www.samajalive.in
Monday, December 8, 2025
13.1 C
Bhubaneswar

ଓଡ଼ିଶାରେ ୨୦୩୬ ଅଲମ୍ପିକ୍ସ ହକି!

ଭୁବନେଶ୍ୱର: ଭାରତ ୨୦୨୬ ଅଲମ୍ପିକ୍ସ ଆୟୋଜନ ନେଇ ଆଶା ବଢ଼ିଲା। କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ହୋଷ୍ଟ ସିଟି ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି। ଅହମ୍ମଦାବାଦରେ କ୍ରୀଡ଼ା ଭିତ୍ତିଭୂମି ୬ହଜାର କୋଟି ବ୍ୟୟ ଲକ୍ଷ ରଖାଯାଇଛି। ଅହମ୍ମଦାବାଦଦ ହୋଷ୍ଟ ସିଟି ହେଲେ ବି ଭୁବନେଶ୍ୱରକୁ ହକି ଇଭେଣ୍ଟ ମିଳିବ। ମୁମ୍ବାଇକୁ କ୍ରିକେଟ ଏବଂ ପୁଣେକୁ କାୟାକିଂ ମିଳିବା ସମ୍ଭାବନା। ପ୍ରଧାନମନ୍ତ୍ରୀ ଭାରତରେ ଅଲମ୍ପିକ୍ସ ଆୟୋଜନ ନେଇ ଆଶାବାଦୀ ଥିବା ଜଣାପଡ଼ିଛି। ୨୦୨୩ ମୁମ୍ବଇରେ ଆଇଓସି ବୈଠକରେ ଏ ନେଇ ପ୍ରସ୍ତାବ ରଖିଥିଲେ। ଗତବର୍ଷ ଆଇଓଏ ମଧ୍ୟ ଏନେଇ ଆଇଓସିକୁ ଲେଟର ଅଫ ଇଣ୍ଟେଣ୍ଟ ପଠାଇଥିଲା।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories