କେନ୍ଦୁଝର:ରାସ୍ତା ଉପରେ ୧୭ ଟିକିଆ ହାତୀପଲ ରହିଥିବା ସୂଚନା ମିଳିଛି। ଚମ୍ପୁଆ ରେଞ୍ଜ ଯୋଡ଼ା ସେକ୍ସନ ଗୁରୁବେଡ଼ା ଛକରେ ଏହି ହାତୀପଲ ଡେରା ପକାଇଛନ୍ତି। ହାତୀପଲ ଯୋଗୁଁ ୨ ଘଣ୍ଟା ହେଲାଣି ରାସ୍ତା ଅବରୋଧ ହୋଇଛି। ହାତୀ ଘଉଡ଼ାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!