ଭିଜିଲାନ୍ସ ଜାଲରେ ଜିଏସଟି ଅଧିକାରୀ

ପୁରୀ: ଭିଜିଲାନ୍ସ ଜାଲରେ ପୁରୀ ଏନପୋର୍ସମେଣ୍ଟ ୟୁନିଟର ଜିଏସଟି ଅଧିକାରୀ। ଲାଞ୍ଚ ନେବାବେଳେ ଧରାପଡ଼ିଲେ ଜିଏସଟି ଅଧିକାରୀ ମାନସ ବେହେରା। ଜବତ ଗାଡ଼ିକୁ ଛାଡ଼ିବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଜିଏସଟି ହାତରେ ଧରାପଡ଼ିଥିଲେ ପୁରୀ ଜିଲା ସ୍କୁଲ ସମୁଖରୁ ଗିରଫ ତାଙ୍କୁ ଗିରଫ କରାଯାଇଛି। ଜିଏସଟି ଅଧିକାରୀ ମାନସ ବେହେରାଙ୍କ କାର୍ଯ୍ୟାଳୟ ଓ ବାସଭବନ ସମେତ ତିନୋଟି ସ୍ଥାନରେ ଚଢାଉ ଜାରି ରହିଛି।

Comments are closed.