ଫୁଟୁଛି ଓଡ଼ିଶା: ୪୨ ଡିଗ୍ରୀ ପାଖରେ ପହଞ୍ଚିଲା ତାତି, ୪୧.୭ ଡିଗ୍ରୀ ସହ ମାଲକାନଗିରି ସର୍ବାଧିକ ଉତ୍ତପ୍ତ ସହର

ଭୁବନେଶ୍ବର: ଡହ ଡହ ଖରାରେ ପ୍ରଭାବିତ ଜନଜୀବନ। ସାରା ରାଜ୍ୟରେ ଗ୍ରୀଷ୍ମ ଓ ଆର୍ଦ୍ର ପାଗ ଲାଗି ରହିଥିବାବେଳେ ଆସନ୍ତା ୪ ରୁ ୬ ତାରିଖ ଯାଏଁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ…
Read More...

ଛଅଗାଁ ଓ କୁମାରପୁରରେ ଲଉଡି ଉତ୍ସବ

ଗୁରୁଡିଝାଟିଆ: ସମାଜ ବ୍ୟବସ୍ଥାରେ ଯାଦବମାନଙ୍କ ଭୂମିକା ବେଶ ଉଚ୍ଚରେ। ଯାହା ଆମ ଗୌରବଜ୍ୱଳ ସଂସ୍କୃତି ଓ ପରମ୍ପରାରୁ ବାରି ହୋଇପଡେ ବୋଲି କୁମାରପୁର ଓ ଛଅଗାଁ ଠାରେ ଯୁବ ଯାଦବମାନଙ୍କ ଦ୍ୱାରା ଆୟୋଜିତ ଲଉଡି ଉତ୍ସବରେ…
Read More...

ରାଧାଶ୍ୟାମପୁରରେ ସ୍ୱାସ୍ଥ୍ୟସେବା ଶିବିର

ଗୁରୁଡିଝାଟିଆ: ଜେକେ ଲକ୍ଷ୍ମୀ ସିମେଣ୍ଟ କାରଖାନା ଓ ଗୋପବନ୍ଧୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଘଣ୍ଟିଖାଲ ପଞ୍ଚାୟତର ରାଧାଶ୍ୟାମପୁର ଗାଁରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି। ଡାକ୍ତର ବିକ୍ରମ…
Read More...

ଧାମରା ବନ୍ଦରରେ ଅଂଶୁଘାତ ମୃତ୍ୟୁ ଅଭିଯୋଗ

ଧାମରା : ଭଦ୍ରକ ଜିଲା ଅଧିନସ୍ଥ ଧାମରା ବନ୍ଦରରେ କାର୍ଯ୍ୟରତ ଶ୍ରମିକଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ଜଣା ଯାଇଛି ଧାମରା ବନ୍ଦରରେ ଏମଏସ ଅବଦୁଲ କମ୍ପାନୀରେ ସନ୍ଥଚରଣ ଦାସ ଜଣେ…
Read More...

ଉତ୍ପାଦନ ଏବଂ ବିକ୍ରୟ କ୍ଷେତ୍ରରେ ନାଲକୋର ନୂଆ ରେକର୍ଡ

ସର୍ବକାଳିନ ସର୍ବାଧିକ ବକ୍ସାଇଟ ଓ ଆଲୁମିନିୟମ୍ ଉତ୍ପାଦିତ ପ୍ରଦର୍ଶନ ମୁଖ୍ୟାଂଶ: ସର୍ବକାଳିନସର୍ବାଧିକ୪,୬୩,୪୨୮ମେଟ୍ରିକଟନ୍ କାଷ୍ଟ ଧାତୁ ଉତ୍ପାଦିତ ସର୍ବକାଳିନସର୍ବାଧିକ୪,୭୦,୧୦୮ମେଟ୍ରିକଟନ୍ ଧାତୁ…
Read More...

ଗୁପ୍ତେଶ୍ବର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼, କାରଣ ଅସ୍ପଷ୍ଟ

ବୀରମିତ୍ରପୁର: ଗୁପ୍ତେଶ୍ବର ମେଳାରେ ୨ ଯୁବକଙ୍କୁ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି। ଛୁରାମାଡ଼ ପରେ ଉଭୟ ଯୁବକ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ୨…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ପାଳିତ 

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ଓଡ଼ିଆ ତଥା ଓଡ଼ିଶାର ଗର୍ବ ଗୌରବ ତଥା ସ୍ମରଣୀୟ ଦିବସ ପବିତ୍ର ଉତ୍କଳ ଦିବସ କୁ ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ଵାରା ନୂତନ ସମ୍ମିଳନୀ କକ୍ଷ ଠାରେ ପାଳନ କରାଯାଇଛି। ଏହି…
Read More...

ମୁହାଁ ମୁହିଁ ବାଇକ ଧକ୍କାରେ ଦୁଇ ମୃତ

ଅନୁଗୋଳ : ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ କରତାପଟା ଗ୍ରାମରେ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ସୋମବାର ସନ୍ଧ୍ୟାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଛି । ମୃତକ ଦୁଇ ବାଇକ ଆରୋହୀ ହେଲେ ବନ୍ତଳା ଥାନା…
Read More...

ଦେଶରେ ଜଳକୃଷି ଉତ୍ପାଦନ ବୃଦ୍ଧିରେ ସିଫାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ପିପିଲି:ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କୌଶଲ୍ୟାଗଙ୍ଗ ସ୍ଥିତ କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ସଂସ୍ଥା (ସିଫା)ର ୩୭ତମ ସ୍ୱନକ୍ଷତ୍ର ଦିବସ ସିଫା ପରିସରରେ ସୋମବାର ଦିନ ସମାରୋହରେ ପାଳିତ ହୋଇଯାଇଛି…
Read More...

୨୦୩୬ ମସିହା ସୁଦ୍ଧା ଓଡିଶା ଦେଶର ବିକାଶର ଶୀର୍ଷ  ସ୍ଥାନରେ ପହଞ୍ଚିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି 

ସୁଆଣ୍ଡୋ : ଉତ୍କଳ ଦିବସରେ ପୁଣାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ସଂଗ୍ରହାଳୟ ପରିସରରେ ଥିବା ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ ହୋଇଥିଲା। ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜୋଳନ ପରେ ବନ୍ଦେ ଉତ୍କଳ ଜନନୀ ଏବଂ ତୁଙ୍ଗ ଶିଖରୀ ଚୁଳ ଗାନ କରାଯାଇଥିଲା। ସ୍ବତନ୍ତ୍ର…
Read More...

ଶାନ୍ତିଲତା ବାରିକଙ୍କ ଭଜନ ତାଙ୍କୁ ଅମର କରି ରଖିବ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ

ଭୁବନେଶ୍ୱର: ବିଶିଷ୍ଟ କଣ୍ଠ ଶିଳ୍ପୀ ଶାନ୍ତିଲତା ବାରିକ ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଣେ ଲୋକପ୍ରିୟ ଭଜନ…
Read More...

ଆନ୍ତଃରାଜ୍ୟ ସମନ୍ଵୟ ବୈଠକ: ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା

ଭୁବନେଶ୍ବର: ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ୟ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କ୍ୟାମ୍ପ କାର୍ୟ୍ୟାଳୟଠାରେ ଭିଡିଓ କନଫରେନସିଂ…
Read More...

ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ଆଜି ପବିତ୍ର ଓଡ଼ିଶା ଦିବସା ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନା ୧୯୩୬ ମସିହାରେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ…
Read More...

ଓଡ଼ିଶା ଦିବସ ସମ୍ପର୍କିତ ଫଟୋଚିତ୍ର ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଦିବସ ସମ୍ପର୍କିତ ଫଟୋ ଚିତ୍ର ପ୍ରଦର୍ଶନୀ ସ୍ଥାନୀୟ ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ଉଦଘାଟିତ ହୋଇଯାଇଛି। ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ…
Read More...

ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଭୁବନେଶ୍ୱର: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥ#ଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବୋ ଯଦି ଭୋଟର ଫଟୋ ପରିଚୟ ପତ୍ର…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟରେ ଓଡ଼ିଶା ଦିବସ ପାଳିତ ହୋଇଯାଇଛିା ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥ#ଲୋ ମୁଖ୍ୟ…
Read More...

ସଶକ୍ତ ହେବେ ବଞ୍ଜରା ସମାଜର ମହିଳା    

ଲଡୁଗାଁ/ଜୟପାଟଣା: ତୃଣମୂଳସ୍ତରରେ ସମାଜର ସମସ୍ତ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାର ପ୍ରୟାସ ଆରମ୍ଭ ହୋଇଛି। ମହିଳା ସଶକ୍ତିକରଣ ଉପରେ ବଞ୍ଜରା ସମାଜ ଗୁରୁତ୍ୱ ଦେଇଛି। ଯାହାକୁ ସମାଜ ସଫଳତାର ସହ ଆଗକୁ ଆଗକୁ ନେଇ…
Read More...

ଚୌଦ୍ୱାରରେ ଉତ୍କଳ ଦିବସ ପାଳିତ

ଚୌଦ୍ୱାର:ଚୌଦ୍ୱାରରେ ଉତ୍କଳ ଦିବସ ସମାରୋହରେ ପାଳିତ ହୋଇ ଯାଇଛି । ଚୌଦ୍ୱାର ସାହିତ୍ୟ ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତ୍କଳ ଗୌରବ ମଧୁବାବୁ, ଉତ୍କଳମଣି ଗୋପବନ୍ଧୁ, ବିଜୁବାବୁ ଓ ମହାତ୍ମା ଗାନ୍ଧୀଙ୍କ…
Read More...

ଘଣ୍ଟିଖାଲରେ ଲଉଡି ଉତ୍ସବ ମହୋତ୍ସବ

ଗୁରୁଡିଝାଟିଆ: ଘଣ୍ଟିଖାଲ ବୃନ୍ଦାବନ ଚନ୍ଦ୍ର ଲଉଡି ସଂଘ ପକ୍ଷରୁ ଲଉଡି ମହୋତ୍ସବ ଅନୁଷ୍ଠିତ ହୋଇଛି। ଯୁବ ନେତା ଆଦିତ୍ୟ ପ୍ରଦାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯାଦବ ସଂପ୍ରଦାୟର ଭକ୍ତିରସପୂର୍ଣ୍ଣ ଲଉଡି ଖେଳ ଆମ…
Read More...

ମାତୃଭୂମି ଓ ମାତୃଭାଷା ସର୍ବଦା ବନ୍ଦନୀୟ

ଗୁରୁଡିଝାଟିଆ: ମାତୃଭୂମି ଓ ମାତୃଭାଷା ସର୍ବଦା ବନ୍ଦନୀୟ। ଭାଷା, ସାହିତ୍ୟ, ସଂସ୍କୃତି ଗୋଟିଏ ଜାତିର ସମୃଦ୍ଧ କରିବା ସହିତ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଥାଏ। ତ୍ୟାଗ, ତୀତିକ୍ଷା ଆତ୍ମବଳୀ ଦ୍ୱାରା ବହୁଦା ବିଭକ୍ତ…
Read More...

କନ୍ଧକୁଳ ସମାଜର ପ୍ରତିଷ୍ଠା ଦିବସ ପାଳନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ କରପା ପଞ୍ଚାୟତର ଶ୍ରୀରାମ ନଗର ଆଦିବାସୀ ପଡ଼ିଆଠାରେ କନ୍ଧକୂଳ ସମାଜର ୪୧ତମ ‘ପ୍ରତିଷ୍ଠା ଦିବସ’ ପାଳନ କରାଯାଇଅଛି।  ବୈଠକର ଆଲୋଚ୍ୟ ବିଷୟ ଥିଲା । କନ୍ଧକୁଳ ଭବନ…
Read More...

ଆରମ୍ଭ ହେଲା କାମନା ଦଣ୍ଡ ଯାତ୍ରା

ମ.ରାମପୁର: ଭକ୍ତି ଆଉ ବିଶ୍ୱାସ ର ପର୍ବ କାମନା ଦଣ୍ଡ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସ ରେ ବିଭିନ୍ନ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ। ତଳ ସାଗର ପଡା, ବୁରାଟ,…
Read More...

ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ୮୯ତମ ପୁଲିସ ପ୍ରତିଷ୍ଟା ଦିବସ ପାଳିତ

 ଗଞ୍ଜାମ : ଗଞ୍ଜାମ ସହର ନିକଟରେ ଅବସ୍ଥିତ ଛତ୍ରପୁର ଓଏସଏପି ଅଷ୍ଟମ ବାଟାଲିୟନ ପକ୍ଷରୁ ୮୯ତମ ପୋଲିସ ପ୍ରତିଷ୍ଟା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁର୍ଗପତି ଶରଦା ପ୍ରସାଦ ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ…
Read More...

ବାପମା’ ଛେଉଣ୍ଡ ଯୁବକଙ୍କ ବାହାଘର କଲେ ଆଦିବାସୀ ସମ୍ପ୍ରଦାୟ, ଝୁରୁକା ନାଚ ତାଳେ ତାଳେ ବିବାହ ସମ୍ପନ୍ନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ବାରିଆପଡ଼ା ଗାଁର ବାପା ମାଆ ଛେଉଣ୍ଡ ଅନାଥ ଯୁବକଙ୍କୁ ଆଜି ନିଜ ଆଦିବାସୀ ପରମ୍ପରା ରୀତିନୀତି ନିୟମ ଅନୁଯାୟୀ  ଗ୍ରାମଦେବୀ ଠାରେ ପୂଜା ପାଠ…
Read More...

ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

କଲ୍ୟାଣ ସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ  ବିଦ୍ୟାଳୟ ଜଗନ୍ନାଥପୁର ଠାରେ ୮୯ ତମ ଉତ୍କଳ ଦିବସ ମହାଆଡମ୍ବରରେ ପାଳନ କରାଯାଇଛି । ଏ ଅବସରରେ ବିଦ୍ୟାଳୟରେ ଉତ୍କଳ…
Read More...

ନବୋଦୟ ବିଦ୍ୟାଳୟରେ ଉତ୍କଳ ଦିବସ ପାଳିତ

ପାତ୍ରପୁର: ଗଞ୍ଜାମ ଜିଲା ସୁରଙ୍ଗି ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଉତ୍କଳ ଦିବସ ପାଳିତ ହୋଇଥିଲା। ପ୍ରଥମେ ଜଗନ୍ନାଥଙ୍କ ଫଟୋରେ ପୁଷ୍ପମାଲ୍ୟ ଦେଇ ସାମନାରେ ପ୍ରଦୀପ ପ୍ରଜ୍ଜୋଳନ କରିବା ସହିତ…
Read More...

ପୁଲିସକୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରି ଯୁବକ ଗିରଫ

ବୌଦ୍ଧ : ପୁଲିସକୁ ଆକ୍ରମଣ ଉଦ୍ୟମ କରି ଜଣେ ଯୁବକ ଗିରଫ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ମୁତାବକ ରବିବାର ପୁଲିସ ଟିମ ପାଟ୍ରୋଲିଂ କରୁଥିବା ସମୟରେ ସହରର ବାପୁଜୀନଗରଠାରେ ରୋହିତ କୁମ୍ଭାର(୩୬) ନାମକ ଜଣେ ଯୁବକ…
Read More...

ଶୋଡଶ ବରକନିଆ ମହୋତ୍ସବ

ବାଉଁଶୁଣି : ବୌଦ୍ଧ ବ୍ଲକ ମନୁପାଲି ପଂଚାୟତ ଅନ୍ତର୍ଗତ ବରକନିଆଁ ସ୍ଥିତ ହନୁମାନ ମନ୍ଦିର ପରିସରରେ ବୌଦ୍ଧ ଜିଲା ଅଖିଳ ଭାରତ ସନ୍ଥ ସମିତି ପକ୍ଷରୁ ଶୋଡଶ ବରକନିଆ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲା ସନ୍ଥ…
Read More...

ଆଠଗଡର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା, ସାମିଲ ହେଲା ୫୧ଟି ବିମାନ

ଆଠଗଡ: ଆଠଗଡର ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ଓ ହୋଲି ଉତ୍ସବ ଶାନ୍ତିଶୃଙ୍ଖଳାର ସହିତ ବେଶ୍‌‌ ଆଡମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି। ଶନିବାର ପଞ୍ଚୁଦୋଳ ଯାତ୍ରା ଲାଗି ଆଠଗଡ ସହର ଉତ୍ସବମୁଖର ହୋଇ ଉଠିଥିଲା। ଏହି ଯାତ୍ରାରେ…
Read More...

ଆଦିବାସୀ ସଂଗ୍ରାମୀନେତା ଉଗ୍ରସେନ ମଲିକଙ୍କ ଶ୍ରଦ୍ଧାଞ୍ଜଳି ଦିବସ

ଫୁଲବାଣୀ : କୁଇ ସମାଜ ସେବା ସମିତି, ଫୁଲବାଣୀର ମାସିକ ବୈଠକ ତଥା କନ୍ଧମାଳ ଜିଲ୍ଲାର ଆଦିବାସୀ ସଂଗ୍ରାମୀ ନେତା ଉଗ୍ରସେନ ମଲିକଙ୍କ ୪୮ତମ ଶ୍ରଦ୍ଧାଞ୍ଜଳି ଦିବସ କୁଇ ସମାଜ ସେବା ସମିତି କାର୍ଯ୍ୟାଳୟ ଠାରେ ପାଳିତ…
Read More...

ଗୋରୁ ଗାଡ଼ି ଜବତ, ୨ ଗିରଫ

ଚୌଦ୍ୱାର: ଚୌଦ୍ୱାର ଥାନା ଅନ୍ତର୍ଗତ ମହିସାଲଣ୍ଡା ଗ୍ରାମ ନିକଟରୁ ଏକ ଗୋରୁ ଭର୍ତ୍ତି ଗାଡ଼ିକୁ ପୁଲିସ ଜବତ କରିବା ସହିତ ଗୋରୁ ଚାଲାଣ କରୁଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ…
Read More...

ବିଜେଡି ଟିକଟ ପାଇଁ ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରା

ଭୁବନେଶ୍ବର:ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ହେବାକୁ ଆବେଦନ କରିଛନ୍ତି ଜଗତ୍‌ସିଂହପୁର ଜିଲା ଯୁବ ବିଜେଡି ସଭାପତି ସୌମ୍ୟଜିତ ମହାପାତ୍ର। ଛାତ୍ର ଜୀବନରୁ ପ୍ରାୟ ୨୦ ବର୍ଷ ହେଲାଣି ସେ…
Read More...

ନୀଳଗିରିରେ କିଏ ହାତେଇବ ବିଜେଡି ଟିକଟ: ସୁକାନ୍ତ ଓ ସନ୍ତୋଷଙ୍କୁ ନେଇ ଚାଲିଛି ଅଙ୍କକଷା

ନୀଳଗିରି: ବିଜେପି ଛାଡ଼ିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ସକାଳେ ଶଙ୍ଖ ଭବନ ଯାଇ ବିଜେଡିରେ କର୍ମୀଙ୍କ ସହ ସାମିଲ ହୋଇଛନ୍ତି। ବିଜେଡିରେ ଯୋଗଦେବା ପରେ ତାଙ୍କୁ ଟିକଟ ମିଳିବ ବୋଲି ଚର୍ଚ୍ଚା ଜୋର ଧରିଥିଲା।…
Read More...

ଓଡିଶୀ ଗୁରୁକୂଳ ଉତ୍ସବ: ଦର୍ଶକଙ୍କୁ ବିଭୋର କଲା ନୃତ୍ୟ ନାଟିକା ‘ଏଇ ଆମରି ଗାଁ’ 

ସୁଆଣ୍ଡୋ : ପୁରୀ-ଭୁବନେଶ୍ୱର  ୩୧୬ ନଂ ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟ ବୀର ଗୋବିନ୍ଦ ପୁର ବଡ ହାଟ ଗ୍ରାମରେ ଥିବା ରାମହରି ଦାସ ଗୁରୁକୂଳ ଅନୁଷ୍ଠାନ ପକ୍ଷରୁ ଓଡିଶୀ ଗୁରୁକୂଳ ଉତ୍ସବ ଉଦଯାପିତ ହୋଇଯାଇଛି। ଏଥିରେ…
Read More...

ଇଲୋକ୍ଟୋରାଲ ବଣ୍ଡ ମାମଲାରେ ବିଜେଡି, ବିଜେପିକୁ ଜିଲା କଂଗ୍ରେସର ଟାର୍ଗେଟ

ଫୁଲବାଣୀ : କନ୍ଧମାଳ ଜିଲା କଂଗ୍ରେସ ଇଲେକ୍ଟୋରାଲ ବଣ୍ଡ  ମାମଲାରେ ବିଜେପି ଓ ବିଜେଡିକୁ ଘେରିଛି। ନିର୍ବାଚନ କମିଶନଙ୍କ ଦ୍ବାରା ପ୍ରକାଶିତ ତଥ୍ୟରୁ ଇଲେକ୍ଟୋରାଲ ବଣ୍ଡ ଜରିଆରେ  ଆଦାୟ ହୋଇଥିବା ଅର୍ଥ ଦୃଷ୍ଟିରୁ ବିଜେଡି…
Read More...

୯ରୁ ସପ୍ତାହବ୍ୟାପୀ ମା’ତାରିଣୀଙ୍କ ୮୮ତମ ପ୍ରସିଦ୍ଧ ଚଇତିପର୍ବ, ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଘଟଗାଁ

କେନ୍ଦୁଝରଗଡ: ଅପ୍ରେଲ ୯ ରୁ ୧୫ ତାରିଖ ଦୀର୍ଘ ୭ଦିନବ୍ୟାପୀ ଘଟଗାଁସ୍ଥିତ ମା’ ତାରିଣୀଙ୍କ ୮୮ତମ ପ୍ରସିଦ୍ଧ ଚଇତି ପର୍ବ ପାଳନ ନିମନ୍ତେ ମା’ତାରିଣୀ ଠାକୁରାଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ…
Read More...

ବିଦ୍ୟା ମଣିଷକୁ ବିନୟ, ପରୋପକାର ଓ ସମାଜ ଗଠନ ଦିଗରେ ମାର୍ଗଦର୍ଶନ କରିଥାଏ

ଗୁରୁଡିଝାଟିଆ: ବିଦ୍ୟା ମଣିଷକୁ ବିନୟ, ପରୋପକାର ଓ ସମାଜ ଗଠନ ଦିଗରେ ମାର୍ଗଦର୍ଶନ କରିଥାଏ। ଆଧ୍ୟାତ୍ମିକ ବିଦ୍ୟା ମଣିଷ ଭିତରେ ଦିବ୍ୟତ୍ୱ ଭାବ ସୃଷ୍ଟି କରିବା ସହ ଶାଶ୍ୱତ ଓ ଚିରନ୍ତନ ମାର୍ଗ ପାଇଁ ରାସ୍ତା ଦେଖାଇଥାଏ…
Read More...

ରାଜପଥ ପାର୍ଶ୍ବରୁ ବେଧଡକ ଭାବରେ ଚାଲିଛି ଶହଶହ ଟ୍ରକ ମାଟି ଚୋରା ଚାଲାଣ

ଗୁରୁଡିଝାଟିଆ: ଶହଶହ ଟ୍ରକ ବେଆଇନ ମାଟି ଖୋଳାଯାଇ ଚୋରା ଚାଲାଣ ହେଉଛି। ଏହାଦ୍ୱାରା ରାଜସ୍ୱ ବିଭାଗର ରାଜସ୍ୱହାନୀ ମଧ୍ୟ ଘଟୁଛି। ଏହି ଚୋରା ଚାଲାଣକୁ ରୋକିବା ପାଇଁ ଆଠଗଡ ତହସିଲ ପକ୍ଷରୁ ବ୍ୟବସ୍ଥା କରାଯିବା ନିମନ୍ତେ…
Read More...

ଭୋଟର କାର୍ଡରେ ତ୍ରୁଟି ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ 

ଫୁଲବାଣୀ:  କନ୍ଧମାଳ ଜିଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡ୍ରେଜୁ ଗ୍ରାମର ନମିତା କହଁରଙ୍କର ଭୋଟର କାର୍ଡରେ ତ୍ରୁଟି ଯୋଗୁଁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ସୂଚନା ପ୍ରକାରେ ସୁଡ୍ରେଜୁ ଗ୍ରାମର ନମିତା କହଁର…
Read More...

ରାସ୍ତା ନୁହେଁ ମରଣ ଯନ୍ତ୍ରା

ଭବାନୀପାଟଣା: କଳାହାଣ୍ଡିରୁ ରାୟଗଡା କୁ ସଂଯୋଗ କରୁଥିବା ଛତିଗୁଡ଼ା ଛକ ଶାନ୍ତପୂରରୁ କିଡିଙ୍ଗ ରାସ୍ତା ଟି ମରଣ ଯନ୍ତା ରେ ପରିଣତ ହେଇଛି। ପିଡ଼ବ୍ଲୁଡି ବିଭାଗ ର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଚାଲିଥିବା ଏହି ରାସ୍ତା ର…
Read More...

ଶତାଧିକ କର୍ମୀଙ୍କୁ ନେଇ ବାରବୁଲି ଠାରେ ବିଜେଡ଼ିର ସମାବେଶ

ଲାଞ୍ଜିଗଡ଼ :କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ବାରବୁଲି ଠାରେ ବନ୍ଧପାରି ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଲାଞ୍ଜିଗଡ଼ ବ୍ଳକ ବିଜେଡି ସଭାପତି…
Read More...

ସାବଧାନ: ସାମାଜିକ ଗଣମାଧ୍ୟମରେ ବନ୍ୟଜନ୍ତୁଙ୍କ ସହ ଭିଡିଓ ଛାଡ଼ିଲେ ରୁଜୁ ହେବ ମାମଲା

କଟକ: ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଓ ଭିଡିଓ ଛାଡୁଥିବା ବ୍ୟକ୍ତିଙ୍କ ବିରୋଧରେ ପିଏମଏଲଏ (ପ୍ରିଭେନସନ ଅଫ ମନି ଲାଉଣ୍ଡ୍ରିଂ ଆଇନ) ଅନୁସାରେ ମାମଲା ରୁଜୁହେବ। ଏ ନେଇ ଓଡିଶା ମୁଖ୍ୟ ବନ୍ୟପ୍ରାଣୀ…
Read More...

ଶଙ୍ଖ ଛାଡ଼ି ପଦ୍ମମୁହାଁ ନାମୀ ଅଭିନେତା, ବିଜେପିରେ ଯୋଗଦେଲେ ଆକାଶ ଦାସନାୟକ

ଭୁବନେଶ୍ବର: ଅଭିନେତାମାନଙ୍କ ଦଳ ଡିଆଁ ଏବେ ରୋଚକ ସ୍ଥିତି ଉତ୍ପନ୍ନ କରିଛି। ଯେଉଁମାନେ ଦିନେ ବିଜେଡିର ତାରକା ପ୍ରଚାରକ ଭାବେ ଦଳର ଶୋଭାବର୍ଦ୍ଧନ କରୁଥିଲେ ଏବେ ସେମାନଙ୍କ ମଧ୍ୟରୁ ୪ ଜଣ ଆଗଧାଡ଼ିର ଅଭିନେତା ସିଦ୍ଧାନ୍ତ…
Read More...

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ସୂଚନା, ଏପ୍ରିଲ ୮ରୁ ହେବ ସକାଳୁଆ ଅଦାଲତ

କଟକ: ରାଜ୍ୟର ସମସ୍ତ ଜିଲା ଓ ନିମ୍ନ ଅଦାଲତଗୁଡିକ ଏପ୍ରିଲ ୮ରୁ ସକାଳୁଆ ଚାଲିବ। ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ଅଦାଲତ ଖୋଲା ରହିବ। ସକାଳ ୧୦ଟାରୁ ୧୦.୩୦ ପର୍ଯ୍ୟନ୍ତ ବିରତି ମିଳିବ। ଖରାଦିନ ଛୁଟି ପର୍ଯ୍ୟନ୍ତ…
Read More...

ଭାରତରେ ଆକସ୍ମିକ ନିଯୁକ୍ତିରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ

ନୂଆଦିଲ୍ଲୀ: ଆଇଟି କ୍ଷେତ୍ରରେ ଥିବା ନିଯୁକ୍ତି ଆଶାୟୀଙ୍କ ପାଇଁ ଭଲ ଖବର। ଆଇଟି ନିଯୁକ୍ତି ବଜାରରେ ସୁଧାର ଆଶା ଦେଖାଇଛି। ଡିଟିଏଲ୍‌ ସିଇଓ ଶିବ ପ୍ରସାଦ ନନ୍ଦୁରୀ କହିଛନ୍ତି ଯେ ଦେଶରେ ବିଶ୍ୱସ୍ତରୀୟ ଦକ୍ଷତା କେନ୍ଦ୍ର…
Read More...

୨୦୪୭ ସୁଦ୍ଧା ଭାରତ ଅର୍ଥନୀତିରେ ୮% ଅଭିବୃଦ୍ଧି ଲକ୍ଷ୍ୟ

ନୂଆଦିଲ୍ଲୀ: ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଲାଗୁ ହୋଇଥିବା ଭଲ ନୀତିକୁ ଦୁଇଗୁଣା କରିବା ସହ ନୀତି ସୁଧାର ଶୀଘ୍ର କରାଇପାରିଲେ ୨୦୪୭ ସୁଦ୍ଧା ଦେଶର ଅର୍ଥନୀତିରେ ୮% ଅଭିବୃଦ୍ଧି ହୋଇପାରିବ ବୋଲି ଆନ୍ତର୍ଜାତିକ ମୁଦ୍ରା…
Read More...

୨୭ କିଲୋ ଗଂଜେଇ ଜବତ, ୨ ଗରିଫ 

ବୌଦ୍ଧ : ବୌଦ୍ଧ ପୁଲିସ ୨୭ କିଲୋ ଗଂଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବୌଦ୍ଧ ମହାନଦୀ ବ୍ରିଜଛକଠାରେ ଗାଡି ଯାଞ୍ଚ କରୁଥିବାବେଳେ ଏକ ଲୁନା…
Read More...

ପାଟଣା ଅଞ୍ଚଳରେ କାଳବୈଶାଖୀ, କୁଆପଥର ମାଡ ସହ ଘନ ଘନ ବଜ୍ରପାତ

ପାଟଣା : ଆଜି କାଳବୈଶାଖୀ ପ୍ରଭାବରେ ପବନ ବହିବା ସହ କୁଆପଥର ବର୍ଷା ହୋଇଥିଲା। ମାତ୍ର ଅଧ ଘଣ୍ଟାଏ ଧରି କୁଆପଥର ମାଡ଼ ହେବା ଫଳରେ ଆଖପାଖ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେତେକ ବାଇକ ସିଟ, ଆଇନା…
Read More...

ଅନ୍ୟପାଇଁ ସାଜିଲେ ଉଦାହରଣ, ରୋଗୀଙ୍କୁ ରକ୍ତଦାନ କଲେ ଡାକ୍ତର

ନବରଙ୍ଗପୁର: ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣେ  ରୋଗୀଙ୍କୁ ରକ୍ତଦାନ କରିଛନ୍ତି  ଭେଷଜ ବିଶେଷଜ୍ଞ ଡାକ୍ତର। ସେ ରୋଗୀଙ୍କର  ଜୀବନ ବଞ୍ଚାଇବା ସହ ଅନ୍ୟପାଇଁ ସାଜିଲେ ଉଦାହରଣ।  ନବରଙ୍ଗପୁର ଜିଲା…
Read More...

ରାଜ୍ୟ ପୁଲିସ ମୁଖ୍ୟାଳୟରେ ଆନ୍ତଃରାଜ୍ୟ ସମନ୍ବୟ ବୈଠକ, ନିର୍ବାଚନ ଆୟୋଗଙ୍କ ନିୟମାବଳୀ ପାଳନ ନେଇ ଆଲୋଚନା

ଭୁବନେଶ୍ବର: ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ-୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି କଟକ ସ୍ଥିତ ରାଜ୍ୟ ପୁଲିସ ମୁଖ୍ୟାଳୟ ଠାରେ ଭିଡିଓ କନଫରେନସିଂ…
Read More...

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦେଶ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ…
Read More...

‘ରାଜ୍ୟ ଷ୍ଟିୟରିଂ କମିଟି (ସୁଗମ ନିର୍ବାଚନ)’ ବୈଠକ, ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର…

ଭୁବନେଶ୍ୱର: ଦେଶରେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛିା ସେହି କ୍ରମରେ ଓଡ଼ିଶାରେ ନିର୍ବାଚନ…
Read More...

ଏପ୍ରିଲ ୧୬ରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା 

ଭୁବନେଶ୍ୱର: ମହାପ୍ରଭୁ ଲିଙ୍ଗରାଜଙ୍କ ଚଳିତ ବର୍ଷ ଅଶୋକାଷ୍ଟମୀ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଖୋର୍ଦ୍ଧା ଜିଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ…
Read More...

ବିଜେପି ଟିକଟରେ କଟକରୁ ଲଢ଼ିବେ ଭର୍ତ୍ତୃହରି ମହତାବ

ଭୁବନେଶ୍ବର: ଆଜି ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଓଡ଼ିଶାର ୩ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଭର୍ତ୍ତୃହରି ମହତାବଙ୍କଉପରେ ଦଳ ଭରସା କରିଛି।…
Read More...

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ, ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ଯ୍ୟନ୍ତ ସ୍କୁଲ ଚାଲିବ

ଭୁବନେଶ୍ବର: ଖରା ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ରଖି ଏପ୍ରିଲ ଦୁଇ ତାରିଖରୁ ସକାଳୁଆ ସ୍କୁଲ୍‌ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି…
Read More...

କାରରୁ ମିଳିଲା ୯ କେଜି ସୁନା

କଟକ: ଟାଙ୍ଗୀ ବନ୍ଦାଳୋ ଟୋଲ ଗେଟରୁ ୯ କେଜି ସୁନା ଜବତ କରାଯାଇଛି। କୋଲକାତାରୁ କାର ଯୋଗେ ଚାଲାଣବେଳେ ଧରିଲା ଡିଆରଆଇ। ସେହି କାରରୁ ମିଳିଲା ୯ କେଜି ୧୮୦ ଗ୍ରାମର ୬୫ଟି ସୁନା ବିସ୍କୁଟ। ଜବତ ସୁନାର ମୂଲ୍ୟ ପ୍ରାୟ…
Read More...

୪୦ ଡିଗ୍ରୀ ଟପିଲା ରାଜ୍ୟର ୫ ସହର, ୪୧ ଡ଼ିଗ୍ରୀ ରେକର୍ଡ ସହ ମାଲକାନଗିରି ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ତାତିରେ ଫୁଟିଲା ସାରା ରାଜ୍ୟ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ତାତିର ରାଜ। ଆଜି ୪୦ ଡିଗ୍ରୀ ଟପିଲା ରାଜ୍ୟର ୫ ସହର। ମାଲକାନଗିରି ପାଲଟିଛି ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ମାଲକାନଗିରିରେ ଆଜିର…
Read More...

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ !

ବଲାଙ୍ଗିର: ଅଂଶୁଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଖୁଜେନପାଲିର ୩୦ ବର୍ଷିୟ ତ୍ରିନାଥ ବକୁଲ ବୋଲି ଜଣାପଡ଼ିଛି। ତ୍ରିନାଥ ଏକ ଘରୋଇ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବଜାରକୁ ଆସିଥିଲେ। ବଜାରରୁ…
Read More...

ବନ୍ଦ ଘର ଭିତରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଯୋଜନାବଦ୍ଧ ହତ୍ୟା ସନ୍ଦେହ

ଭଦ୍ରକ: ବନ୍ଦ ଘର ଭିତରୁ ମହିଳାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି। ଭଦ୍ରକ ଟାଉନ ଥାନା ଅପର୍ତ୍ତିବିନ୍ଧା ନିଉ କଲୋନୀର ବନ୍ଦ ଘରୁ ଜଣେ ମହିଳାଙ୍କ କ୍ଷତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମହିଳାଙ୍କ…
Read More...

ବାଇକ୍ ସହିତ ପିକଅପ ଧକ୍କାରେ ଜଣେ ମୃତ

ପାତ୍ରପୁର: ଜରଡା ଥାନା ପାତ୍ରପୁର ବ୍ଳକ ଜୟନ୍ତୀ ପୁର ଗ୍ରାମରେ ଏକ ବାଇକ୍ ସହିତ ପିକଅପ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଜୟନ୍ତୀ ପୁର ଗ୍ରାମ ଗଣପତି ରାଉଳ ୪୦ବର୍ଷ ବୋଲି ସୂଚନା ମିଳିଛି।…
Read More...

ଭୁବନେଶ୍ବର ହକି ପାଇଁ ବହୁତ ବଢିଆ ସ୍ଥାନ, ଫିଟ୍‌ନେସ ଉପରେ ଦଳ ସର୍ବାଧିକ ଗୁରୁତ୍ବ ଦେଉଛି : ଅମିତ

କଟକ : ହକିରେ ଫିଟ୍‌ନେସର ଗୁରୁତ୍ବ ବହୁତ ରହିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରଶିକ୍ଷଣ ଶିବିରରେ ଫିଟ୍‌ନେସ ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ପ୍ୟାରିସ ଅଲିମ୍ପିକ୍‌ସ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ ଆମ ପାଇଁ…
Read More...

ଏପ୍ରିଲରେ ବ୍ୟାଙ୍କ ବନ୍ଦ ରହିବ ୧୨ ଦିନ

ନୂଆଦିଲ୍ଲୀ: ଏପ୍ରିଲ ପହିଲାରୁ ଆର୍ଥିକ ବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମାସରେ ବିଭିନ୍ନ ରାଜ୍ୟରେ ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ରାଜ୍ୟ ଅନୁସାରେ ବ୍ୟାଙ୍କ ଛୁଟି ସଂଖ୍ୟା ଭିନ୍ନ ଭିନ୍ନ। ଭାରତୀୟ…
Read More...

ହ୍ରାସ ପାଇଲା କୋକୋଆ ଉତ୍ପାଦନ, ବଢ଼ିବ ଚକୋଲେଟ ଦାମ୍‌

ନୂଆଦିଲ୍ଲୀ: ଚକୋଲେଟ ତିଆରି ପାଇଁ ବ୍ୟବହାର ହେଉଥିବା କଞ୍ଚାମାଲ କୋକୋଆ ଉତ୍ପାଦନ ହ୍ରାସ ପାଇଥିବାରୁ ଚକୋଲେଟ ଦାମ୍‌ ବଢ଼ିବା ନେଇ ଆଶା କରାଯାଉଛି। କୋକୋଆ ପଶ୍ଚିମ ଆଫ୍ରିକୀୟ ଅଞ୍ଚଳରେ ସର୍ବାଧିକ ଉତ୍ପାଦନ ହେଉଥିବା…
Read More...

 ଡାଏମଣ୍ଡ ଲିଗ୍‌ରେ ଖେଳିବେ ଓଡ଼ିଆ ପୁଅ କିଶୋର ଜେନା

ଭୁବନେଶ୍ବର: ଭାରତର ଉଦୀୟମାନ ଜାଭେଲିନ ଫିଙ୍ଗାଳି ତଥା ଓଡ଼ିଆ ପୁଅ କିଶୋର ଜେନା ଆସନ୍ତା ​ମେ ୧୦ରୁ ଦୋହାରେ ଆୟୋଜିତ ହେବାକୁ ଥିବା ଡାଏମଣ୍ଡ ଲିଗ୍‌ରେ ଖେଳିବେ। କିଶୋର ପ୍ରଥମ ଥର ପାଇଁ ଡାଏମଣ୍ଡ ଲିଗ୍‌ରେ ଖେଳିବେ।…
Read More...

ଭାରତୀୟ କ୍ରୀଡ଼ା ବଜାରରେ ଆଇପିଏଲ୍‌ର ରାଜୁତି

ନୂଆଦିଲ୍ଲୀ: ୧୭ ବର୍ଷ ହେଲା ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କେବଳ ଦର୍ଶକଙ୍କ ମନୋରଞ୍ଜନ କରୁନାହିଁ; ଭାରତୀୟ କ୍ରୀଡ଼ା ବଜାରରେ ମଧ୍ୟ ରାଜୁତି କରୁଛି। ଗତ ସଂସ୍କରଣ ଅପେକ୍ଷା ଚଳିତ ସଂସ୍କରଣରେ ରାଜସ୍ବରେ ୧୫ରୁ…
Read More...

ପରମେଶ୍ବରଙ୍କୁ ନାଟ୍ୟ ଭୂଷଣ

ଭବାନୀପାଟଣା: କଳାହାଣ୍ଡିର ପ୍ରଥିତଯଶା ନାଟ୍ୟ ନିର୍ଦେଶକ ଅଧ୍ୟାପକ ପରମେଶ୍ଵର ମୁଣ୍ଡଙ୍କୁ ନାଟ୍ୟ ଭୂଷଣ ଉପାଧିରେ ଭୂଷିତ କରା ଯାଇଛି। ବିଶ୍ଵ ନାଟ୍ୟ ଦିବସ ଅବସରରେ କଟକର ଥିଏଟର ମୁଭମେଣ୍ଟ ନାଟ୍ୟ ସଂସ୍ଥା ଦ୍ୱାରା…
Read More...

ବୈତରଣୀରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର 

ପାଟଣା: କେନ୍ଦୁଝର ଜିMk ପାଟଣା ଥାନା ଅନ୍ତର୍ଗତ ଡାଳପକା ଗ୍ରାମ ନିକଟ ବୈତରଣୀ ନଦୀ ଘାଟରୁ ଆଜି ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଡାଳପକା ଗ୍ରାମର ପଗରାମ ମୁଣ୍ଡାଙ୍କ ପୁଅ ଦୋଳ ଗୋବିନ୍ଦ…
Read More...

ପାଇକ ଆଖଡ଼ାକୁ ମିଳୁ ରାଜ୍ୟ କ୍ରୀଡ଼ାର ମାନ୍ୟତା

ଭୁବନେଶ୍ୱର: ଆଜି ମହାସମାରୋହରେ ନିଖିଳ ଓଡ଼ିଶା ପାଇକ ମହାସଂଘ ପକ୍ଷରୁ ରାଜ୍ୟସ୍ତରୀୟ ‘ପାଇକ ବିଦ୍ରୋହ ଦିବସ’ ପାଳିତ ହୋଇଯାଇଛି । ରାଜ୍ୟ ସଂଯୋଜକ କେଦାର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ସମାରୋହରେ ରାଜ୍ୟସଭାପତି ଅଶୋକ…
Read More...

“ଜନଜାତିଙ୍କ ସ୍ୱାଭିମାନ ଅସ୍ମିତାର ଅନନ୍ୟ ପ୍ରତୀକ ଲକ୍ଷ୍ମଣ ନାଏକଙ୍କ ପାଇଁ ଆମେ ଗର୍ବିତ’

ଭୁବନେଶ୍ୱର: ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ପରିଷଦ, ଭୁବନେଶ୍ୱରର ମିଳିତ ସହଯୋଗରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାଏକଙ୍କ ରାଜ୍ୟସ୍ତରୀୟ…
Read More...

ଓଡିଶା ଦିବସ ପାଳନ ବୈଠକ: ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର : ଚଳିତ ବର୍ଷ ଓଡ଼ିଶା ଦିବସ ରାଜ୍ୟ, ଜିଲା ଓ ଉପଖଣ୍ଡ ସ୍ତରରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ ଗ୍ରହଣ କରାଯାଇଛି । ଆଦର୍ଶ ଆଚରଣ ବିଧି ପାଳନ ପୂର୍ବକ ଏହି ଦିବସ ପାଳନ ନିମନ୍ତେ ସୂଚନା ଓ…
Read More...

ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଧନେଶ୍ବର ମାଝୀ

ଭୁବନେଶ୍ୱର:ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ବିଧାୟକ ଓ ରାଜ୍ୟସଭା ସାଂସଦ ଧନେଶ୍ବର ମାଝୀ। କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ଏବଂ  ଥରେ ନିର୍ବାଚିତ ହୋଇ ରାଜ୍ୟସଭା ଯାଇଥିବା ଧନେଶ୍ବର ମାଝୀ ଆଜି…
Read More...

‘ସିଟି’ ବସ୍‌‌ର ଅବସ୍ଥା ନ ଭୋଗୁ ‘ଲକ୍ଷ୍ମୀ’

ଜୟପୁର: ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ‘ଲକ୍ଷ୍ମୀ’ ଯୋଜନା ଅନ୍ତର୍ଗତ ଏସି ବସ୍‌‌ ସେବା କୋରାପୁଟ ଜିଲାରେ ଆଣ୍ଠେଇବା ଭଳି ମନେ ହେଉଛି। ଜିଲାର ୧୪ ବ୍ଲକ ପାଇଁ ରାଜ୍ୟ ସରକାର ୧୪ଟି ଏସି ବସ୍‌‌ ପଠାଇଥିବାବେଳେ ସେଥିରୁ…
Read More...

ବାଲେଶ୍ୱର ଜିଲା ବିଜେପି ଉପସଭାପତିଙ୍କ ଇସ୍ତଫା

ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର ମାତ୍ର କିଛିଘଣ୍ଟା ପରେ ବାଲେଶ୍ୱର ଜିଲା ବିଜେପି ଉପସଭାପତି ଗଙ୍ଗାଧର ମିଶ୍ର ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ…
Read More...

ମୁଖ୍ୟମନ୍ତ୍ରୀ ମୋତେ ବିଶ୍ୱାସ କରିଛନ୍ତି, ମା ସମାଲେଇଙ୍କ ଆଶୀର୍ବାଦରୁ ନିଶ୍ଚୟ ବିଜୟୀ ହେବି: ପ୍ରଣବ

ସମ୍ବଲପୁର : ବିଜେଡି ସାଂଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥି ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଜିଲା ଗସ୍ତରେ ଆସିଛନ୍ତି। ସମ୍ବଲପୁର ଲୋକସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା, ପୂର୍ବତନ କିରାଣିଙ୍କୁ ୨ ବର୍ଷ ଜେଲ୍‌

ବ୍ରହ୍ମପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପୂର୍ବତନ କିରାଣିଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା…
Read More...

ଘରୋଇ ହିଂସା ଅଭିଯୋଗ: ତଦନ୍ତବେଳେ ପୁଲିସକୁ ମିଳିଲା ହରିଣ ଛାଲ ଓ ବନ୍ଧୁକ, ଜଣେ ଗିରଫ

ବାଲେଶ୍ବର: ଆଳୁ ଖୋଳୁ ଖୋଳୁ ମହାଦେବ ବାହରିବା ଭଳି ବାଲେଶ୍ବର ଟାଉନ ଥାନା ପୁଲିସ ଏକ ଘରୋଇ ହିଂସା ମାମଲାର ତଦନ୍ତବଳେ ଜଣଙ୍କ ଘରୁ ଦୁଇଟି ହରିଣ ଛାଲ, ୫ଟି ଏୟାରଗନ, ପେଲେଟ ଗୁଳି ଆଦି ଜବତ କରିଛି। ଏହି ମାମଲାରେ ପୁଲିସ…
Read More...

ସତ୍ୟବାଦୀରେ ବିଜେଡି ଶିବିର ଚଳଚଞ୍ଚଳ, ସଞ୍ଜୟ ଦାସବର୍ମାଙ୍କୁ ସ୍ୱାଗତ

ସୁଆଣ୍ଡୋ:ପୁରୀ ଜିଲାର ମର୍ଯ୍ୟାଦାଜନକ ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରେ ସଞ୍ଜୟ ଦାସ ବର୍ମା ବିଜେଡି ଦଳରୁ ଟିକେଟ ପାଇଥିବାରୁ କର୍ମୀ ମହଲରେ ସ୍ୱାଗତ କରାଯାଉଛି। ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇ ଉଠିଛି। ବିଜେଡି ଦଳ…
Read More...

ବନ ବିଭାଗ ଦ୍ୱାରା ମୁର୍ମୂଷୁ ଅବସ୍ଥାରେ ଗାଡଭାଲୁ ଉଦ୍ଧାର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ନୂଆକୋଡାଶିଙ୍ଗା ଗ୍ରାମରୁ ଶନିବାର ବନବିଭାଗ ଏକ ଗାଡ଼ଭାଲୁକୁ ମୁର୍ମୂଷୁ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ…
Read More...

ବିଜେଡିର ଅନୁକମ୍ପା କାର୍ଡ: ୨୨ ଗୁରୁତ୍ବପୂର୍ଣ୍ଣ ଆସନରୁ ପ୍ରାର୍ଥୀ ହେଲେ ନେତାଙ୍କ ଉତ୍ତରାଧିକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ଲଗାତାର ପାଞ୍ଚମପାଳିର ଶାସନ ଦାୟିତ୍ବ ତୁଲାଇ ସାରିଥିବାବେଳେ ୨୦୨୪ରେ ଷଷ୍ଠଥର ପାଇଁ କ୍ଷମତା ହାସଲ କରିବାକୁ ସ୍ବତନ୍ତ୍ର ରଣନୀତି ଚଳାଇଛି। ପୂର୍ବରୁ…
Read More...

ସୀମାନ୍ତ ପ୍ରଶାସନ ମଧ୍ୟରେ ଛକାପଞ୍ଝା, କୋଟିଆ ଭୋଟରଙ୍କ ଉପରେ ଆନ୍ଧ୍ରର ନଜର

ଭୁବନେଶ୍ବର/ପଟାଙ୍ଗି : ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ପକ୍ଷରୁ ଭୋଟ ଗ୍ରହଣ କେନ୍ଦ୍ର ଖୋଲାଯିବା ଚର୍ଚ୍ଚାର ବିଷୟ ହୋଇଛି। ମେ ୧୩ ତାରିଖରେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଗୋଟିଏ ଦିନରେ ସାଧାରଣ ନିର୍ବାଚନ ହେବାକୁ…
Read More...

ପୋଖରୀରେ ବୁଡ଼ି ୮ ବର୍ଷର ପୁଅ ମୃତ

ବାସୁଦେବପୁର: ବାସୁଦେବପୁର ବ୍ଲକ କୃଷ୍ଣପୁର ପଞ୍ଚାୟତ ବୋହୂମା ଘେରିରେ ଅଘଟଣ। ପୋଖରୀରେ ବୁଡ଼ି ୮ ବର୍ଷର ପୁଅ ମୃତ୍ୟୁ ହୋଇଛି। ମାମୁ ଘରକୁ ବୁଲିବାକୁ ଆସିଥିବା ଏହି ୮ ବର୍ଷର ପୁଅ ବୋହୂମା ଘେରିରେ ଗାଧୋଇବାବେଳେ…
Read More...

ଷଷ୍ଠ ଶ୍ରେଣୀ ଛାତ୍ରୀ ମୃତ୍ୟୁ ମାମଲା: ତଦନ୍ତ ପାଇଁ ନିର୍ଦେଶ ଦେଲେ ଜିଲାପାଳ, ସିଲ ହେଲା ଘରୋଇ ଛାତ୍ରୀନିବାସ

ମାଲକାନଗିରି :ମାଲକାନଗିରି ସଦର ବ୍ଲକ ଏମଭି-୭  ଗ୍ରାମ ସ୍ଥିତ ଏକ ଘୋରୋଇ ଛାତ୍ରୀନିବାସରେ ସନ୍ଦେହ ଜନକ ପରିସ୍ଥିତିରେ ଛାତ୍ରୀ ମୃତ୍ୟୁ ବରଣ କରିଥିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି।  କାଲିମେଳା ବ୍ଲକ ଅନ୍ତର୍ଗତ ଏମପିଭି…
Read More...

ଅମ୍ବା ମହାଯଜ୍ଞ ପାଇଁ କଳସ ସ୍ଥାପନ

ପାତ୍ରପୁର: ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ବାୟୁଳିଆ  ବ୍ରାହ୍ମଣୀଦେବୀଙ୍କ ପୀଠରେ ଅମ୍ୱା ମହାଯଜ୍ଞ   ଶୁଭାରମ୍ଭ ହୋଇଯାଇଛି । ଏଥି ପାଇଁ  ବାୟୁଳିଆ ସହିତ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଶତାଧିକ ମହିଳା ଅମରକୋଷ…
Read More...

ଫୁଲବାଣୀରେ ନାରାୟଣୀ ଯାତ୍ରା: ଏପ୍ରିଲ ୧୪ରେ ଶୁଭଖୁଣ୍ଟି, ମେ’ ୧୦ରୁ ଯାତ୍ରା ଆରମ୍ଭ

ଫୁଲବାଣୀ:ପ୍ରତି ଦୁଇବର୍ଷ ଅନ୍ତରରେ ଫୁଲବାଣୀରେ ଅନୁଷ୍ଠିତ ହେଉଥିବା ନାରାୟଣୀ ଯାତ୍ରା ପରିଚଳନା ପାଇଁ ଆଜି ଏକ ବୈଠକ ସ୍ଥାନୀୟ ସଭାଗୃହ ଠାରେ ଉପଜିଲାପାଳ ତଥା ଅଧ୍ୟକ୍ଷ ଚିତ୍ତ ରଂଜନ ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଆଈକୁ ଟାଙ୍ଗିଆରେ ହାଣି ହତ୍ୟା କଲା ନାତି

ରେଢ଼ାଖୋଲ: ଆଈକୁ ନାତି ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି। ତନ୍ତଗାଡ଼ ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ନାତିକୁ ଅଟକ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜି.ଉଦୟଗିରି ବିଧାୟକ, ଚିନ୍ତାରେ ଫୁଲବାଣୀ ଓ ବାଲିଗୁଡ଼ା ବିଧାୟକ

ଫୁଲବାଣୀ: କନ୍ଧମାଳ ଲୋକସଭା ଆସନ ପାଇଁ ଇତି ମଧ୍ୟରେ ବିଜେଡ଼ି ପ୍ରାର୍ଥୀ ଭାବେ ପୁଣିଥରେ ଦଳ ଡ଼.ଅଚ୍ୟୁତ ସାମନ୍ତ ନାମ ଘୋଷଣା କରିଥିବା ବେଳେ କନ୍ଧମାଳ ଜିଲାର ତିନୋଟି ବିଧାନସଭା ଆସନ ମଧ୍ୟରୁ ଇତି ମଧ୍ୟରେ ଦଳ ଜି.ଉଦୟଗିରି…
Read More...

ଫେରାର ଅଭିଯୁକ୍ତ ଗିରଫ

ଆଠଗଡ: ଆଠଗଡ, ଖୁଣ୍ଟୁଣୀ ଓ ତିଗିରିଆ ଥାନା ଅଧିନରେ ଥିବା କେତେକ ଗ୍ରାମରେ ମଦପ୍ରସ୍ତୁତି ଓ ଚାଲାଣ ଏକ କୁଟୀରଶିଳ୍ପରେ ପରିଣତ ହୋଇଛି। ଆଠଗଡର କୋରଙ୍ଗା, ତିଗିରିଆର ଭିରୁଡା, ପଣସପାଟଣା, ଖୁଣ୍ଟୁଣୀ ଥାନା ଅଧିନ ଡାଳୁଆ,…
Read More...

ମା କାଳିକା କାମନାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଆଠଗଡ: ଆଠଗଡ ବ୍ଲକର ବେଣ୍ଟପଦା ପଞ୍ଚାୟତ ଅଧିନ ଧନୁର୍ଜୟପୁର ଠାରେ ମା କାଳିକା କାମନାଙ୍କର ନୂତନ ମନ୍ଦିର ଏକ ଭକ୍ତିମୟ ତଥା ପବିତ୍ର ପରିବେଶରେ ପ୍ରତିଷ୍ଠିତ ହୋଇଯାଇଛି। ଦୋଳପୂର୍ଣ୍ଣିମା ଅବସରରେ ସୋମବାର ଅଙ୍କୁରାରୋପଣ ଓ…
Read More...

ନାଲକୋର ନୂତନ ଉତ୍ପାଦ ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ର ବଜାର ପ୍ରବେଶ

ଅନୁଗୋଳ/ଭୁବନେଶ୍ଵର:ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନାଲକୋ ପକ୍ଷରୁ ଆଜି ଏକ ନୂତନ ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ର ବଜାର ପ୍ରବେଶ କରାଯାଇଛି। ଆଲୁମିନିୟମ ଆଲୟ ଇଂଗଟ୍ ଏଏଲ-୫୯ ମୁଖ୍ୟତଃ…
Read More...

ଅଜଣା ଗାଡି ଧକ୍କାରେ ପୋଢ଼ର ମୃତ୍ୟୁ

ଲାଞ୍ଜିଗଡ଼:ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ଠାରୁ ବିଶ୍ୱନାଥପୁରକୁ ସଂଯୋଗ କରୁଥିବା ଆଶ୍ରମପଡ଼ା ପୋଖରୀ ନିକଟରେ ଗତ ରାତିରେ ଏକ ଅଜଣା ଗାଡି ଧକ୍କାରେ ଗୋଟିଏ ପୋଢ଼ର ମୃତ୍ୟୁ ଘଟିଛି। ଲୋକେ ସେହି ରାସ୍ତାରେ ଗଲାବେଳେ ପୋଢ଼ଟି…
Read More...

ଟଙ୍କା ଶେଯରେ ନେତା: ଖଟ ଉପରେ ବିଛାଇ ଥିଲେ ୩ଲକ୍ଷ

ଦିସ୍‌ପୁର : ଆସାମର ଶାସକ ଦଳ ବିଜେପିର ସହଯୋଗୀ ୟୁନାଇଟେଡ୍‌ ପିପୁଲ୍‌ସ ପାର୍ଟି ଲିବେରାଲ୍‌ସ (ୟୁପିପିଏଲ୍‌) ନେତା ବେଞ୍ଜାମିନ ବାସୁମଟାରି ବିପୁଳ ୫୦୦ ଟଙ୍କିଆ ନୋଟ ଉପରେ ଶୋଇଥିବାବେଳର ଫଟୋ ସାମାଜିକ ଗଣମାଧ୍ୟମରେ…
Read More...

ହାଜତ ମୃତ୍ୟୁ ମାମଲା: ଯୋଡା ଥାନା ଅଧିକାରୀଙ୍କ ଗିରଫ ଦାବିକଲା ବିଜେପି

କେନ୍ଦୁଝରଗଡ: ଚଳିତମାସ ୨୫ ତାରିଖ ଯୋଡ଼ା ଥାନା ପରିସରରେ ହାଜତ ମୃତ୍ୟୁ ଘଟଣାରେ ଦାୟୀ ଯୋଡା ଥାନା ଅଧିକାରୀଙ୍କୁ ତୁରନ୍ତ ଗିରଫ ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ପ୍ରତିନିଧିଦଳ। ବିଜେପି…
Read More...

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ବୈଠକ, ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ସମୀକ୍ଷା

ଭବାନୀପାଟଣା: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା…
Read More...

କେଜ୍ରିୱାଲଙ୍କ ଗିରଫକୁ ନେଇ ଅଭିନବ ପ୍ରତିବାଦ, ଅତାବିରା  ଆପ ପକ୍ଷରୁ ସାମୁହିକ ଉପବାସ

ରେଙ୍ଗାଲିକ୍ୟାମ୍ପ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ତଥା ଦେଶରେ ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଅତାବିରା ଆମ ଆଦମୀ ପାର୍ଟି  ଏକତ୍ରିତ ହୋଇ ଅତାବିରା ବ୍ଳକ କାର୍ଯ୍ୟାଳୟ…
Read More...

ଦୁଇଟି ଦୁର୍ଘଟଣାରେ ତିନି ମୃତ

ଭବାନୀପାଟଣା: ଆଜି ଜୁନାଗଡ଼ ରାସ୍ତା ବାନ୍ଦୋପଲା ନିକଟ ସରକାରୀ ଇଞ୍ଜିନିୟରିଂ କଲେଜ ପାଖରେ ଦୁଇଟି ଦୁର୍ଘଟଣା ରେ ତିନିଜଣ ଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ରୁ ଆସିଥିବା ଏକ ପାଇପ ବୋଝେଇ ଟ୍ରକ ର ଟାୟାର ବଦଳାଇଉ ଥିବା…
Read More...

ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆରେ ପଶିଲେ କୋହଲିଙ୍କ ପ୍ରଶଂସକ, ଘୋଷାଡ଼ି ନେଇ  ନିସ୍ତୁକ ମାଡ଼ ମାରିଲେ ସୁରକ୍ଷାକର୍ମୀ

ବେଙ୍ଗାଲୁରୁ : ତାଙ୍କ ସ୍ବପ୍ନର କ୍ରିକେଟ୍‌ ତାରକା ବିରାଟ କୋହଲିଙ୍କୁ ଆଲିଙ୍ଗନ କରିବାର ପ୍ରୟାସ ପ୍ରଶଂସକଙ୍କ ପାଇଁ କାଳ ପାଲଟିଛି। ଉକ୍ତ ପ୍ରଶଂସକଙ୍କୁ ନିରାପତ୍ତା କର୍ମୀ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି…
Read More...

ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଏନପୋର୍ସମେଣ୍ଟ ୟୁନିଟର ଜିଏସଟି ଅଧିକାରୀ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଏସଟି ଅଧିକାରୀ ମାନସ ବେହେରା। ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଜିଏସଟି…
Read More...

ଶାଳକ ଛୁରାମାଡ଼ରେ ଭିଣୋଇ ମୃତ

ରାଜଗାଙ୍ଗପୁର: ଶାଳକ ଛୁରାମାଡ଼ରେ ଭିଣୋଇଙ୍କ ମୃତ୍ୟୁ ହୋଇଛି। ଏଭଳି ଏକ ଅଘଟଣ ଜୋରୁମାଲ ପଞ୍ଚାୟତ ଟୁଙ୍ଗୁରୁଟୋଲି ଗାଁରେ ଘଟିଯାଇଛି। ଜୋରୁମାଲ ପଞ୍ଚାୟତ ଟୁଙ୍ଗୁରୁଟୋଲି ଗାଁ ରାସ୍ତାରେ ଶାଳକ ଭିଣୋଇଙ୍କୁ ମରଣାନ୍ତକ…
Read More...

ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭା ଉଦ୍ୟମ ଜାରି

ଭୁବନେଶ୍ବର: ମୁଡକି ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ। ବଡ଼ ଧରଣର ବିସ୍ଫୋରଣ ସହ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ପଳାଶପଲ୍ଲୀ ପୁନାମା ଗେଟ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ତେଲ…
Read More...