କଂଗ୍ରେସ ଓ ବିଜେପି ଦଳରୁ ୫୪ ଜଣ ବିଜେଡ଼ିରେ ସାମିଲ

ଲାଞ୍ଜିଗଡ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ନେତା ଓ କର୍ମୀଙ୍କ ଦଳ ଅଦଳବଦଳ ଦେଖିବାକୁ ମିଳୁଛି।ଏହିପରି ଶନିବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଲାଞ୍ଜିଗଡ଼ ବ୍ଲକ କାନକୁଟୁରୁ ପଞ୍ଚାୟତ…
Read More...

ବୈତରଣୀ ନଦୀରୁ ୨ଭଉଣୀଙ୍କ ମୃତଦେହ ଉଦ୍ଧାର

ଆରଡି : ଆରଡିଫାଣ୍ଡି ଅଧିନସ୍ଥ ମୁଆଁ ଗାଁର ୨ ଭଉଣୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ୨ ଭଉଣୀ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ। ଉଭୟ ୨ ଭଉଣୀଙ୍କ ମୃତଦେହ ଆଜି ବୈତରଣୀ ନଦୀରୁ ଉଦ୍ଧାର ହୋଇଛି। ବାପିନ ଦାସଙ୍କ…
Read More...

ମେଣ୍ଢାଶାଳସ୍ଥିତ ପୁଲିସ ଆଉଟ ପୋଷ୍ଟ ‘ଶିଳ୍ପାଞ୍ଚଳ ପୁଲିସ ଷ୍ଟେସନ’ ଭାବେ ଉନ୍ନୀତ

ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ ଆଇଆଇଆଇଟି, ନାଲକୋ, ଆର ଆଣ୍ଡ ଡି ସେଣ୍ଟର, ବିର୍ଲା ଗ୍ଲୋବାଲ…
Read More...

ଏକାମ୍ର ହାଟଠାରେ ସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ଉଦଘାଟିତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରାଅନୁମୋଦିିତ ବାର୍ଷିକ ତାଲିକାହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକସ୍ୱତନ୍ତ୍ର ହସ୍ତତନ୍ତ ମେଳା-୨୦୨୪ ଭୁବନେଶ୍ୱର…
Read More...

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ପଦ୍ମପୁର: ଗୁଣୁପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡ଼ି ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟଳୟରେ ସେ ବିଜେପିରେ ଯୋଗଦେଇ ଥିବା ଜଣାପଡିଛି। ୨୦୧୪ ରୁ ୨୦୧୯…
Read More...

‘ପରିବାରରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ, କାର୍ୟ୍ୟ ଶୈଳୀରେ ପରିବର୍ତ୍ତନ ପାଇଁ ଉଦ୍ୟମ ଲୋଡ଼ା’

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ମହିଳା ଅଧ୍ୟୟନ କେନ୍ଦ୍ର ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଆସାମର ଗୌହାଟିଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳର ସମାଜ ବିଜ୍ଞାନ…
Read More...

ଖଣ୍ଡାରେ ଯୁବକକୁ ସଂଘବଦ୍ଧ ଆକ୍ରମଣ, ଆକ୍ରମଣକାରୀଙ୍କ ଘରକୁ ପଥର ମାଡ଼

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ରାଳବ ଗ୍ରାମରେ ପୂର୍ବ ଶତ୍ରୁତ କୁ କେନ୍ଦ୍ର କରି ଜଣେ ଛେଳି ଜଗିଥିବା ଯୁବକକୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଗାଁ ରେ ଉତ୍ତେଜନା ଦେଖା ଦେବା ସହ…
Read More...

ଫୁଡ୍ ଭ୍ୟାନରେ ନିଆଁ

ଭବାନୀପାଟଣା: ଆଜି ସ୍ଥାନୀୟ ଲାଲ ବାହାଦୁର ଷ୍ଟାଡିୟମ୍ ପାଖରେ ଥିବା ଏକ ଫାଷ୍ଟ ଫୁଡ୍ ଭ୍ୟାନ ରେ ନିଆଁ ଲାଗିଥିଲା। ଫୁଡ୍ ଭ୍ୟାନ ମାଲିକ ଆଶିଷ ରଂଜନ ମିଶ୍ର ଏବଂ ଗାଡି ନମ୍ୱର୍ ଓଡ଼ି୦୨ବିଏସ ୨୬୪୯ ବୋଲି ଜଣା ପଡିଛି। ଖବର…
Read More...

କୃଷି କ୍ଷେତ୍ରରେ କୃଷକ ସାଥୀଙ୍କ ଭୂମିକା ଶୀର୍ଷକ ଆଲୋଚନାଚକ୍ର

ଆଠଗଡ: କୃଷି କ୍ଷେତ୍ରରେ କୃଷକ ସାଥୀଙ୍କ ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଶୁକ୍ରବାର ସ୍ଥାନୀୟ ସୂର୍ଯ୍ୟଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଆଠଗଡ ବ୍ଲକ କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ରବିନ୍ଦ୍ର ନାଥ ରାଉତଙ୍କ…
Read More...

ବିଦ୍ୟୁତ ଟ୍ରାନ୍ସଫର୍ମରରୁ କଏଲ ଓ ତେଲ ଚୋରି ଅଭିଯୋଗ

ପାଣିକୋଇଲି : ପାଣିକୋଇଲି ଠାରେ ନିର୍ମାଣାଧିନ ଟ୍ରମା କେୟାରର(ଆପାତକାଳୀନ ଚିକିତ୍ସାକେନ୍ଦ୍ର) ପରିଚାଳନା ନିମନ୍ତେ ଅବସ୍ଥାପିତ ହୋଇଥିବା ଦୁଇଟି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରୁ କେହି ଦୁର୍ବୃତ୍ତ…
Read More...

ଜରାଜୀର୍ଣ୍ଣ ଅବସ୍ଥାରେ ପିପିଲି ହସ୍ତଶିଳ୍ପ ଗ୍ରାମ, ଲୋକଙ୍କ ସେବାରେ ଲାଗିପାରୁନି ୮କୋଟି ମୂଲ୍ୟର ପ୍ରକଳ୍ପ

ପିପିଲି:ପିପିଲି ପୌରାଞ୍ଚଳ ଉପକଣ୍ଠ ତଥା ଟୋଲ୍‌‌ପ୍ଲାଜା ନିକଟ ଜାତୀୟ ରାଜପଥ କଡରେ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ପିପିଲି ହସ୍ତଶିଳ୍ପ ଗ୍ରାମ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ। ୮ବର୍ଷ ତଳୁ ଏହାର ନିର୍ମାଣ ସରିଥିଲେ ମଧ୍ୟ…
Read More...

ଧରଣୀଧର ବିଶ୍ୱିଦ୍ୟାଳୟ ରସାୟନ ବିଭାଗର ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍‌‌ଘାଟିତ

କେନ୍ଦୁଝରଗଡ: ଧରଣୀଧର ବିଶ୍ୱିଦ୍ୟାଳୟ ରସାୟନ ବିଭାଗର ଦୁଇଦିନିଆ ଜାତୀୟ ସମ୍ମିଳନୀ ଉଦ୍‌‌ଘାଟିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର ଓଏସ୍‌‌ଡି ତଥା ଭାରପ୍ରାପ୍ତ କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ…
Read More...

ପୂର୍ଣ୍ଣ ସହାୟତା ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କ ଏମଏସିପି ଏବଂ ପିଏଚଡି…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ନିମ୍ନଲିଖିତ ସେବା ସୁବିଧା ଅନୁମୋଦନ କରିଛନ୍ତି। ପୂର୍ଣ୍ଣ ସହାୟତା…
Read More...

ବରଗଡ ଚିନିକଳ ଜମି ଇଡକୋକୁ ହସ୍ତାନ୍ତର ହେବ, ଆଗାମୀ ଦିନରେ ନୂତନ ଶିଳ୍ପ ପ୍ରତିଷ୍ଠା କରାଯିବ

ଭୁବନେଶ୍ବର: ବରଗଡସ୍ଥିତ ଚିନିକଳ ଜମିକୁ ଇଡକୋକୁ ହସ୍ତାନ୍ତର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଗାମୀ ଦିନରେ ଇଡକୋ ଏହି ଜମିରେ ନୂତନ ଶିଳ୍ପ ପ୍ରତିଷ୍ଠା କରିବାପାଇଁ ପଦକ୍ଷେପ ନେବ। ସୂଚନାଯୋଗ୍ୟ…
Read More...

ବିଜେପି ରେ ଯୋଗଦେଲେ ଅନାମ ନାଏକ

ଭବାନୀପାଟଣା: ପୂର୍ବତନ ବିଧାୟକ ଅନାମ ନାଏକ ଆଜି ବିଜେପିରେ ଯୋଗଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟଳୟରେ ସେ ବିଜେପିରେ ଯୋଗଦେଇ ଥିବା ଜଣାପଡିଛି। ୨୦୧୪ ରୁ ୨୦୧୯ ଯାଏଁ ବିଜେଡି ଟିକେଟରେ ଭବାନିପାଟଣା ବିଧାୟକ…
Read More...

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ୨୬୯ ପଦକ ପାଇଁ ଅର୍ଥରାଶି ପୁରସ୍କାର

ଭୁବନେଶ୍ୱର: ଆଜି ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ ଅର୍ଥରାଶି ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିରେ ୨୬୯ ପଦକ ପାଇଁ କୃତ୍ତି…
Read More...

ରେଡ୍ ସ୍ବସ୍ତିକ ସୋସାଇଟି ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର :ରେଡ୍ ସ୍ବସ୍ତିକ ସୋସାଇଟି ଓଡିଶା ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ କରାଯାଇଛି। ଜାତୀୟ ସ୍ତରରେ କ୍ଷ୍ୟାତି ସମ୍ପର୍ଣ ଏହି ସମାଜସେବା ପ୍ରତିଷ୍ଠାନ ପକ୍ଷ୍ୟରୁ…
Read More...

“ସବୁଜ ପ୍ଲାଷ୍ଟିକ୍ ସହିତ ସବୁଜ ଇକୋନୋମି” ସମ୍ମିଳନୀ 

ଭୁବନେଶ୍ବର - ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିପେଟ୍) ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ସହଯୋଗରେ  “ସବୁଜ ପ୍ଲାଷ୍ଟିକ୍ ସହିତ ସବୁଜ ଇକୋନୋମି” ଶୀର୍ଷକ…
Read More...

ଓଡିଶା ଜନତା ପାର୍ଟିର ନିର୍ବାଚନ ପ୍ରସ୍ତୁତି-୧୪୭ ନିର୍ବାଚନମଣ୍ଡଳୀ ଓ ୨୧ ଲୋକସଭା ସିଟରେ ପ୍ରାର୍ଥୀ ଦେବ ପାର୍ଟି

ଭୁବନେଶ୍ବର: ଓଡ଼ିଶା ଜନତା ପାର୍ଟି ତରଫରୁ ଆଜି ଭୁବନେଶ୍ବରର ବୁଲନ ଭାଇ ସେବା ସଦନ ଠାରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜନ କରାଯାଇଥିଲା । ଓଡ଼ିଶା ଜନତା ପାର୍ଟି ରାଜ୍ୟସଭାପତି ତଥାଗତ ସ୍ବାଇଁଙ୍କ…
Read More...

‘ସ୍ବଦେଶ ଦର୍ଶନ’ ଯୋଜନାରେ ଲାଗିଥିବା ଲାଇଟ  ଭାଙ୍ଗିରୁଜି ନଷ୍ଟ, ପର୍ଯ୍ୟଟକ ନିରାଶ

ଗୋପାଳପୁର: କେନ୍ଦ୍ର ସରକାରଙ୍କ ସ୍ବଦେଶ ଦର୍ଶନ ଯୋଜନାରେ ଗତ ୨୦୧୬ ରେ ପ୍ରାୟ ୫ କୋଟି ଟଙ୍କା ବିନିଯୋଗ କରାଯାଇ ଗୋପାଳପୁର ବେଳାଭୂମିକୁ ସୌନ୍ଦର୍ୟ୍ୟକର କରାଯାଇଥିଲା। ଏହି ଯୋଜନାରୁ ଲକ୍ଷାଧିକ ଟଙ୍କା ବ୍ୟୟରେ…
Read More...

ବ୍ରହ୍ମପୁରରେ ବୋମାମାଡ଼, ଶିକ୍ଷକ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ଜଣେ ଶିକ୍ଷକଙ୍କ ଘର ଉପରକୁ ବୋମାମାଡ଼ କରାଯାଇଛି। ଏହ ବୋମାମାଡ଼ରେ ଶିକ୍ଷକଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଶିକ୍ଷକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ପରେ ଏମକେସିଜି ମେଡ଼ିକାଲରେ…
Read More...

ନିର୍ବାଚନୀ ବଣ୍ଡର ତଥ୍ୟ ସାର୍ବଜନୀନ , ୱେବସାଇଟରେ ଅପଲୋଡ

ନୂଆଦିଲ୍ଲୀ: ଆଜି ଭାରତୀୟ ନିର୍ବାଚନ କମିଶନ(ଇସିଆଇ) ପକ୍ଷରୁ ନିର୍ବଚାନୀ ବଣ୍ଡକୁ ସାର୍ବଜନୀନ କରାଯାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସବିଆଇ) ପକ୍ଷରୁ ଦାଖଲ ହୋଇଥିବା ତଥ୍ୟକୁ  ଇସିଆଇ ପକ୍ଷରୁ ୱେବସାଇଟରେ ଅପଲୋଡ…
Read More...

କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ନୂତନ ଭବନର ଶିଳାନ୍ୟାସ 

କେନ୍ଦୁଝରଗଡ: କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ନୂତନ ଭବନ ନିର୍ମାଣ ନିମନ୍ତେ ଗୁରୁବାର ଶିଳାନ୍ୟାସ ହୋଇଯାଇଛି। ଘସିପୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର…
Read More...

ଦଳୀୟ ନେତା ଓ କର୍ମୀଙ୍କୁ ତୃଣମୂଳସ୍ତରରୁ ଏକଜୁଟ୍‌‌ ହେବାକୁ ଜୟଦେବଙ୍କ ଆହ୍ୱାନ

କେନ୍ଦୁଝରଗଡ: ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ କେନ୍ଦୁଝର ଲୋକସଭା ଏବଂ ଜିଲାର ଆନନ୍ଦପୁର, ଘସିପୁରା, କେନ୍ଦୁଝର ସଦର, ପାଟଣା, ତେଲକୋଇ ଓ ଚମ୍ପୁଆ ବିଧାନସଭା ନିର୍ବାଚନମଣଡଳୀ…
Read More...

ଓଲଟିଲା ଚାଉଳ ବୋଝେଇ ଟ୍ରକ, ଚାଳକ ଓ ସହଯୋଗୀ ଗୁରୁତର ଆହତ 

ଲାଞ୍ଜିଗଡ଼:ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ ଲାଞ୍ଜିଗଡ଼ ବ୍ଳକ କିଡିଙ୍ଗ ଗାଁ ନିକଟସ୍ଥ ବେହେରା ପୋଲ ପାଲଟିଛି ମରଣଯନ୍ତା। ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏବେ ଏହି ପୋଲ ଉପରେ…
Read More...

ଏମ୍‌ସ ଭୁବନେଶ୍ୱରକୁ ମର୍ଯ୍ୟାଦାଜନକ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍…

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମର୍ଯ୍ୟାଦାଜନକ ଏସିଆ ସେଫ୍ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନ୍ସୋର୍ଟିୟମ୍ କ୍ୟୁଆଇପି ପୁରସ୍କାର ୨୦୨୩ରେ ସମ୍ମାନିତ ହୋଇଛି ଏମ୍‌ସ ଭୁବନେଶ୍ୱର। ହସ୍‌ପିଟାଲରେ…
Read More...

ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର…
Read More...

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀମାନଙ୍କ ପାଇଁ ୬୬ ପ୍ରତିଶତ ମହଙ୍ଗାଭତ୍ତା

ଭୁବନେଶ୍ବର : ରାଜ୍ୟ ସମବାୟ ବିଭାଗ ଅଧିନସ୍ଥ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହଦାକାର ବହୁମୁଖୀ ସମବାୟ ସମିତି( ଲାମ୍ପ୍ସ )ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ନିମନ୍ତେ ଖୁସି ଖବର । ମାନ୍ୟବର…
Read More...

ଆନ୍ଧ୍ର ପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ, ୬ ଲୋକସଭା ଆସନରେ ଲଢ଼ିବ ବିଜେପି

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶରେ ବିଜେପି-ଟିଡିପି-ଜେଏସପି ମେଣ୍ଟ ଚୂଡ଼ାନ୍ତ ହୋଇସାରିଛି। ଉଭୟ ଲୋକସଭା ଓ ବିଧାନସଭା ପାଇଁ ମେଣ୍ଟ ଘୋଷିତ ହୋଇଛି। ଲୋକସଭାରେ ବିଜେପି ୬, ଟିଡିପି ୧୭ ଏବଂ ଜେଏସପି ୨ଟି ଆସନରେ ଲଢ଼ିବ ବୋଲି…
Read More...

ହାଇୱା ଧକ୍କାରେ ଛାତ୍ରୀ ମୃତ, ଛାତ୍ର ଗୁରୁତର

ନୟାଗଡ଼: ହାଇୱା ଧକ୍କାରେ ଛାତ୍ରୀ ମୃତ, ଜଣେ ଛାତ୍ର ଗୁରୁତର। ଭାପୁର-ରାଜସୁନାଖଳା ରାସ୍ତାର ଗୋଳାପୋଖରୀ ନିକଟରେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଟ୍ୟୁସନ ସାରି ଛାତ୍ରଛାତ୍ରୀ ଘରକୁ ଫେରିବାବେଳେ ଧକ୍କା ଦେଇଥିଲା…
Read More...

୨ ନାବାଳିକାଙ୍କ ବାହାଘର ଅଧାରୁ ବନ୍ଦ

ବାରିପଦା: ୨ ନାବାଳିକାଙ୍କ ବାହାଘର ଅଧାରୁ ବନ୍ଦ କଲେ ଶିଶୁ ସୁରକ୍ଷାକର୍ମୀ। ବଡ଼ସାହି ଥାନା ଯଦୁନାଥପୁର ଓ ଢ଼ିପାସାହିରେ ପହଞ୍ଚି ୨ ନାବାଳିକାଙ୍କ ବାହାଘର ଅଟକାଇବାରେ ସଫଳ ହୋଇଛନ୍ତି। ଶିଶୁ ସୁରକ୍ଷାକର୍ମୀମାନେ ପୁଲିସ…
Read More...

୮ ବଖରା ଘର ପୋଡ଼ିଗଲା

ପାରାଦୀପ: କୁଜଙ୍ଗ ଥାନା ବରିହା ଗାଁରେ ୮ ବଖରା ଘର ପୋଡ଼ି ନଷ୍ଟ ହୋଇଥିବା ସୂଚନା ମିଳିଛି। ବିଦ୍ୟୁତ ସର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାରେ ସ୍ଥଳରେ ପହଞ୍ଚି ନିଆଁ…
Read More...

ଦୁର୍ଗାଦାସପୁରରେ ରାଧାମୋହନଙ୍କ ପଦଯାତ୍ରା

ପିପିଲି:ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ଆସନ୍ତା ସାଧାରଣ ନିର୍ବାଚନରେ ଏହାର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନ ପ୍ରତିଦ୍ୱନ୍ଦିତା କରିବେ ବୋଲି ମଞ୍ଚର ଉପଦେଷ୍ଠା ଜନ୍ମେଜୟ ଜେନା ସ୍ପଷ୍ଟ କରିଛନ୍ତି।…
Read More...

ମୌଳିକ ସୁବିଧାରୁ ବଞ୍ଚିତ ସୁନାଝରୀବାସୀ, ଭୋଟବର୍ଜନ ଚେତାବନୀ

କେନ୍ଦୁଝରଗଡ: ଆଦିବାସୀ ଅଧ୍ୟୁଷିତ ତଥା ଜିଲାର ସବୁଠାରୁ ପଛୁଆ ଅଞ୍ଚଳ ବାଂଶପାଳ ବ୍ଲକ କୁଆଁର ପଞ୍ଚାୟତ ସୁନାଝରୀ ଗ୍ରାମରେ ମୌଳିକ ସୁବିଧା ମିଳିବା ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇପଡିଛି। ବିଶେଷକରି ଗାଁକୁ…
Read More...

ହତ୍ୟାକାରୀ ପୁଅକୁ ଆଜୀବନ ଜେଲ,ପ୍ରମାଣ ଅଭାବରୁ ବାପା ଓ ମା’ ନିର୍ଦ୍ଦୋଷରେ ଖଲାସ

କେନ୍ଦୁଝରଗଡ: ତେଲକୋଇ ଥାନା ସିରିଗିଡା ଗ୍ରାମରେ ୨୭ ଅପ୍ରେଲ ୨୦୧୭ରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିକୁ ସାହୁକୁ ଅତିରିକ୍ତ ଜିଲାଜଜ୍‌‌ କେନ୍ଦୁଝର ସୋମବାର ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ…
Read More...

ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ

ଭୁବନେଶ୍ୱର : ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ଅବସରରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଏକ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ…
Read More...

ଲାଞ୍ଜିଗଡ ବ୍ଲକରେ କଳାହାଣ୍ଡି ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ପରିସରରେ ଆଜି କଳାହାଣ୍ଡି ଜିଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲାପାଳ ପି. ଅନ୍ଵେଷା…
Read More...

ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଓ ଦିଗ୍‌ଦର୍ଶନରେ କାର୍ଯ୍ୟକାରୀ ହେଉଥିବା ରୂପାନ୍ତରଣକୁ ସମଗ୍ର ବିଶ୍ୱ ଦେଖୁଛି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବଲାଙ୍ଗିର, କେନ୍ଦୁଝର, ଖୋର୍ଦ୍ଧା ଓ ବୌଦ୍ଧ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉଦ୍‌ଘାଟିତ ହୋଇଥିବା…
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ମିଶନ ଶକ୍ତି କର୍ମକର୍ତ୍ତାମାନଙ୍କର ଦେୟ ପରିମାଣରେ ବୃଦ୍ଧି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ  ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଫେଡେରସନର କର୍ମକର୍ତ୍ତାମାନଙ୍କର ବୈଠକ ଦେୟ ବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଛନ୍ତି।…
Read More...

ଚାଷୀମାନଙ୍କ ଖୁସିରେ ମୁଁ ଖୁସି, ଚାଷୀ ଭାଇଙ୍କ ସମୃଦ୍ଧି ହିଁ ରାଜ୍ୟର ସମୃଦ୍ଧି-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୪୬ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କୁ ୯୩୩.୦୭ କୋଟି ଟଙ୍କାର କାଳିଆ ସହାୟତା-୨୦୨୪ ପ୍ରଦାନ କରିଛନ୍ତି। ଏଥିସହିତ ରାଜ୍ୟର ସମସ୍ତ ଜିଲ୍ଲାରେ…
Read More...

କେନ୍ଦ୍ର ସରକାର ଜାରି କଲେ ନାଗରିକତ୍ୱ ସଂଶୋଧନ ଆଇନ

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ତଳୁ ଆଇନରେ ପରିଣତ ହୋଇ ସାରିଥିବା ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ ଦେଶରେ ଆଜି ଠାରୁ ବିଧିବଦ୍ଧ ଭାବେ ସିଏଏ ଲାଗୁ  ହୋଇଛି। ଏହାର ଅର୍ଥ ଆଜି ଠାରୁ ଦେଶରେ ସିଏଏ ଲାଗୁ ହୋଇଛି। ଏଣିକି…
Read More...

ଗଡିଲା ସଂକଳ୍ପ ରଥ, ଓଡ଼ିଶାବାସୀଙ୍କର ସଂଗ୍ରହ ହେବ ଅଭିମତ : ବିଜେପି

ଭୁବନେଶ୍ୱର : ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିିବାକୁ ପ୍ରୟାସ ଆରମ୍ଭ କରିଛି। ଗତ…
Read More...

ନୂତନ ପଞ୍ଚାୟତ ଗୃହ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲାର ଏକ ପୁରାତନ ଗ୍ରାମ ପଞ୍ଚାୟତ ଭାବେ ପରିଚିତ ଲାଞ୍ଜିଗଡ଼ ଗ୍ରାମପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ପଞ୍ଚାୟତ କର୍ତ୍ତୃପକ୍ଷ ଏବଂ ଜନସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଦୀର୍ଘ…
Read More...

ଟିଟିଲାଗଡ଼ ଜେଲରୁ ୨ କଏଦୀ ଚମ୍ପଟ

ଟିଲାଗଡ଼: ବଲାଙ୍ଗିର ଜିଲା ଟିଟିଲାଗଡ଼ ଜେଲରୁ ଶନିବାର ରାତିରେ ୨ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ଟିଟିଲାଗଡ଼ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି…
Read More...

ଶିରିଡି ସାଇବାବାଙ୍କ ପ୍ରତିମୂର୍ତ୍ତି ପ୍ରାଣ ପ୍ରତିଷ୍ଠା

କେନ୍ଦୁଝରଗଡ: କେନ୍ଦୁଝର ସହର ଉପକଣ୍ଠ ବାଁପାରସ୍ଥିତ ଶିରିଡି ସାଇ ମନ୍ଦିର ଶନିବାର ପ୍ରତିଷ୍ଠା ହୋଇଥିବା ବେଳେ ରବିବାର ଅପରାହ୍ନରେ ପୂଜ୍ୟ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଶିରିଡି ସାଇବାବାଙ୍କ…
Read More...

ପ୍ରସ୍ତାବିତ ଶୁଆକାଟୀ-ଗୁହାଲଡିହୀ ରେଳପଥକୁ ବିରୋଧ, ୧୮ରେ କେନ୍ଦୁଝର ବନ୍ଦ ଡାକରା

କେନ୍ଦୁଝରଗଡ : ଓଡିଶା ଖଣି ନିଗମ ଅଧିନ ପରିଚାଳିତ ଶୁଆକାଟୀସ୍ଥିତ ଗନ୍ଧମାର୍ଦ୍ଦନ ଲୌହଖଣିରୁ ରେଳ ଯୋଗେ ଖଣିଜସମ୍ପଦ ପରିବହନ ଲକ୍ଷ୍ୟରେ ଶୁଆକାଟୀରୁ ଗୁହାଲଡିହୀ ରେଳ ଷ୍ଟେସନ ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣକୁ ଜିଲା…
Read More...

କ୍ରିକେଟର ୩ଟି ଯାକ ଫର୍ମାଟରେ ଭାରତ ୧ ନମ୍ବର

ନୂଆଦିଲ୍ଲୀ : ଭାରତୀୟ ପୁରୁଷ କ୍ରିକେଟ ଦଳ ଦୁଇମାସ ପରେ କ୍ରିକେଟର ୩ଟି ଯାକ ଫର୍ମାଟରେ ପୁଣି ଶୀର୍ଷ ସ୍ଥାନକୁ ଫେରିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳାକୁ ୪-୧ରେ ଜିତିବା ଭାରତ ପାଇଁ ଫାଇଦା ହୋଇଛି। ଏହି ବିଜୟ ସହ…
Read More...

ପାସେଞ୍ଜର ଟ୍ରେନ ଲାଇନଚ୍ୟୁଚ: ଲୋକେ ପାଇଲଟ ଆହତ, ଯାତ୍ରୀ ସୁରକ୍ଷିତ

ଭବାନୀପାଟଣା: ବିଶାଖାପାଟଣାରୁ ଭବାନୀପାଟଣା ଆସୁଥିବା ପାସେଞ୍ଜର ଟ୍ରେନ ଲାଇନଚ୍ୟୁଚ ହୋଇଥିବା ସୂଚନା ମିଳିଛି। କତବାଲାସା ନିକଟରେ ପାସେଞ୍ଜର ଟ୍ରେନର ଲାନଚ୍ୟୁଚ ହୋଇଛି। ଏହି ଦୁର୍ଘଟଣାରେ ଲୋକୋ ପାଇଲଟ ଆହତ…
Read More...

ଉତ୍କଳରେ ‘ଭୂତତ୍ତ୍ବ ବିଜ୍ଞାନର ଦୃଷ୍ଟିକୋଣ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଭୂତତ୍ତ୍ବ ବିଭାଗ  ଏବଂ ଭୂତତ୍ତ୍ବ ବିଭାଗ ପୁରାତନ ଛାତ୍ର ସଂଘର ମିଳିତ ଆନୁକୁଲ୍ୟରେ ‘ଭୂତତ୍ତ୍ବ ବିଜ୍ଞାନରେ ଦୃଷ୍ଟିକୋଣ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। …
Read More...

ଆଶାକର୍ମୀଙ୍କ ସଂପ୍ରସାରିତ ସ୍ୱାସ୍ଥ୍ୟ ସେବା ତାଲିମ ଶିବିର ଉଦଯାପିତ

କଲମପୁର :  କଲମପୁର ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ର ସଭାଗୃହରେ ଚାଲିଥିବା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଆଶାକର୍ମୀଙ୍କ ସଂପ୍ରସାରିତ ସ୍ୱାସ୍ଥ୍ୟ ସେବାନେଇ ତାଲିମ ଶିବିର ଆୟୋଜନ କରାଯାଇଥିଲା। ଆଶାକର୍ମୀମାନଙ୍କ…
Read More...

ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ଅଲିଭ ରିଡଲେଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଗଞ୍ଜାମ : ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣସମୁଦ୍ର ବେଳାଭୂମି  ବଟେଶ୍ୱର ମନ୍ଦିର ନିକଟରେ ରେ ରବିବାର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଯେୟୁର ଗଞ୍ଜାମ ଜିଲା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ବେହେରାଙ୍କ…
Read More...

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ଦୋବଲ : ରାତିରେ ପଶି ଲୁଟିନେଲେ ସୁନା ଅଳଙ୍କାର। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଚୁଡାକୁଟି ବଜାରରେ ଥିବା ଜଗା କାଳିଆ ଜୁଏଲାରୀ ଦୋକାନରୁ ଗତ କାଲି ରାତ୍ରରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହିତ ରୂପା ଚୋରି…
Read More...

ଯୁବକଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ…
Read More...

ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି, ଉପକୃତ ହେବେ ୩୩,୪୨୦ କର୍ମଚାରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ…
Read More...

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଗୋପାଳପୁର: ଗୋଳନ୍ଥରା ଥାନା ଅଧିନସ୍ଥ କନିଷି ହାଟ ଠାରେ ଶନିବାର ଭୋର ସମୟରେ ବୁଲେଟ ସହ ପିକପ ଧକ୍କାରେ ଜଣଙ୍କ ଜୀବନ ଯାଇଛ। ଅନ୍ୟ ଜଣ ଗୁରୁତ୍ୱର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ହେଲେ ଟାଙ୍ଗଣାପୁଲୀ ଗ୍ରାମର…
Read More...

ନବରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ, ଟ.୪,୯୨,୧୨୩/- ଋଣ ଆଦାୟ

ନବରଙ୍ଗପୁର : ଜିଲା  ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲା କୋର୍ଟ ପରିସରରେ ଜିଲା ଓ ଦୌରାଜର୍ଜ ତଥା ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ସଂଜୀବ ଦୁବେଙ୍କ ନିର୍ଦ୍ଦେଶ  କ୍ରମେ ପ୍ରଥମ…
Read More...

ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସୁଆଣ୍ଡୋ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନହଳା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଶନିବାର ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି  ଲୋକାର୍ପିତ ହୋଇଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଶହୀଦ ଜୟକୃଷ୍ଣ ରାଜଗୁରୁ…
Read More...

କେନ୍ଦ୍ର ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଲେ ଅରୁଣ ଗୋଏଲ, ଇସ୍ତଫାପତ୍ର ରାଷ୍ଟ୍ରପତି ଗ୍ରହଣ କରିଥିବା ସୂଚନା

ନୂଆଦିଲ୍ଲୀ: ଆଜି କେନ୍ଦ୍ର ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ସାଧାରଣ ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ। ଅରୁଣ ଗୋଏଲଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗ୍ରହଣ…
Read More...

କୀଟନାଶକ ଔଷଧ ଖାଇ ଯୁବକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ଶାନ୍ତିନଗର ଗ୍ରାମର ଯୁବକ ସୁରେଶ କର୍ଲିଆ (୩୪)ଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଲିସ କହିବା ଅନୁଯାୟୀ ଘରୋଇ କଳି ଯୋଗୁଁ…
Read More...

ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବକୁ ମୋହର

ଭୁବନେଶ୍ୱର :. ଆଜି ରାଜ୍ୟ କ୍ୟାବିନେଟର ୭୬ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କ୍ୟାବିନେଟ ବୈଠକରେ…
Read More...

ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ସୁବିଧା ମିଳିବ, ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି।…
Read More...

ଇବ ନଦୀରେ ଭାସି ୩ ନାବାଳକ ନିଖୋଜ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ସେମିନାରେ ଅଭାବନୀୟ ଘଟଣା। ଇବ ନଦୀରେ ଭାସି ୩ ନାବାଳକ ନିଖୋଜ ହୋଇଥିବା ସୂଚନା ମିଳିଛି। ପରିବାର ସହ ଭୋଜି କରିବାକୁ ଆସିଥିବାବେଳେ ଭାସିଗଲେ। ଚୋରାବାଲି ଥିବାରୁ ୩ ନାବାଳକ ଫସି ଯାଇଥିବା…
Read More...

ମିଶନ ଶକ୍ତି ସର୍ପୋଟ ଷ୍ଟାଫଙ୍କ ଦରମା ବୃଦ୍ଧି, ଉପକୃତ ହେବେ ୫୯, ୫୦୯ ଜଣ କର୍ମଚାରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ସର୍ପୋଟ ଷ୍ଟାଫଙ୍କ ଦରମା ବୃଦ୍ଧି କରାଯାଇଛି। ଏହାସହିତ ମିଶନ ଶକ୍ତି ସପୋର୍ଟ ଷ୍ଟାଫଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଛନ୍ତି ରାଜ୍ୟ ସରକାର। ଏମବିକେ, ବ୍ୟାଙ୍କମିତ୍ର,…
Read More...

ଏନଡିଏରେ ସାମିଲ ହେଲା ଟିଡିପି ଓ ଜନସେନା ପାର୍ଟି

ନୂଆଦିଲ୍ଲୀ: ଏନଡିଏରେ ତେଲୁଗୁ ଦେଶମ ପାର୍ଟି(ଟିଡିପି) ସାମିଲ ହେବା ନେଇ ଟିଡିପି ସାଂସଦ କନକମେଦଲା ରବୀନ୍ଦ୍ର କୁମାରଙ୍କ ସୂଚନା ଦେଇଛନ୍ତି। ଟିଡିପି ସହ ଜନସେନା ପାର୍ଟି ମଧ୍ୟ ଏନଡିଏରେ ସାମିଲ ନେଇ ସେ ପ୍ରକାଶ…
Read More...

ଗୋଳାବାରୁଦ କାରଖାନା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ସଇଁତଳା: ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବଡ଼ମାଳ ଗୋଳାବାରୁଦ କାରଖାନାର ପାୱାର ସପ୍ଲାଇ ୟୁନିଟ ଷ୍ଟେରକିପର ଗୋପୀନାଥ ଖମାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ସୂଚନା…
Read More...

ରଥଯାତ୍ରା ସମୟରେ ଗଣତି ହେବ ରତ୍ନଭଣ୍ଡାରର ଦୁର୍ମୂଲ୍ୟ ସୁନା ଅଳଙ୍କାର

ପୁରୀ: ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ମନ୍ତବ୍ୟ ଦେଇ କହିଛନ୍ତି ଯେ ପ୍ରାରମ୍ଭିକ ଆଲୋଚନା ହୋଇଛି। ବିଭନ୍ନ ଦିଗରୁ…
Read More...

ମନ୍ଦିର ସମ୍ମୁଖରେ ଠିଆ ହୋଇଥିଲା ଶ୍ରମମନ୍ତ୍ରୀଙ୍କ ଗାଡ଼ି, ଦ୍ରୁତଗତିରେ ଆସି ଧକ୍କା ଦେଲା ହାଇୱା

ସାରନଗରୀ: ଆଜି ରାତିରେ ସୌଭାଗ୍ୟବଶତଃ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦାପ୍ରସାଦ ନାୟକ। ଆଜି ରାତି ପ୍ରାୟ ୮ଟାରେ ମନ୍ତ୍ରୀ ଶ୍ରୀ ନାୟକ ବିିଭିନ୍ନ…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ରାୟ, ସ୍ୱାମୀ ପାଇଁ ସ୍ତ୍ରୀ ନାଁରେ ହେବନି ଭିଜିଲାନ୍ସ…

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଉଚ୍ଚ ନ୍ୟାୟାଳୟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ସ୍ୱାମୀଙ୍କ ପାଇଁ ସ୍ତ୍ରୀ ନାମରେ ଭିଜିଲାନ୍ସ ମାମଲା ରୁଜୁ ହୋଇପାରିବ ନାହିଁ ବୋଲି ଅଦାଲତ ଏକ ରାୟରେ…
Read More...

ଶ୍ରୀଲିଙ୍ଗରାଜଙ୍କ ଉଠିଲା ମହାଦୀପ, ଜୟ ଶ୍ରୀଲିଙ୍ଗରାଜ ଧ୍ବନୀରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର

ଭୁବନେଶ୍ବର : ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଶୁକ୍ରମାର ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଜାଗରଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ପବିତ୍ର ମହାଶିବରାତ୍ରି ଅବସରରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଛି।  …
Read More...

ଗମନାଗମନ ପାଇଁ ବାଟ ଓଗାଳିଛି ନାଳ, ଶଗଡ଼ରେ ବୁହା ହେଉଛି ରୋଗୀ

ଅନୁଗୋଳ: ରାଜ୍ୟ ସରକାର ଓଡିଶାରେ ବିକାଶର ଡିଣ୍ଡିମ ପିଟୁଥିବାବେଳେ ଆଜି ବି ଏମିତି କିଛି ଗାଁ ଅଛି ଯେଉଁଠି ଲୋକମାନେ ରାସ୍ତା ନଥିବାରୁ ଶଗଡ଼ରେ ରୋଗୀ ବୋହୁଛନ୍ତି। ଏହାର ନିଦର୍ଶନ ଦେଖିବାକୁ ମିଳିିଛି ଶିଳ୍ପସମୃଦ୍ଧ…
Read More...

ଦେବଗିରି ଶିବପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଐତିହାସିକ ପ୍ରସିଦ୍ଧ ପଞ୍ଚମୁଖୀ ସ୍ୱଟିକ  ଶିବଙ୍କ ଦର୍ଶନ ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି । ମହାଶିବରାତ୍ରି…
Read More...

ଦିଲ୍ଲୀରେ ବିଜେଡି ସହ ମେଣ୍ଟ ସମ୍ପର୍କରେ ହୋଇନି ଆଲୋଚନା, ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି-ମନମୋହନ ସାମଲ

ଭୁବନେଶ୍ବର: ଦିଲ୍ଲୀରୁ ଫେରି ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇ କହିଛନ୍ତି ଯେ ବିଜେଡି ସହ ମେଣ୍ଟ ପ୍ରସଙ୍ଗରେ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ମେଣ୍ଟ ସମ୍ପର୍କରେ ଦିଲ୍ଲୀରେ କୌଣସି ଚର୍ଚ୍ଚା କିମ୍ବା…
Read More...

କଂଗ୍ରେସର ପ୍ରାର୍ଥୀ ଘୋଷଣା, ୱାଇନାଡ୍‌ରୁ ଲଢ଼ିବେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୯ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଂଗ୍ରେସ ପକ୍ଷରୁ ଜାରି କରାଯାଇଥିବା ପ୍ରଥମ ପର୍ଯ୍ୟାୟ…
Read More...

ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ପଲସାଗୋରା : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ କଣ୍ଟାମାଲ ବ୍ଲକ ପାଲସାଗୁରା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କୁ ନେଇ ବ୍ଲକସ୍ତରୀୟ…
Read More...

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂଆ-ଓ ଛାତ୍ର ବୃତ୍ତି ବିତରଣ

ଫୁଲବାଣୀ: ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଆନୁକୂଲ୍ୟରେ ନୁଆ-ଓ ଛାତ୍ର ବୃତ୍ତି ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି। ଏହି ରେ ସଭା କଲେଜ ଅଧ୍ୟକ୍ଷ ଡକ୍ଟର ସୁଭାଷ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥିଲେ।…
Read More...

ନିର୍ବାଚନ ପାଇଁ ପ୍ରଶିକ୍ଷଣ, ସ୍ବତନ୍ତ୍ର ପରୀକ୍ଷା

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ…
Read More...

ବିଜେଡି ଛାଡ଼ିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା , ଏକାଧିକ କାରଣ ଦର୍ଶାଇ ସଭାପତି ନବୀନ ପଟ୍ଟନାୟକଙ୍କୁ…

ବାଲେଶ୍ବର:  ରେମୁଣାର ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେଡି ନେତା ସୁଦର୍ଶନ ଜେନା ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏକାଧିକ କାରଣ ଦର୍ଶାଇ ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ…
Read More...

ଗୋପାଳପୁର ଅଞ୍ଚଳରେ ଆତଙ୍କ,  ବାଇକରେ ଆସି ଝାମ୍ପି ନେଲେ ସୁନାର ମଙ୍ଗଳସୂତ୍ର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ଶିବାନନ୍ଦ ନଗର ଛକରେ ଗତକାଲି ସନ୍ଧ୍ୟା ସମୟରେ ଦୁର୍ବତ୍ତମାନେ ଏକ ବାଇକରେ ଆସି  ମହିଳାଙ୍କ ବେକରୁ ସୁନାର ମଙ୍ଗଳସୂତ୍ର ଝାମ୍ପି ନେଇ ଚମ୍ପଟ ମାରିଥିବା ନେଇ…
Read More...

ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଦଶ ହଜାର ଭକ୍ତଙ୍କ ସମାଗମ

ପାତ୍ରପୁର: ପାତ୍ରପୁର ବ୍ଲକ ବାଦପୁର ପଂଚାୟତ ଅନ୍ତର୍ଗତ ଭୈରବୀ ଚାଞ୍ଚଡା ନୀଳକଣ୍ଠେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ପାଞ୍ଚଦିନିଆ ମହାମାୟୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗୁରୁବାର ପୂର୍ଣ୍ଣାହୁତି ହୋଇଛି ।…
Read More...

ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ।

ଧାମରା: ଶଶିକାଦେଇପୁର ଠାରେ ଥିବା ନିଗମାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବିଦ୍ୟାଳୟ ସ୍ତରୀୟ ମୋ ସ୍କୁଲ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଆଲୁମିନି କମିଟିର ସଭାପତି ସୁକୁମାର ହାତୀ ପୂର୍ବତନ ସଭାପତି…
Read More...

ଓଡ଼ିଶାର ସଂସ୍କୃତିର ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଦ୍ୟମ ଜରୁରୀ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ୍ ମିଡିଆ ଷ୍ଟଡିଜ୍(ଆଇଏମଏସ)ର ମିଳିତ ଆନୁକୂଲ୍ୟରେ ଆୟୋଜିତ  ଦୁଇଦିନିଆ ‘ଉତ୍ସବ ଓଡ଼ିଶା’ ଉଦଯାପିତ ହୋଇଯାଇଛି।  ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ପରମ୍ପରା ଓ…
Read More...

ବନାଗ୍ନି ନିବାରଣ ସଚେତନତା ସାଇକଲ ଶୋଭାଯାତ୍ରା

ଫୁଲବାଣୀ: ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ବନାଞ୍ଚଳ ସହାୟତାରେ ସ୍ଥାନୀୟ ମାଦିକୁନ୍ଦା ଛକ ଠାରୁ ତୁଡ଼ିପାଜୁ ପର୍ଯ୍ୟନ୍ତ ଏକ ସାଇକଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଫୁଲବାଣୀ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ…
Read More...

ଅଜଣା ଗାଡିଧକ୍କାରେ ସମିତିସଭ୍ୟଙ୍କ ମୃତ୍ୟୁ

ବିଞ୍ଝାରପୁର : ଅଜଣା ଗାଡିଧକ୍କାରେ ବିଞ୍ଝାରପୁର ବ୍ଲକ ଶାସନ୍ଦା ପଞ୍ଚାୟତର ସମିତିସଭ୍ୟ ଅନନ୍ତ ଶେଖର ବେହେରା(୪୧)ଙ୍କ ମୃତ୍ୟୁ ହୋଇଛି। ଏହି ଖବର ଜଣାପଡିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଖବରପାଇ…
Read More...

ପିଇବା ପାଣି ସମସ୍ୟା ସମାଧାନ ପାଇଁ ଜିଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ବୌଦ୍ଧ: ପିଇବା ପାଣି ସମାଧାନ ପାଇଁ ଜିଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି ଗ୍ରାମବାସୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ। ବୌଦ୍ଧ ବ୍ଲକ ବହିରା ଗ୍ରାମ ପଞ୍ଚାୟତ ପୁରୁଣାବହିରାର ଗ୍ରାମରେ ଦୀର୍ଘ ଦିନ ହେଲା ପାଣି…
Read More...

ଜହ୍ନାପଡା ରେ ଶ୍ରୀମଦ୍ ଭାଗବତ  ଗୀତା ପାରାୟଣ ସପ୍ତାହ ଯଜ୍ଞ ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଜହ୍ନାପଡା  ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଜଗନ୍ନାଥ ସଂକ୍ରାନ୍ତି  ସତସଙ୍ଗ ଅନୁଷ୍ଠାନ ଓ ଗ୍ରାମବାସୀ ଙ୍କ ମିଳିତ ଆନୁକୁଲ୍ୟରେ  ସାତ ଦିନ ବ୍ୟାପୀ ହୋଇଥିବା ଶ୍ରୀମଦ୍ ଭଗବତ…
Read More...

ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ ସ୍ବପ୍ନା ତିୱାରୀ ଡିଜି ପାହ୍ବାକୁ ପଦୋନ୍ନତି

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଛୋଟ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୨ ବ୍ୟାଚର ୨ ବରିଷ୍ଠ ଆଇପିଏସଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ବରିଷ୍ଠ ଆଇପିଏସ ଲଳିତ ଦାସ ଏବଂ…
Read More...

ଠକେଇ ଅଭିଯୋଗ, ବ୍ୟାଙ୍କ କର୍ମଚାରୀ ଗିରଫ

ଭୁବନେଶ୍ବର: ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ବ୍ୟାଙ୍କ ଠକେଇ ମାମଲାରେ ଜଣେ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ଗିରଫ କରାଯାଇଛି। ଦାଣ୍ଡମୁକୁନ୍ଦପୁର ଆଇଡିବିଆଇ ବ୍ୟାଙ୍କ ଆସିଷ୍ଟାଣ୍ଟ ମ୍ୟାନେଜର ତନ୍ମୟ ମହାରଣା…
Read More...

ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ, ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତ

ଭୁବନେଶ୍ବର: ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏଆଇସିସି(ଅଲ ଇଣ୍ଡିଆ କଂଗ୍ରେସ କମିଟି) ନୂଆ ଦାୟିତ୍ବ ଦେଇଛି। ଆଜି ଏଆଇସିସି ପକ୍ଷରୁ ପ୍ରସାଦ ହରିଚନ୍ଦନଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା…
Read More...

ମହିଳା ଦିବସରେ ଲକ୍ଷ୍ୟଭେଦ ପ୍ରତିଯୋଗିତା, ଯୋଗଦେଲେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା

ଲାଞ୍ଜିଗଡ଼ : ନ୍ୟାସନାଲ ୟୁନିଅନ ଅଫ ବ୍ୟାକୱାର୍ଡ କ୍ଲାସ ଓ କଳାହାଣ୍ଡି ବିକାଶ ପରିଷଦର ମିଳିତ ଆୟୋଜନରେ ଗୁରୁବାର  ମହିଳା ଦିବସ ପାଳିତ ହୋଇଯାଇଛି। ପଛୁଆ, ବିଶେଷକରି ଏସସି, ଏସଟି ଓ ମାଇନରିଟି ବର୍ଗଙ୍କ ବିକାଶ…
Read More...

ବନ୍ଦ ଘର ଭିତରୁ ମା’ ଓ ଝିଅର ମୃତଦେହ ଉଦ୍ଧାର

ପୋଲସରା: ବନ୍ଦ ଘର ଭିତରେ ମା’ ଓ ଝିଅର ମୃତଦେହ ଠାବ କରାଯାଇଛି। ସାନବରଗାଁ ବାଲିହତାସାହିର ବନ୍ଦ ଘର ଭିତରେ ମା’, ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ୫ ବର୍ଷର ଝିଅକୁ ମାରି ମା’ ରସିରେ ଝୁଲି ଆତ୍ମହତ୍ୟା କରିଥିବା…
Read More...

କୂଅରେ ପଡିଥିବା ହରିଣ ଉଦ୍ଧାର

ଆଠଗଡ: ଆଠଗଡ ସହର ନିକଟବର୍ତ୍ତୀ ରାଧାପତିପୁର ଗ୍ରାମରେ ଏକ ଖୋଲାକୂଅରେ ପଡିଯାଇଥିବା ଏକ ହରିଣକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଥିବା ଜଣାପଡିଛି। କୂଅରେ ଏକ ହରିଣ ପଡି ପହଁରୁ ଥିବା ଦେଖି ଗ୍ରାମବାସୀ ଖବର ଦେବା ପରେ…
Read More...

ବାର୍‍ହା ଆକ୍ରମଣରେ ବୃଦ୍ଧ ଗୁରୁତର

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ବୁଧବାର ସକାଳେ ଏକ ବାର୍‍ହା ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଥିବା ଜଣାପଡିଛି। କନ୍ଦରପୁର ଗ୍ରାମର ବସନ୍ତ ଦଳାଇ (୭୦) ମହାନଦୀକୁ ଗାଧୋଇବା ପାଇଁ…
Read More...

ନକ୍ସଲଙ୍କ ଟାର୍ଗେଟରେ ବିଜେପି ନେତା: ଛଅ ଦିନରେ ଦ୍ୱିତୀୟ ହତ୍ୟା; ଅଞ୍ଚଳରେ ଆତଙ୍କ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ବିଜାପୁରରେ ନକ୍ସଲମାନେ ପୁଣି ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବା ସହ ଜେସିବିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣା ଜଙ୍ଗଲାର କୋଟାମେଟାରେ…
Read More...

ଅବସରପ୍ରାପ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ପରଲୋକ

କେଶଦୁରାପାଳ :ସେବା ନିବୃତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତଥା ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦର ସଭାପତି ମହେଶ୍ୱର ମିଶ୍ର (୮୮)ଙ୍କ ପରଲୋକ ହୋଇଯାଇଛି। ଆଜି ମଙ୍ଗଳବାର ସନ୍ଧ୍ୟା ୫ଟା୧୭ ମିନିଟ୍ ସମୟରେ ସାଇ କଲୋନୀସ୍ଥିତ…
Read More...

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ ୫ଜଣ ଙ୍କୁ ମୃତ୍ୟୁଦଣ୍ଡାଦେଶ

କେଶଦୂରାପାଳ : ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ ୫ ଜଣ ହତ୍ୟାକାରୀକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲା ଓ ଦୌରାଜଜ୍ କୋର୍ଟ। ଏଥିସହ…
Read More...

ଭାରତୀୟ ସଂହତିରେ ଓଡ଼ିଶା ହେଉଛି ପ୍ରକୃଷ୍ଟ ଉଦାହରଣ ଯେଉଁଠି ଜାତୀୟ ପ୍ରୀତି ଓ ଆତ୍ମୀୟତାର ସମନ୍ୱୟ ଘଟିଛି

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଇନଷ୍ଟିଚ୍ୟୁଟ ଅଫ ମିଡିଆ ଷ୍ଟଡିଜ୍(ଆଇଏମଏସ)ର ମିଳିତ ସହଯୋଗରେ ଜାତୀୟ ସଂହତି ଓ ସଂସ୍କୃତି ପର୍ବ ‘ଉତ୍ସବ ଓଡ଼ିଶା’  ଆଜି ବାଣୀ ବିହାର ଏମକେସିଜି ଅଡିଟୋରିଅମ ପରିସରରେ ଉଦଘାଟିତ…
Read More...

ଜଳ ଗୁଣବତ୍ତା ପରିକ୍ଷଣ ଓ ପରିମଲ ସର୍ବେକ୍ଷଣ ପ୍ରଶିକ୍ଷଣ ଶିବିର

ଦେଓଗାଁ: ଜଳ ଗୁଣବତ୍ତା ପରିକ୍ଷଣ ଓ ପରିମଳ ସର୍ବେକ୍ଷଣ ନେଇ ଦେଓଗାଁ ବ୍ଳକ ସଭା ଗୃହରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ…
Read More...

ଭୁବନେଶ୍ୱର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ଖର୍ଚ୍ଚ ହେବ ୧୦୦ କୋଟି ଟଙ୍କା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀର ଗୋଠପାଟଣାଠାରେ ପ୍ରଥମ ‘ଆଦିବାସୀ ଭବନ’ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରାୟ ୧୦୦ କୋଟି…
Read More...

ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ ଫେଲୋସିପ୍‌ ପ୍ରୋଗ୍ରାମର ଶୁଭାରମ୍ଭ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ମୁଖ୍ୟମନ୍ତ୍ରୀ ଦକ୍ଷତା ବିକାଶ…
Read More...

ବିଜୁ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ୫ ଜଣ ପ୍ରତିଭା

ଭୁବନେଶ୍ୱର : ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ “ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୪” ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…
Read More...