ସଇଁତଳା: ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ବଡ଼ମାଳ ଗୋଳାବାରୁଦ କାରଖାନାର ପାୱାର ସପ୍ଲାଇ ୟୁନିଟ ଷ୍ଟେରକିପର ଗୋପୀନାଥ ଖମାରୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ସୂଚନା ମିଳଛି। ଗୋଳାବାରୁଦ କାରଖାନା କାର୍ଯ୍ୟାଳୟ ଭିତରୁ ଗୋପୀନାଥଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ସଇଁତଳା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Popular Categories



