଳା ମାତାଙ୍କ ପୀଠରେ ସମ୍ପନ୍ନ ହେଲା ଦାଣ୍ଡ ଶୀତଳା ଯାତ୍ରା । ତେବେ ବୌଦ୍ଧ ଜିଲ୍ଲାର କୁଷ୍ଠା ନାମକ ଏକ ସଂପ୍ରଦାୟର ଆରାଧ୍ୟ ଦେବୀ ହେଉଛନ୍ତି ଶୀତଳା । ଫଗୁଣ ମାସର ଶେଷ ମଙ୍ଗଳବାର ଦିନ ଶୀତଳା ମାତାଙ୍କ…
Read More...

ଡିଗ୍ରୀ କଲେଜରେ ନାକ ସ୍ବୀକୃତି ବାଧ୍ୟତାମୂଳକ, ଅଧ୍ୟକ୍ଷଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ନୂତନ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ନାକ ସ୍ବୀକୃତି ବାଧ୍ୟତାମୂଳକ। ତେଣୁ ସବୁ ଡିଗ୍ରୀ କଲେଜକୁ ନାକ ସ୍ବୀକୃତି କିଭଳି ମିଳିପାରିବ ସେଥିପାଇଁ ଅଧ୍ୟକ୍ଷମାନେ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ…
Read More...

ନାରୀ ଶକ୍ତିର ଅନନ୍ୟ ଉଦାହରଣ ‘ସଖି ବୁଥ୍’ 

ଭୁବନେଶ୍ୱର: ‘ନିର୍ବାଚନର ପର୍ବ, ଆମ ଦେଶର ଗର୍ବ’-ଭାରତ ନିର୍ବାଚନ କମିଶନ ଏହି ଥିମ ଗ୍ରହଣ କରି ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ରେ ଦେଶର ସମସ୍ତ ବର୍ଗର ଅଂଶଗ୍ରହଣକୁ ବଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ…
Read More...

ଦୋଳଯାତ୍ରା ପାଇଁ ଦିନକ ପରେ ଦ୍ଵାର ଭୋଗ ଖାଇବେ ଠାକୁର, ରଘୁନାଥ ସାହିରେଘର ଆଗରେ ଗଦା ହୋଇଛି ମାଟି

ଗଞ୍ଜାମ : ଗଞ୍ଜାମ ସହରରେ ଆସନ୍ତା ୨୧ ତାରିଖରୁ ୨୫ ତାରିଖ ମଧ୍ୟରେ ଐତିହାସିକ ଦୋଳଯାତ୍ରା ଅନୁଷ୍ଠିତ ହେବ। ସେଥିପାଇଁ ସମଗ୍ର ସହର ଏକ ପ୍ରକାରଚଳ ଚଞ୍ଚଳ ହୋଇଉଠିଛି।  ଯାତ୍ରା ପାଇଁ ସାହି ବାସୀଙ୍କ ପ୍ରସ୍ତୁତି ଜୋର ସୋର…
Read More...

ନାବାଳିକାଙ୍କ ଆତ୍ମହତ୍ୟା

ଫୁଲବାଣୀ : କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ସମ୍ବେପଦର ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକା ଘରେ କେହି ନଥିବା ସମୟରେ ବେକରେ ନିଜ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପ୍ରକାରେ…
Read More...

ଗଛଡାଳ ପଡି ଭାଙ୍ଗିଲା ଘର, ଅଳ୍ପକେ ବର୍ତ୍ତିଗଲେ ପରିବାର

ଫୁଲବାଣୀ : କନ୍ଧମାଳ ଜିଲା  ଖଜୁରୀପଡା ସ୍ଥିତ ଆମ୍ବେଦକର କଲେଜ ସାହିରେ ଘର ନିକଟରେ ଥିବା ଆମ୍ବଗଛରୁ ଶୁଖିଲା କାଠ ପଡି ଏକ ବଖରା କଚାଘରର ଆଜବେଷ୍ଟ ସମ୍ପୂର୍ଣ ଭାଙ୍ଗିଯାଇଛି। ହେଲେ ସୌଭାଗ୍ୟ ବଶତଃ ସେତେବେଳେ ଘରେ କେହି…
Read More...

ସ୍ପଷ୍ଟ ଦିବାଲୋକରେ ଝାମ୍ପିନେଲେ ୭୩ ହଜାର ଟଙ୍କା: ଥାନାରେ ମାମଲା, ପୁଲିସର ତଦନ୍ତ ଜାରି

ଫୁଲବାଣୀ/ଫିରିଙ୍ଗିଆ : କନ୍ଧମାଳ ଜିଲା ଫିରିଙ୍ଗିଆ ବଜାରରୁ  ସ୍ପଷ୍ଟ ଦିବାଲୋକରେ ଜନଗହଳି ପୁର୍ଣ ବଜାର ମଧ୍ୟରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ଆସି ଏକ ବ୍ୟାଗରେ ଥିବା ୭୩ ହଜାର ଟଙ୍କା…
Read More...

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଚୌଦ୍ୱାର: ୫୫ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ନିକଟ ଧୁମାବତୀ ଛକରେ ସଡକ ଦୁର୍ଘଟଣାରେ ସୋମନାଥ ସ୍ୱାଇଁ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଚୌଦ୍ୱାର ପୌରପାଳିକା ୧୩ନଂ ୱାର୍ଡ ପାଇକରାପୁର ଗ୍ରାମର ସୋମନାଥ ସବୁଦିନ ପରି…
Read More...

ବରିଷ୍ଠ ପୁଲିସ ଅଧିକାରୀଙ୍କ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ: ଶାନ୍ତିଶୃଙ୍ଖଳା ସହ ନିର୍ବାଚନ, ମିଥ୍ୟା ଖବର ରୋକିବା ଉପରେ…

ଭୁବନେଶ୍ବର: ଆସନ୍ତା ମଇ ଓ ଜୁନ ମାସରେରାଜ୍ୟରେ ଚାରୋଟି ପର୍ୟ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୋମବାର ଭୁବନେଶ୍ବରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଭିଡିଓ…
Read More...

ଅଯୋଧ୍ୟା ଏକାଦଶକୁ ପରାସ୍ତ କରି ସାନ୍‌‌ଭି ଏକାଦଶ ଚମ୍ପିୟାନ

ପିପିଲି :ଜଇସପାଟଣା ନିକଟ ଭାଲିଆବିଲି ଖେଳପଡିଆ ଠାରେ ଚାଲିଥିବା ଦୁଇଦିନିଆ ଭାଲିଆବିଲି ପ୍ରିମିୟର ଲିଗ୍‌‌ (ବିପିଏଲ୍‌‌) କ୍ରିକେଟ୍‌‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌‌ରେ ଅଯୋଧ୍ୟା ଏକାଦଶ କ୍ରିକେଟ୍‌‌ ଟିମ୍‌‌କୁ…
Read More...

ଯାତ୍ରୀବାହୀ ଗାଡି ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା, ଚାଳକ ମୃତ

ଜି.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ ମାଲାନାସୁଗା ଛକ ନିକଟରେ ମଙ୍ଗଳବାର ଏକ ଯାତ୍ରୀବାହୀ ଗାଡି ସହ ଗୋଟିଏ ମାଲବାହୀ ପିକଅପ ଭ୍ୟାନର ମୁହାଁମୁହିଁ ଧକ୍କା ହେବା ଫଳରେ ୯ଜଣ ଯାତ୍ରୀ ଆହାତ ହୋଇଥିବାବେଳେ ଯାତ୍ରୀବାହୀ…
Read More...

ରାଳବରେ ଯୁବକକୁ ସଂଘବଦ୍ଧ ଆକ୍ରମଣ ଘଟଣା:୬ ଅଭିଯୁକ୍ତ ଗିରଫ, ଖଣ୍ଡା ଓ ଠେଙ୍ଗା ଜବତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ଗତ ୧୫ ତାରିଖରେ ଘଟିଥିବା ସଂଘବଦ୍ଧ ଆକ୍ରମଣ ଘଟଣା ରେ ଜଡ଼ିତ ୬ ଅଭିଯୁକ୍ତ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଆକ୍ରମଣ ରେ ବ୍ୟବହୃତ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ସ୍ଵତନ୍ତ୍ର ବତ୍କୃତା ମାଳା

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନୂତନ ସମ୍ମିଳନୀ କକ୍ଷରେ ଆଜି କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତାରେ  ସ୍ଵତନ୍ତ୍ର ବକୃତା ମାଳା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ…
Read More...

ପୋଢ଼ ଚୋରି ମାମଲାରେ ଜଣେ ଗିରଫ

ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ପୋଢ଼ ଚୋରି ମାମଲାରେ ଆଜି ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ଡୁରା ଗ୍ରାମର ଚିଣ୍ଟୁ ଗୌଡ଼ ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ଚଳିତ ମାସ ୬…
Read More...

ରାମୋଡ଼ ଠାରେ ବିଶାଳ ଆଦିବାସୀ ସମାବେଶ

କଣ୍ଟାବାଞ୍ଜି:  ତୁରକେଲା ବ୍ଲକ ଝରନି ପଞ୍ଚାୟତ ର ରାଉତମୁଣ୍ଡା ଠାରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ବ୍ଲକ ସଭାପତି ଚୌବନ କିଶୋର ମାଝୀଙ୍କ ସଭାପତିତ୍ବ ରେ ବିଶାଳ ଆଦିବାସୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଅଧ୍ୟକ୍ଷ ସମ୍ମିଳନୀ ଉଦଘାଟିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ଅଧ୍ୟକ୍ଷ ସମ୍ମିଳନୀ ଆଜି ବାଣୀବିହାର ଏମକେସିଜି ଅଡିଟୋରିୟମରେ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ଖୋର୍ଦ୍ଧା, ନୟାଗଡ଼ ଓ ଯାଜପୁର ଜିଲାର ଡିଗ୍ରୀ କଲେଜ…
Read More...

ଅଜଣା ରୋଗରେ ପୀଡ଼ିତ ହୋମଗାର୍ଡଙ୍କୁ ମିଳିଲା ସହାୟତା

ଫୁଲବାଣୀ :କନ୍ଧମାଳ ଜିଲା ସଦର ଥାନାରେ କାର୍ଯ୍ୟରତ ହୋମଗାର୍ଡ ବିନୋଦ ବିହାରୀ ପ୍ରଧାନ କିଛି ଦିନ ହେବ ଅଜଣା ରୋଗରେ ପୀଡିତ ଥିବାରୁ ତାଙ୍କୁ କନ୍ଧମାଳ ଜିଲା ହୋମଗାର୍ଡ ସଂଘ ପକ୍ଷରୁ ଶୁଖିଲା ଖାଦ୍ୟ ଏବଂ ମେଡ଼ିସିନ…
Read More...

ଭାରତ ନିର୍ବାଚନ କମିଶନଙ୍କ ବିଏଲ୍ଓ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍ଓ ମାସ୍କଟ ‘ମିତା ଦିଦି’

ଭୁବନେଶ୍ୱର: ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍ଓ ମାସ୍କଟ (ବିଏଲଓ ଆଇକନ ଦିଦି) ‘ମିତା ଦିଦି'କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲ୍ଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି। ଓଡ଼ିଶାର ବିଏଲ୍ଓ ମାସ୍କଟ…
Read More...

ବଣାଇ ଡିଭିଜନରେ ମହାବଳ ବାଘ

ବଣାଇ : ବଣାଇ ବନାଖଣ୍ଡ ଅଂଚଳ ରେ ଦେଖିବାକୁ ମିଳିଛି ମହା ବଳ ବାଘ, ବାରସୁଆ ରେଞ୍ଜର ତୋଡ଼ା ରିଜର୍ଭ ଫରେଷ୍ଟ ଅଂଚଳରେ ଏକ ମହାବଳ ବାଘ ଜଙ୍ଗଲ ରେ ଲଗା ଯାଇ ଥିବା କେମେରାରେ ୨୬/୦୨/୨୦୨୩  ତାରିଖ ଦିନ ଟ୍ରାକ ହେବା ପରେ…
Read More...

ନିମ୍ନମାନର ରାସ୍ତାକାମ, ୨୪ଘଣ୍ଟା ନପୁରୁଣୁ ଉଠିଗଲା ପିଚୁ

ଗୁରୁଡିଝାଟିଆ: ଠକିବାର ସୀମା ପାର ହୋଇଗଲା। ଯାହାକୁ ଜଳଜଳ ହୋଇ ଦେଖିଲେ ସ୍ଥାନୀୟ ଜନସାଧାରଣ। ଠିକାଦାରଙ୍କ ହୀନ ମସୁଧା ପଦାରେ ପଡିଲା। ୨୪ଘଣ୍ଟା ନପୁରୁଣୁ ନୂଆକରି ରାସ୍ତା ଉପରେ ବିଛାଯାଇଥିବା ପିଚୁ ପରସ୍ତ ପରସ୍ତ ହୋଇ…
Read More...

ଐତିହ୍ୟ ବିଦ୍ୟାଳୟ  ଭାବେ ବିକଶିତ ହେଵ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ 

ସାକ୍ଷୀଗୋପାଳ: ସତ୍ୟବାଦୀ  ବନ ବିଦ୍ୟାଳୟର ପରବର୍ତ୍ତୀ  ଶିକ୍ଷାନୁଷ୍ଠାନ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ  ଐତିହ୍ୟ  ବିଦ୍ୟାଳୟ  ଭାବେ ବିକଶିତ ହେଵ। ସମସ୍ତ ପୁରାତନ ନିର୍ମାଣ କାର୍ଯ୍ୟ ଓ ବିଷୟବସ୍ତୁକୁ ସୁରକ୍ଷିତ ରଖି…
Read More...

ସିଏପିଏଫ୍ ଏବଂ ଏସ୍ଏପିଏଫ୍ ଗୁରୁତ୍ବପୂର୍ଣ୍ଣ ବୈଠକ: ଷ୍ଟ୍ରଙ୍ଗ୍ ରୁମରେ କଡା ସୁରକ୍ଷା ବ୍ୟବସ୍ଥା, ଶାନ୍ତି ଶୃଙ୍ଖଳାର ସହ…

ଭୁବନେଶ୍ୱର : ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ (ସିଏପିଏଫ୍) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ(ଏସ୍ଏପିଏଫ୍) ମୁତୟନ ସଂପର୍କରେଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି…
Read More...

ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି: ଷଷ୍ଠ ଶ୍ରେଣୀ ଛାତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରୀନିବାସର ଶୌଚାଳୟରୁ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ…
Read More...

ନୀଳଗିରିରେ ସେକ୍ସ ରାକେଟ: ଥାନାରେ ୨ଗରାଖ ଓ ରାଣୀ ମହୁମାଛି; ୨ଯୁବତୀ ଉଦ୍ଧାର

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଚାଲିଥିଲା ସେକ୍ସ ର‌୍ୟାକେଟ । ଏହି କାରବାରକୁ ନିଜ ଘରେ ଚଳାଇ ଆସୁଥିଲେ ଦମ୍ପତି । ଗାଁଲୋକଙ୍କ ସନ୍ଦେହ ହେବାରୁ ଚଢ଼ାଉ କରାଯିବା ପରେ ସବୁ ଘଟଣା ସାମ୍ନାକୁ ଆସିଛି ।…
Read More...

ଆରସିବି ଡବ୍ଲ୍ୟୁପିଏଲ ଚାମ୍ପିଅନ

ନୂଆଦିଲ୍ଲୀ: ଆରସିବି ୱମେନ ପ୍ରଥମ ଥର ପାଇଁ ଆଇପିଏଲ ଚାମ୍ପିୟନ ହୋଇଛି। ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ ୱମେନକୁ ହରାଇ ଚାମ୍ପିଅନ ହୋଇଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ଡବ୍ଲୁପିଏଲ ( ମହିଳା ପ୍ରିମିୟର ଲିଗ)…
Read More...

ଶତାୟୁ ସ୍ୱାଧୀନତା ସଂଗ୍ରାମୀଙ୍କ ପରଲୋକ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଅଧୀନ ଗୋଡ଼ିଶୋଳ ଗାଁର ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂ(୧୦୧)ଙ୍କ ପରଲୋକ ହୋଇଯାଇଛି। ଶତାୟୁ ସ୍ୱାଧୀନତା ସଂଗ୍ରାମୀ ସୁନାରାମ ସିଂ ୧୯୪୨ମସିହାରେ…
Read More...

ଜିଲା ପୁଲିସ ପ୍ରଶାସନ ତରଫରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ୧୦୦ରୁ ଉର୍ଦ୍ଧ୍ୱ ୟୁନିଟ ରକ୍ତ  ସଂଗ୍ରହ

ମାଲକାନଗିରି : ମାଲକାନଗିରି ଜିଲା ପୋଲିସ ପ୍ରଶାସନ ତରଫରୁ ପୋଲିସ କାର୍ଯ୍ୟାଳୟ ସଭା ଗୃହରେ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରକୁ ମାଲକାନଗିରି ଜିଲା ଆରକ୍ଷୀ ଅଧୀକ୍ଷକ ନୀତେଶ…
Read More...

ସମସ୍ତଙ୍କୁ ଅନୁପ୍ରାଣିତ କରେ ସୈନିକଙ୍କର ଦେଶପ୍ରେମ, ଶୃଙ୍ଖଳା ଓ ଉତ୍ସର୍ଗୀକୃତ ଜୀବନ 

ବାଲିଆପାଳ:  ଭାରତର ସାର୍ବଭୈାମତ୍ୱ ଓ ଅଖଣ୍ଡତା ପାଇଁ ସୈନିକମାନଙ୍କର ଅବଦାନ ଅତୁଳନୀୟ। ସୀମାନ୍ତରେ ସେମାନେ ଦେଶର ଜାଗ୍ରତ ପ୍ରହରୀ ଭାବେ କାର‌୍ୟ୍ୟ କରନ୍ତି । ରାଷ୍ଟ୍ର ପାଇଁ ସେମାନଙ୍କ ତ୍ୟାଗ ଓ ବଳିଦାନର ପଟ୍ଟାନ୍ତର…
Read More...

ଭିନ୍ନକ୍ଷମଙ୍କ ମୁହଁରେ ହସ ଫୁଟାଇଲେ ଯୁବଗୋଷ୍ଠୀ

ବାଲିଆପାଳ: ଆଧୁନିକ ସମାଜରେ ଅଧିକାଂଶ ଯୁବଗୋଷ୍ଠୀ ନିଜକୁ ନିଶା ଦ୍ରବ୍ୟ ସେବନ କରିବା ଠାରୁ ଆରମ୍ଭ କରି ଓ୍ବାଟସଆପ, ଫେସବୁକ ଭିତରେ ବୁଡି ରହୁଛନ୍ତି ତ ଆଉ କିଏ ଫିଲ୍ମ ଦେଖିବା, ଗାଡ଼ି ଧରି ବୁଲିବା ଭଳି ଅଭ୍ୟାସରେ ସମୟ…
Read More...

ପଥଚାରୀ ମୃତ, ଜଳିଗଲା କାର

ସୁନ୍ଦରଗଡ଼: ପଥଚାରୀକୁ ଧକ୍କା ଦେଇ ରାସ୍ତାରେ ଜଳିଗଲା କାର। ଏହି ଦୁର୍ଘଟଣାରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଘଟଣାସ୍ଥଳରୁ ଚମ୍ପଟ ମାରିଛି।  ସଦର ଥାନା ରାଜ୍ୟ ରାଜପଥର କରମଡିହି ଛକରେ ଏହି ମର୍ମନ୍ତୁଦ…
Read More...

ରାସ୍ତାରେ ହାତୀପଲ

କେନ୍ଦୁଝର:ରାସ୍ତା ଉପରେ ୧୭ ଟିକିଆ ହାତୀପଲ ରହିଥିବା ସୂଚନା ମିଳିଛି। ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଗୁରୁବେଡ଼ା ଛକରେ ଏହି ହାତୀପଲ ଡେରା ପକାଇଛନ୍ତି। ହାତୀପଲ ଯୋଗୁଁ ୨ ଘଣ୍ଟା ହେଲାଣି ରାସ୍ତା ଅବରୋଧ ହୋଇଛି। ହାତୀ…
Read More...

ମାର୍ଚ୍ଚ ୧୯ ଓ ୨୦ରେ କାଳବୈଶାଖୀ, ପ୍ରବଳ ବର୍ଷା ସହ କୁଆପଥର ମାଡ଼ ସମ୍ଭାବନା

ଭୁବନେଶ୍ବର: ମାର୍ଚ୍ଚ ୧୯ ଓ ୨୦ ତାରିଖରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ରାଜ୍ୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ମାର୍ଚ୍ଚ ୧୯ରେ ୧୨ ଜିଲା ଏବଂ ୨୦ରେ ୪ଟି ଜିଲାକୁ ପାଣିପାଗ ବିଭାଗ…
Read More...

ଆଦିମ ଜନଜାତି ଶବର ଆଦିବାସୀଙ୍କ ନିଆରା ପର୍ବ, ସାମୁହିକ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ପର୍ବ 

ପଦ୍ମପୁର : ଆଦିମ ଜନଜାତି ଶବର ଆଦିବାସୀଙ୍କ ନିଆରା ପର୍ବ ଅନୁଷ୍ଠିତ ହୋଇଯାଇଛି । ସାମୁହିକ ପିତୃଶ୍ରାଦ୍ଧ ପାଳନ କରିବାକୁ କାରାଜ ବା କାର୍ଯ୍ୟ ବୋଲି କହିଥାନ୍ତି । ଏହି ପରବ ୮ ଦିନ ଧରି ପାଳନ ହୋଇଥାଏ | ଗାଁଦାଣ୍ଡ ରାତି…
Read More...

ନର୍ସରୀରୁ ମିଳିଲା ନିଖୋଜ ନାବାଳିକାର ମୃତଦେହ

ରାୟଗଡ଼ା: ଗତ ୫ ତାରିଖରୁ ନିଖୋଜ ଥିବା ଜଣେ ନାବାଳିକାର ମୃତଦେହ ନର୍ସରୀରୁ ଉଦ୍ଧାର କରାଯାଇଛି। ମୃତ ନାବାଳିକ ଜଣଙ୍କ ମୁନିଗୁଡ଼ା ଥାନା ବାଇନିବସା ଗାଁର ବୋଲି ଜଣାପଡ଼ିଛି। ନାବାଳିକା ଜଣକ ନିଖୋଜ ହୋଇଥିବା ନେଇ ତା’ର…
Read More...

ଦେବଗିରୀ ଜଙ୍ଗଲରେ ନିଆଁ

କଲମପୁର: ସଂଧ୍ୟା ହେଲେ ଜଙ୍ଗଲରେ ଲାଗିଥିବା ନିଆଁ ଦେଖିଲେ ମନେ ହୁଏ ସତେଯେମିତି କୌଣସି ଏକ ଉତ୍ସବ ପାଇଁ ଆଲୋକମାଳାରେ ସଜ୍ଜିତ ହେଇଛି। ତେଣୁ ସାଧାରଣରେ ଛୁଆମାନଙ୍କୁ ସେହି ଜଙ୍ଗଲ ନିଆଁକୁ ଦେଖାଇ କହନ୍ତି ହେଇ ଦେଖରେ…
Read More...

ମହୁଲ ଗଛରୁ ନିଆଁ ଲାଗି ତିନି ବଖରା ଘର ଭସ୍ମିଭୂତ

ଚାରିଛକ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡେଣି ଗଡ଼ ପଞ୍ଚାୟତ ବାରିଙ୍ଗ ସାହିରେ ଆଜି ଜଣେ ଲୋକ ମହୁଲ ଗଛ ତଳେ ନିଆଁ ଲଗାଇ ଘରକୁ ଚାଲି ଯାଇଥିଲା, ହେଲେ ଘାସ କୁଟାରେ ଲାଗିଥିବା ନିଆଁ ଧୀରେ ଧୀରେ ନିଆଁ ପଣ୍ଡିତ ବେହେରାଙ୍କ…
Read More...

ଅଶାନ୍ତ ରାଳବ ଗାଁ, ଗୋଳନ୍ଥରା ଥାନାରେ ଦୁଇଟି ମାମଲା ରୁଜୁ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଠାରେ ପୂର୍ବ ଶତ୍ରୁତା କେନ୍ଦ୍ର କରି ତଳ ସାହିର ବି ସନ୍ତୋଷ ପାତ୍ରଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିବା ଘଟଣା ପରେ ଗାଁରେ ପୁଲିସ ମୁତୟନ ରହିଥିବା ସହ ଘଟଣା ନେଇ…
Read More...

ଗଛକୁ ପିଟିଲା ବୋଲେରୋ, ଚାଳକ ମୃତ

ପାଟଣା : ଗତରାତି ପାଖା ପାଖି ସାଢ଼େ ୮ଟା ସମୟରେ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସାନ୍ତରାପୁର ଅସୁରବାହାଳି ସାହି ନିକଟରେ ଏକ ବୋଲେରୋ ଗଛରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା। ଦୁର୍ଘଟଣାରେ ଏହାର ଚାଳକ ସାନ୍ତରାପୁର…
Read More...

 ମଦ ଦୋକାନରେ ମାରପିଟ, ଦୁଇ ଅଟକ

ଗୋପାଳପୁର : ଗତ ଗୁରୁବାର ତେର ଗଞ୍ଜୁ ଦେଶୀ ମଦ ଦୋକାନ ନିକଟରେ ମାରପିଟ ମାମଲାରେ ଗୋପାଳପୁର ପୁଲିସ ପକ୍ଷରୁ ଦୁଇ ଜଣକୁ ଅଟକ ରଖିଛି। ସେମାନଙ୍କ ନାମ ନାରାୟଣ ଦାସ ଓ ପ୍ରଦୀପ ଦାସ ବୋଲି ସୂଚନା ମିଳିଛି। ଗତ ୧୪ ତାରିଖ…
Read More...

ରାସ୍ତା ଉନ୍ନତିକରଣରେ ଅନିୟମିତତା ଅଭିଯୋଗ, ପ୍ରଶାସନର ଦ୍ୱାରସ୍ଥ ହେଲେ ପଣ୍ଡିଗାଁ ପଞ୍ଚାୟତବାସୀ

କଲମପୁର: ଶନିବାର କଲମପୁର ପଣ୍ଡିଗାଁ ଛକରୁ ମୁଖିଗୁଡା ରାସ୍ତା ଉନ୍ନତିକରଣରେ ଅନିୟମିତତା ଅଭିଯୋଗ ନେଇ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହେଇଛନ୍ତି। ପଣ୍ଡିଗାଁ ପଞ୍ଚାୟତବାସୀ ସୂଚନା ଅନୁସାରେ କଲମପୁର ପଣ୍ଡିଗାଁ ଛକରୁ ୧୦…
Read More...

ଟୀକାକରଣ ଦ୍ୱାରା ରୋକାଯାଇ ପାରୁଥିବା ରୋଗର ଲକ୍ଷଣ ଏବଂ ସର୍ବେକ୍ଷଣ ତାଲିମ ଶିବିର ଶିବିର

କଲମପୁର: କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ଟୀକାକରଣ ଦ୍ୱାରା ରୋକାଯାଇ ପାରୁଥିବା ରୋଗର ଲକ୍ଷଣ, ସର୍ବେକ୍ଷଣ ଏବଂ ରୋଗ ଚିହ୍ନଟ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହେଇଥିଲା। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ…
Read More...

ଲାଗୁହେଲା ଆଦର୍ଶ ଆଚରଣ ବିଧି, ହଟାଗଲା ହୋର୍ଡ଼ିଂ ଓ ବ୍ୟାନର

ଲକ୍ଷ୍ମୀପୁର : ଶନିବାର ନିର୍ବାଚନ ତାରିଖ ଘୋଷଣା ହେବା ସହିତ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ଫଳରେ ରାସ୍ତା ଘାଟ ଛକ ବଜାର ଓ ବିଭିନ୍ନ କାର୍ୟ୍ୟାଳୟରେ ଲାଗିଥିବା ହୋର୍ଡ଼ିଂ ଓ ବ୍ୟାନରକୁ ଶନିବାର ରାତିରେ ହଟାଇ…
Read More...

ସ୍ୱଚ୍ଛ, ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ସମସ୍ତ ରାଜନୈତିକ ଦଳର ସହଯୋଗ କାମନା କଲେ ମୁଖ୍ୟ ନିର୍ବାଚନ…

ଭୁବନେଶ୍ୱର: ଆଜି ଭାରତ ନିର୍ବାଚନ ଆୟୁକ୍ତ ରାଜ୍ୟରେ ୨୧ ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ପାଇଁ ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ତରିଖ ଘୋଷଣା କରିଛନ୍ତିା ଏଥ# ସହ ସମଗ୍ର ଦେଶରେ ଆଦର୍ଶ ଆଚାରଣ ବିଧି ଲାଗୁ ହୋଇଛିା…
Read More...

ଜି ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରତିବାଦ, ୨୪ ଘଣ୍ଟିଆ ବନ୍ଦ ପାଳନ ଆଂଶିକ ସଫଳ

ଜି ଉଦୟଗିରି: ଜି ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରତିବାଦରେ ଦିଆଯାଇଥିବା ୨୪ଘଣ୍ଟିଆ ବନ୍ଦ ପାଳନ ଆଂଶିକ ସଫଳ ହୋଇଛି। ଜି ଉଦୟଗିରିରେ ସରକାରୀ ବସ୍ ଯାତାୟତ ହୋଇଥିବା ବେଳେ ପରୀକ୍ଷା ଚାଲିଥିବା, ନିର୍ବାଚନ ତାଲିମ୍,…
Read More...

ସିମୁଳିଆ କଗ୍ରେଂସର ପରିବର୍ତ୍ତନ ସମାବେଶ 

ସିମୁଳିଆ: ସିମୁଳିଆ ବ୍ଲକ କଂଗ୍ରେସ ପକ୍ଷରୁ ଅଡାଠାରେ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୂଚନାରୁ ପ୍ରକାଶ ସାଧାରଣ ନିର୍ବାଚନ ଆଉ ୪୦ଦିନ ବାକିଥିବାବେଳେ ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶକ୍ରମେ ବ୍ଲକ କଂଗ୍ରେସ…
Read More...

କଂଗ୍ରେସ ଓ ବିଜେପି ଦଳରୁ ୫୪ ଜଣ ବିଜେଡ଼ିରେ ସାମିଲ

ଲାଞ୍ଜିଗଡ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି।ଏହିପରି ଶନିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ କାନକୁଟୁରୁ ପଞ୍ଚାୟତ…
Read More...

ବୈତରଣୀ ନଦୀରୁ ୨ଭଉଣୀଙ୍କ ମୃତଦେହ ଉଦ୍ଧାର

ଆରଡି : ଆରଡିଫାଣ୍ଡି ଅଧିନସ୍ଥ ମୁଆଁ ଗାଁର ୨ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ୨ ଭଉଣୀ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ। ଉଭୟ ୨ ଭଉଣୀଙ୍କ ମୃତଦେହ ଆଜି ବୈତରଣୀ ନଦୀରୁ ଉଦ୍ଧାର ହୋଇଛି। ବାପିନ ଦାସଙ୍କ…
Read More...

ମେଣ୍ଢାଶାଳସ୍ଥିତ ପୁଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ’ ଭାବେ ଉନ୍ନୀତ

ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଆଇଆଇଆଇଟି, ନାଲକୋ, ଆର ଆଣ୍ଡ ଡି ସେଣ୍ଟର, ବିର୍ଲା ଗ୍ଲୋବାଲ…
Read More...

ଏକାମ୍ର ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ଉଦଘାଟିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରାଅନୁମୋଦିିତ ବାର୍ଷିକ ତାଲିକାହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଭୁବନେଶ୍ୱର…
Read More...