ପୋଖରୀରେ ବୁଡ଼ି ୮ ବର୍ଷର ପୁଅ ମୃତ ଆମ ଓଡ଼ିଶାନିଉଜ ଆଲର୍ଟ By Samaja Digital (RM) On Mar 29, 2024 Share ବାସୁଦେବପୁର: ବାସୁଦେବପୁର ବ୍ଲକ କୃଷ୍ଣପୁର ପଞ୍ଚାୟତ ବୋହୂମା ଘେରିରେ ଅଘଟଣ। ପୋଖରୀରେ ବୁଡ଼ି ୮ ବର୍ଷର ପୁଅ ମୃତ୍ୟୁ ହୋଇଛି। ମାମୁ ଘରକୁ ବୁଲିବାକୁ ଆସିଥିବା ଏହି ୮ ବର୍ଷର ପୁଅ ବୋହୂମା ଘେରିରେ ଗାଧୋଇବାବେଳେ ବୁଡ଼ିଯାଇଥିବା ସୂଚନା ମିଳିଛି। Share FacebookTwitterWhatsApp
Comments are closed.