www.samajalive.in
Saturday, December 6, 2025
26.1 C
Bhubaneswar

ବାସ୍‌ ଗୋଟିଏ ସରଳ ଉପାୟରେ ଦୂର ହେବ ଧନ, ଚାକିରି, ରୋଗ ସମସ୍ୟା..

ଅନେକ ସମୟରେ ଦେଖାଯାଏ, ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଲାଗି ରହିଥାଏ । କେତେବେଳେ ଆର୍ଥିକ କ୍ଷେତ୍ରରେ, ସ୍ୱାସ୍ଥ୍ୟ ପାଇଁ, ଘରେ ଅଶାନ୍ତି ଓ କଳହ, କର୍ମକ୍ଷେତ୍ର ଓ ବ୍ୟବସାୟରେ ସମସ୍ୟା ଲାଗି ରହିଥାଏ । ତେବେ ଧନ ଠାରୁ ଆରମ୍ଭ କରି ରୋଗ ଏହି ସମସ୍ତ ସମସ୍ୟାକୁ ଦୂର କରିବା ପାଇଁ କିଛି ସରଳ ଉପାୟ ରହିଛି । ଯାହାକୁ ଆପଣାଇବା ଦ୍ୱାରା ଏହି ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ ।

ଅନେକ ଦିନରୁ ଶରୀର ଅସୁସ୍ଥ ରହିଥିଲେ ଓ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ ପ୍ରତ୍ୟେକ ସୋମବାର ଶିବଲିଙ୍ଗରେ ଗୋଲମରିଚ ଅର୍ପଣ କରନ୍ତୁ । ଶିବରାତ୍ରୀରେ ଏହି ଉପାୟ କଲେ ଅଧିକ ଲାଭ ମିଳିବ ।
ଘରେ ଅଯଥାରେ ଅଶାନ୍ତି ଓ କଳହ ହେଉଥିଲେ ଘରର ଏକ କୋଣରେ କିଛି ଗୋଲମରିଚ ଜଳାଇ ଦିଅନ୍ତୁ । ଏହାଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ ।

ଜାନୁଆରୀ ୧୦ ଏକାଦଶୀରେ ଅତ୍ୟନ୍ତ ଶୁଭ ଯୋଗ ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..

- Advertisement -

ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ଅସଫଳତା ମିଳୁଥିଲେ,କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହୁଥିଲେ, ରାତିରେ ଶୋଇବା ସମୟରେ ତକିଆ ତଳେ ଅଳ୍ପ କିଛି ଗୋଲମରିଚ ରଖି ଦିଅନ୍ତୁ । ଏହାଦ୍ୱାରା କର୍ମକ୍ଷେତ୍ରରେ ସଫଳତା ମିଳିବା ସହ ଥିବା ବାଧା ଦୂର ହୋଇଥାଏ । ଅଟକି ଥିବା କାମରେ ପୂରଣ ହୁଏ । ଚାକିରିରେ ପଦନ୍ନୋତି ମଧ୍ୟ ହୋଇଥାଏ ।
ଯେତେ ରୋଜଗାର କଲେ ମଧ୍ୟ ଟଙ୍କା ଅଭାବ ଲାଗି ରହିଲେ, ଅଯଥାରେ ଟଙ୍କା ଖର୍ଚ୍ଚ ହେଉଥିଲେ କିଛି ଗୋଲମରିଚକୁ ଘରେ ରଖିବା ପରେ ଏହାକୁ ଘର ବାହାରେ ଫିଙ୍ଗି ଦିଅନ୍ତୁ। ଶୁଭଫଳ ମିଳିବ।

ଜିଓର ଖାସ୍‌ ରିଚାର୍ଜ ପ୍ଲାନ୍‌ ; ମିଳିବ ୨୦୦ ଜିବି ଡାଟା, ଦାମ୍‌ ଏତିକି..

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories