www.samajalive.in
Saturday, December 6, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଚମତ୍କାରରୁ କମ୍‌ ନୁହେଁ, ରେଳ ଧାରଣାରେ ମହିଳାଙ୍କ ଉପରେ ଅତିକ୍ରମ କଲା ଦ୍ରୁତଗାମୀ ଟ୍ରେନ୍‌, ତା’ପରେ..

ନୂଆଦିଲ୍ଲୀ : ରେଳ ଧାରଣାରେ ଶୋଇଥିବା ଜଣେ ମହିଳାଙ୍କ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି । ଯାହା ଦେଖି ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବ। ଭିଡିଓରେ ଦେଖିପାରିବେ ଦ୍ରୁତ ଗତିରେ ଏକ ଟ୍ରେନ ମହିଳା ଜଣକ ଧାରଣାରେ ଥିବା ସମୟରେ ଅତିକ୍ରମ କରୁଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ରେଳ ଧାରଣାରେ ଏକ ଟ୍ରେନ୍‌ ଦ୍ରୁତ ଗତିରେ ଆସୁଛି । ସେହି ଧାରଣାରେ ଜଣେ ମହିଳା ଶୋଇପଡୁଛନ୍ତି। ଟ୍ରେନ୍‌ଟି ତାଙ୍କ ଉପରେ ଅତିକ୍ରମ କରି ଯାଉଛି । ନିକଟରେ ଥିବା ଲୋକେ ଚିତ୍କାର କରିବା ସହ ତାଙ୍କୁ ସେଭଳି ଶୋଇ ରହିବା ପାଇଁ କହୁଛନ୍ତି।


ମହିଳା ଜଣକ ରେଳ ଧାରଣା ମଝିରେ ସେଭଳି ଶୋଇ ରହୁଛନ୍ତି। କିଛି ସମୟ ପରେ ମହିଳା ଜଣକ ଧାରଣାରୁ ସୁରକ୍ଷିତ ଭାବେ ଉଠୁଥିବା ଦେଖାଯାଉଛି। ଲୋକେ ଏହି ଘଟଣାକୁ କୌଣସି ଚମତ୍କାରରୁ କମ୍‌ ନୁହେଁ ବୋଲି କହିଛନ୍ତି।
ରିପୋର୍ଟ ଅନୁଯାୟୀ, ଏହି ଘଟଣା ଉତ୍ତରପ୍ରଦେଶର ମଥୁରାରେ ଘଟିଛି ବୋଲି କୁହାଯାଉଛି ।

୧୨ ବର୍ଷ ପରେ.. ମକର ସଂକ୍ରାନ୍ତିରେ ଦୁର୍ଲ୍ଲଭ ଯୋଗ, ଜାଣନ୍ତୁ ସମସ୍ତ ରାଶି ଉପରେ ପଡିବ କି ପ୍ରଭାବ, କାହାକୁ ମିଳିବ ଧନ, ହେବ ବିବାହ..

- Advertisement -

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories