ଭୁବନେଶ୍ୱର : ରସୁଲଗଡ-ବାଣୀବିହାରର ମୁଖ୍ୟ ରାସ୍ତା ଓଭରବ୍ରିଜ୍ ଉପରେ ବୁଧବାର ଭୋର ସମୟରେ ବିଚ୍ ରାସ୍ତା ଉପରେ ସଫେଇ କର୍ମଚାରୀ ସହଦେବଙ୍କୁ ନିର୍ମମ ହତ୍ୟା ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି। ଏନେଇ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । ୩ ସନ୍ଦିଗ୍ଧକୁ ଅଟକ ରଖାଯାଇଛି । ହତ୍ୟାକାରୀ କେଦାରପଲ୍ଲୀ ଅଞ୍ଚଳର ବୋଲି ଜଣାପଡିଛି। ପୂର୍ବରୁୁ ବ୍ୟକ୍ତିଗତ ରାଗ ଥିଲା । … Continue reading ରସୁଲଗଡ ହତ୍ୟାକାଣ୍ଡ ଘଟଣା; ୩ ଅଟକ
Copy and paste this URL into your WordPress site to embed
Copy and paste this code into your site to embed