ରାୟଗଡ଼ା: ଗତ ୫ ତାରିଖରୁ ନିଖୋଜ ଥିବା ଜଣେ ନାବାଳିକାର ମୃତଦେହ ନର୍ସରୀରୁ ଉଦ୍ଧାର କରାଯାଇଛି। ମୃତ ନାବାଳିକ ଜଣଙ୍କ ମୁନିଗୁଡ଼ା ଥାନା ବାଇନିବସା ଗାଁର ବୋଲି ଜଣାପଡ଼ିଛି। ନାବାଳିକା ଜଣକ ନିଖୋଜ ହୋଇଥିବା ନେଇ ତା’ର ପରିବାର ଲୋକେ ଥାନାେର ଏତଲା ଦେଇଥିଲେ। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।
Popular Categories



