କୋଟିଏରୁ ଅଧିକ ଟଙ୍କାର ମୋବାଇଲ୍ ଲୁଟ୍
ମାଲକାନଗିରି : କାନ୍ଥ ଭାଙ୍ଗି କୋଟିଏରୁ ଅଧିକ ଟଙ୍କାର ମୋବାଇଲ୍ ଲୁଟ୍ ହୋଇଥିବା ବୁଧବାର ଅଭିଯୋଗ ହୋଇଛି । ମାଲକାନଗିରି ସହର ସ୍ଥିତ ଏକ ମୋବାଇଲ୍ ଦୋକାନରୁ ଲୁଟ୍ ହୋଇଛି। ପାଖ ଜଙ୍ଗଲରେ ଖୋଳ ଫୋପାଡି ମୋବାଇଲ୍ ନେଇଗଲେ ଲୁଟେରା। ଲୁଟ୍ ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Comments are closed.